Browsing Tag

cyclone

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ; ବାତ୍ୟାର ରୂପ ନେବା ସମ୍ଭାବନା ନାହିଁ :IMD

ଭୁବନେଶ୍ୱର (କେନ୍ୟୁଜ): ଖରାଦିନେ ବାତ୍ୟା ଭୟ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏଭଳି ପୂର୍ବାନୁମାନ କରୁଛନ୍ତି । ଏବେ ଭାରତ ମହାସାଗରର ବିଷୁବରେଖା ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଧୀରେ ଧୀରେ ଘନୀଭୂତ ହେବ । ୨୦…

ହିଟ୍‌ କଲା ବାଟସିରାଇ, ମାଡାଗାସ୍କର ତଟରେ ମନଞ୍ଜରୀ ନିକଟରେ କଲା ଲ୍ୟାଣ୍ଡଫଲ

ନୂଆଦିଲ୍ଲୀ : ଲ୍ୟାଣ୍ଡଫଲ କଲା ବାତ୍ୟା ବାଟସିରାଇ। ଆମେରିକାର ପୂର୍ବ ମାଡାଗାସ୍କର ତଟରେ ମନଞ୍ଜରୀ ନିକଟରେ ଉପକୂଳ ଛୁଇଁଛି ବାତ୍ୟା। ଗତ ୨ସପ୍ତାହ ମଧ୍ୟରେ ଦ୍ୱିତୀୟ ବାତ୍ୟାର ସମୁଖୀନ ହୋଇଛି ମାଡାଗାସ୍କର। ଘଣ୍ଟାପ୍ରତି ୧୬୫ କିମିରୁ ଅଧିକ ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି।…

ବାଲେଶ୍ୱର ଜିଲ୍ଲା ପ୍ରତି ଅଢେଇ ବର୍ଷରେ ଗୋଟିଏ ବାତ୍ୟା ବିପଦ! କ୍ଲାଇମେଟ୍‌ ହାଜାର୍ଡ ଭଲନେରବଲିଟି ଆଟଲାସ ରିପୋର୍ଟରୁ…

ବାଲେଶ୍ୱର(କେନ୍ଯୁଜ୍): ବାତ୍ୟା ଆଖିରେ ବାଲେଶ୍ୱର। ବାଲେଶ୍ୱର ଜିଲ୍ଲା ପ୍ରତି ଅଢେଇ ବର୍ଷରେ ଗୋଟିଏ ବାତ୍ୟା ମାଡ ବିପଦ ରହୁଛି। ବାତ୍ୟା ସମୟରେ ବାଲେଶ୍ୱରରେ ବର୍ଷା, ପବନ ଓ ସମୁଦ୍ର ପାଣି ଆଗକୁ ମାଡି ଆସିବାର ବିପଦ ମଧ୍ୟ ସର୍ବାଧିକ ରହୁଥିବା IMD ପକ୍ଷରୁ ପ୍ରକାଶ ପାଇଥିବା କ୍ଲାଇମେଟ୍‌…

ଶୀତ ଦିନରେ ସାମୁଦ୍ରିକ ଝଡ଼କୁ ନେଇ ଛନକା: ୩ରୁ ତିନି ଦିନ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ, ବନ୍ୟା ଆଶଙ୍କା !

ଭୁବନେଶ୍ବର(କେନ୍ଯୁଜ୍): ଓଡ଼ିଶା ପ୍ରତି ବଢୁଛି ବାତ୍ୟା ବିପଦ । ୩ ତାରିଖରୁ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିବ ପ୍ରଭାବ । ୩ ତାରିଖରୁ ୩ଦିନ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହେବ । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବେଶୀ ପ୍ରଭାବ ରହିବ ବୋଲି କହିଛି ପାଣିପାଗ ବିଭାଗ । ୩ ତାରିଖରେ ୪ ଜିଲ୍ଲା ଗଜପତି,…

ଆସୁଛି ସମ୍ଭାବ୍ୟ ବାତ୍ୟା ଜୱାଦ: ଓ୍ଵିଣ୍ଡିର GFS ମଡେଲ୍‌ର ପୂର୍ବାନୁମାନ ଓଡ଼ିଶା ଉପକୂଳ ନିକଟ ଦେଇ କରିବ ଗତି!

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ବଢୁଛି ବାତ୍ୟା ଆଶଙ୍କା । ଆସନ୍ତାକାଲି ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ । ପରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ । ବିଭିନ୍ନ ପାଣିପାଗ ସଂସ୍ଥା ଏନେଇ ପୂର୍ବାନୁମାନ କରୁଛନ୍ତି । ତେବେ…

ଆସନ୍ତାକାଲି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ନେଇପାରେ ବାତ୍ୟାର ରୂପ! ପଡିବନି ଓଡ଼ିଶା ଉପରେ ସିଧାସଳଖ ପ୍ରଭାବ

କେନ୍ଯୁଜ୍: ଦକ୍ଷିଣପୂର୍ବ ଭାରତକୁ ବାତ୍ୟା ବିପଦ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ବାତ୍ୟାର ରୂପ ନେଇପାରେ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ଜିଏଫଏସ୍‌ ଓ NCMRWF ର…

ଆସନ୍ତା ସପ୍ତାହରେ ବାତ୍ୟା ‘ଜଓ୍ଵାଦ୍‌’: ବଙ୍ଗୋପସାଗରରେ ଲଘୁଚାପ ସହ ମିଶିବ ‘ଲାୟନରକ୍‌’ର ଅବଶିଷ୍ଟାଂଶ, GFS ମଡେଲ…

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ନା ଶୁଣିଲେ ଛନକା ପଶିଯାଏ ଛାତିରେ। ତେବେ ଚଳିତ ବର୍ଷ ପଛକୁ ପଛ ଲଘୁଚାପ ଆସୁଥିବା ସହ ଏହା ଘନୀଭୂତ ହୋଇ ବତ୍ଯା ସୃଷ୍ଟି କରୁଛି ।  ତେବେ ପୁଣି  ଆସନ୍ତା ୧୩ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାକୁ ଯାଉଛି । ସୂଚନା ମୁତାବକ, ଆସନ୍ତାକାଲି ଅର୍ଥାତ୍…

ଦକ୍ଷିଣ ଚୀନ ସାଗରରେ ୨୪ ଘଣ୍ଟାରେ ବାତ୍ୟା ! ଭିଏତନାମ, ଥାଇଲାଣ୍ଡ, ମିଆଁମାର ଅତିକ୍ରମ କରି ବଙ୍ଗୋପସାଗରରେ କରିବ…

କେନ୍ଯୁଜ୍: ଦକ୍ଷିଣ ଚୀନ ସାଗରରେ ୨୪ ଘଣ୍ଟାରେ ଏକ ବାତ୍ୟା ସୃଷ୍ଟି ହେବ । ଏହା ଭିଏତନାମ, ଥାଇଲାଣ୍ଡ, ମିଆଁମାର ଅତିକ୍ରମ କରିବ ଓ ବଙ୍ଗୋପସାଗରରେ ପ୍ରବେଶ କରିବ । ଏଭଳି ପୂର୍ବାନୁମାନ କରିଛି ଅର୍ନ୍ତଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍‌ । ‘ଗୁଲାବ’ର ଅବଶିଷ୍ଟାଂଶ ଯେମିତି ଆରବ ସାଗରରେ…

ବାତ୍ୟା ଗୁଲାବର ଅବଶିଷ୍ଟାଂଶ ପୁଣି ନେବ ବାତ୍ୟାର ରୂପ, ପରବର୍ତ୍ତୀ ୨୪ ଘଣ୍ଟାରେ ପରିଣତ ହେବ ସାମୁଦ୍ରିକ ଝଡ଼ରେ

କେନ୍ଯୁଜ୍: ବାତ୍ୟା ଗୁଲାବର ଅବଶିଷ୍ଟାଂଶ ପୁଣି ବାତ୍ୟାର ରୂପ ନେବ । ଉତ୍ତର ପୂର୍ବ ଆରବ ସାଗର ଉପରେ ରହିଛି ଗୁଲାବର ଅବଶିଷ୍ଟାଂଶ । ଏବେ ୱେଲ୍‌ ମାର୍କଡ୍‌ ଲୋ ପ୍ରେସର ହୋଇ ଅଛି । ଆଜି ଗୁଜରାଟ ଉପକୂଳରେ ଏହା ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ସାମୁଦ୍ରିକ ଝଡ଼ରେ ପରିଣତ ହେବ ।…

ରାତିରେ କୋରାପୁଟ ଦେଇ ଗତି କରିବ ବାତ୍ୟା, ଓଡ଼ିଶା ଉପରେ ବଡ଼ ଧରଣର ପ୍ରଭାବ ପଡିବ ନାହିଁ : ଏସଆରସି

ଭୁବନେଶ୍ୱର (କେନ୍ୟୁଜ୍‌) : ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇଥିବା ବାତ୍ୟା 'ଗୁଲାବ' ଲ୍ୟାଣ୍ଡଫଲ ପ୍ରକ୍ରିୟା ଏବେ ପର‌୍ୟ୍ୟନ୍ତ ଚାଲିଛି। ଏସଆରସି ପ୍ରଦୀପ ଜେନାଙ୍କ ସୂଚନା। ବାତ୍ୟାର ଆଖି ଅତିକ୍ରମ କରି ସାରିଛି । ଆଉ ପ୍ରାୟ ଦେଢ ଘଣ୍ଟା ଳାଗି ପାରେ ସଂପୂର୍ଣ୍ଣ ଅତିକ୍ରମ ପାଇଁ। ଆନ୍ଧ୍ର ପ୍ରଦେଶ…

କଳିଙ୍ଗପଟ୍ଟନମ୍‌ ରୁ ଗୋପାଳପୁର ମଧ୍ୟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା, ସିଇସିର ପୂର୍ବାନୁମାନ

ଭୁବନେଶ୍ୱର(କେନ୍ୟୁଜ୍‌) : ଆରମ୍ଭ ହୋଇଛି ବାତ୍ୟା ଗୁଲାବର ଲ୍ୟାଣ୍ଡ ଫଲ୍‌ ପ୍ରକ୍ରିୟା । ସାମୁଦ୍ରିକ ଝଡ଼ ଗୁଲାବ ଘଣ୍ଟାକୁ ୨୫ କିମି ବେଗରେ ମାଡ଼ି ଆସୁଛି । ଆଜି ସନ୍ଧ୍ୟା ୬ ଟା ବେଳେ ସ୍ଥଳଭାଗରେ ମାଡ଼ ହେବ ବୋଲି ଆଶଙ୍କା କରାଯାଉଛି । ଲ୍ୟାଣ୍ଡଫଲ୍‌  ପ୍ରକ୍ରିୟ ପ୍ରାୟ ୩ ଘଣ୍ଟା ଧରି ଚାଲିବ ।…

ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି:ପ୍ରଭାବିତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି

କେନ୍ୟୁଜ୍(ବ୍ୟୁରୋ): ସମ୍ବାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ସରକାର । ପ୍ରଭାବିତ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ବିଡିଓ, ତହସିଲଦାର ଓ ସ୍ଥାନୀୟ ଥାନାକୁ ମଧ୍ୟ ଆଲର୍ଟ କରାଯାଇଛି । ପ୍ରବଳ ବର୍ଷା ସହ ଫ୍ଲାସ୍‌ ଫ୍ଲଡ୍‌ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଋଷିକୂଲ୍ୟା ଓ…