Browsing Tag

csk

ଖେଳାଳିଙ୍କୁ ଉତ୍ସାହିତ କରି ପଞ୍ଜାବ ଟିମ୍‌କୁ ଜିତାଇଦେଲେ ପ୍ରୀତି, ଫଟୋ ହେଉଛି ଭାଇରଲ

ଆଇପିଏଲ୍‌ ସିଜନରେ ଗତକାଲି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ସହିତ ଟକ୍କର ଦେଇଥିଲା ପଞ୍ଜାବ କିଙ୍ଗସ। ଏହି ମ୍ୟାଚରେ ପଞ୍ଜାବ ୪ ଓ୍ଵିକେଟ ହରାଇ ୧୮୭ ରନ୍‌ କରିଥିଲା। ଏହି ମ୍ୟାଚରେ ଶିଖର ଧଓ୍ଵନ ଅପରାଜିତ ରହି ୮୮ ରନ୍‌ କରିଥିଲେ। ଏହି ମ୍ୟାଚରେ ପଞ୍ଜାବର ମାଲିକାଣୀ ପ୍ରୀତି ଜିଣ୍ଟା ନଜର…

ମହେନ୍ଦ୍ର ସିଂ ଧୋନୀ ନଂ ୭ କାହିଁକି ବାଛିଲେ ? ନିଜେ କହିଲେ ନିଜ ଜର୍ସି କାହାଣୀ

କ୍ରିକେଟ ଫ୍ୟାନ୍ସଙ୍କ ହୃଦୟରେ ରାଜ୍‌ କରୁଥିବା କ୍ରିକେଟର ହେଲେ ମହେନ୍ଦ୍ର ସିଂ ଧୋନୀ। ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ତାଙ୍କ ଓ୍ଵିକେଟ କିପିଂ ହେଉ ଅବା ହେଲିକପ୍ଟର ସଟ୍‌ ସବୁ ପାଇଁ ଫ୍ୟାନ୍ସ ପାଗଳ। ଧୋନୀ ଏବେ କେବଳ ଆଇପିଏଲ୍‌ ଖେଳୁଛନ୍ତି। ଚେନ୍ନାଇ ସୁପରକିଙ୍ଗସର…

ମାହିଙ୍କ ନିଷ୍ପତ୍ତିରେ ପ୍ରଶଂସକ ନିରାଶ, କ୍ରିକେଟ ପାଇଁ ଧୋନୀଙ୍କ ଅବଦାନ କଣ ?

ଚେନ୍ନାଇ ସୁପର କିଙ୍ଗସକୁ ଶୀର୍ଷରେ ପହଞ୍ଚାଇ ହାତ ଛାଡିଲେ ଶୀର୍ଷ ତାରକା ତଥା ଭେଟେରାନ ମହେନ୍ଦ୍ର ସିଂ ଧୋନି । ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଲ ପର୍ବରୁ ନିଜ ପଦବୀ ଛାଡିଲେ ଏହି ଲିଜେଣ୍ଡ କ୍ରିକେଟର । ଆଇପିଏଲ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ପଦରେ ଥିବା ଧୋନୀ ନିଜ କାର୍ଯ୍ୟଭାର ରବିନ୍ଦ୍ର…

ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ପଦ ଛାଡିଲେ ଧୋନୀ, ଏଥର ସମ୍ଭାଳିବେ ଜାଡେଜା

ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସକୁ ଝଟକା। ଦଳର ଅଧିନାୟକ ପଦ ଛାଡିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଉ ଦଳର ଦାୟିତ୍ୱ ଏବେ ରବୀନ୍ଦ୍ର ଜାଡେଜା ତୁଲାଇବେ। ଧୋନୀ ଅଧିନାୟକ ପଦ ଛାଡିବା ନେଇ ଟ୍ଵିଟ୍‌ କରି ଜଣାଇଲା ଚେନ୍ନାଇ ସୁପରକିଙ୍ଗସ ଟିମ୍‌ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଟିମ୍‌ ୪…

ମୋଇନ ଅଲ୍ଲୀଙ୍କୁ ମିଳିଲା ଭିସା, କିନ୍ତୁ ଚେନ୍ନାଇ ପାଇଁ ଖେଳିପାରିବେନି ପ୍ରଥମ ମ୍ୟାଚ୍‌

ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ପାଇଁ ଖୁସି ଖବର ଆସିଛି। ଟିମର ସୁପରଷ୍ଟାର ଅଲରାଉଣ୍ଡର ମୋଇନ ଅଲୀଙ୍କୁ IPL ପାଇଁ ଅନୁମତି ମିଳ ସାରିଛି । ଭିସା ସମସ୍ୟାକୁ ନେଇ ଦଳ ସହିତ ଏପର୍ଯ୍ୟନ୍ତ ଯୋଡି ହୋଇପାରିନଥିଲେ ମୋଇନ ଅଲୀ । ତେବେ ତାଙ୍କୁ ଏବେ ଭାରତ ଆସିବା ପାଇଁ ଭିସା…

ଚେନ୍ନାଇ ସୁପର କିଙ୍ଗସ ପାଇଁ ଖୁସି ଖବର, ପ୍ରଥମ ମ୍ୟାଚ ପାଇଁ ସଂପୂର୍ଣ୍ଣ ଭାବେ ଫିଟ୍‌ ହେଲେ ଏହି ଖେଳାଳି

ଚେନ୍ନାଇ ସୁପର କିଙ୍ଗସ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଟିମର ଧୂଆଁଦାର ବ୍ୟାଟସମ୍ୟାନ୍‌ ଋତୁରାଜ ଗାଏକ୍ୱାଡ ଏବେ ଖେଳିବା ପାଇଁ ସଂପୂର୍ଣ୍ଣ ଭାବେ ଫିଟ୍‌ ହୋଇଛନ୍ତି। ପ୍ରଥମ ମ୍ୟାଚ ଖେଳିବା ପାଇଁ ଫିଟ୍‌ ହୋଇସାରିଛନ୍ତି। ଫ୍ରାଞ୍ଚାଇଜ ଟିମର ସିଇଓ କାଶୀ ବିଶ୍ୱନାଥନ ଏହି ଅପଡେଟ୍‌ ଦେଇଛନ୍ତି।…

MS ଧୋନିଙ୍କୁ ଅନଫୋଲୋ କଲେ ସୁରେଶ ରାଇନା! ପ୍ରଶଂସକ ନିରାଶ

ସରିଛି IPL ପାଇଁ ଖେଳାଳୀ ଚୟନ। କିଛି ନୂଆ ଖେଳାଳୀଙ୍କୁ IPL (ଇଣ୍ଡିଆନ ପ୍ରିମିୟର ଲିଗ୍) ପାଇଁ ଟିମ୍ ରେ ନିଆଯାଇଛି। ଏମିତିକି ଓଡ଼ିଶାର ସୁଧାଂଶୁ ସେନାପତି ଚେନ୍ନାଇ ସୁପର କିଙ୍ଗ ପାଇଁ ମନୋନିତ ହୋଇଥିବା ବେଳେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ୍ ପାଇଁ…

ଆଇପିଏଲ୍‌ ନିଲାମୀ : ଚେନ୍ନାଇ କିଣିଲା ଓଡ଼ିଶା ରଣଜୀ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କୁ

ଭୁବନେଶ୍ୱର (କେନ୍ୟୁଜ୍‌) : ଓଡ଼ିଶା ରଣଜୀ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଛି ଆଇପିଏଲ୍‌ ଖେଳିବାର ସୁଯୋଗ । ଆଗାମୀ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ସିଜିନ ପାଇଁ ବେଙ୍ଗାଲୁରୁ ଠାରେ ଚାଲିଥିବା ଖେଳାଳି ନିଲାମୀରେ ଶୁଭ୍ରାଂଶୁଙ୍କୁ କିଣିଛି ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗସ। ଏହି…

ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ବଡ଼ ଘୋଷଣା, ଧୋନୀ ନୁହେଁ ଜାଡେଜା ନେବେ ଦଳର ଦାୟିତ୍ୱ

ବର୍ଷ ୨୦୨୨ରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ ଲାଗି ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂହ ଧୋନୀଙ୍କ ଉତ୍ତରାଧିକାରୀ ଚୟନ କରିସାରିଛି । ମହେନ୍ଦ୍ର ସିଂ ଧୋନୀ ହେବେ ଦଳର ମେଣ୍ଟର । ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନ ନେଇପାରନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ୨୦୨୨ରେ…

ଧୋନୀ ପ୍ରଶଂସକଙ୍କୁ ବଡ଼ ଝଟକା! CSK ଏହି ଅପଡେଟ୍‌ ଜାରି କରି ସମସ୍ତଙ୍କୁ କଲା ନିରାଶ

ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି। ଖବରରୁ ଜଣାପଡ଼ିଛି, IPL 2022ର ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ମାଲିକ ଏନ୍‌ ଶ୍ରୀନିବାସନ, ଏମ୍‌ଏସ୍‌ ଧୋନୀଙ୍କୁ ନେଇ ବଡ଼ ଅପଡେଟ୍‌ ଜାରି କରିଛନ୍ତି, ଯାହାକି ତାଙ୍କ ଫ୍ୟାନ୍‌ମାନଙ୍କୁ…

ମହେନ୍ଦ୍ର ସିଂ ଧୋନୀ ଆଜି କରିବେ କି ଅବସର ଘୋଷଣା! ଏହା ହେଉଛି ସବୁଠାରୁ ବଡ଼ କାରଣ

ଏମ୍‌ଏସ୍‌ ଧୋନୀ ଚେନ୍ନାଇ ସୁପରକିଙ୍ଗ୍‌ସକୁ ୮ମ ଥର ପାଇଁ ଆଇପିଏଲ୍‌ ଫାଇନାଲରେ ପହଞ୍ଚାଇ ଏହା ପ୍ରମାଣିତ କରି ଦେଇଛନ୍ତି କି, ସିଂହ କେବେ ବି ବୁଢ଼ା ହୁଏ ନାହିଁ। ବିପଦ ସମୟରେ ସବୁବେଳେ ନିଜ ଦଳ ସହିତ ଛିଡ଼ା ହୋଇଥାଏ। ମାହି କ୍ୱାଲିଫାୟର-୧ରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୋଧରେ ଓ୍ଵିନିଙ୍ଗ୍‌ ଶଟ୍‌…

ଆଜିଠୁ ଆଇପିଏଲର ୧୫ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା

ନୂଆଦିଲ୍ଲି : ଆଜିଠୁ ଆଇପିଏଲର ୧୫ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା । ୟୁଏଇରେ ଖେଳାଯିବ ଅତିରିକ୍ତ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ସୁପର କିଙ୍ଗ୍ସ ମୁକାବିଲା । ସଂଧ୍ୟା ୭.୩୦ ମିନିଟରେ ମ୍ୟାଚ୍‌ ଅନୁଷ୍ଠିତ ହେବ । ଦ୍ୱିତୀୟ…