Browsing Tag

dharmendra pradhan

ଆଜିଠୁ ମୋଦିଙ୍କ ଦ୍ୱିତୀୟ ଇନିଂସ, ଓଡ଼ିଶାରୁ ମନ୍ତ୍ରୀ ହେବେ ଦୁଇ ଜଣ

ନୂଆଦିଲ୍ଲୀ : ଆଜିଠୁ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ଇନିଂସ। ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ରହିଛି। ମୋଦି କ୍ୟାବିନେଟରେ ଓଡ଼ିଶାରୁ ଦୁଇ ଜଣ ମନ୍ତ୍ରୀ ହେବେ। ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବରେ ଆଜି ଶପଥ…

ପୁରୀ ଜିଲ୍ଲାକୁ ୧୦୦୦ କିଲୋଲିଟର କିରୋସିନ ଦିଅ : ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ପୁରୀ ଜିଲ୍ଲାକୁ ୧୦୦୦ କିଲୋଲିଟର କିରୋସିନ ଯୋଗାଣ ପାଇଁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିଠିରେ ସେ ଉଲ୍ଲେଖ କରିଛନ୍ତି, ବାତ୍ୟାରେ ପୁରୀ ଜିଲ୍ଲା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ବ୍ୟାପକ…

ଆହାର ଯୋଜନା ବନ୍ଦ କରିବାକୁ ହୋଇଥିଲା ଷଡଯନ୍ତ୍ର, ଏହା ପଛରେ ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହୀନଚକ୍ରାନ୍ତ

ଭୁବନେଶ୍ବର : ଆହାର ଯୋଜନା ବନ୍ଦ କରିବାକୁ ହୋଇଥିଲା ଷଡଯନ୍ତ୍ର। ଏହା ପଛରେ ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହୀନଚକ୍ରାନ୍ତ । ଓଡ଼ିଶାରେ ଥିବା ରାଷ୍ଟ୍ରାୟତ୍ତ କମ୍ପାନୀଗୁଡ଼ିକ ସିଏସଆର ଫଣ୍ଡରୁ ଆହାର ଯୋଜନାକୁ ସହାୟତା ଦେବା ପାଇଁ ସହମତି ପ୍ରକାଶ କରିଥିଲେ। କିନ୍ତୁ ପରବର୍ତ୍ତୀ…

ଅପାରଗ ଏବଂ ଦୁର୍ନୀତିଗ୍ରସ୍ତ ବିଜେଡି ସରକାର : ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର : ଚଳିତ ନିର୍ବାଚନ ପାଇଁ ଯାଜପୁରରେ ରାଜନୈତିକ ପାଣିପାଗ ସରଗରମ । ବିଜେପି ପକ୍ଷରୁ ପ୍ରଚାର ଜୋରଦାର । ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁରର ବିଂଝାରପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର…

ନବୀନ ନରମ , ଧର୍ମେନ୍ଦ୍ର ଗରମ : ହେଲିକପ୍ଟର ଯାଞ୍ଚ ବେଳେ ଏମିତି ଘଟିଥିଲା ଘଟଣା

ଯାଞ୍ଚ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ରାଉରକେଲାରେ ଫ୍ଲାଇଂ ସ୍କ୍ଵାଡ୍ ତାଙ୍କ ହେଲିକପ୍ଟରକୁ ତନ୍ନ ତନ୍ନ କରି ଯାଞ୍ଚ କଲେ। ଏହି ଖବର ଯେତିକି ଚର୍ଚ୍ଚା ନୁହେଁ, ବେଶୀ ଆଲୋଚନା ହେଉଛି ନବୀନଙ୍କ ଶାନ୍ତ ଓ ସରଳ ସ୍ୱଭାବକୁ ନେଇ। ସେତେବେଳେ ହେଲିକପ୍ଟର ଭିତରେ…

କେନ୍ଦ୍ରମନ୍ତ୍ରୀଙ୍କ ଦାଦାଗିରି, ମଝି ରାସ୍ତାରେ ପୋଲିସ ଅଧିକାରୀଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଟିତୁଣ୍ଡ

ସମ୍ବଲପୁର : କେନ୍ଦ୍ରମନ୍ତ୍ରୀଙ୍କ ଦାଦାଗିରି। ବିଚ୍‌ ରାସ୍ତାରେ ପୋଲିସକୁ ନାଲିଆଖି। ହେଲିକପ୍ଟର ଯାଞ୍ଚ ପାଇଁ କହିବାରୁ ପୋଲିସ ସହ ଯୁକ୍ତିତର୍କ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଭଳି ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଚର୍ଚ୍ଚା ଜୋର ଧରିଛି । ଭିଡିଓରେ…

ନିର୍ବାଚନ ଲଢ଼ିବେନି ଧର୍ମେନ୍ଦ୍ର ପ୍ରଧାନ, ସ୍ପଷ୍ଟ କଲେ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ଲଢ଼ିବେନି । କେବଳ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହା କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ । ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବା ନେଇ ରାଜନୈତିକ ମହଲରେ ବହୁ ଦିନ ହେବ ଚର୍ଚ୍ଚା…

କେଉଁଠୁ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ ? ୧୯’ରେ ପ୍ରାର୍ଥୀ ହେବେ କି ନାହିଁ ?

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପାଲଲହଡ଼ାରେ ଏକ କାର୍ଯ୍ୟକ୍ରମରେ ନିର୍ବାଚନ ଲଢ଼ିବା ନେଇ ଏମିତି କିଛି ଇସାରା ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । କିନ୍ତୁ ବିଜେପି ଜାରି କରିଥିବା ପ୍ରଥମ ତାଲିକାରେ ତାଙ୍କ ନାଁ ନାହିଁ। ୧୦ ଜଣିଆ ଲୋକସଭା ପ୍ରାର୍ଥୀ କି ଶହେ ଜଣିଆ ବିଧାନସଭା ପ୍ରାର୍ଥୀ…

ରାଜ୍ୟରେ ବିଜେପି ପାଇଁ କିଏ ନିର୍ଣ୍ଣୟ କରିବେ ପ୍ରାର୍ଥୀ, ହାଇକମାଣ୍ଡ ନା ଧର୍ମେନ୍ଦ୍ର ?

ବଢୁଛି ପୁରୁଣା ନୂଆ ବିଜେପି ବିବାଦ । ବିଶେଷ କରି ଯାଜପୁର ଜିଲ୍ଲାରେ ବିବାଦ ତେଜିବାରେ ଲାଗିଛି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରୀରେ ଜବାବ ମାଗୁଛି ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ବରୀ ବିଧାନସଭା ଆସନ ପାଇଁ ବିଶ୍ୱ ରଂଜନ ମଲ୍ଲିକ ଙ୍କର ନାମ ଘୋଷଣା କରିଥିଲେ । ବିଜେପିର…

ମଧ୍ୟପ୍ରଦେଶ ନିର୍ବାଚନ ଦାୟିତ୍ବରୁ ହଟିଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର (କେନ୍ୟୁଜ୍) : ମଧ୍ୟପ୍ରଦେଶ ବିଜେପି ନିର୍ବାଚନ ଦାୟିତ୍ୱରୁ ହଟିଲେ ଧର୍ମେନ୍ଦ୍ର ପ୍ରଧାନ । ନିକଟରେ ମଧ୍ୟପ୍ରଦେଶରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ବେଳେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶ ବିଜେପିର ପ୍ରଭାରୀ ଭାବେ କାର‌୍ୟ୍ୟ ତୁଲାଇଥିଲେ । ହେଲେ ଲଗାତର ତିନି ଥର ଧରି ସରକାର…

ଉଜ୍ଜ୍ୱଳାରୁ ଅନ୍ଧାର କେତେ, ଆଲୋକ କେତେ ? ମୁହାମୁହିଁ ସୂର୍ଯ୍ୟ ପାତ୍ର ଓ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ଉଜ୍ଜ୍ୱଳା ଯୋଜନାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ମୁହାଁ ମୁହିଁ ।  ରାଜ୍ୟରେ ଉଜ୍ଜ୍ୱଳା ଯୋଜନା ବିଫଳ । କେନ୍ଦ୍ର ସରକାର ରିହାତି ଯୋଗାଇ ଦିଅନ୍ତୁ । ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି…

ପାଲଲହଡ଼ାରୁ ବିଜେପି ପ୍ରାର୍ଥୀ କିଏ ? ମୁଣ୍ଡୁରିବେଡ଼ା ସ୍କୁଲ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ଆଗାମୀ ବିଧାନସଭା ନିର୍ବାଚନରେ ପାଲଲହଡ଼ାରୁ ବିଜେପି ପ୍ରାର୍ଥୀ କିଏ ହେବେ? ପାଲଲହଡ଼ାରୁ ଲଢ଼ିବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ? ପାଲଲହଡ଼ାର ମୁଣ୍ଡୁରିବେଡ଼ା ସ୍କୁଲ ଶତବାର୍ଷିକୀ ସମାରୋହରେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଏବେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଏଥିରେ ଉଦବୋଧନ…