Browsing Tag

congress

ପୁରୀରେ କଂଗ୍ରେସର ବିଶାଳ ସମାବେଶ, ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ସହ ରତ୍ନଭଣ୍ଡାର ଖୋଲିବା ଦାବି

ପୁରୀ : ପୁରୀରେ କଂଗ୍ରେସର ବିଶାଳ ସମାବେଶ। ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରି ଦ୍ଵାର ତୁରନ୍ତ ଖୋଲିବା ,ରତ୍ନଭଣ୍ଡାର ଖୋଲି ଅଳଙ୍କାର ଗଣତି ଓ ମରାମତି ଓ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିଜମା ସମସ୍ୟାର ସ୍ଥାୟୀ ସମାଧାନ ସହ ପ୍ରଜାଙ୍କ ନାଁରେ ରେକର୍ଡ ଦାବିରେ ରଣହୁଙ୍କାର ଦିଆଯାଇଛି।…

କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବିତ, କାରଣ ଦର୍ଶାଅ ନୋଟିସର ଉତ୍ତର ନଦେବାରୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (କେନ୍ୟୁଜ): ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ କଂଗ୍ରେସରୁ ସସପେଣ୍ଡ । ତାଙ୍କୁ ନିଲମ୍ବନ କରିଛି କଂଗ୍ରେସ ଶୃଙ୍ଖଳା କମିଟି । କାରଣ ଦର୍ଶାଅ ନୋଟିସର ଉତ୍ତର ନଦେବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । କଂଗ୍ରେସରୁ ନଲଢ଼ିବା ନେଇ ମନ୍ତବ୍ୟ ଦେଇଥିଲେ…

କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ, କଣ କହିଲେ ପଢନ୍ତୁ

କେନ୍ୟୁଜ୍(ବ୍ୟୁରୋ): ଆଗାମୀ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ। କଂଗ୍ରେସରୁ ପ୍ରାର୍ଥିତ୍ବ ନେଇ ସ୍ପଷ୍ଟ କରିଛନ୍ତି ମନ୍ମଥ ରାଉତରାୟ। ତାଙ୍କ ପୂରା ରାଜନୈତିକ ଟିମ କଂଗ୍ରେସରୁ ନଲଢିବାକୁ ନିଷ୍ପତି ନେଇଥିବା ସେ କହିଛନ୍ତି।…

ନିର୍ବାଚନ ପୂର୍ବରୁ ମିଳିଲା ବଡ଼ ଭୂମିକା, କଂଗ୍ରେସ ଟପ୍ ପ୍ୟାନେଲରେ ସଚିନ ପାଇଲଟ ଓ ଶଶୀ ଥରୁର

କଂଗ୍ରେସ ଟପ୍ ପ୍ୟାନେଲରେ ସଚିନ ପାଇଲଟ ଓ ଶଶୀ ଥରୁର। ନିର୍ବାଚନ ପୂର୍ବରୁ ମିଳିଲା ବଡ଼ ଭୂମିକା। ସିଡବ୍ଲୁସି ସଦସ୍ୟତା ନେଇ ଦୁଇ ନେତାଙ୍କ ନାଁ ଘୋଷଣା କଲା କଂଗ୍ରେସ। ବଡ଼ କଥା ହେଉଛି, ଚଳିତ ବର୍ଷ ଶେଷ ଆଡ଼କୁ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ। ନିର୍ବାଚନ ପୂର୍ବରୁ ସଚିନ ପାଇଲଟଙ୍କୁ…

ନିଲମ୍ବନ ପରେ ତେରଚ୍ଛା ବାଣ ଛାଡିଲେ ଚିରଞ୍ଜିବ, ନାଁ ନନେଇ ଇସାରାରେ ଏମିତି କିଛି କହିଲେ

ଭୁବନେଶ୍ବର(କେନ୍ୟୁଜ୍):  ନିଲମ୍ବନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ବାଳ। ସେ କହିଛନ୍ତି ୨  ଦିନ ତଳେ ମୁଁ ନିଲମ୍ବନ ନୋଟିସ ପାଇଲି।  ଦଳ ବିରୋଧୀ ପାଇଁ ମୋତେ ନିଲମ୍ବନ କରାଯାଇଛି। ମୁଁ କଂଗ୍ରେସ ପରିବାରର ଲୋକ। କଂଗ୍ରେସ ସ୍ୱାଧୀନତା…

କଂଗ୍ରେସର ଦୁଇ ବରିଷ୍ଠ ନେତା ସସପେଣ୍ଡ୍, ବିଧାୟକ ମୋକିମ୍‌ ଓ ଚିରଞ୍ଜୀବ ବିଶ୍ୱାଳ ବହିସ୍କୃତ

କେନ୍ୟୁଜ୍(ବ୍ୟୁରୋ):  କଂଗ୍ରେସର ଦୁଇ ବରିଷ୍ଠ ନେତା ସସପେଣ୍ଡ୍ ।  ବାରବାଟୀ ବିଧାୟକ ମୋକିମ୍‌ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ସସ୍‌ପେଣ୍ଡ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳ ସସ୍‌ପେଣ୍ଡ କରିଥିବା ସୂଚନା ଦିଆଯାଇଛି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ…

Gruha Jyoti Schemeରେ ମିଳିବ ମାଗଣା ବିଦ୍ୟୁତ

ଏବେ ଲୋକଙ୍କୁ ମାଗଣାରେ ମିଳିବ ବିଦ୍ୟୁତ। ଲୋକଙ୍କ ମୌଳିକ ଆବଶ୍ୟକତା ମଧ୍ୟରୁ ବିଦ୍ୟୁତ୍ ହେଉଛି ଅନ୍ୟତମ । ଏମିତିରେ ଲୋକମାନେ ବ୍ୟବହାର କରୁଥିବା ବିଦ୍ୟୁତ୍ ପରିମାଣ ଅନୁଯାୟୀ ବିଦ୍ୟୁତ୍ ବିଲ୍ ଦେବାକୁ ପଡିଥାଏ । ତେବେ ଅନେକ ରାଜ୍ୟ ସରକାର ବର୍ତ୍ତମାନ ଲୋକଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ…

ତେଲେଙ୍ଗାନାରେ ସିଏମ୍‌ କେସିଆର୍‌ଙ୍କ ଦଳକୁ ଝଟ୍‌କା, ପୂର୍ବତନ ସାଂସଦ ପିଏସ୍‌ ରେଡ୍ଡୀଙ୍କ ସମେତ ୧୦ ନେତା କଂଗ୍ରେସର…

ତେଲେଙ୍ଗାନା ସିଏମ୍‌ କେସିଆରଙ୍କ ପାର୍ଟି ‘ବିଆରଏସ’କୁ କଂଗ୍ରେସ ବଡ଼ ଝଟ୍‌କା ଦେଇଛି। ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ତେଲେଙ୍ଗାନାର ପୂର୍ବତନ ମନ୍ତ୍ରୀ ଜୁପଲି କୃଷ୍ଣା ରାଓଙ୍କ ସମେତ ୧୦ ନେତା ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ଆଜିଠାରୁ କର୍ଣ୍ଣାଟକରେ କଂଗ୍ରେସ ସରକାର, ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର

ଆଜିଠୁ କର୍ଣ୍ଣାଟକରେ କଂଗ୍ରେସ ସରକାର । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଶପଥ ନେଇଛନ୍ତି । ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଥାଓ୍ଵର ଚାନ୍ଦ ଗେହଲଟ ପଦ ଓ ଗୋପନୀୟତାର ସହ ଶପଥପାଠ କରାଇଥିଲେ । ଅନ୍ୟ ୮ ଜଣ…

କର୍ଣ୍ଣାଟକ ନିର୍ବାଚନ: ବିଜେପିକୁ କୌଣସି ସୁଯୋଗ ନଦେବା ପାଇଁ ନେତାଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କଲା କଂଗ୍ରେସ

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଉପରେ ସାରା ଦେଶବାସୀଙ୍କ ନଜର ରହିଛି । କର୍ଣ୍ଣାଟକ ସରକାର କିଏ ଗଠନ କରିବ ତାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । କର୍ଣ୍ଣାଟକ ନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ କେତେକ ସ୍ଥାନରେ ଆଗୁଆ ରହିଛି । ଆଉ କିଛି ଘଣ୍ଟା ପରେ ସାମ୍ନାକୁ…

ମତଦାନ ଶେଷ ହେବା ପରେ ଆସିଛି କର୍ଣ୍ଣାଟକର ଏକ୍‌ଜିଟ ପୋଲ, ଆଗରେ ରହିଛି କଂଗ୍ରେସ

କେନ୍ୟୁଜ୍(ବ୍ୟୁରୋ):କର୍ଣ୍ଣାଟକରେ କିଏ ଗଢିବ ସରକାର। ମତଦାନ ଶେଷ ହେବା ପରେ ଆସିଛି ଏକ୍‌ଜିଟ ପୋଲ। ୨୦୨୪ ପୂର୍ବରୁ ସେମିଫାଇନାଲରେ କଂଗ୍ରେସ ଆଗରେ ରହିଛି। କଂଗ୍ରେସ ସପକ୍ଷରେ ଅଧିକାଂଶ ଏକ୍‌ଜିଟ ପୋଲ ଆକଳନ ହୋଇଥିବା ବେଳେ ଝୁଲା ବିଧାନସଭାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଯଦି ଝୁଲା ବିଧାନସଭା…

ସୋନିଆ ରାହୁଲ ଗାନ୍ଧୀଙ୍କ ନାଁରେ ରାଜ୍ୟରେ ଆଉ ଭୋଟ୍‌ ନାହିଁ, ତେଣୁ ଜାନକୀ ଓ ବସନ୍ତ ବିଶ୍ୱାଳଙ୍କ ନାଁ ନେଇ ନିର୍ବାଚନ…

କେନ୍ୟୁଜ୍(ବ୍ୟୁରୋ):  ଜାତୀୟ ନେତାଙ୍କ ନାଁରେ ଭୋଟ୍‌ ନାହିଁ। ତାଙ୍କୁ ପାଥେୟ କରି ଆଉ ନିର୍ବାଚନ ଜିତିହେବନ ନାହିଁ। ରାଜ୍ୟ କଂଗ୍ରେସର ଅନେକ ନେତା ବୋଧହୁଏ ଏହାକୁ ହୃଦୟଙ୍ଗମ କରିଛନ୍ତି। ଏଥିପାଇଁ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ଉପ ମୁଖ୍ୟମନ୍ତ୍ରୀ ବସନ୍ତ…