Browsing Tag

coin

ଅଯୋଧ୍ୟା ରାମ ମନ୍ଦିର ଥିମ୍‌ ଉପରେ ଚାନ୍ଦିର ରଙ୍ଗିନ୍‌ ମୁଦ୍ରା ଜାରି, ଜାଣନ୍ତୁ ଦାମ୍‌

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଏପଟେ ରାମନବମୀ ମହୋତ୍ସବ ପାଇଁ ଅନେକ ପ୍ରସ୍ତୁତି ଚାଲିଥିବାବେଳେ ମନ୍ଦିରର ପ୍ରସାଦ ଏବଂ ସରଯୁର ଜଳ ଭଳି ସ୍ୱତନ୍ତ୍ର ଜିନିଷ ପାଇଁ ବହୁତ ଚାହିଦା ରହିଛି । ଯେଉଁମାନେ ଅଯୋଧ୍ୟା…

୧୪ ବର୍ଷର ପୁଅ ଗିଳିଦେଲା କଏନ୍‌, ପେଟକୁ ଯିବା ପରିବର୍ତ୍ତେ ଏପରି ସ୍ଥାନରେ ଅଟକିଗଲା ବାହାର କରିବା ପାଇଁ ଚିନ୍ତାରେ…

ପିତାମାତାମାନେ ପ୍ରାୟତଃ ଧ୍ୟାନ ଦିଅନ୍ତି ଯେ ସେମାନଙ୍କର ପିଲାମାନେ ଦୁଷ୍ଟାମୀରେ ପାଟିରେ ଏପରି କିଛି ଜନିଷ ପୁରାଇ ଦିଅନ୍ତି ଯାହା ପେଟରେ ପ୍ରବେଶ କରି କ୍ଷତି ପହଞ୍ଚାଇଥାଏ । ଯଦି କେବେ ସେମାନେ କିଛି ଏପରି ଜିନିଷ ଖାଇ ଦିଅନ୍ତି ତାହା ଦିନେ କି ଦୁଇଦିନ ମଧ୍ୟରେ ବାହାରିଥାଏ । କିନ୍ତୁ…

ବଡି ତିଆରି ପାଇଁ ଯୁବକ ଗିଳିଲେ ୩୯ କଏନ୍‌ ଓ ୩୭ଟି ଚୁମ୍ବକ, ଅଧିକ କଏନ୍‌ ଖାଇବାରୁ ବିଗିଡ଼ିଲା ସ୍ୱାସ୍ଥ୍ୟ ଅବସ୍ଥା

ଜିମ୍ ଯାଉଥିବା ଅନେକ ଯୁବକ ନିଜ ବଡି ବନାଇବା ପାଇଁ ବିଭିନ୍ନ ପ୍ରକାରର ହେଲଦି ଫୁଡ୍‌ ଖାଆନ୍ତି । ଶରୀରକୁ ପ୍ରୋଟିନ୍‌ ଯୋଗାଇବା ପାଇଁ ବିଭିନ୍ନ ପ୍ରକାର ଫୁଡ୍‌ ସପ୍ଲିମେଣ୍ଟ ଖାଇଥାନ୍ତି । କିନ୍ତୁ ଜଣେ ଯୁବକ ନିକଟରେ ହିଁ ବଡି କରିବା ପାଇଁ ଏମିତି କିଛି କରିଥିଲେ ଯେଉଁଥିପାଇଁ ତାଙ୍କୁ…

ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ଲଞ୍ଚ ହେବ ୭୫ ଟଙ୍କିଆ କଏନ

ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବରେ ଜାରି ହେବ ୭୫ ଟଙ୍କିଆ କଏନ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏହି ଘୋଷଣା କରିଛି । କଏନ ଉପରେ ନୂଆ ସଂସଦ ଭବନର ଫଟୋ ସହିତ ସଂସଦ ପରିସର ଦେଖିବାକୁ ମିଳିବ । ନୂଆ ସଂସଦ ଭବନର ଉଦ୍‌ଘାଟନ ୨୮ ମଇ ୨୦୨୩କୁ ହେବ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା…

ଦେଶରେ RBIର ନୂଆ ଟେକ୍ନୋଲୋଜି, ଏବେ Coin Vending Machinesରେ QR କୋଡ୍‌ ଜରିଆରେ ବାହାରିବ ମୁଦ୍ରା

RBI ଆଣିବ Coin Vending Machines। ଯେଉଁଥିରେ ଲୋକମାନେ କଏନ୍‌ ଭେଣ୍ଡିଂ ମେସିନ୍‌ରୁ ଆବଶ୍ୟକ ମୁଦ୍ରା ବାହାର କରିପାରିବେ। ଏଥିପାଇଁ QR କୋଡ୍ ସ୍କାନ୍‌ କରିବାକୁ ପଡ଼ିବ।

ଖଜା ଖାଇବା ବଦଳରେ ୫ ଟଙ୍କିଆ କଏନ୍ ଢୋକିଦେଲା ୨ ବର୍ଷର ଛୁଆ

(କେନ୍ୟୁଜ): ଖଜା ଖାଇବା ବଦଳରେ କଏନ୍ ଢୋକିଦେଲେ ଜଣେ ୨ ବର୍ଷର ଛୁଆ। ଅଇନିପୁର କରମଳା ମଠ ଲିଲିବାଳା ନାୟକଙ୍କ ଦୁଇବର୍ଷିଆ ଛୁଆ ଗତକାଲି ଏକ ୫ ଟଙ୍କିଆ କଏନ୍ ଗିଳି ଦେଇ କଷ୍ଟ ପାଉଥିଲେ। ପ୍ରଥମେ ଛୁଆକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ଫେରାଇ ଦେଇଥିବା…

ପରିବା ଡାଲାରେ ରେଜା ନେଇ ସ୍କୁଟର କିଣିବାକୁ ଶୋ-ରୁମ୍‌ରେ ପହଞ୍ଚିଲେ ଯୁବକ, କଏନ୍‌ ଗଣି ଗଣି ମାଲିକ ବେହାଲ୍‌

ଆସାମର ଜଣେ ବ୍ୟକ୍ତିଙ୍କ ସ୍କୁଟର କିଣିବାର ଏକ ନିଆରା କାହାଣୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ସାଜିଛି। କାରଣ ବ୍ୟକ୍ତି ଜଣକ ଶୋ-ରୁମ୍‌କୁ ପରିବା ଡାଲାରେ ୫ ଡାଲା ଫୁଲ୍‌ କରି ରେଜା ପଇସା ନେଇ ସ୍କୁଟର କିଣିବାକୁ ଯାଇଥିଲେ। ଏହି ରେଜାକୁ ସେ ସଞ୍ଚୟ କରି ରଖିଥିଲେ। ବର୍ଷ ବର୍ଷ ଧରି ସେ…

୨ଟଙ୍କା ଓ ୧୦ଟଙ୍କିଆ ମୁଦ୍ରାରେ ଚାରିଧାଡି କାହିଁକି, ଜାଣନ୍ତି କି ?

ଭାରତରେ ସ୍ୱାଧୀନତା ପରଠାରୁ ମୁଦ୍ରାରେ ଅନେକ ପରିବର୍ତ୍ତନ ଆସିଛି । ବିଭିନ୍ନ ନାମରେ ଓ ଡିଜାଇନରେ ପ୍ରସ୍ତୁତ କରାଯାଇଛି ମୁଦ୍ରା । ଏହାରି ଭିତରେ ନୂଆଁ ପଦ୍ଧତି ଗୁଡିକ ସାମନାକୁ ଆସୁଛି । ଏସବୁ ଭିତରେ ଆପଣ କେବେ ମାର୍କ କରିଛନ୍ତି କି ଯେ ୨ଟଙ୍କା ଓ ୧୦ଟଙ୍କିଆ ମୁଦ୍ରାରେ କିଛି ଲାଇନ ରହିଛି ।…

ଗୁରୁ ନାନକଙ୍କ ୫୫୦ ତମ ଜନ୍ମଦିନ ଅବସରରେ କଏନ ଲଞ୍ଚ କଲା ପାକିସ୍ତାନ

ପାକିସ୍ତାନ ସରକାର ଗୁରୁ ନାନକଙ୍କ ୫୫୦ ତମ ଜନ୍ମ ଦିବସ ଅବସରରେ ଏକ ସ୍ମାରକୀ କଏନ ଜାରି କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଏହି ସିକ୍କାକୁ ଲୋକ ଲୋଚନଙ୍କୁ ଆଣିଛନ୍ତି । ଏହା ସହ ଇମ୍ରାନ ଏହା ମଧ୍ୟ କହିଛନ୍ତି କି ଗୁରୁ ନାନକଙ୍କ…

ବିଦେଶୀ ମୁଦ୍ରା ସଂଗ୍ରହ କରିବା ନିଶାରେ ରାହିମ୍ ଖାଁ, ୧୦୦ରୁ ଅଧିକ ଦେଶର ବିଦେଶୀ ମୁଦ୍ରାର ମାଲିକ

ବାଲେଶ୍ୱର ସହର ମାଣିଖମ୍ବର ରାହିମ୍ ଖାଁ। ନିଶା ତାଙ୍କର ବିଦେଶୀ ମୁଦ୍ରା ସଂଗ୍ରହ କରିବା। ଦୀର୍ଘ ୨୦ ବର୍ଷ ପରିଶ୍ରମ କରି ୧୦୦ରୁ ଅଧିକ ବିଦେଶୀ ମୁଦ୍ରା ସଂଗ୍ରହ କରିପାରିଛନ୍ତି। ଲକ୍ଷ୍ୟ ତାଙ୍କର ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସରେ ସ୍ଥାନ ପାଇବା । ନିଶା ବିଦେଶୀ ମୁଦ୍ରା ସଂଗ୍ରହ…

ଜବତ ୪୫ବସ୍ତା ଖୁଚୁରା ଟଙ୍କାର ଖୋଳତାଡ ଆରମ୍ଭ କରିଛି ଜିଏସଟି ବିଭାଗ

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ୱରରୁ ଜବତ ୪୫ବସ୍ତା ଖୁଚୁରା ଟଙ୍କାର ଖୋଳତାଡ ଆରମ୍ଭ କରିଛି ଜିଏସଟି ବିଭାଗ । ଜବତ ମୁଦ୍ରା ୨୬ଲକ୍ଷ ଟଙ୍କାରୁ ଅଧିକ ହେବ । କୋଲକତାର କେଉଁ କେଉଁ ବ୍ୟବସାୟୀ ଏତେ ପରିମାଣର ଟଙ୍କା ଭୁବନେଶ୍ୱରକୁ ପଠାଇଥିଲେ ତାହା ସ୍ପଷ୍ଟ ହୋଇନି । ତେବେ ଦୁଇଟି ବସର ମାଲିକ,…