Browsing Tag

chandan yatra

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ପାଣିରୁ ବାହାରିବ ନନ୍ଦା, ଭଦ୍ରା ଓ ବୈଜୟନ୍ତ ଡଙ୍ଗା

ପୁରୀ (କେନ୍ୟୁଜ):  ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି ।  ଆଜି ଚୈତ୍ର ପୂର୍ଣ୍ଣିମା ଅବସରରେ ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀ ଭିତରେ ବୁଡାଇ ରଖାଯାଇଥିବା ଚାପ ଡ଼ଙ୍ଗା ନନ୍ଦା , ଭଦ୍ରା ଓ ବୈଜୟନ୍ତ ଡ଼ଙ୍ଗାକୁ ଭୋଇ ସେବକ ମାନେ ଉଦ୍ଧାର କରୁଛନ୍ତି । ଏହି ଚାପ…

ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା, ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ହେବ ଆରମ୍ଭ

ପୁରୀ (କେନ୍ୟୁଜ): ଆଉ ମାତ୍ର ଗୋଟିଏ ଦିନ ପରେ ପବିତ୍ର ଅକ୍ଷୟ ତୃତୀୟା। ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବା ସହ ୨୧ ଦିନ ବ୍ଯାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ।ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ। ନନ୍ଦା ଓ ଭଦ୍ରା ଚାପର ମରାମତି ସହ ରଙ୍ଗ କାର୍ଯ୍ଯ…

ଅସହ୍ୟ ଗରମରେ ଅତିଷ୍ଠ ମହାପ୍ରଭୁ, କାଲିଠାରୁ ନରେନ୍ଦ୍ର ପୁଷ୍କରିଣୀରେ ଖେଳିବେ ଚାପ

ପୁରୀ(କେନ୍ୟୁଜ୍): ଦିନକ ପରେ ଅକ୍ଷୟ ତୃତୀୟା । ପୁରୀ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଏନେଇ ନନ୍ଦା ଓ ଭଦ୍ରା ଚାପର ମରାମତି ସହ ରଙ୍ଗ କାର୍ଯ୍ୟ ଚାଲିଛି। ଚିତ୍ରକର ସେବକଙ୍କ ଦ୍ୱାରା ଠାକୁରଙ୍କ ସମସ୍ତ ଚନ୍ଦନ…

ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ଠିକ୍‌ସେ ସମ୍ପାଦନା…

ପୁରୀ(କେନ୍ୟୁଜ୍): ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥିସହ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ । ଏନେଇ ଆଜି ସଂଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ…

ଆସୁଛି ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ବୁଡ଼ା ଯାଇଥିବା ଡଙ୍ଗାକୁ କରାଯାଉଛି ଉଦ୍ଧାର

ପୁରୀ (କେନ୍ୟୁଜ): ଚନ୍ଦନ ଯାତ୍ରା ପାଇଁ ଡଙ୍ଗା ଉଦ୍ଧାର। ଚଳିତ ମାସ ୨୩ ତାରିଖରେ ପବିତ୍ର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ଆଜି ଚୈତ୍ର ପୂର୍ଣ୍ଣିମାରେ ନରେନ୍ଦ୍ର ପୁଷ୍କରିଣୀରୁ ଡଙ୍ଗା ଉଦ୍ଧାର ହେଉଛି। ନରେନ୍ଦ୍ର ପୁଷ୍କରିଣୀ ଜଳ ଭିତରେ ବୁଡାଇ ରଖାଯାଇଥିବା ଚାପ ଡ଼ଙ୍ଗା ନନ୍ଦା,…

ମା’ ଶାରଳାଙ୍କ ପୀଠରେ ଶେଷ ହେଲା ଚନ୍ଦନଯାତ୍ରା, ୨୧ ଦିନ ପର୍ଯ୍ୟନ୍ତ ଚାଲିଲା ସ୍ବତନ୍ତ୍ର ନୀତିକାନ୍ତି

ଜଗତସିଂହପୁର (କେନ୍ୟୁଜ): ଜଗନ୍ନାଥ ସଂସ୍କୃତିରେ ପବିତ୍ର ଅକ୍ଷୟ ତୃତୀୟାରୁ ଦେବାଦେବୀଙ୍କ ପୀଠରେ ଆରମ୍ଭ ହୁଏ ଚନ୍ଦନଯାତ୍ରା। ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡବାସିନୀ ମା’ଶାରଳାଙ୍କ ପୀଠରେ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇ ଶେଷ ହୋଇଛି ପ୍ରସିଦ୍ଧ ଚନ୍ଦନଯାତ୍ରା। ପ୍ରବଳ…

ଆଜି ଚନ୍ଦନଯାତ୍ରାର ଅନ୍ତିମ ଦିନ, ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଜଳକ୍ରୀଡ଼ା କରି ମନ୍ଦିର ବାହୁଡିବେ ମହାପ୍ରଭୁଙ୍କ…

ପୁରୀ(କେନ୍ୟୁଜ୍):ପବିତ୍ର ଅକ୍ଷୟ ତୃତୀୟାରୁ ୨୧ ଦିନ ବ୍ୟାପୀ ଚାଲିଥିବା ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ଆଜି ଅନ୍ତିମ ଦିନ । ଶ୍ରୀମନ୍ଦିରରେ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ଜଳକ୍ରୀଡ଼ା କରିଛନ୍ତି । ଭଉଁରୀରେ ମହାପ୍ରଭୁଙ୍କ ଚଳନ୍ତି…

କୋଭିଡ କଟକଣା ମଧ୍ୟରେ ଚାଲିଛି ବାହାର ଚନ୍ଦନଯାତ୍ରା, ଚଳିତବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ବେଶରୁ ବଞ୍ଚିତ ଭକ୍ତ

ପୁରୀ: ଆଜି ଶ୍ରୀକ୍ଷେତ୍ରେ ଭଉଁରୀ । ପବିତ୍ର ଅକ୍ଷୟ ତୃତୀୟାରୁ ୨୧ଦିନ ବ୍ୟାପୀ ଚାଲିଥିବା ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଚାପ ଖେଳିବେ । ପାଳିଆ ସେବକଙ୍କ ଗହଣରେ ଘଣ୍ଟ, ଛତା କାହାଳୀ ସହ…

ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି, ବିନା ଭକ୍ତରେ ହେବ ଯାତ୍ରା

ଭୁବନେଶ୍ବର(କେନ୍ୟୁଜ୍):  ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ କାଲି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମଧ୍ୟ ଚନ୍ଦନ ଯାତ୍ରା। ସୁସଜ୍ଜିତ ପାଲିଙ୍କିରେ ମହାପ୍ରଭୁ ଲିଙ୍ଗରାଜ ଚାପ ଖେଳିବେ । ଲିଙ୍ଗରାଜ ପ୍ରଭୁଙ୍କ ସହ ମାତା ପାର୍ବତୀ, ମାତା ରୁକ୍ମିଣୀ, ବାସୁଦେବ ମଧ୍ୟ ରହିବେ।…

ପୁରୀ: କୋଭିଡ କଟକଣାରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ୧୧ରେ ବସିବ ଛତିଶା ନିଯୋଗ ବୈଠକ

ପୁରୀ(କେନ୍ୟୁଜ୍):  କୋଭିଡ କଟକଣାରେ ହେବ ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । ସର୍ବନିମ୍ନ ଲୋକଙ୍କୁ ନେଇ ହେବ ଚନ୍ଦନଯାତ୍ରା । ୧୧ରେ ବସିବ ଛତିଶା ନିଯୋଗ ବୈଠକ । ଏହା ପୂର୍ବରୁ ଜିଲ୍ଲାପାଳ ବୈଠକ କରି ଚନ୍ଦନଯାତ୍ରାରେ ସାମିଲ ହେବାକୁ ଥିବା ସର୍ବନିମ୍ନ ଲୋକଙ୍କ ତାଲିକା ପ୍ରସ୍ତୁତ…

ଭଦ୍ରକ ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଚନ୍ଦନଯାତ୍ରା ପର୍ବ ଆରମ୍ଭ

ଚାନ୍ଦବାଲି: ଭଦ୍ରକ ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହୋଇଛି ଚନ୍ଦନଯାତ୍ରା ପର୍ବ । ଅକ୍ଷୟ ତୃତୀୟାଠାରୁ ଯାତ୍ରା ଆରମ୍ଭ ହୋଇ ୨୧ ଦିନ ଧରି ଚାଲିବ । ମହାମାରୀ କଟକଣା ଯୋଗୁ ଚଳିତବର୍ଷ ଶିବଗଙ୍ଗା ପୁଷ୍କରିଣୀରେ ବାବାଙ୍କ ଚାପଡଙ୍ଗା ଖେଳାଯାଇନାହିଁ । କେବଳ ମନ୍ଦିର ବେଢ଼ାରେ…

କରୋନା ଯୋଗୁ ଅଟକିବନି ମହାପ୍ରଭୁଙ୍କ ଚନ୍ଦନଯାତ୍ରା, ଶ୍ରୀକ୍ଷେତ୍ରରେ ବିନା ଭକ୍ତରେ ହେବ ପରମ୍ପରା

ପୁରୀ: କରୋନା ଯୋଗୁଁ ଅଟକିବନି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପରମ୍ପରା । ଏଥର ଶ୍ରୀକ୍ଷେତ୍ର ପୁରୀରେ ହେବ ବିନା ଭକ୍ତରେ ଚନ୍ଦନ ଯାତ୍ରା। ଚନ୍ଦନ ଯାତ୍ରାରେ ଗହଳିକୁ ବାରଣ କରାଯିବ। ଯାତ୍ରାବେଳେ ସାମାଜିକ ଦୁରତା ବଜାୟ ରହିବ। କଡା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଏହି ପରମ୍ପରା। ଏନେଇ…