Browsing Tag

chhatisgarh

ବିଜୁଳି ବିଭାଗରେ ଚାକିରି ସୁଯୋଗ, ୧୦ମ ପାସ୍‌ କରିଥିଲେ କରନ୍ତୁ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ୧୦ମ ପାସ୍‌ କରିଥିଲେ ଆପଣ ତୁରନ୍ତ କରିପାରିବେ ଆବେଦନ । ଛତିଶଗଡ ପାଓ୍ଵର ଜେନେରେସନ କମ୍ପାନୀ ଲିମିଟେଡ୍‌ ୧୦୫ ଆଇଟିଆଇ ଅପାରଣ୍ଟିସ ପଦବୀ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ CSPGCL recruitment 2023 କୁ…

ଛତିଶଗଡ : ସ୍ତ୍ରୀକୁ ପରକୀୟା ପ୍ରୀତି ସନ୍ଦେହରେ ୫ଖଣ୍ଡ କରି ହତ୍ୟା, ଯୁବକ ଗିରଫ

ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ୫ ଖଣ୍ଡ କରି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଛତିଶଗଡର ବିଳାସପୁରେ ଘଟିଛି । ସ୍ତ୍ରୀକୁ ୫ ଖଣ୍ଡ କରି କାଟିବା ପରେ ପାଣିଟାଙ୍କିରେ ପକାଇଥିଲା ଅଭିଯୁକ୍ତ ସ୍ୱାମୀ । ପବନ ଠାକୁର ନାମକ ଯୁବକ ପତ୍ନୀକୁ ହତ୍ୟା କରିବା ପରେ ଛାତରେ ଥିବା ପାଣି ଟାଙ୍କିରେ…

ଛତିଶଗଡ଼ର ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ର ରାଜ୍ୟପାଳ ଭାବେ ଶପଥ ନେଲେ ବିଶ୍ୱଭୂଷଣ ହରିଚନ୍ଦନ। ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ରାଜଭବନରେ ଅନୁଷ୍ଠିତ ଶପଥ ସମାରୋହରେ ଶପଥ ନେଇଛନ୍ତି। ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଅରୁପ କୁମାର ଗୋସ୍ୱାମୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ…

୬୦ ଫୁଟ ଉଚ୍ଚ ଶହିଦ ସ୍ମାରକୀକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ରହିଛି ୧୨୦୦ରୁ ଅଧିକ ଶହିଦଙ୍କ ନାମ

ଛତିଶଗଡର ବସ୍ତର ଜିଲ୍ଲାରେ ନିର୍ମିତ ଅମର ବାଟିକାକୁ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଗଣତନ୍ତ୍ର ଦିବସରେ ଲୋକାର୍ପଣ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅମର ବାଟିକାରେ ୬୦ ଫୁଟ ଉଚ୍ଚ ଶହିଦ ସ୍ମାରକୀ ନିର୍ମାଣ କରାଯାଇଛି । ଏହାକୁ ବସ୍ତରରେ ଶାନ୍ତି ପାଇଁ ପ୍ରାଣ ବଳିଦାନ ଦେଇଥିବା ଶହିଦ…

ନୂଆ ଜୀବନ ପାଇଲା ବୋରୱେଲରେ ଫସିଥିବା ଶିଶୁ ରାହୁଲ, ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ଉଦ୍ଧାର କଲେ ଉଦ୍ଧାରକାରୀ ଦଳ

କେନ୍ୟୁଜ୍(ବ୍ୟୁରୋ): ୧୦୦ ଘଣ୍ଟାରୁ ଅଧିକ ସମୟ ପରେ ଉଦ୍ଧାର ହେଲା ରାହୁଲ। ବହୁ ବାଧା ବିଘ୍ନ ପରେ ରହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ସବୁଠୁ ବଡ଼ ରେସ୍‌କ୍ୟୁ ଅପରେସନ । ଏବେ ଉଦ୍ଧାର କରାଯାଇ ସ୍ବତନ୍ତ୍ର ଆମ୍ବୁଲାନ୍ସ…

ବୋରେଓ୍ଵଲ୍‌ ଗାତରେ ୫୦ରୁ ଅଧିକ ଘଣ୍ଟା ଧରି ଜୀବନ ପାଇଁ ସଂଘର୍ଷ କରୁଛି କୁନି ବାଳକ, ରେସ୍କ୍ୟୁରେ ସାମିଲ ହୋଇଛି…

ଛତିଶଗଡ଼:  ବୋରେଓ୍ଵଲ୍‌ ଗାତରେ ବାଳକ । ୫୦ରୁ ଅଧିକ ଘଣ୍ଟା ଧରି ଜୀବନ ପାଇଁ ସଂଘର୍ଷ କରୁଛି। ତାକୁ ଉଦ୍ଧାର କରିବାକୁ ଚାଲିଛି ରେସ୍କ୍ୟୁ ଅପରେସନ୍‌। ଅପରେସନ୍‌ରେ ସାମିଲ ହୋଇଛି ରେସ୍କ୍ୟୁ ରୋବୋଟ୍‌ । ବୋରେଓ୍ଵଲ୍‌ରୁ ବାଳକକୁ ଉଦ୍ଧାର କରିବାକୁ ଗୁଜରାଟରୁ ଆସିଛି ରେସ୍କ୍ୟୁ ରୋବୋଟ୍‌ ।…

ହାଇକୋର୍ଟଙ୍କ ନିଷ୍ପତ୍ତି: ଦ୍ୱିତୀୟ ସ୍ତ୍ରୀର ସନ୍ତାନ ବି କରିପାରିବେ ମୃତ ବାପାର ଚାକିରି ପାଇଁ ଆବେଦନ

ବାପାଙ୍କ ମୃତ୍ୟୁ ପରେ ଅବୈଧ ସନ୍ତାନ ମଧ୍ୟ ଅନୁକମ୍ପାମୂଳକ ଚାକିରି ପାଇଁ ଆବେଦନ କରିପାରିବେ ବୋଲି ଛତିଶଗଡ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟାୟାଧିଶ ସଂଜୟ କୁମାର ଅଗ୍ରଓ୍ଵାଲ ପୀଠ ପୀୟୁଷ କୁମାର ଆଞ୍ଚଲ ଦ୍ୱାରା ଦାୟର କରିଥିବା ଏକ ଯାଚିକାକୁ ସ୍ୱୀକାର କରି ଛତିଶଗଡ ରାଜ୍ୟ ଭଣ୍ଡାରଣ…

ଛତିଶଗଡ଼ରେ ନୟାଗଡ଼ର ଓଡିଆ RPF ଯବାନ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ମୃତ ଯବାନଙ୍କ ପରିବାର, କହିଲେ ମାରିଦିଆଯାଇଛି

ନୟାଗଡ଼(କେନ୍ୟୁଜ୍): ନ୍ୟାୟ ଦାବିରେ ମୃତ ଯବାନଙ୍କ ପରିବାର । ତାଙ୍କ ପୁଅକୁ ହତ୍ୟା କରାଯାଇଛି ଓ ଏହା ଆତ୍ମହତ୍ୟା ନୁହେଁ ବୋଲି ଦାବି କରିଛନ୍ତି, ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ହରିପୁର ଗାଁର ଆଲୋକ ସାହୁଙ୍କ ପରିବାର। ଛତିଶଗଡ଼ରେ ରେଳ ସୁରକ୍ଷା କର୍ମଚାରୀ ଭାବେ ଦେଢ ବର୍ଷ ହେବ ଚାକିରି…

ଛତିଶଗଡ଼ର ରାୟପୁର ରେଳ ଷ୍ଟେସନରେ ଟ୍ରେନ୍‌ରେ ବିସ୍ଫୋରଣ, ୪ ସିଆର୍‌ପିଏଫ୍‌ ଯବାନ ଗୁରୁତର

ଛତିଶଗଡ଼ର ରାଜଧାନୀ ରାୟପୁରର ରେଳ ଷ୍ଟେସନରେ ବିସ୍ଫୋରଣ। ପ୍ଲାଟଫର୍ମ ନମ୍ବର ୨ରେ ଏକ ଟ୍ରେନ୍‌ରେ ଏହି ବିସ୍ଫୋରଣ ହୋଇଛି। ଫଳରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(CRPF)ର ୪ ଜଣ ଯବାନ ଗୁରୁତର ହୋଇଛନ୍ତି। ଏହି ବ୍ଲାଷ୍ଟ ବାଥରୁମ୍‌ ପାଖରେ ହୋଇଛି। ବିସ୍ଫୋରକ ପଦାର୍ଥକୁ ଗୋଟିଏ କୋଚ୍‌ରୁ ଅନ୍ୟ…

ଆଇଜିଙ୍କ ନାଁରେ ଫେକ ଆକାଉଣ୍ଟ କରି ଲୁଟୁଥିଲା ଟଙ୍କା, ଶେଷରେ ଆକାଉଣ୍ଟ ହେଲା ବ୍ଲକ

ଛତିଶଗଡ଼ରୁ ଏକ ଆଶ୍ଚର୍ଯର୍୍ୟକାରୀ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ସାଇବର କ୍ରାଇମର ଶେଷ ସୀମା ପାର ହେବାର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ସାଇବର ଅପରାଧିଙ୍କ ପ୍ରଭାବ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଏବେ ଆଇଜିଙ୍କର ଫର୍ଜି ଆଇଡ଼ି ତିଆରି କରି ଲୋକଙ୍କଠୁ ଟଙ୍କା ହଡ଼ପ କରିଚାଲିଛନ୍ତି ।…

ଲକଡାଉନରେ ଜିଲ୍ଲାପାଳ ଦେଖାଇଲେ ଦବଙ୍ଗଗିରି, ଔଷଧ ଆଣିବାକୁ ଯାଉଥିବା ଯୁବକଙ୍କୁ ମାଡ ମାରିବା ସହିତ ଭାଙ୍ଗିଲେ ଫୋନ

କରୋନା ଯୋଗୁଁ ସମଗ୍ର ଦେଶର ବିଭିନ୍ନ ରାଜ୍ଯରେ ଲକଡାଉନ ଲାଗୁ ରହିଛି। ଏମିତି ସ୍ଥଳେ ଛତିଶଗଡ ସୁରଜପୁର ଜିଲ୍ଲାରେ ମଧ୍ୟ ଲକଡାଉନ୍ ଲାଗିଛି । ଏହି ସମୟରେ ଜଣେ ଜିଲ୍ଲାପାଳଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଏଥିରେ ଜିଲ୍ଲାପାଳ ଜଣେ ଯୁବକଙ୍କୁ…

ଅନ୍ଧବିଶ୍ୱାସ: ଗୋବରରେ ୧ ଘଣ୍ଟା କାଳ ପୋତି ମୃତ ଯୁବକଙ୍କୁ ବଞ୍ଚାଇବାକୁ ପ୍ରୟାସ! ବିଜୁଳି ଆଘାତରେ ହୋଇଥିଲା ମୃତ୍ୟୁ

ଛତିଶଗଡ଼ରୁ ଆସିଛି ଏକ ଅଦ୍ଭୁତ ଘଟଣା। ଏଠାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଛନ୍ତି। ଘଟଣାରୁ ଜଣାପଡିଛି ଯେ ବିଜୁଳି ଆଘାତରେ ଯୁବକଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଗୋବରରେ ପୋତି ରଖିଥିଲେ ତାଙ୍କ ପରିବାର ଲୋକ। ଯେତେବେଳେ…