Browsing Tag

Bangladesh

ବିଶ୍ୱକପର ୩ ମାସ ପୂର୍ବରୁ ସନ୍ନ୍ୟାସ ନେଲେ ଏହି ଟିମର ଅଧିନାୟକ, ସାମ୍ବାଦିକ ସମ୍ମିଳନୀ କରି କାନ୍ଦିଲେ

ବାଂଲାଦେଶ ଦିନିକିଆ ଟିମର ଅଧିନାୟକ ତାମିମ ଇକବାଲ ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ତାମିମ । ଆଉ ସନ୍ନ୍ୟାସ ଘୋଷଣା କରିବା ପରେ କାନ୍ଦି ପକାଇଛନ୍ତି ତାମିମ । ଭାରତରେ ହେବାକୁ ଥିବା ବିଶ୍ୱକପ ତିନି ମାସ…

ଏହି ଦେଶରେ କାମ ଦେଉଛି ଭାରତୀୟ ମୁଦ୍ରା

ସାଧାରଣ ଭାବେ ବିଦେଶ କୁ ଗଲେ ଆମକୁ ସେହି ଦେଶର କରେନ୍ସି କୁ ନେଇ ଚଳିବାକୁ ପଡିଥାଏ । କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ ମୁଦ୍ରା Rupee କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଚାଲିଥାଏ । ହଁ ଏହା ସତ , ଦୁନିଆରେ କିଛି ଦେଶ ଅଛି ଯେଉଁଠାରେ ଯଦି ଆପଣ ଯାଆନ୍ତି, ତେବେ ଆପଣ ଭାରତୀୟ ଟଙ୍କା ଦେଇ…

ପ୍ରଳୟ ନେଇ ଆସୁଛି ବାତ୍ୟା ମୋକା, ଧ୍ୱଂସ ହୋଇଯିବ ଶରଣାର୍ଥୀ ଶିବିର

ଭୟଙ୍କର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ମୋକା । ଅତି ଭୀଷଣ ରୂପ ନେଇ ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ମୋକା । ଘଣ୍ଟାପ୍ରତି ୨୧୦ କିଲୋମିଟର ବେଗରେ ପବନ ବହିବ । ସମୁଦ୍ରରେ ଉଠିବ ୧୦ ଫୁଟ୍‌ରୁ ଅଧିକ ଉଚ୍ଚର ଜୁଆର । ବାଂଲାଦେଶର କୋକ୍ସ ବଜାର ଓ ମିଆଁମାରର କ୍ୟାୟୁକ୍ୟୁ ଉପକୂଳରେ…

ଜଳି ଛାରଖାର ହେଲା ସବୁଠୁ ବଡ଼ ହୋଲସେଲ୍‌ କପଡ଼ା ମାର୍କେଟ୍‌, ୫୦ରୁ ଅଧିକ ଦମକଳ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ

ବାଂଲାଦେଶର ସବୁଠୁ ବଡ଼ ହୋଲସେଲ୍‌ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ। ଢାକାସ୍ଥିତ ବଙ୍ଗାବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୬ରୁ ଅଧିକ କୋଠା ଏବଂ ଆଖପାଖର ଆବାସିକ ଅଞ୍ଚଳରେ ନିଆଁ ବ୍ୟାପିଯାଇଥିବା ଅଧିକାରୀମାନେ କହିଛନ୍ତି। କୁହାଯାଉଛି କି, ବଜାରରେ ୬ ହଜାରରୁ ଅଧିକ ଦୋକାନ ଘର ରହିଛି।…

ଅନିୟନ୍ତ୍ରିତ ହୋଇ ଖାଇକୁ ଖସିଲା ବସ୍‌: ୧୭ ମୃତ, ୩୦ ଆହତ

ବାଂଲାଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାଜଧାନୀ ଢାକା ଅଭିମୁଖେ ଯାଉଥିବା ବସ୍ ପଦ୍ମାସେତୁରୁ ଅନିୟନ୍ତ୍ରିତ ହୋଇ ଖସିପଡିବାରୁ ଅତିକମରେ ୧୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଲୋକ ଆହତ ହୋଇଥିବା ଖବର ମିଳିଛି । ଏହି ବସ୍ ଦୁର୍ଘଟଣା ମଦାରିପୁର ଅନ୍ତର୍ଗତ ଶିବଚର ଉପଜିଲ୍ଲାର…

ଢାକାରେ ବିସ୍ଫୋରଣ: ୧୭ ମୃତ୍ୟୁ, ୧୪୦ରୁ ଅଧିକ ଲୋକ ଗୁରୁତର

ବାଂଲାଦେଶ ରାଜଧାନୀ ଢାକାର ଗୁଲିସ୍ତାନ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ଏଠାରେ ଥିବା ଏକ ବହୁତଳ କୋଠାରେ ବିସ୍ଫୋରଣରେ ଘଟିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୭ରେ ପହଞ୍ଚିଥିବା ବେଳେ ୧୪୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଖବର ମୁତାବକ, ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୪ଟା ୪୬ରେ ଏହି…

ଅକ୍ସିଜେନ ପ୍ଲାଣ୍ଟରେ ବିସ୍ଫୋରଣ, ୬ ମୃତ, ୩୦ରୁ ଅଧିକ ଗୁରୁତର

ବାଂଲାଦେଶର ଚଟଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ (କେଶବପୁର) ଅଞ୍ଚଳରେ ଏକ ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ । ବିସ୍ଫୋରଣରେ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ…

ବାଂଲାଦେଶରେ ହିନ୍ଦୁ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା; ୧୪ ଜଗାରେ ଠାକୁରଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ବାଂଲାଦେଶରେ ପୁଣିଥରେ ହିନ୍ଦୁ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ଦୁର୍ବୃତ୍ତମାନେ ଗୋଟିଏ କି ଦୁଇଟି ନୁହେଁ, ଏକାବେଳେ ୧୪ଟି ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ଏ ନେଇ ସୂଚନା ମିଳିବା କ୍ଷଣି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ପଶ୍ଚିମ-ଉତ୍ତର…

ବାଂଲାଦେଶରୁ ଆସିଲା ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଘଟଣା! ହିନ୍ଦୁ ପ୍ରେମିକାର ଶରୀରକୁ ୩ ଖଣ୍ଡ କଲା ମୁସଲମାନ ପ୍ରେମିକ;…

ଦିଲ୍ଲୀରେ ଶ୍ରଦ୍ଧା ଓ୍ଵାକର ହତ୍ୟାକାଣ୍ଡରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନ ତଥ୍ୟ ସାମ୍ନାକୁ ଆସୁଛି। ସେପଟେ ବାଂଲାଦେଶରେ ଏମିତି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ, ଅବୁ ବକର ନାମକ ଯୁବକ ନିଜ ପ୍ରେମିକାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ଅଭିଯୁକ୍ତ ତାଙ୍କ…

ବାଂଲାଦେଶ: ଅନ୍ଧାରରେ ଅଛନ୍ତି ୧୪ କୋଟି ଲୋକ, ଗ୍ରୀଡ ଅଚଳ ଯୋଗୁଁ ବିଜୁଳି ସେବା ବନ୍ଦ

ନୂଆଦିଲ୍ଲୀ : ଅନ୍ଧାରରେ ପୂରା ବାଂଲାଦେଶ । ଅନ୍ଧାରରେ ୧୪ କୋଟି ଲୋକ । ଗ୍ରୀଡ ଅଚଳ ଯୋଗୁଁ ବିଜୁଳି ନାହିଁ । ଆଜି ଅପରାହ୍ନରୁ ବ୍ଲାକ ଆଉଟ ହୋଇଛି ବାଂଲାଦେଶ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ପାଣି ଯୋଗାଣ ଠପ୍‌ ହୋଇଛି । ବିଦ୍ୟୁତ ଯୋଗାଣ କେବେ ସ୍ୱଭାବିକ ହେବ ତାହା…

ରେଳଲାଇନ୍‌ରେ ଅଘଟଣ: ବାଂଲାଦେଶରେ ମିନିବସ୍ ଉପରେ ଚଢ଼ିଗଲା ଟ୍ରେନ୍‌, ୧୧ ମୃତ ,୫ ଆହତ

ନୂଆଦିଲ୍ଲୀ : ଶୁକ୍ରବାର ଦିନ ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଏଠାରେ ଥିବା ରେଲ୍‌ କ୍ରସିଙ୍ଗ୍‌ରେ ଗୋଟାଏ ଟ୍ରେନ୍‌ ଏକ ମାଇକ୍ରୋବସ୍‌ ଉପରେ ଧକ୍କା ଖାଇବାରୁ ୧୧ଜଣ ବସ୍‌ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୫ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ…

ବାଂଲାଦେଶରେ ଭୟଙ୍କର ବିସ୍ଫୋରଣ! କଣ୍ଟେନର ଡିପୋରେ ନିଆଁ ଲାଗି ୩୩ ଜଣଙ୍କ ମୃତ୍ୟୁ, ୪୫୦ରୁ ଅଧିକ ଆହତ

ବାଂଲାଦେଶର ଚଟଗାଁରେ ଶନିବାର ରାତିରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ସୀତାକୁଣ୍ଡା ଉପଜିଲ୍ଲାରେ ଏକ ଘରୋଇ ଇନ୍‌ଲ୍ୟାଣ୍ଡ କଣ୍ଟେନର ଡିପୋ (ICD)ରେ ବିସ୍ଫୋରଣ ଘଟି ପ୍ରାୟ ୩୩ ଜଣଙ୍କ ମୃତ୍ୟୁ ଘଠିଛି। ଏଥିରେ ୪୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତେବେ ସୂଚନା ମୁତାବକ, ବିସ୍ଫୋରଣ ଏତେ ଭୟାବହ…