Browsing Tag

christmas

ସୋରଡା ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଧୁମଧାମରେ ପାଳିଲେ ବଡଦିନ

ଆଜି ହେଉଛି ବଡଦିନ ଯାହାକି ସାରା ପୃଥିବୀରେ ସମସ୍ତ ଖ୍ରୀଷ୍ଟ ଧର୍ମର ବଡ଼ ଉତ୍ସବ । ଲୋକମାନେ ଉତ୍ସାହର ସହିତ ଘରେ ଘରେ ପାଳନ କରୁଛନ୍ତି ଖ୍ରୀଷ୍ଟମାସ । ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନେ ବହୁ ଦିନରୁ ଏହି ପର୍ବକୁ ଉତ୍ସାହର ସହିତ ପାଳନ କରିବା ପାଇଁ ଅନାଇ ବସିଥାନ୍ତି । ସୋରଡାରେ ମଧ୍ୟ ଏହି…

ଆଜି ପବିତ୍ର ବଡଦିନ: ଏଥିପାଇଁ ଚଳଚଞ୍ଚଳ ରାଜଧାନୀର ବିଭିନ୍ନ ଚର୍ଚ୍ଚ

ଭୁବନେଶ୍ୱର (କେନ୍ୟୁଜ): ଆଜି ପବିତ୍ର ବଡଦିନ । ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ଏଥିପାଇଁ ଚଳଚଞ୍ଚଳ ବିଭିନ୍ନ ଚର୍ଚ୍ଚ। ରାଜଧାନୀରେ ଥିବା ପ୍ରାୟ ୩୫ଟି ଯାକ ଚର୍ଚ୍ଚରେ ଧୁମଧାମରେ ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରାଯାଇଛି । ଆଲୋକମାଳାରେ ବେଶ ଆକର୍ଷଣୀୟ ହୋଇଥିଲା ଚର୍ଚ୍ଚ।…

କ୍ରିସ୍‌ମାସ୍‌ ସେଲିବ୍ରେସନ୍‌ ନିଶା, ୧୫୦ କୋଟି ଟଙ୍କାର ମଦ ପିଇଗଲେ ଏହି ରାଜ୍ୟର ଲୋକ

ବର୍ଷ ସରିବାକୁ ବାକି ଅଛି ଆଉ ମାତ୍ର ଦିନ କେଇଟା। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବାକୁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏଣୁ ଡିସେମ୍ବର ୨୪ ଠାରୁ ଆରମ୍ଭ ହୋଇଗଲାଣି ଉତ୍ସବ। କିଏ ବର୍ଷ ଶେଷରେ ବାହାରକୁ ବୁଲିବାକୁ ଯାଉଛି ତ ଆଉ କିଏ ଘରେ ବନ୍ଧୁ ବାନ୍ଧବ, ପରିବାର…

ଦୀର୍ଘ ୮୫ ବର୍ଷରୁ ଚାଲୁଛି ଦୁନିଆର ସବୁଠାରୁ ପୁରୁଣା ସାଣ୍ଟା ସ୍କୁଲ ,କେବଳ ମୋଟା ଓ ପେଟୁ ଲୋକଙ୍କୁ ମିଳୁଛି ଆଡମିସନ

୨୦୨୧ର ଖ୍ରୀଷ୍ଟମାସ କୋଭିଡ ସମୟରେ ମଧ୍ୟ ଅତି ଜାକ ଜମକରେ ଚାଲିଛି । ଆଜି ଅର୍ଥାତ୍ ୨୫ ଡିସେମ୍ବରରେ ସମଗ୍ର ବିଶ୍ୱ ଖ୍ରୀଷ୍ଟମାସ ପାଳନ କରୁଛି । ଖ୍ରୀଷ୍ଟମାସ ମାନେ ହିଁ ହେଉଛି ଅର୍ଥ ସାଣ୍ଟା କ୍ଲଜ୍ । ଯଦି ଖ୍ରୀଷ୍ଟମାସ ବିଷୟରେ ଉଲ୍ଲେଖ କରାଯାଏ ତେବେ ସାନ୍ତା କ୍ଲଜ କୁ କେବେ ପଛରେ ପକାଇ ହେବ…

ଏହିଠାରେ ଅଛି ବିଶ୍ୱର ସବୁଠାରୁ ବଡ ଚର୍ଚ୍ଚ, ଜାଣନ୍ତୁ ଖ୍ରୀଷ୍ଟମାସ ଟ୍ରି ର ମହତ୍ୱ

ପ୍ରତିବର୍ଷ ଡିସେମ୍ବର ୨୫ ରେ ଖ୍ରୀଷ୍ଟମାସ ଦିବସ ସମଗ୍ର ବିଶ୍ୱରେ ପାଳନ କରାଯାଏ ଓ ଏହାକୁ ବଡ ଦିନ ମଧ୍ୟ କୁହାଯାଏ । ଏହା ଏପରି ଏକ ପର୍ବ, ଯାହାକୁ ଖ୍ରୀଷ୍ଟିଆନ ଏବଂ ଅଣ ଧର୍ମର ସମସ୍ତ ଲୋକ ପାଳନ କରନ୍ତି । ଆପଣ ମଧ୍ୟ ଜାଣିଛନ୍ତି ଯେ ପ୍ରଭୁ ଯିଶୁଙ୍କର ଜନ୍ମ ଦିନକୁ ପ୍ରତିବର୍ଷ ୨୫…

ଧରାପୃଷ୍ଠକୁ ଅବତରଣ କଲେ ପ୍ରଭୁ ଯୀଶୁ, ସୀମିତ ଲୋକଙ୍କ ମଧ୍ୟରେ ପାଳନ ହେଉଛି ବଡ ଦିନ ଉତ୍ସବ

ଭୁବନେଶ୍ବର(କେନ୍ଯୁଜ୍): ଧରାପୃଷ୍ଠକୁ ଅବତରଣ କଲେ ପ୍ରଭୁ ଯୀଶୁ । ମଧ୍ୟରାତ୍ରୀରୁ ବିଶ୍ୱବ୍ୟାପୀ ପାଳନ ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ । କୋଭିଡ କଟକଣା ପାଇଁ ଭର୍ଚୁଆଲରେ ଯୀଶୁଙ୍କ ଜନ୍ମଦିବସକୁ ପାଳନ କରିଛନ୍ତି ଖ୍ରୀଷ୍ଟଧର୍ମୀ । ଏଥର କୋଭିଡ୍‌ କଟକଣା ଭିତରେ ନିରାଡମ୍ବରରେ ପାଳନ କରାଯାଉଛି…

ବଡ ଦିନ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା: ରଙ୍ଗୀନ୍‌ ଆଲୋକରେ ସଜ୍ଜିତ ସମସ୍ତ ଚର୍ଚ୍ଚ, ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା

ରାଇକିଆ(କେନ୍ଯୁଜ୍): ବଡ ଦିନ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା। ଆଜି ମଧ୍ୟ ରାତ୍ରିରେ ଧରାବତରଣ କରିବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ରାଇକିଆର ସମସ୍ତ ଚର୍ଚ୍ଚକୁ ରଙ୍ଗୀନ୍‌ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଏଥିସହ ଖ୍ରୀଷ୍ଟିୟ ଭାଇଭଉଣୀମାନେ ନିଜ ନିଜ ଘରକୁ ସୁନ୍ଦର ଭାବେ ସଜାଇଛନ୍ତି। ତେବେ…

ବଡଦିନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ: ସବୁ ଛୋଟ ଚର୍ଚ୍ଚରେ ସର୍ବାଧିକ ୫୦ ଓ ବଡ…

କନ୍ଧମାଳ(କେନ୍ଯୁଜ୍):ଡିସେମ୍ବର ୨୫ ତଥା ବଡଦିନକୁ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ସମସ୍ତ ଧାର୍ମିକ ସଂଗଠନମାନଙ୍କୁ…

ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚର୍ଚ୍ଚରେ ପାଳନ ହେବନାହିଁ ବଡ଼ଦିନ:  ଘରେ ନିରାଡ଼ମ୍ବର ଭାବେ ପାଳନ କରିବାକୁ ଅନୁରୋଧ

ଭୁବନେଶ୍ବର(କେନ୍ୟୁଜ୍):  ଆଉ ୨ଦିନ ପରେ କ୍ରିସମାସ । ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ମନରେ ଛନକା। ଏହାକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚର୍ଚ୍ଚରେ ପାଳନ ହେବନାହିଁ ବଡ଼ଦିନ । ଚର୍ଚ୍ଚରେ ବଡ଼ଧରଣର ସାଜସଜ୍ଜା ମଧ୍ୟ ହେବନାହିଁ। ପ୍ରଭୁ ଯୀଶୁଙ୍କ…

ଖ୍ରୀଷ୍ଟମାସରେ ରିଲିଜ ହେବ ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା-୧ ଫିଲ୍ମ

ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ବହୁପ୍ରତୀକ୍ଷିତ ସିନେମା ‘ପୁଷ୍ପା: ଦ ରାଇଜ’ର ରିଲିଜ ତାରିଖ ଘୋଷଣା ହୋଇଛି। ଏହାର ପ୍ରଥମ ସଂସ୍କରଣ ଖ୍ରୀଷ୍ଟମାସ ୨୦୨୧ରେ ରିଲିଜ ହେବ। ଦ୍ବିତୀୟ ସଂସ୍କରଣ ୨୦୨୨ରେ ରିଲିଜ ହେବାର ଯୋଜନା ଥିବା ନିର୍ମାତା ସୂଚନା ଦେଇଛନ୍ତି। ଫିଲ୍ମଟି ୫ଟି ଭାଷାରେ ରିଲିଜ୍ ହେବ ।…

LOCରେ ନିଆରା ଢଙ୍ଗରେ କ୍ରିସମାସ ପାଳନ କଲେ ଯବାନ, ଭିଡିଓ ଦେଖିଲେ ଖୁସି ହୋଇଯିବ ମନ

ଗତକାଲି ବିଶ୍ୱର ବିଭିନ୍ନ ସ୍ଥାନରେ କ୍ରିସମାସ ପାଳନ କରିବା ପାଇଁ ବିଭିନ୍ନ ଆୟୋଜନ କରାଯାଇଥିଲା। ଦେଶର ବିଭିନ୍ନ ଚର୍ଚ୍ଚରେ ବିଶେଷ ପ୍ରାର୍ଥନା ଲୋକମାନେ ପରସ୍ପରଙ୍କୁ ଉପହାର ଦେଇ ଉତ୍ସବ ପାଳନ କରିଥିଲେ। ସେହିଭଳି ଦେଶର କିଛି ସ୍ଥାନରେ କ୍ରିସମାସରେ ଖାସ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।…

ଅନ୍ୟ କେଉଁ ଦିନ ନୁହେଁ କାହିଁକି ୨୫ ଡିସେମ୍ବରରେ ହିଁ ପାଳନ କରାଯାଏ କ୍ରିସମାସ

ବାଇବେଲରେ ଯୀଶୁଙ୍କ ଜନ୍ମ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ କିନ୍ତୁ ତଥାପି ପ୍ରତି ବର୍ଷ ୨୫ ଡିସେମ୍ବର ଦିନ କ୍ରିସମାସ ଡେ ପାଳନ କରାଯାଏ। ଏହି ତାରିଖକୁ ନେଇ ଅନେକ ଥର ବିବାଦ ମଧ୍ୟ ହୋଇସାରିଛି। ଆଜି ଆମେ ଆପଣଙ୍କୁ ଏହି ସମ୍ପର୍କିତ କିଛି ରୋଚକ ତଥ୍ୟ ବିଷୟରେ ଜଣାଇବୁ। ମାନ୍ୟତା…