Below header
Browsing Tag

cyclone

ଖରାଦିନିଆ ବାତ୍ୟା ଡର: ଆଜି ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟ ସଚିବ

ଭୁବନେଶ୍ୱର (କେନ୍ୟୁଜ): ଖରାଦିନିଆ ବାତ୍ୟା ମୁକାବିଲା ପ୍ରସ୍ତୁତି । ଆଜି ପ୍ରସ୍ତୁତି ନେଇ ସମୀକ୍ଷା କରିବେ ମୁଖ୍ୟ ସଚିବ । ୪ ବର୍ଷ ହେଲା ପ୍ରତି ବର୍ଷ ମେ’ରେ ଆସୁଛି ଝଡ଼। ଗତ ସପ୍ତାହରେ ଜିଲ୍ଳାସ୍ତରୀୟ ସମୀକ୍ଷା ବୈଠକ କରିଥିଲେ SRC । ଅସାନି, ୟସ, ଅମ୍ଫନ ଓ ଫନି ଆଦି ବାତ୍ୟା ମେ’ରେ…

ବାତ୍ୟାକୁ ବିତିଛି ୪୫ ବର୍ଷ, ଆଜିବି ମନେପକାଇ କାନ୍ଦୁଛି ପୁରୁଣାବାନ୍ଧଗୋଡା ଗାଁ

କେନ୍ୟୁଜ୍‌(ବ୍ୟୁରୋ): ୧୯୭୮ ଏପ୍ରିଲ ୧୬ । ସମୟ ପାଖାପାଖି ଅପରାହ୍ନ ୪ଟା । ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡା ଗାଁ । ହଠାତ ଆକାଶରେ ଘୋଟି ଆସିଲା କଳା ବାଦଲ । ଧିରେ ଧିରେ ଘନୀଭୂତ ହୋଇ ଘୂର୍ଣ୍ଣିବାତ୍ୟାର ରୂପନେଲା । ନିମିଷକ ମଧ୍ୟରେ ଘୂର୍ଣ୍ଣିବାତ୍ୟା ପ୍ରଳୟଙ୍କରୀ ରୂପ…

ଲାଣ୍ଡଫଲ୍‌ କଲା ବାତ୍ୟା ମାଣ୍ଡୋସ୍‌: ଆଜି ମଧ୍ୟାହ୍ନ ସୁଦ୍ଧା ଅବପାତରେ ହେବ ପରିଣତ

ଲାଣ୍ଡଫଲ୍‌ କଲା ବାତ୍ୟା ମାଣ୍ଡୋସ୍‌ । ତାମିଲନାଡୁ ଉପକୂଳର ମହାବଳିପୁରମ୍‌ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା । ଆଜି ଭୋର୍‌ରେ ମାଣ୍ଡୋସର ଲାଣ୍ଡଫଲ୍‌ ସରିଛି । ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ପଡ଼ିଛି ବାତ୍ୟା । ଏବେ ଡିପ୍‌ ଡିପ୍ରେସନ୍‌ ବା ଗଭୀର ଅବପାତରେ ପରିଣତ ହୋଇଛି । ଗଭୀର…

ମାଡି ଆସୁଛି ମାଣ୍ଡୋସ୍‌: ପୁଡୁଚେରୀ ଓ ଶ୍ରୀହରିକୋଟା ମଝିରେ କରିବ ଲାଣ୍ଡଫଲ୍‌

କେନ୍ୟୁଜ୍(ବ୍ୟୁରୋ):  ମାଡି ଆସୁଛି ମାଣ୍ଡୋସ୍‌ । ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା । ଭୀଷଣ ବାତ୍ୟା ଆଜି ଦୁର୍ବଳ ହୋଇ ସକାଳ ସାଢ଼େ ୮ଟାରେ ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି । ଏବେ ମାଣ୍ଡୋସ୍‌ ପୁଡୁଚେରୀ କରାଇକାଲରୁ ୧୮୦ କିଲୋମିଟର ପୂର୍ବ-ଉତ୍ତର ପୂର୍ବ ଓ ଚେନ୍ନାଇରୁ ୨୬୦…

ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା: ଆସନ୍ତାକାଲି ସନ୍ଧ୍ୟାରେ ହେବ ଡିପ୍ରେସନ୍‌

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହେବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ସନ୍ଧ୍ୟାରେ ଡିପ୍ରେସନ୍‌ ସୃଷ୍ଟି ହେବ । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ…

ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ଦକ୍ଷିଣପୂର୍ବ ଭାରତରେ ପଡ଼ିବ ପ୍ରଭାବ

କେନ୍ୟଜ୍(ବ୍ୟୁରୋ): ଶୀତ ଦିନେ ଲଘୁଚାପ । ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତାକାଲି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହାପରେ ସମ୍ଭାବ୍ୟ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଅଧିକ ଘନୀଭୂତ ହେବ ଲଘୁଚାପ । ୭…

ଦକ୍ଷିଣ ଆଣ୍ଡାମାନ ସାଗରରେ କାଲି ଘୂର୍ଣ୍ଣିବଳୟ: ବାତ୍ୟାର କୌଣସି ପୂର୍ବାନୁମାନ କରିନି ଆଇଏମ୍‌ଡି

କେନ୍ୟୁଜ୍(ବ୍ୟୁରୋ): ୨୪ ଘଣ୍ଟାରେ ସୃଷ୍ଟି ହେବ ସାଇକ୍ଲୋନିକ୍‌ ସର୍କୁଲେସନ୍‌ । ଦକ୍ଷିଣ ଆଣ୍ଡାମାନ ସାଗରରେ କାଲି ଘୂର୍ଣ୍ଣିବଳୟ ହେବ । ୫ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଚି ହେବ ଏକ ଲଘୁଚାପ କ୍ଷେତ୍ର । ଏହାପରେ ସମ୍ଭାବ୍ୟ ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ।…

ପଶ୍ଚିମବଙ୍ଗ-ବାଂଲାଦେଶ ମୁହାଁ ବାତ୍ୟା ସି-ତ୍ରାଙ୍ଗ: ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ କରୁଛି ଗତି, ଆଜି ନେବ ଭୀଷଣ…

କେନ୍ୟୁଜ୍ : ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା ସି-ତ୍ରାଙ୍ଗ । ଆଜି ଭୀଷଣ ବାତ୍ୟାର ରୂପ ନେବ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ସି-ତ୍ରାଙ୍ଗ । ଏବେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ସମୁଦ୍ର ଭିତରୁ ଅଧିକ ବଳ ଗୋଟାଇ ଶକ୍ତିଶାଳୀ ହେଉଛି । ଆଗାମୀ…

ଓଡ଼ିଶା ଉପକୂଳ ପାଖ ଦେଇ ଯିବ ବାତ୍ୟା: ୱିଣ୍ଡି

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶା ଉପକୂଳ ପାଖ ଦେଇ ଯିବ ବାତ୍ୟା। ବିଦେଶୀ ପାଣିପାଗ ସଂସ୍ଥା ୱିଣ୍ଡ ଓ୍ଵିଣ୍ଡିର ଦୁଇଟି ମଡେଲ ଏହି ସୂଚନା ଦେଇଛି । ୟୁରୋପିଆନ୍‌ ମଡେଲ୍‌ ECMWFର ଆକଳନ ଅନୁଯାୟୀ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଲାଣ୍ଡଫଲ୍‌ କରିବ ବାତ୍ୟା। କିନ୍ତୁ ଏହା ଓଡ଼ିଶା ଉପକୂଳ ଦେଇ…

ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ: ସ୍ପଷ୍ଟୀକରଣ ଦେଲା ଭାରତୀୟ…

ଭୁବନେଶ୍ବର(କେନ୍ୟୁଜ୍):ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ।  ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏବେ ସୁଦ୍ଧା କୌଣସି ଆକଳନ କରାଯାଇନାହିଁ ।…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ଆଲର୍ଟରେ ୭ ଉପକୂଳ ଜିଲ୍ଲା

ଭୁବନେଶ୍ୱର(କେନ୍ୟୁଜ୍): ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ । ଆଲର୍ଟରେ ୭ ଉପକୂଳ ଜିଲ୍ଲା । ଆଗକୁ ପ୍ରସ୍ତୁତ ରହିବା ପାଇଁ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି । ଆଗୁଆ ସଜାଗ…

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର(କେନ୍ୟୁଜ୍): ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି…