କରୋନାରେ ସଂକ୍ରମିତ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଆଶୁ ଆରୋଗ୍ୟ କାମନା କଲେ ପିଏମ୍ ମୋଦୀ
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନେ କରୋନାରେ ସଂକ୍ରମିତ ହୋଇଛନ୍ତି । ପିଏମ ମୋଦି ଟ୍ୱିଟ କରି ତାଙ୍କ ସ୍ଵାସ୍ଥ୍ୟ ଆରୋଗ୍ୟ କାମନା କରିଛନ୍ତି। ଯଦିଓ ସାରା ବିଶ୍ୱରେ କରୋନା ଭାଇରସର ଗତି ମନ୍ଥର ହୋଇସାରିଛି, ତଥାପି ଏହାର ସଂକ୍ରମଣ କମିନି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଦିନ…