ଆରବସାଗରରେ ପୁଣି ଏକାବେଳେ ଦୁଇଟି ସାମୁଦ୍ରିକ ଝଡ଼, ଗତ ଦୁଇ ମାସ ଭଳି ଡିସେମ୍ବର ମାସରେ ମଧ୍ୟ ସମାନ ସ୍ଥିତି ଉପୁଜିବା…
ଆରବସାଗରରେ ପୁଣି ସଂଗଠିତ ହେବ ଏକାବେଳେ ଦୁଇଟି ସାମୁଦ୍ରିକ ଝଡ଼। ଅକ୍ଟୋବର ଶେଷ ଓ ନଭେମ୍ବର ଆଦ୍ୟ ଆରବ ସାଗରରେ ଏକାସଙ୍ଗେ କ୍ୟାର ଓ ମହା ସୃଷ୍ଚି ହୋଇଥିଲା। ଡିସେମ୍ବର ମାସରେ ମଧ୍ୟ ସମାନ ସ୍ଥିତି ଉପୁଜିବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଦକ୍ଷିଣ ପଶ୍ଚିମ ଆରବ ସାଗର ଓ ପୂର୍ବ…