Browsing Tag

coronavirus death

କରୋନା ଉଜାଡ଼ି ଦେଲା ପୂରା ପରିବାର: ଗୋଟିଏ ଘରୁ ଉଠିଲା ୮ କୋକେଇ, ୪ ମହିଳାଙ୍କ ମଥାରୁ ଲିଭିଗଲା ସିନ୍ଦୁର

କରୋନା ମହାମାରୀ ଯୋଗୁ ଇତି ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ତେବେ ବର୍ତ୍ତମାନ ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପରିବାର ପାଇଁ ଅଭିଶାପ ହୋଇ ଆସିଛି କରୋନା ଓ ସମସ୍ତଙ୍କୁ ନିଜ କବ୍ଜାକୁ ନେଇଯାଇଛି। ରିପୋର୍ଟ ମୁତାବକ ମାସେ ଭିତରେ କରୋନାରେ…

କରୋନାର କରୁଣ ଚିତ୍ର! ହୋମ୍ ଆଇସୋଲେସନରେ ସ୍ୱାମୀ ଓ ପୁଅର ମୃତ୍ୟୁ, ୪ ଦିନ ଧରି ଶବ ସହ ଥିଲା ଦିବ୍ୟାଙ୍ଗ ପତ୍ନୀ

ସାରା ଦେଶରେ କରୋନା ସ୍ଥିତି ସାଂଘାତିକ ରହିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ପ୍ରାଣ ହରାଉଛନ୍ତି। ଇତିମଧ୍ୟରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଛାତି ଥରା ମାମଲା ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ସ୍ୱାମୀ ଓ ପୁଅର ମୃତ ଦେହ ପାଖରେ ୪…

ବେଙ୍ଗାଲୁରୁରେ ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ, କରୋନାରେ ଚାଲିଗଲେ ଯାଜପୁରର ପ୍ରିୟଶ୍ଳୋକ

କରୋନାରେ ଓଡ଼ିଆ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ । ବେଙ୍ଗାଲୁରୁରେ ପ୍ରିୟଶ୍ଳୋକ ଆର୍ଯ୍ୟଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର ହେଉଛି ଯାଜପୁର ଜିଲା ବିଂଝାରପୁର ବ୍ଲକ ରଘୁନାଥପୁର। ଓଡିଶାର ଜଣାଶୁଣା ଗାଳ୍ପିକ ଯଜ୍ଞଦତ ଆର୍ଯ୍ୟ ଓ ଲେଖିକା ଗାୟତ୍ରୀ ଆର୍ଯ୍ୟଙ୍କ ପୁଅ ହେଉଛନ୍ତି ପ୍ରିୟଶ୍ଳୋକ।…

କରୋନାରେ ରାଜସ୍ଥାନର ପୂର୍ବ ମନ୍ତ୍ରୀ ତଥା ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ପରଲୋକ, ଶୋକବ୍ୟକ୍ତ କଲେ ପିଏମ୍‌…

କରୋନା ସଂକ୍ରମଣ ଯୋଗୁ ରାଜସ୍ଥାନର ପୂର୍ବ ମନ୍ତ୍ରୀ ତଥା ବିଜେପି ବିଧାୟିକା କିରଣ ମାହେଶ୍ୱରୀଙ୍କ ପରଲୋକ ହୋଇଛି। କରୋନା ସଂକ୍ରମିତ ହେବା ପରେ ଚିକିତ୍ସା ପାଇଁ କିରଣଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ହସ୍ପିଟାଲରେ ହିଁ ସେ ଆଖି ବୁଜିଛନ୍ତି।…

ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା, ୨୪ଘଣ୍ଟାରେ ସର୍ବାଧିକ ୨୦୦୩ ମୃତ

ନୂଆଦିଲ୍ଲୀ: ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା। ୨୪ଘଣ୍ଟାରେ ସର୍ବାଧିକ ୨୦୦୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଏହାସହ ୧୦ ହଜାର ୯୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ…

ଦେଶରେ ୯ହଜାର ୯୦୦ରେ ପହଞ୍ଚିଛି କରୋନା ମୃତ୍ୟୁ ସଂଖ୍ୟା, ବିଶ୍ୱରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ବୋଲ ମାନୁନି କରୋନା । ସମୁଦାୟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୪୩ ହଜାର ଟପିଥିବାବେଳେ  ମୃତ୍ୟୁ ସଂଖ୍ୟା ୯ହଜାର ୯୦୦ରେ ପହଞ୍ଚିଛି ।  ମହାରାଷ୍ଟ୍ରରେ ଲକ୍ଷେ ୧୦ ହଜାର ଟପିଛି ସଂକ୍ରମିତଙ୍କ ସଂଖ୍ଯା । ଏହାସହ ୪ ହଜାର ୧୨୮ ଜଣଙ୍କ ମୁଣ୍ଡ ନେଇଛି ଏହି ଭାଇରସ । ଅପରପଟେ…

ଦୁବାଇରେ କରୋନାରେ ପ୍ରାଣ ହରାଇଲେ ଓଡ଼ିଆ, ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ

ପଟ୍ଟାମୁଣ୍ଡାଇ: ବିଦେଶରେ ପୁଣି ଜଣେ ଓଡ଼ିଆଙ୍କ କରୋନାରେ ମୃତ୍ୟୁ । ଦୁବାଇରେ ପ୍ରାଣ ହରାଇଲେ ଓଡ଼ିଆ । ମୃତକ ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗାଁର ମହେନ୍ଦ୍ର ନାଥ । କରେନାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଦୁବାଇ ମେଡିକାଲ ରିପୋର୍ଟ ସ୍ପଷ୍ଟ କରିଛି । ସେପଟେ ପୁଅକୁ ହରାଇବା ଦୁଃଖରେ ଭାଙ୍ଗି…

୨୧୦ ଦେଶରେ ରାଜ୍‌ କରୁଛିି ଘାତକ ଭାଇରସ୍‌: ଏପର୍ଯ୍ୟନ୍ତ ୩୨.୨୦ ଲକ୍ଷ ଲୋକ ଆକ୍ରାନ୍ତ, ଗଲାଣି ୨ ଲକ୍ଷ ୨୮ ହଜାର…

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ । ପ୍ରତିଦିନ ହଜାର ହଜାର ମୁଣ୍ଡ ନେଉଛି କରୋନା । ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୧୦ ଦେଶରେ ରାଜ୍‌ କରୁଛିି ଘାତକ ଭାଇରସ୍‌ । ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩୨.୨୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇସାରିଲେଣି । ମୋଟ ୨…

ଇରାନ ଓ ନ୍ୟୁୟର୍କ ପରେ ଏବେ ବ୍ରାଜିଲରୁ ଆସିଲା ସାମୂହିକ କବରର ଫଟୋ, ସମ୍ମାନର ସହ କରାଯାଉଛି ମୃତକଙ୍କ ଅନ୍ତିମ ସଂସ୍କାର

କରୋନା ସଂକ୍ରମଣରେ ହଜାର ହଜାର ମୃତ୍ୟୁ ପରେ ଇରାନ ଏବଂ ଆମେରିକାର ନ୍ୟୁୟର୍କରେ ମୃତକମାନଙ୍କୁ ସାମୂହିକ କବର ଦିଆଯାଇଥିଲା। ଏହି ସାମୂହିକ କବର ଦିଆଯିବାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ମଧ୍ୟ ହୋଇଥିଲା। ଏବେ ବ୍ରାଜିଲର ମାନଉସ ସହରରୁ ଠିକ ଏମିତି ହିଁ ଫଟୋ ସାମ୍ନାକୁ ଆସିଛି। ଏଠାରେ ସହରର…

ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪୩୭, ମହାରାଷ୍ଟ୍ରରେ ସବୁଠୁ ଅଧିକ ଅକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା। ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪୩୭ରେ ପହଁଞ୍ଚିଛି। ଭାରତରେ ଏଯାଏ ୧୩,୩୮୭ ଆକ୍ରାନ୍ତ , ୧୭୪୯ ସୁସ୍ଥ ହୋଇଛନ୍ତି। ବିଭିନ୍ନ ହସ୍ପିଟାଲରେ ୧୧,୨୦୧ ଜଣ ଚିକିତ୍ସାଧୀନ ଅଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ…

ସାରା ବିଶ୍ୱରେ ୭୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଆମେରିକାରେ ଗୋଟିଏ ଦିନରେ ସର୍ବାଧିକ ୧୨୫୨ ଜଣଙ୍କ ମୁଣ୍ଡ ନେଲା…

ନୂଆଦିଲ୍ଲୀ: ସାରା ବିଶ୍ୱରେ ୭୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ପର୍ଯ୍ୟନ୍ତ ୨୦୯ଟି ଦେଶରେ ବ୍ୟାପିଛି ମାରାତ୍ମକ ଭାଇରସ୍‌। ଏଯାଏ ୧୩.୪୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ ଲକ୍ଷ ୭୮ ହଜାର ଲୋକ ସୁସ୍ଥ ହୋଇ ଫେରିଛନ୍ତି। ସେପଟେ ଆମେରିକାରେ ସାଂଘାତିକ ହେବାରେ…

ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ଲୋକଙ୍କ ପ୍ରାଣନେଲା କରୋନା, ସ୍ଥିତି ଦେଖି ଚିନ୍ତାରେ ଟ୍ରମ୍ପ

ଆମେରିକାରେ କରୋନା ସଂକ୍ରମଣ ଯୋଗୁଁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଦିନକୁ ଦିନ ଆମେରିକାର ସ୍ଥିତି ବିଗିଡିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୧୪୮୦ ଲୋକ ମୃତ୍ୟୁବରଣ ଘଟିଛି । ସେହିପରି ଏହି ସମୟ ମଧ୍ୟରେ ସଂକ୍ରମିତ ସଂଖ୍ୟା ୩୨ ହଜାର ଟିପିଛି । ଶନିବାର ସୁଦ୍ଧା ଏଠାରେ କରୋନା…