Browsing Tag

couple suicide

ହୃଦୟବିଦାରକ: ନାତିକୁ କରୋନା ଭାଇରସଠୁ ବଞ୍ଚେଇବା ପାଇଁ ଜେଜେ-ଜେଜେମା କରି ଦେଲେ ଆତ୍ମହତ୍ୟା, ୨ ଦିନ ତଳେ ହୋଇଥିଲେ…

ରାଜସ୍ଥାନର କୋଟା ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ଜଣେ ବୃଦ୍ଧ ଦମ୍ପତି ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଖବରରୁ ଜଣାପଡ଼ିଛି, କରୋନା ସଂକ୍ରମିତ ହେବା ପରେ ବୃଦ୍ଧ ଦମ୍ପତିଙ୍କୁ ଡର ଥିଲା କି, ତାଙ୍କଠାରୁ ଭାଇରସ ତାଙ୍କ ନାତି ଓ…

ପଜିଟିଭ୍‌ ରିପୋର୍ଟ ଆସିବା ପରେ ଆତ୍ମହତ୍ୟା କଲେ ଦମ୍ପତି

ନୟାଗଡ: ପଜିଟିଭ୍‌ ପରେ ଜୀବନ ହାରିଲେ । ପଜିଟିଭ୍‌ ରିପୋର୍ଟ ଆସିବା ପରେ ଆତ୍ମହତ୍ୟା କଲେ ଦମ୍ପତି । ନୟାଗଡ ଜିଲ୍ଲା ଦର୍ପନାରାୟଣପୁର ଫାଣ୍ଡି ବେଗୁନିଆପାଟଣା ଗାଁରେ ଅଭାବନୀୟ ଘଟଣା । ଉଭୟ ଭୁବନେଶ୍ୱରରେ ରହୁଥିଲେ । ଗତକାଲି ଉଭୟଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ନିଜ ଘରେ ବେକରେ ରଶି…

ସେଲଫି ଭିଡିଓ ପ୍ରସ୍ତୁତ କରି ଆତ୍ମହତ୍ୟା କଲେ ପ୍ରେମୀଯୁଗଳ, ୬ ମାସ ନିଖୋଜ ଥିଲେ ଯୁବତୀ

ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମୀ ଯୁଗଳ ତିଆରି କଲେ ଭିଡିଓ। ଏଭଳି ଏକ ଘଟଣା ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ଏହି ପ୍ରେମୀଯୁଗଳ ଆତ୍ମହତ୍ୟା କରିବା ପୂର୍ବରୁ ମୋବାଇଲରେ ସେଲଫି ମୋଡ ଅନ୍ କରି ଭିଡିଓ ତିଆରି କରିଥିଲେ। ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଗୁରୁବାର ଏହି ପ୍ରେମୀ ଯୁଗଳ ନିଜ…

ଚାରି ବର୍ଷର ପ୍ରେମ ହେଲେ ବିବାହର ୪ ଦିନ ପରେ ଆତ୍ମହତ୍ୟା କଲେ ନବଦମ୍ପତି ! ରେଳ ଧାରଣାରୁ ସ୍ୱାମୀ ଆଉ ଫାଶି ଦଉଡିରେ…

ପ୍ରଥମେ ପ୍ରେମ ପରେ ବିବାହ ଆଉ ତାପରେ ଆତ୍ମହତ୍ୟା। ଜଣେ ପ୍ରେମୀ ଯୋଡିଙ୍କର ଚାରି ବର୍ଷର ପ୍ରେମ ସମ୍ପର୍କ ପରେ ଲଭ୍‌ ମ୍ୟାରେଜ୍‌ ହୋଇଥିଲା। କିନ୍ତୁ ବିବାହର ଚାରି ଦିନ ପରେ ହିଁ ଉଭୟେ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଏକ ଦୁଃଖଦ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦର କାଭିନଗର…

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଗିତିଲତା ଗାଁରେ ଡୁଙ୍ଗୁରୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଲେ ଗିତିଲତା ଗାଁର ରାମେଶ୍ୱର ପାତ୍ର ଓ ସାବିତ୍ରୀ ନାଏକ । ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ହେଲେ ରାମେଶ୍ୱର ବିବାହିତ ହୋଇଥିବା…

ଯାଜପୁର ସଦର ଥାନା ସାମନ୍ତରାପୁର ଗାଁରେ ଅଭାବନୀୟ ଘଟଣା, ପାରିବାରିକ କଳହରୁ ବିଷପାନ କରି ଦମ୍ପତିଙ୍କ ଆତ୍ମହତ୍ୟା

ଯାଜପୁର ଟାଉନ (କେନ୍ୟୁଜ୍): ପାରିବାରିକ କଳହର କରୁଣ ପରିଣତି । ବିଷପାନ କରି ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ । ଯାଜପୁର ସଦର ଥାନା ସାମନ୍ତରାପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତ୍ରିରେ ଗାଁର ପ୍ରଶାନ୍ତ ବିଶ୍ୱାଳ ଓ ପତ୍ନି ଚୁମୁକି ବିଶ୍ୱାଳଙ୍କ ମଧ୍ୟରେ ପ୍ରବଳ…

ସାମାଜିକ ସ୍ୱୀକୃତି ନମିଳିବା ଭୟରେ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ, ଗାଁ ପାଖ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର: ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ନବରଙ୍ଗପୁର ରାଇଘର ବ୍ଲକ ଚଡିଆପାରା ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ରାଇଘର ବ୍ଲକ ଚଡିଆପାରା ଗାଁର ଯୁବକ ଅମଲ ସିଂହ ଓ ଯୁବତୀ ରାମବାଇ ଗଣ୍ଡ । ସୂଚନା ଅନୁଯାୟୀ, ଯୁବକ ଯୁବତୀଙ୍କ ପରିବାର ମଧ୍ୟରେ ଘନିଷ୍ଠ…

ଖୋର୍ଦ୍ଧା: ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା(କେନ୍ଯୁଜ୍): ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାନ ନଈରୀ ଗାଁରେ ସ୍ୱାମୀ,ସ୍ତ୍ରୀଙ୍କ ଆତ୍ମହତ୍ୟା। ଏହି ଦମ୍ପତ୍ତି କିଛି ଦିନ ହେବ ଏଠାରେ ଘର ଭଡା ନେଇ ରହୁଥିଲେ। ସେମାନେ ୩ମାସ ତଳେ ପ୍ରେମ ବିବାହ କରିଥିଲେ। ମୃତକ…

୬ ମାସ ତଳେ କରିଥିଲେ ପ୍ରେମ ବିବାହ, ଏବେ ଆତ୍ମହତ୍ୟା

ବାସୁଦେବପୁର (କେନ୍ୟୁଜ୍) : ରଶି ଲଗାଇ ନବ ଦମ୍ପତିଙ୍କ ଆତ୍ମହତ୍ୟା। ଭଦ୍ରକ ବାସୁଦେବପୁର ବ୍ଳକ୍ ଅନ୍ତର୍ଗତ ସୁଆଁ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗାଁର ଭଷାଳି ମଳିକଙ୍କ ପୁଅ ରଞ୍ଜନ ଓ ବୋହୂ ଗୀତାରାଣୀ ଗତକାଲି ରାତିରେ ଖାଇସାରି ଶୋଇଥିଲେ । ଆଜି ସକାଳେ ନଉଠିବାରୁ ଗାଁଲୋକ କବାଟ…

ପାରିବାରିକ କଳହର କରୁଣ ପରିଣତି : ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି

ଭଦ୍ରକ : ପାରିବାରିକ କଳହର କରୁଣ ପରିଣତି । ବିଷ ପିଇ ଆତ୍ମହତ୍ୟା କଲେ ଦମ୍ପତି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଶ୍ୟାମପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ସ୍ତ୍ରୀ ପୂର୍ଣ୍ଣିମା ପ୍ରଧାନ । ଗତକାଲି କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ…