Browsing Tag

cricketer

କିଏ ସନ୍ଦୀପ ଥୋରାଟ ? କାହିଁକି ବିନୋଦ କାମ୍ବଲିଙ୍କୁ ଚାକିରି ବାବଦରେ ମାସକୁ ଦେବେ ଏକ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବିନୋଦ କାମ୍ବଲି ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ଏକମାତ୍ର ଆୟର ଉତ୍ସ ହେଉଛି କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଦ୍ୱାରା ଦିଆଯାଇଥିବା ମାସିକ…

ରୋହିତ ଶର୍ମା କୋଭିଡ ପଜିଟିଭ୍ : ଇଂଲଣ୍ଡ ଟେଷ୍ଟ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟ୍‌କା, ବିସିସିଆଇ ଦେଲା ସୂଚନା

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଟିମ୍ ପାଇଁ କରୋନା କାଳ ଭାବେ ଛିଡ଼ାହୋଇଛି । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର (ଜୁନ ୨୫)ରେ ହୋଇଥିବା ରାପିଡ ଆଣ୍ଟିଜେନ ଟେଷ୍ଟରେ ରୋହିତ ଶର୍ମା କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଭାରତୀୟ…

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ

କ୍ରୀଡ଼ା ଜଗତ ପାଇଁ ପୁଣି ଥର ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡଙ୍କ ନିଧନ ହୋଇଛି। ରିପୋର୍ଟ ଅନୁସାରେ ଶନିବାର ରାତିରେ ଟାଉନ୍ସଭିଲରେ ଏକ କାର ଦୁର୍ଘଟଣାରେ ସାଇମଣ୍ଡଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସାଇମଣ୍ଡକୁ ଉଦ୍ଧାର କରିବା…

ଚାରି ବର୍ଷର କ୍ରିକେଟ୍‌ ବିସ୍ମୟ ଆହ୍ଵାନ, କହୁଛି ବିରାଟ କୋହଲିଙ୍କ ଭଳି ହେବି

ଗଞ୍ଜାମ/କେନ୍ଦ୍ରାପଡ଼ା(କେନ୍ୟୁଜ୍‌): କମ୍‌ ବୟସରେ ବି ଖେଳୁଛି ବଡ଼ ଲୋକଙ୍କ ଖେଳ । ନାଁ ତାର ଆହ୍ଵାନ ମଲ୍ଲ । ଆଉ ବୟସ ମାତ୍ର ୪ ବର୍ଷ । ଏବେବି ପାଟି ଲାଗୁଛି କଥା କହିଲା ବେଳେ । ହେଲେ ତାର ବ୍ୟାଟ୍‌ରୁ ଆସୁଥିବା ସଟ୍‌କୁ ଦେଖିଲେ କେହି ଭାବିବି ପାରିବେନି ଯେ ଏ ଛୁଆଟି ଏମିତି କମାଲ କରୁଥିବ…

କ୍ରିକେଟର ୟୁଝବେନ୍ଦ୍ର ଚହଲ ଦେଲେ ଚାଞ୍ଚଲ୍ୟକର ବୟାନ : କହିଲେ ଆଇପିଏଲ୍ ୨୦୧୩ ତାଙ୍କ ସହିତ ଘଟିଥିବା ଲୋମହର୍ଷକ କାହାଣୀ…

ଟିମ୍ ଇଣ୍ଡିଆର ତାରକା ସ୍ପିନର ୟୁଝବେନ୍ଦ୍ର ଚହଲ ଦୀର୍ଘ ଦିନ ଧରି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଖେଳୁଥିଲେ। ସେ ୨୦୧୪ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରେ ଯୋଗଦେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଂଶୀଦାର ଥିଲେ। ଏହି ସିଜିନରେ ଚହଲ ରାଜସ୍ଥାନ ରୟାଲ୍ସ ପାଇଁ…

ପଞ୍ଜାବରେ ସରକାର ଗଠନ ହେବା ପରେ ହରଭଜନ ସିଂହ ହେବେ ଆପ୍‌ର ରାଜ୍ୟସଭା ପ୍ରାର୍ଥୀ: କେଜ୍ରିୱାଲଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : କ୍ରିକେଟର ହରଭଜନ ସିଂହଙ୍କୁ ଆମ ଆଦମୀ ପାର୍ଟି ନିଜର ରାଜ୍ୟସଭା ପ୍ରାର୍ଥୀ କରିଛି। କୁହାଯାଉଛି ଯେ ତାଙ୍କୁ ସ୍ପୋର୍ଟ ସୟୁନିଭର୍ସିଟିର ଦାୟିତ୍ୱ ମଧ୍ୟ ଦିଆଯାଇପାରେ। ନିଜେ ନିର୍ବାଚନ ପ୍ରଚାର ସମୟରେ ଭଗଓ୍ବନ୍ତ ମାନ୍‌ ଘୋଷଣା କରିଥିଲେ ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବରେ…

ବିରାଟ କୋହଲିଙ୍କ ସ୍କୁଲ ସାଙ୍ଗଙ୍କ Slam Book ସୋସିଆଲ ମିଡିଆରେ ହେଉଛି ଭାଇରଲ, ଜାଣନ୍ତୁ କ’ଣ ସେଥିରେ…

ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି ଯଦିଓ ଏବେ କ୍ରିକେଟ ମଇଦାନରୁ ଦୂରରେ ଅଛନ୍ତି ଏବଂ ଘରେ ଫୁରସତ ସମୟ ବିତାଉଛନ୍ତି, କିନ୍ତୁ ତାଙ୍କ ସହ ଜଡ଼ିତ କିଛି ପୁରୁଣା ସ୍ମୃତି ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବିରାଟ କୋହଲିଙ୍କ ସାଙ୍ଗଙ୍କ ସ୍ଲାମ ବୁକ ଫଟୋ ସୋସିଆଲ ମିଡିଆରେ ଖୁବ…

ପୁଅ ରିଓର ପ୍ରଥମ ଜନ୍ମଦିନରେ ଇମୋଶନାଲ୍‌ ପୋଷ୍ଟ କଲେ ସୁରେଶ ରୈନା, ଦୁଇଦିନ ପରେ ପତ୍ନୀ ପ୍ରିୟଙ୍କା ବି ଲେଖିଲେ ଏମିତି…

ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କ ପୁଅ ରିଓକୁ ୨୩ ମାର୍ଚ୍ଚରେ ୧ ବର୍ଷ ପୂରିଛି। ଏହି ଖାସ୍‌ ଅବସରରେ ରୈନା ପୁଅ ସହିତ କିଛି ଫଟୋ ଶେୟାର କରି ଏକ ଇମୋଶନାଲ୍‌ ପୋଷ୍ଟ କରିଥିଲେ। ରୈନାଙ୍କ ଏହି ପୋଷ୍ଟକୁ ଖୁବ୍‌ ପସନ୍ଦ କରାଯାଇଥିଲା। ଏବେ ପୁଅ ଜନ୍ମଦିନର ଦୁଇଦିନ ପରେ…

ପଶ୍ଚିମବଙ୍ଗ ନିର୍ବାଚନ: ତୃଣମୂଳ କଂଗ୍ରେସରେ ମିଶିବେ କ୍ରିକେଟର ମନୋଜ ତିଓ୍ଵାରୀ

କ୍ରିକେଟର ମନୋଜ ତିଓ୍ଵାରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ(ଟିଏମ୍‌ସି)ରେ ସାମିଲ ହେବେ। ତିଓ୍ଵାରୀ ହୁଗଳିରେ ଆୟୋଜନ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ର‍୍ୟାଲିରେ ସାମିଲ ହୋଇପାରନ୍ତି। ହାଓ୍ଵଡାରେ ଜନ୍ମିତ ମନୋଜ ତିଓ୍ଵାରୀ ଭାରତୀୟ କ୍ରିକେଟ ଟିମ୍‌ରେ ୨୦୦୮…

ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର, ଏହି ଅନ୍ଦାଜରେ ଶୁଭେଚ୍ଛା ଜଣାଇଲା ତାଙ୍କ…

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ ରାଉଣ୍ଡର ଖେଳାଳି ବିଜୟ ଶଙ୍କର ନିଜ ଭାବୀ ସ୍ତ୍ରୀ ବୈଶାଳୀ ବିଶ୍ୱେଶରଙ୍କୁ ବିବାହ କରିଛନ୍ତି। କରୋନା ଭାଇରସ୍‌କୁ ନଜରରେ ରଖି ବିବାହ ସମାରୋହରେ ଖୁବ୍‌ କମ୍‌ ଲୋକ ସାମିଲ ହୋଇଥିଲେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଫ୍ରାଞ୍ଚାଇଜି ସନରାଇଜର୍ସ…

ମ୍ୟାଚ୍‌ ମଝିରେ କ୍ରିକେଟରଙ୍କ ପେଟ ଖରାପ ହୋଇଗଲା, କଣ୍ଟ୍ରୋଲ କରିନପାରି ପ୍ୟାଣ୍ଟରେ ହିଁ କରିଦେଲେ ଝାଡ଼ା; ଦେଖନ୍ତୁ…

କ୍ରିକେଟ୍‌ ଖେଳ ବେଳେ ଫିଲ୍ଡରେ ବେଳେବେଳେ ଏଭଳି ଘଟଣା ଘଟେ ଯାହା ଦର୍ଶକଙ୍କୁ ହସର ଖୋରାକ ଯୋଗାଇଥାଏ। ଏବେ ମଧ୍ୟ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜ୍‌ ମ୍ୟାଚ୍‌ ବେଳେ। ଇଂଲଣ୍ଡ ଟିମ୍‌ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନ ମ୍ୟାଚ୍‌ ଖେଳିବା…

ମାନବିକତା ଦେଖାଇଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ନିଜ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ଓଡ଼ିଆଙ୍କର କଲେ…

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ମହାନତା । କରୋନା ବେଳେ ମାନବିକତା ଦେଖାଇଲେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଦିଲ୍ଲୀରେ ନିଜ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ଓଡ଼ିଆଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ମୃତ ମହିଳା ଜଣଙ୍କ ଯାଜପୁର ବ୍ୟାସନଗର ପୌରାଞ୍ଚଳ…