Browsing Tag

cyclone bulbul

ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ବାତ୍ୟା ବୁଲ୍‌ବୁଲ୍‌ ସମୟରେ ଆହତ ହୋଇଥିବା NDRF ଇନିସପେକ୍ଟର ମନୋରଞ୍ଜନ ପ୍ରସାଦ

କେନ୍ଯୁଜ୍: ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ବୁଲ୍‌ବୁଲ୍‌ ହିରୋ। ବାତ୍ୟା ବୁଲ୍‌ବୁଲ୍‌ ସମୟରେ ଆହତ ହୋଇଥିବା NDRF ଇନିସପେକ୍ଟର ମନୋରଞ୍ଜନ ପ୍ରସାଦଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍‌ସ ଯୋଗେ ଦିଲ୍ଲୀ ପଠାଯାଇଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ,SRC ଓ ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ…

ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍‌ର ସମୀକ୍ଷା, ବାତ୍ୟା ପରେ ବିଦ୍ୟୁତ ପୁନରୁଦ୍ଧାର କାମକୁ ନେଇ ରାଜ୍ୟ ସରକାରଙ୍କୁ…

ଭୁବନେଶ୍ବର(କେନ୍ୟୁଜ୍):    ବାତ୍ୟା ବୁଲବଲ ପ୍ରଭାବିତ ଅଞ୍ଚଳରେ ବ୍ୟାପକ ପରିମାଣର ଫସଲ ନଷ୍ଟ ହୋଇଛି । କେତେକ ଅଞ୍ଚଳରେ କିଛି ଘର ଭାଙ୍ଗିଛି । ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍‌ର ସମୀକ୍ଷା ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ୭ଜଣିଆ କେନ୍ଦ୍ରୀୟ ଟିମ ମୁଖ୍ୟ । ଗତ ଦୁଇ ଦିନ ହେଲା କେନ୍ଦ୍ର…

ଆଜିଠୁ କେନ୍ଦ୍ରୀୟ ଟିମ୍‌ର ‘ବୁଲ୍‌ବୁଲ’ କ୍ଷୟକ୍ଷତି ସମୀକ୍ଷା

ଭଦ୍ରକ:ଆଜିଠୁ କେନ୍ଦ୍ରୀୟ ଟିମ୍‌ର ‘ବୁଲ୍‌ବୁଲ’ କ୍ଷୟକ୍ଷତି ସମୀକ୍ଷା । ଗତକାଲି ୭ ଜଣିଆ କେନ୍ଦ୍ରୀୟ ଟିମ୍‌ ଭଦ୍ରକ ଧାମରାରେ ପହଞ୍ଚିଛନ୍ତି । ସହେଲି ଘୋଷ ରୟଙ୍କ ଅଧ୍ୟକ୍ଷତାରେ ଟିମ୍‌ ସମୀକ୍ଷା କରିବ । ଆଜି ୨ଭାଗ ହୋଇ ଟିମ ୪ଟି ଜିଲ୍ଲାରେ ସମୀକ୍ଷା କରିବ । ଗୋଟିଏ ଟିମ୍‌ ପୁର୍ବାହ୍ନରେ…

ଆଜି ଓଡିଶା ଆସୁଛନ୍ତି ୭ ଜଣିଆ କେନ୍ଦ୍ରୀୟ ଟିମ୍, ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ କ୍ଷୟକ୍ଷତିର କରିବେ ତଦାରଖ

ଭୁବନେଶ୍ବର: ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ୭ ଜଣିଆ ପ୍ରତିନିଧି ଦଳ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ତାଙ୍କ ସହ ରହିବେ ରାଜ୍ୟର ଅଧିକାରୀ । ଦିନ ଗୋଟାଏ ବେଳେ ଟିମ ଭୁବନେଶ୍ୱରରେ ପହଁଚିବେ । ଭଦ୍ରକ ଜିଲ୍ଲା ଗସ୍ତରେ ବାହାରି ଚାନ୍ଦବାଲି ଧାମରା ଓ ବାସୁଦେବପୁର ଗସ୍ତ କରିବ ଟିମ୍…

ବାତ୍ୟା ବୁଲବୁଲ ଓ ବର୍ଷାରେ ରାଜ୍ୟରେ ୩ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ, ୫ ହଜାର ୫୦୦ ଘର ପ୍ରଭାବିତ

ଭୁବନେଶ୍ବର:ବାତ୍ୟା ବୁଲବୁଲ ଓ ବର୍ଷାରେ ରାଜ୍ୟରେ କ୍ଷତିଗ୍ରସ୍ତ ହୋଇଛି ୩ଲକ୍ଷ ହେକ୍ଟର ଚାଷଜମି। ୫ ହଜାର ୫୦୦ ଘର ପ୍ରଭାବିତ ହୋଇଛି । ସେହିପରି ୧୬ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ଏ ଯାଏଁ ୧୫ ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଯୋଗାଣ ସରିଥିବା ବେଳେ କାଲି ସୁଦ୍ଧା ଆଉ…

ବୁଲ୍‌ବୁଲ୍‌ ପ୍ରଭାବିତ ଜିଲ୍ଲାରେ ଆକାଶମାର୍ଗରୁ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର:ବୁଲ୍‌ବୁଲ୍‌ ପ୍ରଭାବିତ ଜିଲ୍ଲାରେ ଆକାଶମାର୍ଗରୁ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ଣରେ ଆକାଶମାର୍ଗରୁ ସର୍ଭେ କରିବେ ନବୀନ । ସେପଟେ ବାତ୍ୟା ବୁଲବୁଲ ଓ ବର୍ଷାରେ କଣ କ୍ଷୟକ୍ଷତି ହୋଇଛି । ଏ ନେଇ ୭ ଦିନ ଭିତରେ ରିପୋର୍ଟ ଦେବାକୁ ପ୍ରଭାବିତ…

ଚାଲିଗଲା ବୁଲବୁଲ ହେଲେ ଛାଡିଗଲା ପ୍ରଭାବ, ବ୍ୟାପକ କ୍ଷୟକ୍ଷତି ସହୁଛନ୍ତି ଲୋକେ

ଭୁବନେଶ୍ବର (କେନ୍ୟୁଜ୍) : ଚାଲିଗଲା ବାତ୍ୟା ବୁଲବୁଲ୍ କିନ୍ତୁ କ୍ଷତି ଭୁଲିପାରୁନାହାନ୍ତି ଲୋକେ । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ପ୍ରଭାବ ଝାଡ଼ିଛି ବୁଲବୁଲ୍‌। ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା। ବଡ ବଡ ଗଛ ଭାଙ୍ଗିପଡିବା ସହ କିଛି ସ୍ଥାନରେ ଘର ଛପର ଉଡିଯାଇଛି।…

ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ବୁଲବୁଲ, କୋଲକାତାରେ ଜଣେ ମୃତ

ଭୁବନେଶ୍ବର (କେନ୍ୟୁଜ) : ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ବୁଲବୁଲ । ଦକ୍ଷିଣ ପଶ୍ଚିମବଙ୍ଗର ଗାଙ୍ଗେୟ ଡେଲଟାରେ ବାତ୍ୟା ବୁଲବୁଲ ଲ୍ୟାଣ୍ଡଫଲ୍‌ କରିଛି । ଲ୍ୟାଣ୍ଡଫଲ୍‌ ସମୟରେ ପବନରେ ବେଗ ଘଣ୍ଟାପ୍ରତି ୧୫୦କିଲୋମିଟର ବେଗରେ ପବନ ବୋହୁଥିଲା। ୩ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡପଲ୍‌ ପ୍ରକ୍ରିୟା।…

ଦକ୍ଷିଣ ପଶ୍ଚିମବଙ୍ଗର ଗାଙ୍ଗେୟ ଡେଲଟାରେ ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ବୁଲବୁଲ, ୧୫୭ କିମି ବେଗରେ ବହୁଛି ପବନ

କେନ୍ୟଜ୍(ବ୍ୟୁରୋ):   ଲ୍ୟାଣ୍ଡଫଲ୍‌ କଲା ବାତ୍ୟା ବୁଲବୁଲ । କିଛି ସମୟ ତଳେ ଦକ୍ଷିଣ ପଶ୍ଚିମବଙ୍ଗର ଗାଙ୍ଗେୟ ଡେଲଟାରେ ବାତ୍ୟା ବୁଲବୁଲ ଲ୍ୟାଣ୍ଡଫଲ୍‌ କରିଛି । ଏହାର ପ୍ରଭାବରେ ୧୫୭ କିମି ବେଗରେ ପବନ ବୋହୁଛି । ବୁଲ୍‌ବୁଲ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ ଘଣ୍ଟା ଧରି ଲାଗି ରହିବ । ସାଗର…

ଜଗତସିଂହପୁର ଜିଲ୍ଲାରେ ବାତ୍ୟା ବୁଲବୁଲର ପ୍ରଭାବ, ପାରାଦୀପରେ ସର୍ବାଧିକ ଶହେ ମିଲିମିଟର ବର୍ଷା ରେକର୍ଡ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ବାତ୍ୟା ବୁଲବୁଲର ପ୍ରଭାବ। ପ୍ରବଳ ବର୍ଷା ପବନ ହୋଇଛି। ଗତକାଲିଠୁ ଆରମ୍ଭ ହୋଇଛି ବର୍ଷା। ପାରାଦୀପରେ ସର୍ବାଧିକ ଶହେ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ୬୦-୭୦ କିଲୋମିଟର ବେଗରେ ପବନ ବହିଛି। କିଛି ପ୍ରଭାବିତ ଲୋକଙ୍କୁ ଆଶ୍ରୟ ସ୍ଥଳୀରେ ରଖିଛି…

ବୁଲବୁଲ କ୍ଷୟକ୍ଷତିର ମୁକାବିଲା ପାଇଁ ପୁରୀ-ଜଗତସିଂହପୁର-କେନ୍ଦ୍ରାପଡ଼ା-ଯାଜପୁର-ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୬ଟି…

ଭୁବନେଶ୍ୱର: ବୁଲବୁଲ କ୍ଷୟକ୍ଷତିର ମୁକାବିଲା ପାଇଁ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସହଯୋଗ କରିବାକୁ ପ୍ରଭାବିତ ହେବାକୁ ଥିବା ସମସ୍ତ ୧୦ଟି ଜିଲ୍ଲାରେ ୨ଟି ଲେଖାଏଁ ଓଡ୍ରାଫ ଟିମ ଆଗୁଆ ମୁତୟନ କରାଯାଇଛି। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ୬ଟି…

ବୁଲବୁଲ ପ୍ରଭାବରେ ଭଦ୍ରକ- ପାରାଦୀପରେ ଗଛ ଭାଙ୍ଗି ରାସ୍ତା ବନ୍ଦ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କରାଯାଇଛି ସ୍ଥାନାନ୍ତର

ଭୁବନେଶ୍ୱର: ବୁଲବୁଲ ପ୍ରଭାବରେ କେତେକ ସ୍ଥାନରେ ଗଛ ଉପୁଡ଼ିବା ସହ ଲୋକମାନେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ସୂଚନା ଦେଇଛନ୍ତି ଏସଆରସି। ଭଦ୍ରକ ଜିଲ୍ଲାର ବାସୁଦେବପୁର- ଧାମରା ରୋଡରେ ଗଛ ଭାଙ୍ଗି ରାସ୍ତା ବନ୍ଦ ହୋଇଯାଇଛି। ବାସୁଦେବପୁରରେ ମୁତୟନ ଏନଡିଆରଏଫ ଟିମ ସେଠାରେ ପହଞ୍ଚି ଗଛ…