ଅଯୋଧ୍ୟା ରାମ ମନ୍ଦିର ପରେ ଏବେ ବିହାରରେ ହେବ ମାତା ସୀତାଙ୍କ ମନ୍ଦିର, ସରକାର ଅଧିଗ୍ରହଣ କରିବେ ୫୦ ଏକର ଜମି
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ଏବେ ବିହାରରେ ହେବ ମାତା ସୀତାଙ୍କ ମନ୍ଦିର । ଉତ୍ତର ବିହାରର ସୀତାମଢ଼ି ଜିଲ୍ଲାରେ ମାତା ସୀତାଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ବିହାର ସରକାର ସୀତାମଢ଼ିରେ ଥିବା ବର୍ତ୍ତମାନର ମନ୍ଦିର ଚାରିପାଖରେ ୫୦ ଏକର…