Browsing Tag

cyber crime

ପୁଣି ମାତିଲେ ସାଇବର ଲୁଟେରା: OCAC ମୁଖ୍ୟଙ୍କ ନାଁରେ ଠକେଇ, ହ୍ଵାଟ୍‌ସ ଆପ୍‌ ହ୍ୟାକ୍‌ କରି ଲୁଟିନେଲେ ୭ ଲକ୍ଷ ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ପୁଣି ମାତିଲେ ସାଇବର ଲୁଟେରା। OCAC ମୁଖ୍ୟ ମନୋଜ ପଟ୍ଟନାୟକଙ୍କ ନାଁରେ ଠକେଇ। ହ୍ଵାଟ୍‌ସ ଆପ୍‌ ହ୍ୟାକ୍‌ କରି ଲୁଟିନେଲେ ୭ ଲକ୍ଷ ଟଙ୍କା । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଓକାକ ସିଇଓ ତଥା E&IT ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର…

ବାପାଙ୍କୁ ମହଙ୍ଗା ପଡ଼ିଲା ପୁଅର ଫ୍ରିଫାୟାର ଖେଳ, ୨୦ ଦିନରେ ଆକାଉଣ୍ଟରୁ ଉଡ଼ିଗଲା ୫ ଲକ୍ଷ ଟଙ୍କା

ଅନ୍‌ଲାଇନ୍‌ ଗେମ୍‌ ଚକ୍କରରେ ଜଣେ ନାବାଳକ ସାଇବର ଠକେଇର ଶିକାର ହୋଇଛି। ଫ୍ରିଫାୟାର ଗେମ୍‌ ଅନ୍‌ଲକ୍‌ କରିବା ପାଇଁ ସେ ନିଜ ବାପାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଗାଏବ କରି ଦେଇଛି। ଏନେଇ ଜଣାପଡ଼ିବା ପରେ ବାପା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିବା ଜଣାଯାଇଛି। ଏଭଳି ଠକେଇ ହୋଇଛି ଉତ୍ତର…

ପ୍ରାଇଭେସି ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶ, ଶୀଘ୍ର କରନ୍ତୁ ସ୍ମାର୍ଟଫୋନ ଅପଡେଟ

ଭାରତ ସରକାର ସମସ୍ତ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି । ଆପଲ ଆଇଫୋନ, ଆଣ୍ଡ୍ରଏଡ, ୱିଣ୍ଡୋଜ ଡିଭାଇସ ୟୂଜର୍ସଙ୍କ ପାଇଁ ଆଲର୍ଟ ଜାରି କରିଛନ୍ତି । ନୋଡାଲ ସାଇବର ସୁରକ୍ଷା ଏଜେନ୍ସି , CERT-In ଆପଲ ସଫ୍ଟୋୱେୟାର ଇକୋ ସିଷ୍ଟମ , ୱିଣ୍ଡୋଜ ଅପରେଟିଂ ସିଷ୍ଟମ ଏବଂ ଗୁଗଲ…

ଆଇଜିଙ୍କ ନାଁରେ ଫେକ ଆକାଉଣ୍ଟ କରି ଲୁଟୁଥିଲା ଟଙ୍କା, ଶେଷରେ ଆକାଉଣ୍ଟ ହେଲା ବ୍ଲକ

ଛତିଶଗଡ଼ରୁ ଏକ ଆଶ୍ଚର୍ଯର୍୍ୟକାରୀ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ସାଇବର କ୍ରାଇମର ଶେଷ ସୀମା ପାର ହେବାର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ସାଇବର ଅପରାଧିଙ୍କ ପ୍ରଭାବ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଏବେ ଆଇଜିଙ୍କର ଫର୍ଜି ଆଇଡ଼ି ତିଆରି କରି ଲୋକଙ୍କଠୁ ଟଙ୍କା ହଡ଼ପ କରିଚାଲିଛନ୍ତି ।…

ସୁନ୍ଦରଗଡ଼: କୌନ ବନେଗା କରୋଡ଼ପତି ଲଟେରିର ପ୍ରଲୋଭନ ଦେଖାଇ ୫୦ହଜାର ଲୁଟ୍‌, ଥାନାରେ କେସ୍ କଲେ ଯୁବକ

କେନ୍ୟୁଜ୍(ବ୍ୟୁରୋ):   ୨୫ ଲକ୍ଷର ଲୋଭ ଦେଖାଇ ୫୦ହଜାର ଲୁଟ୍‌। କୌନ ବନେଗା କରୋଡପତିରେ ଲଟେରିର ପ୍ରଲୋଭନ ଦେଖାଇ ସାଇବର ଲୁଟେରା ଜଣେ ଯୁବକଙ୍କୁ ଠକିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା କିସିଙ୍ଗସିରା ଗାଁର ଜଣେ ଯୁବକ ସକୁନ୍ଦ ନାଏକ ଲୁଟର ଶିକାର ହୋଇଛନ୍ତି। କୌନ ବନେଗା କରୋଡପତିରେ…

ସାଇବର ଠକେଇର ଶିକାର ହେଲେ ରାଜଧାନୀର ଜଣେ ଅଧ୍ୟାପିକା, QR କୋଡ ପେ ଲିଙ୍କ୍‌ ପଠାଇ ଲୁଟି ନେଲେ ୧୯ ହଜାର ଟଙ୍କା

ଭୁବନେଶ୍ବର: ରାଜଧାନୀରେ ପୁଣି ସାଇବର ଠକେଇ । ଠକେଇର ଶିକାର ହୋଇଛନ୍ତି ରାଜଧାନୀର ଜଣେ ଅଧ୍ୟାପିକା । ହଜାରେ କି ଦୁଇ ହଜାର ନୁହେଁ, ଅଧ୍ୟାପିକାଙ୍କ ଠାରୁ ଠକିନେଲେ ୧୯ ହଜାର ଟଙ୍କା । OLXରେ ଓ୍ଵାସିଂ ମେସିନ୍‌ ବିକ୍ରି ପାଇଁ ଆଡଭର୍ଟାଇଜମେଣ୍ଟ ଦେଇଥିଲେ ଅଧ୍ୟାପିକା । ସାଇବର ଠକ ଆଡ୍‌…

ବଢୁଛି ଅନଲାଇନ ଠକେଇ: ମାସକରେ ଏକ କୋଟି ୪୦ ଲକ୍ଷ ଗାଏବ, ୧୨ ଶହ ୭ଜଣଙ୍କୁ ଚୂନ ଲଗାଇଛନ୍ତି ସାଇବର ଠକ

ଭୁବନେଶ୍ୱର : ଗୋଟିଏ ମାସରେ ସାଇବର ଠକ ଲୁଟିଲେ ଏକ କୋଟି ୪୦ ଲକ୍ଷ ୫୪ ହଜାର ଟଙ୍କା । ୧୨ଶହ ୭ଜଣଙ୍କୁ ଚୂନ ଲଗାଇଛନ୍ତି ସାଇବର ଠକ। ସାଇବର ଅପରାଧକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଖୋଲାଯାଇଥିବା ସାଇବର ହେଲ୍ପ ଡେସ୍କକୁ ଆସିଛି ଏଭଳି ଅଭିଯୋଗ। ଭୁବନେଶ୍ୱରରେ ୩୬୮ଜଣଙ୍କ ଠାରୁ…

ଲଣ୍ଡନରୁ ପାଠପଢ଼ି ଆସିଥିବା କମ୍ପ୍ୟୁଟର ଇଞ୍ଜିନିୟର ଲକ୍‌ଡାଉନରେ ୨୨ ହଜାରରୁ ଅଧିକ ମହିଳାଙ୍କୁ ଲଗାଇ ଦେଲ ଚୂନ, ୱେବସାଇଟ…

ଛୋଟ ଛୋଟ ଠକେଇ କରି ଏ ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ମହିଳାଙ୍କୁ ଠକିଥିବା ଜଣେ ଧୁରନ୍ଧର ଠକ ମୁମ୍ବାଇ ପୋଲିସ ହାତରେ ଧରାପଡ଼ିଛନ୍ତି। ସାଇବର ପୋଲିସ ୩୨ ବର୍ଷୀୟ ଜଣେ ଯୁବକଙ୍କୁ କାବୁ କରିଛି, ଯିଏ ମହିଳାମାନଙ୍କୁ ହଜାର ହଜାର ଟଙ୍କାର ଚୂନ ଲଗାଇ ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା, ଗିରଫ ଯୁବକଙ୍କ…

ସୋସିଆଲ ମିଡିଆରେ ବ୍ୟାଙ୍କ କିମ୍ବା ଓ୍ଵାଲେଟ୍‌ ସହ ଜଡ଼ିତ ଅଭିଯୋଗ କରନ୍ତୁ ନାହିଁ, ଚୋରି ହୋଇପାରେ ଡାଟା

ନୂଆଦିଲ୍ଲୀ: ପ୍ରତିଦିନ ହଜାର ହଜାର ଲୋକଙ୍କ ପାଖକୁ ଫେକ୍‌ କଲ ଆସେ ଓ ଲୋକମାନେ ଏହାକୁ ଜାଣି ନ ପାରି ଠକାମୀର ଶିକାର ମଧ୍ୟ ହୋଇଥାନ୍ତି। ଏବେ ଦିଲ୍ଲୀ ପୋଲିସ ଲୋକଙ୍କୁ ସତର୍କ କରିବା ଅବସରରେ ଫେସ୍‌ବୁକ୍‌ ଓ ଟ୍ଵିଟରରେ ଅଭିଯୋଗ କରିବାକୁ ମନା କରିଛି। ଦିଲ୍ଲୀ ପୋଲିସର ସାଇବର ସେଲ୍‌ ତରଫରୁ…

ସାବଧାନ୍! କରୋନା ଭ୍ୟାକ୍ସିନ ନାଁରେ ଆରମ୍ଭ ହେଲାଣି ଠକେଇ : ରେଜିଷ୍ଟ୍ରେସନ ବାହାନାରେ ସାଇବର ଠକ ମାଗୁଛନ୍ତି ଆଧାର…

ଭୁବନେଶ୍ବର: ସାଇବର ଠକେଇର ନୂଆ ତରିକା । କରୋନା ଭ୍ୟାକ୍ସିନ ନାଁରେ ଆରମ୍ଭ ହେଲାଣି ଠକେଇ । କରୋନା ଭ୍ୟାକ୍ସିନ ପାଇଁ ରେଜିଷ୍ଟ୍ରେସନ ବାହାନାରେ ସାଇବର ଠକ ମାଗୁଛନ୍ତି ଆଧାର ନମ୍ବର, ଓଟିପି । ଏଥିପ୍ରତି ଜନସାଧାରଣଙ୍କୁ କମିଶନରେଟ ପୋଲିସ ପକ୍ଷରୁ ସତର୍କ କରିଦିଆଯାଇଛି । ସାଇବର ଠକମାନେ…

ସାଇବର୍ ଫ୍ରଡ୍‌ରେ ବଡ଼ ସଫଳତା: ଫେରିଲା ପ୍ରଥମ ୫୩ହଜାର ଟଙ୍କା, ଠକାମୀର ଘଣ୍ଟାଏ ଭିତରେ ସାଇବର୍ ସେଲକୁ କଲ୍ କରିଥିଲେ…

ଭୁବନେଶ୍ବର: ବୋଧହୁଏ ଭାଗ୍ୟ ଟାଣ ଥିଲା । ଫେରିଲା ସାଇବର୍ ଫ୍ରଡ୍ ଟଙ୍କା । ଡ୍ ହେବାର ଏକ ଘଣ୍ଟା ଭିତରେ ସାଇବର୍ ସେଲକୁ କଲ୍ କରିଥିଲେ ଅଭିଯୋଗକାରୀ। ଠକେଇ କରି ଯୁବକଙ୍କ ଆକାଉଣ୍ଟରୁ ୫୩ ହଜାର ଟଙ୍କା କାଟି ନେଇଥିଲେ ଅପରାଧୀ । ସତ କହିବାକୁ ଗଲେ ଦିନକୁ ଦିନ ବଢି ଚାଲିଛି ସାଇବର କ୍ରାଇମ୍…

ରାଜଧାନୀରେ ବଡ଼ ଧରଣର ସାଇବର୍‌ ଠକେଇ: କଲଗାର୍ଲ ନାଁରେ ୨୦ ମିନିଟ୍ ଭିତରେ ଯୁବକଙ୍କ ଆକାଉଣ୍ଟ ସଫା

ଭୁବନେଶ୍ବର: ଦିନକୁ ଦିନ ବଢି ଚାଲିଛି ସାଇବର କ୍ରାଇମ୍ । ପୋଲିସ୍ ଯେତେ ସଚେତନ କଲେ ବି ଅପରାଧିଙ୍କ ହାବୁଡରେ ପଡିଯାଉଛନ୍ତି ଲୋକେ । ଏଭଳି ପୁଣି ଏକ ବଡ ଧରଣର ହାତସଫାଇ କରିଛନ୍ତି ଏହି ସାଇବର ଅପରାଧିମାନେ । ତାହା ପୁଣି ରାଜଧାନୀରେ। କଲଗାର୍ଲ ନାଁରେ କଳାକନା ବୁଲାଇନ୍ତି ସାଇବର…