Browsing Tag

corona update in india

ଦେଶରେ ଗତ ୨୪ ଘଣ୍ଟା ରେ ୪୪ ହଜାର ୮୭୯ ନୂଆ ପଜିଟିଭ ଚିହ୍ନଟ, ଗଲା ୫୪୭ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ଭିତରେ ୪୪ ହଜାର ୮୭୯ ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫କୁ ବୃଦ୍ଧି ପାଇଛି । ଯେବେକି ଗତ ଗୋଟିଏ ଦିନ ଭିତରେ ୫୪୭ ଜଣଙ୍କ ଜୀବନ ଯାଇଥିବା ବେଳେ ୧ ଲକ୍ଷ ୨୮ ହଜାର ୬୬୮ ରେ ପହଂଚିଛି ମୃତକ ସଂଖ୍ୟା ।…

ଦେଶରେ ୫ ଲକ୍ଷ ତଳକୁ ଖସିଲା ସକ୍ରିୟ ସଂଖ୍ୟା, ଗତ ୨୪ ଘଣ୍ଟାରେ ୪୭ ହଜାର ୯୦୫ ନୂଆ ପଜିଟିଭ କେସ

ଦେଶରେ ଦୈନିକ କରୋନା ସଂକ୍ରମିତ ସଂଖ୍ୟାରେ କିଛିଟା ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି । ମଙ୍ଗଳବାର ଗୋଟିଏ ଦିନରେ ୪୪ ହଜାର ୨୮୧ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୪୭ ହଜାର ୯୦୫ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୮୦…

ଦେଶରେ ଦିନ କୁ ଦିନ କମୁଛି ସଂକ୍ରମିତ ସଂଖ୍ୟା: ଗତ ୨୪ ଘଣ୍ଟାରେ ୩୮ ହଜାର ୦୭୪ ନୂଆ ପଜିଟିଭ ଚିହ୍ନଟ, ୪୪୮ ମୃତ

ନୂଆଦିଲ୍ଲୀ: କରୋନା ଭାଇରସର ଦୈନିକ ସଂକ୍ରମିତ ସଂଖ୍ୟା ଦିନ କୁ ଦିନ କମିବାରେ ଲାଗିଛି | ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୮ ହଜାର ୦୭୪ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୪୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି | ସୋମବାର ତୁଳନାରେ ମଙ୍ଗଳବାର ଚିହ୍ନଟ ସଂଖ୍ୟାରେ ଖୁବ ହ୍ରାସ ଘଟିଥିବା ନେଇ…

ଦେଶରେ ଗତ ୨୪ ଘଣ୍ଟାରେ ୪୫,୬୭୪ ନୂଆ ମାମଲା ଚିହ୍ନଟ, ୫୫୯ ମୃତ

ନୂଆଦିଲ୍ଲୀ: କରୋନା ଭାଇରସ ଦୈନିକ ସଂକ୍ରମିତ ସଂଖ୍ୟାରେ ପୁଣି ଥରେ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ଶନିବାର ୫୦ ହଜାର ୩୫୭ କୋଭିଡ ମାମଲା ସାମ୍ନାକୁ ଆସିଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୪୫,୬୭୪ ନୂଆ ମାମଲା ଚିହ୍ନଟ ହୋଇଛି । ସେପଟେ ମୃତକ ସଂଖ୍ୟାରେ ବି ହ୍ରାସ ଘଟିଥିବା ଲକ୍ଷ କରାଯାଇଛି…

ଗତ ୨୪ ଘଣ୍ଟାରେ ଦେଶରେ ୫୦ ହଜାର ୩୫୭ ନୂଆ ସଂକ୍ରମିତ ଚିହ୍ନଟ, ୫୭୭ ମୃତ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୦ ହଜାର ୩୫୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେବେକି ୫୭୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଦାୟର ହୋଇଛି । ଏହାକୁ ମିଶାଇ ଦେଶରେ ସଂକ୍ରମିତ ସଂଖ୍ୟା ୮୪ ଲକ୍ଷ…

ଦେଶରେ ପୁଣି ଖସିଲା ସଂକ୍ରମିତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୪୭ ହଜାର ୬୩୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୬୭୦ ମୃତ

ନୂଆଦିଲ୍ଲୀ: କରୋନାର ଦୈନିକ ଆକ୍ରାନ୍ତ ସଂଖ୍ୟା ଗୁରୁବାର କିଛିଟା ବଢିଥିବା ବେଳେ କିନ୍ତୁ ଗତ ୨୪ ଘଣ୍ଟା ଭିତରେ ଏହି ସଂଖ୍ୟା କିଛିଟା କମି ଥିବା ଲକ୍ଷ କରାଯାଇଛି । ଗୁରୁବାର ୫୦ ହଜାର ପାର ହୋଇଥିବା ବେଳେ କିନ୍ତୁ ଆଜି ଏହି ସଂଖ୍ୟା ୫୦ ହଜାର ତଳକୁ ଖସି ଆସିଛି  । ଗତ ୨୪ ଘଣ୍ଟା ଭିତରେ ଦେଶର…

ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୦ ହଜାର ୨୦୯ ପଜିଟିଭ ଚିହ୍ନଟ, ୭୦୪ ମୃତ

 ନୂଆଦିଲ୍ଲୀ: କରୋନାରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଗଲା କିଛି ଦିନ ହେବ ହ୍ରାସ ପାଉଥିବା ନେଇ ଲକ୍ଷ କରାଯାଉଛି । ଗତ ୨୪ ଘଣ୍ଟା ଭିତରେ ୨୦୯ ଜଣ ନୂଆ ୫୦ ହଜାର ୨୦୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୦୪ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା…

ଦେଶରେ ୪୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୩୮ ହଜାର ୩୧୦ ନୂଆ ପଜିଟିଭ କେସ

କରୋନା ସଂକ୍ରମିତ ସଂଖ୍ୟା ଦୁଇ ଦିନ ହେବ କମିଥିବା ନେଇ ଲକ୍ଷ କରାଯାଇଛି । ଏମିତିକି ୪୦ ହଜାର ତଳକୁ ଖସିଛି ଦୈନିକ ଆକ୍ରାନ୍ତ ସଂଖ୍ୟା । ଗତ ୨୪ ଘଣ୍ଟା ଭିତରେ ୩୮ ହଜାର ୩୧୦ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସୋମବାର ୪୫ ହଜାର ୨୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ…

ଦେଶରେ କମୁଛି ଦୈନିକ ଆକ୍ରାନ୍ତ ସଂଖ୍ୟା, ଗତ ୨୪ ଘଣ୍ଟାରେ ୪୬ ହଜାର ୯୬୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪୭୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ଦୈନିକ ଆକ୍ରାନ୍ତ ସଂଖ୍ୟା ଦିନ କୁ ଦିନ ହ୍ରାସ ପାଉଥିବା ନେଇ ଲକ୍ଷ କରାଯାଉଛି । ଶନିବାର ତୁଳନାରେ ଆଜି ଅର୍ଥାତ ରବିବାର ପାଖାପାଖି ୨ ହଜାର ମାମଲା କମିଥିବା ନେଇ ଲକ୍ଷ କରାଯାଇଛି । ଶନିବାର ୪୮ ହଜାର ୬୪୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି…

ଦେଶରେ କମୁଛି କରୋନା ପ୍ରାଦୁର୍ଭାବ, ଗତ ୨୪ ଘଣ୍ଟାରେ ୪୮ ହଜାର ୨୬୮ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦୈନିକ କରୋନା ସଂକ୍ରମିତ ସଂଖ୍ୟା ପୁଣି ଥରେ ହ୍ରାସ ପାଇଥିବା ନେଇ ନଜର ଆସିଛି । ଗତ ୨୪ ଘଣ୍ଟାରେ ୪୮୨୬୮ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ପୂର୍ବଦିନ ଏହି ସଂଖ୍ୟା ୪୮୬୪୮ ଥିଲା । ସେପଟେ କରୋନା ଆକ୍ରାନ୍ତ ସଂଖ୍ୟ ବୃଦ୍ଧି ପାଇ ୮୧ ଲକ୍ଷ ୩୭ ହଜାର ୧୧୯ ରେ ପହଂଚିଛି । କେନ୍ଦ୍ର…

କରୋନା ସ୍ଥିତିକୁ ନେଇ ଏକ ଖୁସି ଖବର, ଦେଶରେ ୭୦ ଲକ୍ଷ ପାର ହେଲା ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ମହାମାରୀ ସ୍ଥିତିରେ ସୁଧାର ଆସୁଥିବା ନଜର ଆସୁଛି । ଧୀରେ ଧୀରେ କମିବାରେ ଲାଗିଛି ସଂକ୍ରମିତ ସଂଖ୍ୟା । ଶୁକ୍ରବାର ୫୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ୫୩ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଦେଶରେ ସୁସ୍ଥ ସଂଖ୍ୟା ବି…

କରୋନା ଅପଡେଟ: ଗତ ୨୪ ଘଣ୍ଟାରେ ଦେଶରେ ୫୪ ହଜାର ୩୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୬୯୦ ମୃତ

ଗୁରୁବାର ଦେଶରେ କରୋନା ସଂକ୍ରମିତ ସଂଖ୍ୟା କିଛିଟା ବୃଦ୍ଧି ପାଇଥିବା ବେଳେ କିନ୍ତୁ ଗତ ୨୪ ଘଣ୍ଟା ଭିତରେ ଏହି ସଂଖ୍ୟାରେ କିଛିଟା ହ୍ରାସ ପାଇଥିବା ଲକ୍ଷ କରାଯାଇଛି । ଗତ ୨୪ ଘଣ୍ଟା ଭିତରେ ୫୪ ହଜାର ୩୬୬ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଯେବେକି ୬୯୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ…