କୁକୁର କାମୁଡାରେ ଚାଲିଗଲା ନାବାଳିକାଙ୍କ ଜୀବନ, ଗାଁରେ ଭୟର ବାତାବରଣ
କାମାକ୍ଷାନଗର(କେନ୍ୟୁଜ): କୁକୁର କାମୁଡାରେ ଚାଲିଗଲା ନାବାଳିକାର ଜୀବନ। ଘଟଣା ପରେ ଭୟଭିତ ଗ୍ରାମବାସୀ । ଏକ ପ୍ରକାର ଭୟରେ ବାତାବରଣ ଦେଖାଦେଇଛି ସମଗ୍ର ଗାଁରେ । ଛୋଟ ଛୁଆଠୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ମେଡିକାଲ ଗଲେ ବି ମିଳୁନି ଉପଯୁକ୍ତ…