Browsing Tag

covid positive cases

ଦେଶରେ ଉପରମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବଢିଲା ୩ହଜାର ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କରୋନା ଗ୍ରାଫ। ୨୪ ଘଣ୍ଟାରେ ବଢିଲା ୩ହଜାର ମାମଲା। ଦିନକରେ କରୋନାରେ ସଂକ୍ରମିତ ହୋଇଛନ୍ତି ୪୧ହଜାର ୧୯୫। ଆଜିକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୨୦ଲକ୍ଷ ୭୭ହଜାର ୭୦୬ରେ ପହଞ୍ଚିଛି। ଗତକାଲି କରୋନା ମାମଲା ଥିଲା ୩୮ହଜାର ୩୫୩। ଦିନକରେ…

ଗତ ୨୪ଘଣ୍ଟାରେ ୪ହଜାର ୩୩୯ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ରାଜ୍ୟରେ ୬ ପ୍ରତିଶତକୁ ଖସିଲା ସଂକ୍ରମଣ ହାର। ଲାଗାତାର ୩ୟ ଦିନରେ ୫ ହଜାର ତଳେ ସଂକ୍ରମଣ। ଆଜି ପଜିଟିଭିଟି ରେଟ୍‌ ରହିଛି ୬.୩୩ ପ୍ରତିଶତ। ଯାହାକି ଗତକାଲି ଥିଲା ୭.୨୦ ପ୍ରତିଶତ। ୨୪ଘଣ୍ଟାରେ ୬୮ହଜାର ୫୩୫ ଟେଷ୍ଟିଂ ହୋଇଥିବାବେଳେ ୪ହଜାର ୩୩୯ କୋଭିଡ ଆକ୍ରାନ୍ତ…

ଦେଶରେ ତିନି ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ! ପୁଣି ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ବେକାବୁ କରୋନା। ୩ ଦିନରେ ପ୍ରାୟ ୧୦ ଲକ୍ଷ ସଂକ୍ରମିତ। ଲଗାତର ତୃତୀୟ ଦିନରେ ୩ ଲକ୍ଷ ଉପରେ ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ ଲକ୍ଷ ୪୬ ହଜାର ନୂଆ ସଂକ୍ରମିତ । ଗତ ୩ ଦିନରେ ଚିହ୍ନଟ ହୋଇଛନ୍ତି ୯ ଲକ୍ଷ ୯୪ ହଜାର ପଜିଟିଭ। ୨୪ ଘଣ୍ଟାରେ ୨ହଜାର ୬୦୦ ଜୀବନ ନେଇଛି ଘାତକ…

ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ପୁଣି ୨ ଜଣ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସ୍ଥିତି ସଂଗୀନ ହେବାରେ ଲାଗିଛି । ରେଳ ଷ୍ଟେସନ୍‌ରୁ ପୁଣି ୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତକାଲି ରେଳ ଷ୍ଟେସନ୍‌ରୁ ୩ ଜଣ ଚିହ୍ନଟ ହୋଇଥିଲେ । ରେଳ ଷ୍ଟେସନ୍‌ରେ ପଜିଟିଭ୍‌ଙ୍କ ସଂଖ୍ୟା ବଢୁଥିବାରୁ ଷ୍ଟେସନ୍‌କୁ ଅଧିକ ଫୋକସ୍‌ କରିବ ବିଏମ୍‌ସି ।…

ଆଜି ଦେଶରେ ସର୍ବାଧିକ ୬୧ହଜାର ୫୩୭ ଆକ୍ରାନ୍ତ ଚିହ୍ନଟ, ୯୩୩ ମୃତ

କେନ୍ଯୁଜ୍: ଦେଶରେ କରୋନା ମୃତ୍ୟୁସଂଖ୍ୟା ୪୨ହଜାର ୫୧୮କୁ ବୃଦ୍ଧି। ଗତ ୨୪ ଘଣ୍ଟାରେ ୯୩୩ଜଣଙ୍କ ଜୀବନ ଯାଇଥିବାବେଳେ ୬୧ହଜାର ୫୩୭ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ୮୮ହଜାର ୬୧୨କୁ ବୃଦ୍ଧି ପାଇଛି। ଦେଶରେ ୬ଲକ୍ଷ ୧୯ହଜାର…

ମୟୁରଭଞ୍ଜରୁ ୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୨୮୭ ବୃଦ୍ଧି

ମୟୁରଭଞ୍ଜ: ମୟୁରଭଞ୍ଜରୁ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ। ରାଜ୍ଯରେ ମୋଟ ସଂକ୍ରମିତଙ୍କ ସଂଖ୍ଯା ୨୮୭ ବୃଦ୍ଧି ପାଇଛି । ଏହାକୁ ମିଶାଇ ମୟୂଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଁଚିଛି । ଆଜି ସକାଳୁ ରାଜ୍ୟରେ ଏକାଥରକେ ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ ବର୍ତ୍ତମାନ ରାଜ୍ଯରେ…