Browsing Tag

desi jugaad

ଜୁଗାଡ ହେବ ତ ଏମିତି, ଗୋଟିଏ ବାଇକରେ ୭ଜଣ ବସିବା ଭଳି ବ୍ୟବସ୍ଥା

ନୂଆଦିଲ୍ଲୀ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କୌଣସି ବି କାମ କରନ୍ତୁ ସେମାନେ ସବୁ କାମକୁ ସିଧା ତରିକାରେ ନୁହେଁ ବରଂ ନିଜ ବୁଦ୍ଧି ବଳରେ କରିଥାନ୍ତି। ଯାହାକୁ ଆମେ ଯୁଗାଡ଼ ବୋଲି କହିଥାଉ । ପ୍ରାୟ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ଅନେକ…

ସୁଶାନ୍ତ ଛନ୍ଦଙ୍କ ଦେଶୀ ଯୁଗାଡ: କୂଅ ଭିତରୁ ସହଜରେ କାଢୁଛି ମାଟି,ପଙ୍କ ଓ ପାଣି

କଣ୍ଟାମାଳ(କେନ୍ୟୁଜ): ଯୁଗ ବଦଳିଛି ବଦଳିଛି ଲୋକଙ୍କ ମାନସିକତା।  ଆଧୁନିକତାର ଛାପରେ ମଣିଷ ବି ସବୁ କାର୍ଯ୍ୟରେ ଆଧୁନିକ ପଦ୍ଦତିକୁ ଆପଣାଉଛି । ଖାସ୍ କରି ଯନ୍ତ୍ରପାତିର ବ୍ୟବହାର। ପ୍ରତ୍ୟେକ କାମକୁ ସହଜ ଓ ଶିଘ୍ର କରିବାକୁ ମଣିଷ ସବୁ କାମରେ ଏବେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରିବାକୁ…

ଟ୍ରେନ୍‌ରେ ଶୋଇବା ପାଇଁ ଏମିତି କାମ କଲେ ବ୍ୟକ୍ତି, ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ; ନଜର ପକାନ୍ତୁ

ଯୋଗାଡ଼ ଯନ୍ତ୍ର କରି କାମ କରିବାରେ ଆମ ଭାରତୀୟମାନେ ମାହିର। ଯଦି କୌଣସି କାମ ନ ହେଉଛି, ତେବେ ସେମାନେ ଯେ କୌଣସି ଉପାୟରେ ବି ଯୋଗାଡ଼ କରି କାମ କରି ଦେଇଥାନ୍ତି। ବେଳେବେଳେ ଭାରତୀୟଙ୍କ ଏହି ଯୋଗାଡ଼ ଏତେ ଲୋକପ୍ରିୟ ହୋଇଯାଏ ଯେ ତାହା ସୋସିଆଲ ମିଡିଆରେ ବି ଭାଇରାଲ ହେବାରେ ଲାଗେ। ଏବେ ଜଣେ…

ଦେଶୀ ଜୁଗାଡ଼: ଡ୍ରମରେ ପ୍ରସ୍ତୁତ କଲେ ଓ୍ବାଶିଂ ମେସିନ : ଲୋକେ କହିଲେ ଏହି ବ୍ୟକ୍ତିଙ୍କ ବୁଦ୍ଧି ଆଗରେ ଇଞ୍ଜିନିୟର ବି…

ପୂର୍ବରୁ ନିଜର ପୋଷାକ ପତ୍ରକୁ ହାତରେ ଧୋଇବାର କାର୍ଯ୍ୟ ହେଉଥିଲା, ତା’ପରେ ଏହି କାର୍ଯ୍ୟକୁ ସହଜ କରିବା ପାଇଁ ଏକ ମେସିନ୍ ବାହାରକରାଗଲା । ବର୍ତ୍ତମାନ ଲୋକମାନେ ସେମାନଙ୍କର ମଇଳା ପୋଷାକକୁ ୱାଶିଂ ମେସିନରେ ରଖି ତା’ପରେ କୌଣସି ପରିଶ୍ରମ ବିନା ଧୋଇ ଦିଅନ୍ତି। ଆଜି ବି କିଛି ଲୋକଙ୍କ ପାଖରେ…

କରୋନାରୁ ବର୍ତ୍ତିବା ପାଇଁ ବ୍ୟକ୍ତି କଲେ ଦେଶୀ ଯୁଗାଡ଼, ବାମ୍ଫ ନେବାକୁ ପ୍ରେସର କୁକରରେ ଲଗାଇଦେଲେ ପାଇପ୍; ଦେଖନ୍ତୁ…

ଦେଶରେ କରୋନାର ଦ୍ଵିତୀୟ ଲହରୀ ଆତଙ୍କ ସୃଷ୍ଟି କରିଛି। ପ୍ରତି ଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି। ଏଭଳି ସ୍ଥିତିରେ କରୋନାରୁ ବର୍ତ୍ତିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ଜୀବନ…

ମଶା ମାରିବା ପାଇଁ ୯ ବର୍ଷର ବାଳିକା ଟାୟରରେ ବନାଇଲେ ଦେଶୀ ଯୋଗାଡ଼, ଭାଇରାଲ ହେଉଛି ଭିଡିଓ

ତାମିଲନାଡ଼ୁର ଜଣେ ୯ ବର୍ଷର ବାଳିକା ମଶାଙ୍କଠାରୁ ଛୁଟକାରା ପାଇବା ପାଇଁ ଏମିତି ଏକ ଯୋଗାଡ଼ ବନାଇଛନ୍ତି, ଯାହା ବିଷୟରେ ଆପଣ ଭାବି ମଧ୍ୟ ପାରିବେ ନାହିଁ। ତାଙ୍କ ନାଁ ଇନ୍ଦିରା, ସେ ତାଲିମନାଡ଼ୁର କଲପକ୍କମରେ ରୁହନ୍ତି। ଇନ୍ଦିରା ଓଭିଲାଣ୍ଟାସ୍‌ କନ୍‌ସେପ୍ଟ ଉପରେ କାମ କରିବାକୁ ଯାଇ ଏକ ଦେଶୀ…

ଦେଶୀ ଜୁଗାଡ଼ ବ୍ୟବହାର କରି ନଦୀରେ ବାଇକ୍‌ ଚଲାଉଛନ୍ତି ଯୁବକ, ଆଗରୁ କେବେ ଦେଖିନଥିବେ ଏଭଳି ଭିଡିଓ

ସାଧାଣରତଃ ଶୁଖିଲା ସ୍ଥାନରେ ହିଁ ବାଇକ୍‌ ଚାଲିଯାଏ। କିନ୍ତୁ ସୋସିଆଲ ମିଡିଆରେ ଏବେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ପାଣିରେ ଚାଲୁଛି ବାଇକ୍‌। ବିଶ୍ୱାସ ହେଉନଥିଲେ ବି ଏହା ସତ। ଜଣେ ବ୍ୟକ୍ତି ଜୁଗାଡ଼ କରି ଏକ ଏଭଳି ବାଇକ୍‌ ତିଆରି କରିଛନ୍ତି ଯାହା ପାଣିରେ ବି ଚାଲୁଛି। ଏହି…

ଏମିତି ଉପାୟରେ ସୋସିଆଲ ଡିଷ୍ଟାନ୍ସିଂ ପାଳନ କଲେ କରୋନା ଆପଣଙ୍କ ପାଖ ମାଡିବନି, ଦେଖନ୍ତୁ ଯୁବକଙ୍କ ମୁଣ୍ଡରେ କେତେ…

କରୋନାକୁ ନେଇ ସମସ୍ତଙ୍କ ମନରେ ଭୟ କାରଣ ଆମେ ନିଜେ ସଚେତନ ନରହିଲେ କେତେବେଳେ ଆମେ ବି କରୋନା ପଜିଟିଭ ହୋଇଯାଇଥିବା । ଦୀର୍ଘଦିନ ହେଲା ଏହି ଲକଡାଉନ ସଟଡାଉନ ମଧ୍ୟରେ ଆମେ ଘରେ ରହି ରହି କିଛି ହେଉ ନହେଉ କିନ୍ତୁ ଅନେକ ଲୋକଙ୍କର ନୂଆ ଚିନ୍ତାଧାରା ନିଶ୍ଚୟ ମନକୁ ଜୁଟିଲାଣି । ଏଇ ଦେଖୁନାହାନ୍ତି…