Browsing Tag

bollywood

ଇଣ୍ଡଷ୍ଟ୍ରିରୁ ମିଳିଲାନି ସପୋର୍ଟ, ବାଧ୍ୟ ହୋଇ MAMI ବୋର୍ଡ଼ରୁ ଇସ୍ତଫା ଦେଲେ କରଣ ଜୋହର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡରେ ନେପୋଟିଯିମ, ଲବିଙ୍ଗ ଏବଂ ପକ୍ଷପାତିତା ପ୍ରସଙ୍ଗ ପୁଣି ଥରେ ଆରମ୍ଭ ହୋଇଯାଇଛି । କରଣ ଜୋହର, ଆଦିତ୍ୟ ଚୋପ୍ରା ଏବଂ ମହେଶ ଭଟ୍ଟଙ୍କ ପରି ବଡ ଚଳଚ୍ଚିତ୍ର ନିର୍ମାତାମାନେ ସୋସିଆଲ ମିଡିଆରେ କ୍ରମାଗତ ଭାବେ ଟ୍ରୋଲ ହେଉଛନ୍ତି ଏବଂ…

ଚିର ନିଦ୍ରାରେ ପ୍ରଖ୍ୟାତ ଫିଲ୍ମ ନିର୍ମାତା ବାସୁ ଚାଟ୍ଟାର୍ଜୀ, ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ନିର୍ଦ୍ଦେଶକ…

ମୁମ୍ବାଇ:  ଚୀର ନିଦ୍ରାରେ  ପ୍ରଖ୍ୟାତ ଫିଲ୍ମ ନିର୍ମାତା ବାସୁ ଚାଟ୍ଟାର୍ଜୀ। ମୁମ୍ବାଇ ସ୍ଥିତ ବାସଭବନରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ନିର୍ଦ୍ଦେଶକ ଆସୋସିଏସନ ସଭାପତି  ଅଶୋକ ପଣ୍ଡିତ…

କରୋନା ପଜିଟିଭ ବାହାରିଥିବା ଏହି ପ୍ରଖ୍ୟାତ ଅଭିନେତ୍ରୀ ଜଣାଇଲେ ନିଜର ଯନ୍ତ୍ରଣା, କହିଲେ “ଶୋଇ…

ଏପର୍ଯ୍ୟନ୍ତ ଅନେକ ବଡ ବଡ ତାରକା କରୋନା ଭାଇରସ କବଳରେ ଆସିସାରିଛନ୍ତି । ନିକଟରେ ସଙ୍ଗୀତକାର ୱାଜିଦ୍ ଖାନଙ୍କର କରୋନାରେ ଦେହାନ୍ତ ହୋଇଥିଲା । ଏହି ସମୟରେ 'ୟେ ରିସ୍ତା କୟା କେହଲତା ହେ'ର ପ୍ରଖ୍ୟାତ ଅଭିନେତ୍ରୀ ତଥା ରେୱାର ରାଜକୁମାରୀ ମୋହିନା କୁମାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା…

ବଲିଉଡ ସଙ୍ଗୀତକାର ଓ୍ଵାଜିଦଙ୍କ ପରଲୋକ: କରୋନାରେ ସଂକ୍ରମିତ ଥିବା ସହ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ

ମୁମ୍ବାଇ: ବଲିଉଡ ସଙ୍ଗୀତକାର ଓ୍ଵାଜିଦଙ୍କ ପରଲୋକ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ରବିବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ପୂର୍ବରୁ ତାଙ୍କର କିଡନୀ ଟ୍ରାନସ୍‌ପ୍ଲାଣ୍ଟ ହୋଇଥିବାସହ ସେ କରୋନାରେ ମଧ୍ୟ ସଂକ୍ରମିତ ହୋଇଥିଲା ।…

ସ୍କୁଲ ଦିନରେ ଏମିତି ଦେଖାଯାଉଥିଲେ ବଲିଉଡର ସେଲିବ୍ରିଟି, କିଛିଙ୍କୁ ଆପଣ ଚିହ୍ନିପାରିବେ ନାହିଁ

ସେଲିବ୍ରିଟିମାନେ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ପିଲାଦିନର ଫଟୋ ସେୟାର କରିଥାନ୍ତି । କେତେକ ଫଟୋରେ ସେମାନଙ୍କୁ ଚିହ୍ନିବା ସହଜ ହୋଇଥିବା ବେଳେ କିଛି ଫଟୋକୁ ବାରମ୍ବାର ଦେଖିବା ପରେ ମଧ୍ୟ ଏହି ତାରକା କିଏ ତାହା ଜାଣିବା କଷ୍ଟକର ହୋଇପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଠିକ ସେହିପରି କିଛି ଷ୍ଟାର…

ସ୍ୱର୍ଗଠାରୁ କୌଣସି ଗୁଣରେ କମ୍‌ ନୁହେଁ ଅମିତାଭ ବଚ୍ଚନଙ୍କ ଘର ‘ଜଲସା’, ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ଫଟୋ

ହିନ୍ଦୀ ସିନେମା ଜଗତରେ ୫୦ ବର୍ଷ ପୂର୍ଣ୍ଣ କରିଛନ୍ତି ଅମିତାଭ ବଚ୍ଚନ। ତାଙ୍କୁ ଶତାବ୍ଦୀର ମହାନାୟକ ବୋଲି କୁହାଯାଏ। ପ୍ରଥମ ଫିଲ୍ମ ସାତ ହିନ୍ଦୁସ୍ତାନୀଠୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ଅମିତାଭ ଦର୍ଶକଙ୍କୁ ବହୁ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ଅମିତାଭ ମୁମ୍ବାଇର ହୋଇନଥିଲେ ମଧ୍ୟ ଫିଲ୍ମ…

ରଣବୀର ସିଂ ପିଲାବେଳେ କରୁଥିଲେ ଏହି ରେସଲରଙ୍କୁ ଫଲୋ, ଫଟୋ ସେୟାର କରି କହିଲେ, ‘ଯେବେ WWF ଜୀବନ…

ବଲିଉଡ ଅଭିନେତା ରଣବୀର ସିଂ ସବୁବେଳେ ନିଜର ଫ୍ୟାଶନ ଓ ମସ୍ତି ଦ୍ୱାରା ସମସ୍ତଙ୍କୁ ଚକିତ କରିଦିଅନ୍ତି। ସେ ବହୁତ ଏଣ୍ଟରଟେନିଙ୍ଗ। ନିକଟରେ ରଣବୀର ନିଜ ଇନଷ୍ଟାଗ୍ରାମରୁ ପିଲାବେଳର ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ WWF(ବର୍ତ୍ତମାନ WWE)ର ରେସଲର ହଲକ ହୋଗନଙ୍କ ଭଳି ପୋଜ ଦେଉଥିବା ନଜର…

ଆଲିଆ ଭଟ୍ଟ ଘରେ ହିଁ କାଟିଦେଲେ ନିଜ ଚୁଟି, ଫଟୋ ପୋଷ୍ଟ କରି କହିଲେ, ‘୬୦ ଦିନ ପରେ…’

ଲକଡାଉନ ଭିତରେ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି। ଏଥିରେ ସେ ମିରର ସେଲ୍ଫି ନେଉଥିବାର ନଜର ଆସୁଛନ୍ତି। ଫଟୋରେ ତାଙ୍କ ଚୁଟି ମଧ୍ୟ କଟା ହୋଇଥିବା ଦେଖିବାକୁ ମିଳୁଛି। ଆଲିଆଙ୍କ ଏହି ଫଟୋକୁ ଲୋକେ ଖୁବ ପସନ୍ଦ କରିଥିବା ବେଳେ ଏଥିରେ ବିଭିନ୍ନ…

ନିଜଠାରୁ ବଡ଼ ବୟସର ପ୍ରେମିକାଙ୍କୁ ଧୋକା ଦେଉଛନ୍ତି କି ଅର୍ଜୁନ୍‌ କପୁର! ସାମ୍ନାକୁ ଆସିଲା ବଡ଼ କାରଣ

ଅର୍ଜୁନ କପୁର ଓ ମଲାଇକା ଅରୋରା ଦୀର୍ଘ ଦିନ ହେବ ରିଲେସନ୍‌ସିପ୍‌ରେ ଅଛନ୍ତି। ଏମାନଙ୍କ ସମ୍ପର୍କକୁ ନେଇ ମଧ୍ୟ ବହୁ ଚର୍ଚ୍ଚା ହୋଇଥାଏ। ତେବେ ଲକ୍‌ଡାଉନ୍‌ ମଧ୍ୟରେ ଉଭୟେ ବିବାହ କରିନେଇଥିବା ନେଇ ମଧ୍ୟ ଖବର ସାମ୍ନାକୁ ଅସିଛି। ଅନ୍ୟପଟେ କିଛି ଦିନ ପୂର୍ବରୁ ଅର୍ଜୁନ୍‌ କପୁର ଏକ ଏଭଳି କାମ…

ଧର୍ମେନ୍ଦ୍ରଙ୍କ ଘରକୁ ଆସିଲା ନୂଆ ଅତିଥି, Video ସେୟାର କରି ଫ୍ୟାନମାନଙ୍କୁ ଏମିତି ଦେଲେ ଖୁସି ଖବର

ବଲିଉଡର ମହାନ ଅଭିନେତା ଧର୍ମେନ୍ଦ୍ର ଏବେ ଲକଡାଉନରେ ନିଜ ଫାର୍ମ ହାଉସରେ ସମୟ ବିତାଉଛନ୍ତି। ନିକଟରେ ସେ ନିଜ ଫ୍ୟାନମାନଙ୍କ ସହ ଏକ ଗୁଡ ନ୍ୟୁଜ ସେୟାର କରିଛନ୍ତି। ଧର୍ମେନ୍ଦ୍ର ଟୁଇଟ କରି ଫ୍ୟାନମାନଙ୍କୁ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ସେ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏକ ଭିଡ଼ିଓ ସେୟାର…

ପ୍ରିୟଙ୍କା ଚୋପ୍ରାଙ୍କ ଚାଚାଙ୍କୁ ଚାକୁ ଦେଖାଇ ଲୁଟିଲେ ଲୁଟେରା, ଭଉଣୀ ମୀରା ଚୋପ୍ରା ଟ୍ୱିଟ କରି ଲେଖିଲେ ଏପରି କଥା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମୀରା ଚୋପ୍ରା ଏକ ଆଶ୍ଚର୍ଯ୍ୟଜନକ ଖବର ସେୟାର କରିଛନ୍ତି । ଯେଉଁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଦିଲ୍ଲୀରେ ତାଙ୍କ ପିତାଙ୍କଠାରୁ ଲୁଟ୍ ହୋଇଥିବା ନେଇ ମୀରା ଚୋପ୍ରା ଏକ ଟୁଇଟ୍‌ ଜରିଆରେ କହିଛନ୍ତି । ମୀରା ତାଙ୍କ…

ସନ୍ନି ଲିଓନଙ୍କ ପ୍ରାଙ୍କରେ ସ୍ୱାମୀ ଡାନିଏଲଙ୍କର ଉଡ଼ିଗଲା ହୋସ, ଦେଖନ୍ତୁ ମଜାଦାର ଭିଡିଓ

ଲକଡାଉନ୍ ମଧ୍ୟରେ ବି ସନ୍ନି ଲିଓନ୍ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଫ୍ୟାନ୍ ମାନଙ୍କ ସହ ଚାଟିଂ କରିବା ସହିତ ସେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅପଡେଟ ମଧ୍ୟ ଦିଅନ୍ତି । ନିକଟରେ ସେ ତାଙ୍କ ସ୍ୱାମୀଙ୍କ ସହ ଏକ ପ୍ରାଙ୍କ କରିଛନ୍ତି ଯେଉଁଥିପାଇଁ ତାଙ୍କ…