Browsing Tag

dead body

ଟ୍ରେନ୍ ଲାଇରରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ୨ଟି ମୃତଦେହ, ପରିଚୟ ଅସ୍ପଷ୍ଟ

କୋରାପୁଟ (କେନ୍ୟୁଜ): ରେଳ ଧାରଣାରେ ମୃତଦେହ । ଟ୍ରେନ୍ ଲାଇରେ ପଡ଼ିଛି ୨ଟି ମୃତଦେହ । କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟର ରେଳ ଲାଇନରେ ମୃତଦେହ ପଡ଼ିଛି । ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଛି ମୃତଦେହ । ସେମାନଙ୍କର ପରିଚୟ ମିଳିନାହିଁ । ରେଳ ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଛି ନା…

ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ଛତ୍ରପୁର (କେନ୍ୟୁଜ): ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଛତ୍ରପୁର ଥାନା ଅଧିନ ଚିକଲଖଣ୍ଡି ପଂଚାୟତ ଅଧିନ ପୁରୁଣାପାଟଣା ଗ୍ରାମ ନିକଟରେ ଥିବା ଶଙ୍ଖବନ୍ଧରେ ବୁଧବାର ସକାଳୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଭାସୁଥିବା ଦେଖିବାକୁ ମିଳିଛି। ତେବେ ମୃତ ବ୍ୟକ୍ତିର ପରିଚୟ ଜଣାପଡି…

ବାହାନଗା ଟ୍ରେନ ଟ୍ରାଜେଡି : ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର

ଭୁବନେଶ୍ୱର (କେନ୍ୟୁଜ): ୧୨୮ ଦିନ ପରେ ଜଳିଲା ମୃତଦେହ। ଭରତପୁର ଶ୍ମସାନରେ ଲିଭିଗଲା ପରିଚୟ। ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୮ଟି ଅଚିହ୍ନା ମୃତଦେହର ହେଲା ଅନ୍ତିମ ସଂସ୍କାର। ଭୁବନେଶ୍ବର ଭରତପୁର ଶ୍ମଶାନରେ ସମସ୍ତ ଅଚିହ୍ନା ଶବର ଶେଷକୃତ୍ୟ କରିଛି BMC। …

ରାସ୍ତାକଡ଼ରୁ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

ଟିଟିଲାଗଡ଼ : ଆଜି ସକାଳୁ ସକାଳୁ ସଇଁତଲାରେ ଜାତୀୟ ରାଜପଥ 26 ନୁଆଁବନ୍ଦ ଠାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ରାସ୍ତା କଡ଼ରେ ପଡି ଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣକ ଆମ୍ବପାଲି ପଂଚାୟତ ଅଞ୍ଚଳର। ସେ ଆମ୍ବପାଲି ଗ୍ରାମର ସରୋଜ ଗହୀର ବୋଲି ଜଣାପଡିଛି । ମୃତ ଦେହରେ ଗଭୀର ଆଘାତ…

ନଦୀ ପଠାରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭଯୋଗ ଆଣିଲେ ପରିବାର

ଯାଜପୁର ଟାଉନ : ନଦୀପଠାରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ଯାଜପୁର ଦଶରଥପୁର ଥାନା ମଲ୍ଲିକାପୁର ପଂଚାୟତ କାଣିନଦୀ ପଠାରୁ ମୃତଦେହ ମିଳିଛି। ମୃତକ ହେଲେ ମହାନ୍ତିପାଟଣା ଗାଁର ସବ୍ୟସାଚୀ ନାୟକ। ତାଙ୍କୁ ହତ୍ୟା କରାଯାଇଥିବା ଅଭଯୋଗ କରିଛନ୍ତି ପରିବାର ଲୋକ । ସବ୍ୟସାଚୀ ଗତକାଲିଠୁ…

ବିଷାକ୍ତ ଖାଦ୍ୟ ଖାଇ ୩ ମୃତ, ମାଆ ଓ ଦୁଇ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର

ଅସିକା(କେନ୍ୟୁଜ୍): ବିଷାକ୍ତ ଖାଦ୍ୟ ଖାଇ ୩ ମୃତ । ବନ୍ଦ ଘର ଭିତରୁ ଉଦ୍ଧାର ହେଲା ମୃତଦେହ। ମାଆ ଓ ଦୁଇ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ଗଞ୍ଜାମ ଶେରଗଡ଼ ଶ୍ରୀରାମ ନଗରରେ ଘଟିଛି ଏହି ଅଭାବନୀୟ ଘଟଣା । ତେବେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ କପରି ହେଲା କାରଣ ଅସ୍ପଷ୍ଟ…

ନାଳ ପାଣିରେ ଭାସିଯାଇ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼(କେନ୍ୟୁଜ୍): ଗତକାଲି ରାତିରେ ବାଇକରେ ନାଳ ପାର ହେଉଥିବା ବେଳେ ବାଇକ ସହ ତିନି ଯୁବକ ଭାସି ଯିବା ଘଟଣାରେ ନିଖୋଜ ଯୁବକ କୈଳାସ ବୁଡାଙ୍କ ସକାଳୁ ମୃତଦେହ ଉଦ୍ଧାର ହୋଇଛି । ରାତି ସାରା ଅଗ୍ନିଶମ ବାହିନୀ ଅନେକ ଖୋଜା ଖୋଜି କଲା ପରେ ମଧ୍ୟ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନଥିଲା।…

ପୁରୀ: ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର

ପୁରୀ(କେନ୍ୟୁଜ୍): ଟ୍ରେନରୁ ରକ୍ତାକ୍ତ ମୃତଦେହ ଉଦ୍ଧାର। ପୁରୀରେ ମୁମ୍ବାଇ- ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସରୁ ମୃତଦେହ ଉଦ୍ଧାର ହୋଇଛି। ସକାଳ ୧୧ଟାରେ ଷ୍ଟେସନରେ ପହଞ୍ଚି ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଆରପିଏଫ କର୍ମଚାରୀ ଟ୍ରେନକୁ ଯାଞ୍ଚ କରିଥିଲେ। ବଗିରେ ଏକ କ୍ଷତାକ୍ତ ଶରୀର ଦେଖିବା…

ଖେଳୁଥିବା ବେଳେ ହଠାତ୍‌ ଗାଏବ ହୋଇଗଲା ୨ ବର୍ଷର ଶିଶୁ, ଆଜି ପୋଖରୀରୁ ମିଳିଲା ମୃତଦେହ

ଜଳେଶ୍ୱର (କେନ୍ୟୁଜ): ପୋଖରୀରୁ ଉଦ୍ଧାର ହେଲା ୨ ବର୍ଷ ଶିଶୁର ମୃତଦେହ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଶୁଡିହା ଗ୍ରାମରେ ଘଟିଛି। ଗତକାଲି ଘର ବାରଣ୍ଡାରେ ସନ୍ଧ୍ୟାରେ ଖେଳୁଥିଲା ୨ ବର୍ଷର ଛୁଆ। ମାତ୍ର ହଠାତ୍‌ ଗାଏବ ହୋଇଯିବା ସହ ସକାଳୁ ଦେଢ କିଲୋମିଟର ଦୂରରୁ ଏକ…

ଜମି ବିବାଦ; ରାତିରେ ଶୋଇଥିବା ବେଳେ ଝିଅ, ଜ୍ୱାଇଁ ଓ ଶ୍ୱଶୁରଙ୍କୁ ଗୁଳି କରି ହତ୍ୟା

ରାତିରେ ଶୋଇଥିବା ବେଳେ ଶ୍ୱଶୁର, ଜ୍ବାଇଁ ଏବଂ ଝିଅକୁ ଗୁଳି କରି ହତ୍ୟା । ସାମାନ୍ୟ ଜମି ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଛି । ଉତ୍ତରପ୍ରଦେଶର କୌଶାମ୍ବି ଜିଲ୍ଲା ସନ୍ଦୀପ ଘାଟ ପୋଲିସ ଷ୍ଟେସନ ଅଞ୍ଚଳର ପଣ୍ଡା ଛକ ଠାରେ ଏଭଳି ଘଟଣା ଘଟିଥିବା ଜଣା ପଡ଼ିଛି । ହତ୍ୟା କରିବା ପରେ ନିକଟରେ ଥିବା…

ପରିତ୍ୟକ୍ତ ଗାଡିଆରୁ ମୃତଦେହ ଉଦ୍ଧାର, ଦୁଇ ଦିନ ଧରି ଥିଲେ ନିଖୋଜ

ଦୁଇ ଦିନ ଧରି ନିଖୋଜ ଥିଲେ, ମିଳିଲା ମୃତଦେହ । ଏକ ପରିତ୍ୟକ୍ତ ଗାଡିଆରୁ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକ । ମୃତକ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଚଣ୍ଡିପୁର ଗାଁର ଗୌରାଙ୍ଗ ମୁଖୀ । ଗୌରାଙ୍ଗ ଭେଲୋରା ପ୍ରାଥମିକ ସ୍ବାସ୍ଥ୍ଯକେନ୍ଦ୍ରରେ ସୁଇପର ଭାବେ କାମ କରୁଥିଲେ । ଦୁଇଦିନ ପୂର୍ବରୁ…

ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ, ନଦୀକୂଳରୁ ମୃତଦେହ ଉଦ୍ଧାର

ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ । ଭଦ୍ରକ ତିହିଡି ଥାନା ବୋଡ଼କ ପଂଚାୟତ ଓରାଳୀ ଗାଁ ନିକଟ ନଦୀକୂଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଚାନ୍ଦମଣି ଜେନା । ସେ ଗତ ଦୁଇଦିନ ହେଲା ନିଖୋଜ ଥିଲେ । ଆଜି ତାଙ୍କ ମୃତଦେହ ମିଳିଛି । ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥାପରେ ବୋଲି…