Browsing Tag

cyber crime

ଲୁଟୁଛି ମିଛେଇ ଦୀପା, ସୁନ୍ଦରୀ ଝିଅଙ୍କ ଫଟୋ ଦେଇ ପୁଅଙ୍କୁ ମାରୁଥିଲେ ଚୁନା

ଭୁବନେଶ୍ବର : ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍ । ସୁନ୍ଦରୀ ଝିଅଙ୍କ ଫଟୋ ଦେଇ ପୁଅଙ୍କୁ ମାରୁଥିଲେ ଚୁନା । ଏମିତି ଜଣେ ସାଇବର ଅପରାଧୀକୁ ଧରିଛି ପୋଲିସ । ଅଭିଯୁକ୍ତର ନାଁ ନୃସିଂହ ପ୍ରଧାନ । ହେଲେ ସ୍ତ୍ରୀ ଦୀପା ପ୍ରଧାନଙ୍କ ନାଁରେ ଆକାଉଣ୍ଟ କରି ଲୁଟୁଥିଲେ । ମାଟ୍ରିମୋନି…

ଗୁଗଲର ବଡ଼ ଆକ୍ସନ, ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି ୨୫୦୦ ଆପ୍ସ

ଟେକ୍ନୋଲୋଜିର ଏହି ଦୁନିଆରେ ସାଇବର କ୍ରାଇମ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଅନଲାଇନ୍ ଠକେଇ ଏବଂ ସ୍କାମର ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି । ଅନଲାଇନ୍ ସ୍କାମକୁ କମାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହାକୁ କଣ୍ଟ୍ରୋଲ କରିବା ପାଇଁ କେନ୍ଦ୍ର ସରକାର ଲଗାତାର ଭାବେ ନୂଆ ନୂଆ…

ଆକାଉଣ୍ଟକୁ ଆସିଲା ଟଙ୍କା କିନ୍ତୁ କ୍ଷଣିକରେ ଗାୟବ ହୋଇଗଲା, ସାଇବର ଠକାମିର ଶିକାର ହେଲେ ଲୋକେ

ବାଲେଶ୍ୱର(କେନ୍ୟୁଜ୍‌)-ଗାଁ ଠୁ ସହର ଚାରିଆଡ଼େ ମାତିଛନ୍ତି ସାଇବର ଲୁଟେରା । ଗରିବ ଧନୀ କାହାକୁ ବି ଛାଡ଼ୁ ନାହାନ୍ତି ଏମାନେ । ପ୍ରଥମେ ଲୋକଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଆସୁଛି କିନ୍ତୁ କିଛି ସମୟ ପରେ ଟଙ୍କା ଗାୟବ ହୋଇଯାଉଛି । ତେବେ ସାଧାରଣ ଲୋକଙ୍କ ଆକାଉଣ୍ଟକୁ ଏତେ ଟଙ୍କା କିପରି…

ହଠାତ୍‌ ମୋବାଇଲ୍‌କୁ ଆସିଲା ମେସେଜ୍‌, ବିନା ଓଟିିପିରେ ଆକାଉଣ୍ଟରୁ ଗାଏବ୍‌ ହେଲା ଟଙ୍କା

ଯାଜପୁର : ଯୁବକଙ୍କ ଆକାଉଣ୍ଟରୁ ଗାଏବ୍‌ ହେଲା ଟଙ୍କା । ହଠାତ୍‌ ମୋବାଇଲ୍‌କୁ ଆସିଲା ମେସେଜ୍‌ । ବିନା ଓଟିିପିରେ ଆକାଉଣ୍ଟରୁ ଗାଏବ୍‌ ହେଲା ଟଙ୍କା । ଥରକେ କଟିଲା ୨୦ ହଜାର ଦ୍ୱିତୀୟରେ ୫୦ ହଜାର୍‌ । ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ । ଅଫିସ୍‌ରେ କାମ କରୁଥିଲେ ଯୁବକ ଜଣକ…

ସାଇବର କ୍ରାଇମର ଶିକାର ହେଲେ ଏହି ସେଲିବ୍ରିଟି, ଆକାଉଣ୍ଟରୁ ଲୁଟ ହେଲା ୩୦ ହଜାର ଟଙ୍କା

ଅନଲାଇନରୁ ଖାଦ୍ୟ ଅର୍ଡର କରି ସାଇବର କ୍ରାଇମର ଶିକାର ହେଲେ ଟିଭି ଦୁନିଆର ଅଭିନେତ୍ରୀ ଆକାଂକ୍ଷା ଯୁନେଜା । ୩୦ ହଜାର ଟଙ୍କାର ଲାଗିଲା ଚୁନା। ଅନଲାଇନରୁ ଖାଦ୍ୟ ଅର୍ଡର କରିବା ଜରିଆରେ ଲୁଟେରା ଲୁଟି ନେଲେ ଆକାଂକ୍ଷାଙ୍କ ଆକାଉଣ୍ଟରୁ ଟଙ୍କା ।

ସାଇବର କ୍ରାଇମ ଫ୍ରଡରେ ହୋଇଛନ୍ତି କି ଶିକାର ? ବାସ୍‌ ଡାଏଲ କରନ୍ତୁ ଏହି ୪ଟି ସଂଖ୍ୟା ତୁରନ୍ତ ଫେରିପାଇବେ ଟଙ୍କା

ସାଇବର କ୍ରାଇମ୍‌ ଘଟଣା ଲଗାତର ଭାବେ ବଢ଼ି ବଢ଼ି ଚାଲିଛି । ଏହି କାରଣରୁ ଲୋକମାନଙ୍କୁ ଅନେକ ମାତ୍ରରେ ଆର୍ଥିକ କ୍ଷତି ବି ସହିବାକୁ ପଡୁଛି । ଅନେକ ଥର ଲୋକମାନେ ହଠାତ୍‌ କିଛି ବୁଝି ପାରନ୍ତିନି ଯେ ଏଭଳି ପରିସ୍ଥିତିରେ ସେ କଣ କରିବେ । ଏଥିପାଇଁ ଏହା ବିରୁଦ୍ଧରେ କେଉଁଠି ବି ଅଭିଯୋଗ ନକରିପାରି…

ଶସ୍ତାରୁ ହିନସ୍ତା: ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ଯୁବତୀ ହରାଇଲେ ୧୧ହଜାର ଟଙ୍କା

ଭୁବନେଶ୍ବର(କେନ୍ୟୁଜ): ଅନ୍‌ଲାଇନ୍‌ରେ ମୋବାଇଲ୍ କିଣିବାକୁ ଯାଇ ଯୁବତୀ ହରାଇଲେ ୧୧ହଜାର ଟଙ୍କା । ସାଇବର ଠକେଇର ଶିକାର ହୋଇଥିବା ଯୁବତୀ ଜଣଙ୍କ ହେଉଛନ୍ତି ବାଣୀବିହାର ଅଞ୍ଚଳର। ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ଯୁବତୀଜଣଙ୍କ ବେନାମୀ ୱେବ୍‌ସାଇଟ୍‌ରେ ଏକ ବିଜ୍ଞାପନ ଦେଖିଥିଲେ।…

ଭାଲେଣ୍ଟାଇନ ୱିକ୍‌ରେ ସକ୍ରିୟ ହୋଇଛନ୍ତି ସାଇବର ଠକ, ବ୍ଲାଙ୍କ ମେସେଜ ପଠାଇ ଖାଲି କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ

ଭୁବନେଶ୍ବର(କେନ୍ୟୁଜ୍):  ମୋବାଇଲ ଫୋନ୍‌ରେ ଅଜଣା ବ୍ଲାଙ୍କ ମେସେଜ ଖୋଲୁ ଖୋଲୁ ଟଙ୍କା ଗାଏବ । ଗୋଟିଏ କ୍ଲିକରେ ଉଡ଼ିଗଲା ୧ ଲକ୍ଷ ୧୫ ହଜାର ଟଙ୍କା । ରାଜଧାନୀର ଦୀପକ ଦାସ ନାମକ ଜଣେ ଯୁବକ ଏଭଳି ଠକେଇର ଶୀକାର ହୋଇଛନ୍ତି । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ୮୫ ହଜାର ଟଙ୍କା ଫେରି…

ବାଲେଶ୍ୱର ସାଇବର ଥାନା ପୋଲିସକୁ ସଫଳତା: ବ୍ୟାଙ୍କ୍‌ ଆକାଉଣ୍ଟକୁ ହାକ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ସହ ୫ଗିରଫ

ବାଲେଶ୍ୱର(କେନ୍ଯୁଜ୍): ବାଲେଶ୍ୱର ସାଇବର ଥାନା ପୋଲିସକୁ ସଫଳତା । ବ୍ୟାଙ୍କ୍‌ ଆକାଉଣ୍ଟକୁ ହାକ୍‌ କରି ଲୁଟ ଘଟଣାର ପର୍ଦ୍ଦଫାସ କରିଛି ପୋଲିସ । ମାମଲାର ମୁଖ୍ୟ ଅଭିଯୁକ୍ତ ସମେତ ୫ଜଣଙ୍କୁ ଗିରଫ କରିଛି ସାଇବର ପୋଲିସ । ଗତ ଡିସେମ୍ବର ୨୯ରେ ବାଲେଶ୍ୱର ଇଣ୍ଡସଇଣ୍ଡ୍‌ ବ୍ୟାଙ୍କର ଜଣେ ଗ୍ରାହକଙ୍କ…

ଗୋଟିଏ ମେସେଜରେ ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ, କେମିତି ବଞ୍ଚିବେ ଦେଖନ୍ତୁ

ଅନେକ ସମୟରେ ଆପଣ ଦେଖିଥିବେ କି ସାଇବର ଅପରାଧିମାନେ ବ୍ୟାଙ୍କ ଆକାଉଣ୍ଟ ଖାଲି କରିବାରେ କିଭଳି ସବୁ ପ୍ଲାନିଂ କରିଥାନ୍ତି । ଅନେତ ତରିକା ଆପଣାଇଥାନ୍ତି ଯାହା ଦ୍ୱାରା ଲୋକେ ଜାଣିପାରନ୍ତିନି କି ସେମାନଙ୍କ ସହ କଣ ହେଉଛି । କରୋନା କାଳରେ ଲୋକେ ଅଧିକାଂଶ ସମୟ ନିଜ ସ୍ମାର୍ଟଫୋନ ଓ ଲାପଟପ…

ଗ୍ରାହକଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୪୫ ହଜାର ଟଙ୍କା ଗାଏବ, ଫିକ୍‌ସ ଥିବା ସବୁତକ ଜମା ରାଶିକୁ ନେଇଗଲା ସାଇବର ଠକ

ବାଲେଶ୍ୱର(କେନ୍ଯୁଜ୍): ଗ୍ରାହକଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୪୫ ହଜାର ଟଙ୍କା ଗାଏବ । ଫିକ୍‌ସ ଥିବା ସବୁତକ ଜମା ରାଶିକୁ ନେଇଗଲା ସାଇବର ଠକ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ବାଲିଗୋହିରୀ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ବାଲେଶ୍ୱର ଇଣ୍ଡସ୍‌ ଇଣ୍ଡ ବ୍ୟାଙ୍କରେ ଜ୍ୟୋସ୍ନାରାଣୀ ପାତ୍ର…

ବେଙ୍ଗାଲୁରୁ ନାଇଜେରିଆନ ମୋଷ୍ଟ ଓ୍ଵାଣ୍ଟେଡ୍‌: କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା

ଭୁବନେଶ୍ବର(କେନ୍ଯୁଜ୍): ଓକାକ୍‌ ସିଇଓ ଓ ଆଇଟି ବିଭାଗ ଅଧିକାରୀଙ୍କ ହ୍ଵାଟସ୍‌ଆପ ଆକାଉଣ୍ଟ ହ୍ୟାକ ଘଟଣାରେ ନୂଆ ତଥ୍ୟ। ନାଇଜେରିଆନ୍‌ ମୋରିସ ଗିରଫ ପରେ ଜିଲ୍ଲୀ ପୋଲିସ ତା ଠାରୁ ଅନ୍ୟ ହ୍ଵାଟସ୍‌ଆପ ହ୍ୟାକିଙ୍ଗ ତଥ୍ୟ ହାସଲ କରିଛି। ଓକାକ୍‌ ହ୍ୟାକିଂରେ ଅନ୍ୟ ଜଣେ ଅଧିକାରୀଙ୍କୁ ପ୍ରଥମେ ହ୍ୟାକ…