Browsing Tag

climate change

UN ରିପୋର୍ଟ : ଜଳବାୟୁ ପରିବର୍ତ୍ତନ ଯୋଗୁ ଗର୍ଭବତୀ ମହିଳା ଓ ଛୋଟ ପିଲା ହୋଇପାରନ୍ତି ଅଧିକ ପ୍ରଭାବିତ

ଜଳବାୟୁ ପରିବର୍ତ୍ତନ ହେବାର ଏକ ପ୍ରମୁଖ କାରଣ ହେଉଛି ଲୋକମାନଙ୍କ ଖରାପ ଲାଇଫ୍‌ ଷ୍ଟାଇଲ୍‌ । ଯେଉଁଥି ପାଇଁ ଆମେ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛେ । ସୂଚନା ମୁତାବକ, ଏହି ପରିବର୍ତ୍ତନ ଯୋଗୁ ସାଧାରଣ ଲୋକଙ୍କ ଅପେକ୍ଷା ଗର୍ଭବତୀ ମହିଳା ଓ ଛୋଟ ପିଲା ଅଧିକ ପ୍ରଭାବିତ ହେଉଛନ୍ତି ।…

ପକ୍ଷୀମାନଙ୍କ ପାଇଁ ବିପଦ ସାଜୁଛି ଜଳବାୟୁ ପରିବର୍ତ୍ତନ, ରିସର୍ଚରେ ହେଲା ଖୁଲାସା

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଗଭୀର ଚର୍ଚ୍ଚା ହେଉଛି । ପୂର୍ବ ଅପେକ୍ଷା ବର୍ତ୍ତମାନ ଏହାର ସଂଶୋଧନ ପାଇଁ ଚେଷ୍ଟା କରାଯାଉଛି । କିନ୍ତୁ ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ଓ୍ଵାର୍ମିଂର ଖରାପ ପ୍ରଭାବ ପୂର୍ବ ସମୟ ତୁଳନାରେ ବର୍ତ୍ତମାନ ଅଧିକ ଏବଂ ବ୍ୟାପକ ହୋଇଛି । ଜୀବ…

ଧିରେ ଧିରେ ଗରମ ହେଉଛି ନୀଳଗ୍ରହ, ପ୍ରଭାବିତ ହେବେ ୩୦୦ ଶହ କୋଟି ଲୋକ

କେନ୍ୟୁଜ୍‌(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ଧାରା ଯଦି ଏପରି ରୁହେ ପୃଥିବୀର ପ୍ରାୟ ୧୦୦ କୋଟି ଲୋକ ପ୍ରଭାବିତ ହେବେ । ଧିରେ ଧିରେ ତାମମାତ୍ରାରେ ବୃଦ୍ଧି ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଯଦି ଏପରି ଭାବେ ତାପମାତ୍ରାରେ ବୃଦ୍ଧି ହୁଏ ପ୍ରାୟ ୨୦୦ କୋଟି ଲୋକ ବିପଦପୂର୍ଣ୍ମ ତାପ ବଳୟ ଭିତରେ…

ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରତିବର୍ଷ ବିଶ୍ୱରେ ମୃତ୍ୟୁ ସଂଖ୍ୟା ବଢ଼ିବ ଅଢ଼େଇ ଲକ୍ଷ, ପ୍ରଭାବିତ ହେବେ ଶିଶୁ ଓ ମହିଳା

ନୂଆଦିଲ୍ଲୀ :  ଏଇ ନଭେମ୍ବର ମାସରେ ଆମେରିକାର ଫ୍ଲୋରିଡାରେ ବାତ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି । ଓଡ଼ିଶାକୁ ଆସୁ ଆସୁ ବଡ଼ ବାତ୍ୟା ବାଂଲାସେଶକୁ ମୁହାଁଇ ଗଲା ।  ଏମିତି ଅନେକ ବିରଳ ଘଟଣା ଘଟୁଛି । ଯେଉଁ ସମୟରେ ଆକାଶରେ ବାଦଲ ଦେଖଶ ଯାଏନି ସେହି ସମୟରେ ଝଡ଼ବାତ୍ୟା ହେଉଛି । ଯାହା ଜଳବାୟୁ ଓ…

ବଦଳୁଛି ପାଣିପାଗ; ଆଗକୁ ଖାଦ୍ୟ ସଙ୍କଟ ବଢିବ ! ବେଳ ଥାଉ ଥାଉ ସୁଧୁରିଯାଅ

କୁହାଯାଏ ଆମେ ଏଇ ମାଟିର ମଣିଷ। ଏଇ ମାଟିରୁ ଜନ୍ମ ପୁଣି ଏଇ ମାଟିରେ ଦିନେ ମିଶିଯିବ । ଟିକେ ଚିନ୍ତା କରନ୍ତୁ ତ ଯଦି ମାଟି ନରୁହେ ମଣିଷ ମିଶିବ କୋଉଠି ?? ମାଟିରୁ ଅନେକ ଜୀବଜନ୍ତୁ ଜନ୍ମ ନିଅନ୍ତି । ମାଟି ନଥିଲେ ଜୀବ ଜନ୍ମ ନେବେ କେମିତି। ଅନେକ ରିସର୍ଚ୍ଚ କହୁଛି ଆମ ପୃଥିବୀରେ ୪୫ ରୁ ୬୦…

ଭାରତ ଉପରକୁ ମାଡ଼ି ଆସୁଛି ବଡ଼ ବିପଦ! ଆଗକୁ ଖାଇବାକୁ ପାଇବେନି ଲୋକେ, ପୋକମାଛି ଭଳି ମରିବେ

ମାଳିକା ବଚନ ଧୀରେ ଧୀରେ ସତ ହେଉଛି। ଦେଶ ଉପରକୁ ସତସତିକା ମାଡ଼ି ଆସୁଛି ବିପଦ ଉପରେ ବିପଦ। କେତେବେଳେ ମନୁଷ୍ୟକୃତ ରୋଗ ଲୋକଙ୍କୁ ସଂକ୍ରମିତ କରୁଛି ତ ଆଉ କେତେବେଳେ ପ୍ରକୃତି ସାଧୁଛି ଦାଉ। ପ୍ରକୃତିର କରାଳ ରୂପରେ ମାଟି କାମୁଡ଼ି ପଡ଼ୁଛି ଏ ମଣିଷ ସମାଜ। ପୁଣିଥରେ ଉଠି ଆଗକୁ ବଢ଼ିବାକୁ ଅଣ୍ଟା…

ଆଜିଠୁ ବଦଳିବ ପାଣିପାଗ: ଓଡ଼ିଶାର ଜିଲ୍ଲା ଗୁଡିକରେ ବର୍ଷାର ପ୍ରଭାବ କମିବ କିନ୍ତୁ ଆକାଶ ମେଘାଛନ୍ନ ରହିବ

କେନ୍ୟୁଜ୍(ବ୍ୟୁରୋ):  ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ। ଦକ୍ଷିଣ ଆଣ୍ଡାମାନସାଗର ଓ ସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବ । ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗର ଓ ତତସଂଲଗ୍ନ ପୂର୍ବ କେନ୍ଦ୍ରୀୟ…

ଜଣାପଡ଼ିଲା ଜଳବାୟୁ ପରିବର୍ତ୍ତନର ଘାତକ ଉଦାହରଣ, ଶ୍ୱାସ ନେଇପାରିଲେ ନାହିଁ ରୋଗୀ

ଜଳବାୟୁ ପରିବର୍ତ୍ତନକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରୁଛି । ଏବେ ଏହାର କୁପ୍ରଭାବ ପଡ଼ିବାକୁ ଲାଗିଲାଣି । କୁହାଯାଉଛି କାନଡ଼ାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପ୍ରଥମ ରୋଗୀ ଦେଖିବାକୁ ମିଳିଛନ୍ତି । ମହିଳା ଜଣକ ଶ୍ୱାସ ନେବାରେ ପ୍ରଥମ ଥର ପାଇଁ କଷ୍ଟ ଅନୁଭବ କରିବା କଥା କହିଛନ୍ତି ।…

ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ ,କରୋନା, ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ କରିବେ…

ନୂଆଦିଲ୍ଲୀ : ୨ ଦିନିଆ ରୋମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି G-20 ଶିଖର ସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ। କରୋନା ମହାମାରୀ , ଅର୍ଥବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିବେ । ଏହା ସହ ଭାଟିକାନ୍‌ ସିଟିରେ ପୋପ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ…

ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବଡ ବିପଦ ସହୁଛି ବିଶ୍ୱ, ଦେଖିବାକୁ ମିଳୁଛି ଆର୍ଥିକ ସମସ୍ୟା

(କେନ୍ୟୁଜ ବ୍ୟୁରୋ) : ବଡ଼ ବିପଦ ଜଳବାୟୁ ପରିବର୍ତ୍ତନ। ସୃଷ୍ଟି ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ଼ ଆର୍ଥିକ କ୍ଷତି ହେଉଛି। ୨୦୨୦ରେ ଭାରତ ପ୍ରାକୃତି ବିପର୍ଯ୍ୟୟ ଯୋଗୁଁ ୬ ଲକ୍ଷ ୫୨ ହଜାର ୫୦୦ କୋଟି ଟଙ୍କା ହରାଇଛି। ବାତ୍ୟା, ବନ୍ୟା ଓ ମରୁଡି ଯୋଗୁଁ ଏହି କ୍ଷତି ହୋଇଥିବା ନେଇ ବିଶ୍ୱ…

ଆଗାମୀ ୨୪ ଘଣ୍ଟାରେ ବିଜୁଳି ସହ ଘଡ଼ଘଡ଼ିର ଆଶଙ୍କା, ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କେନ୍ୟଜ୍(ବ୍ୟୁରୋ): ବଦଳୁଛି ପାଣିପାଗ। ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଆଗାମୀ ୨୪ ଘଣ୍ଟାରେ ବିଜୁଳି ସହ ଘଡ଼ଘଡ଼ିର ଆଶଙ୍କା ଥିବାରୁ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଗତ ୨୪ ଘଣ୍ଟାରେ…