Browsing Tag

donald trump

ବାଇଡେନଙ୍କ ଠାରୁ ହାର ସ୍ବୀକାର କରିବା ପାଇଁ ଟ୍ରମ୍ପଙ୍କୁ ପରାମର୍ଶ ଦେଲେ ମେଲେନିଆ, ଜାଣନ୍ତୁ କାହିଁକି

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ତ୍ରୀ ଫାଷ୍ଟ ଲେଡି ମେଲେନିଆ ଟ୍ରମ୍ପ ମଧ୍ୟ ଚାହୁଁଛନ୍ତି ଯେ ସେ ତାଙ୍କ ସ୍ୱାମୀ ନିଜ ହାରକୁ ସ୍ବୀକାର କରି ନିଅନ୍ତୁ। ତେବେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କ ଠାରୁ ହାର ସ୍ବୀକାର କରିବା ପାଇଁ ମେଲେନିଆ ଟ୍ରମ୍ପଙ୍କୁ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ମେଲେନିଆ, ହ୍ଵାଇଟ୍‌ ହାଉସ୍‌ରୁ ବାହାରିବା ପରେ ହିଁ ଭାଙ୍ଗିବେ ସବୁ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଆଉ ଏକ ବଡ଼ ଝଟ୍‌କା। ଗୋଟେ ପଟେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ନିର୍ବାଚନର ପରାଜୟ ବରଣ କରିଥିବା ବେଳେ ଅନ୍ୟପଟେ ତାଙ୍କ ଦାମ୍ପତ୍ୟ ଜୀବନ ମଧ୍ୟ ଏବେ ବିପଦରେ। ପତ୍ନୀ ମେଲେନିଆ ଏବେ ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି। ମେଲେନିଆ ଟ୍ରମ୍ପଙ୍କ ସହ ୧୫ ବର୍ଷର ସମ୍ପର୍କ…

ଟ୍ରମ୍ପ ଓ ପୁଟିନଙ୍କ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇପାରେ ୨୦୨୦, ନିଜ ଲୋକ ହିଁ ନେଇପାରନ୍ତି ଜୀବନ

ସମସ୍ତେ ନିଜ ଭବିଷ୍ୟତ ଜାଣିବାକୁ ଇଚ୍ଛୁକ ଥାଆନ୍ତି। ଏଣୁ ଯିଏ ବି ଭବିଷ୍ୟବାଣୀ ଦିଅନ୍ତି ତାଙ୍କ ନିକଟକୁ ଯାଇ ନିଜ ଆଗାମୀବର୍ଷ ଗୁଡ଼ିକ ବିଷୟରେ ପଚାରିବୁଝିଥାଆନ୍ତି। ଏଣୁ ଭବିଷ୍ୟବାଣୀ କରୁଥିବା ଲୋକଙ୍କୁ ସମସ୍ତେ ଅଧିକ ସମ୍ମାନ ଦେଇଥାନ୍ତି। ଦୁନିଆ ବିଷୟରେ ଭବିଷ୍ୟବାଣୀ କରୁଥିବା ସେଭଳି ଜଣେ…

ଡୋନାଲ୍ଡ ଟ୍ରମ୍ପ ସମର୍ଥକ ଗ୍ରୁପ ‘ଷ୍ଟପ ଦ ଷ୍ଟିଲ’କୁ ବ୍ୟାନ କଲା ଫେସବୁକ

ରାଷ୍ଟ୍ରପତି ନିର୍ବାଚନ ଗଣନାକୁ ବିରୋଧ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ବ୍ୟବହାର କରୁଥିବା 'ଷ୍ଟପ ଦ ଷ୍ଟିଲ' ନାମକ ଏକ ଗ୍ରୁପ ଉପରେ ଫେସବୁକ ପ୍ରତିବନ୍ଧକ ଲଗାଇଛି । ଗୋଷ୍ଠୀର କିଛି ସଦସ୍ୟ ଏଥିରେ ହିଂସା ବିଷୟରେ କହିଥିବାବେଳେ ଅନେକେ ମିଥ୍ୟା ଦାବି କରିଛନ୍ତି ଯେ…

ଜାରି ରହିଛି ହ୍ଵାଇଟ ହାଉସ ସସ୍‌ପେନ୍ସ: ଇଲେକ୍ଟୋରାଲ ଭୋଟରେ ଆଗରେ ବାଇଡେନ୍, ଏବେବି ବାକି ଅଛି କିଛି ରାଜ୍ୟର ଭୋଟ୍…

ଆମେରିକା: ଅନ୍ତ ହେଉନି ଆମେରିକାବାସୀଙ୍କ ଅପେକ୍ଷା। ବଢି ଚାଲିଛି ବିଶ୍ୱବାସୀଙ୍କ ଉତ୍କଣ୍ଠା । ଜାରି ରହିଛି ହ୍ଵାଇଟ ହାଉସ ସସ୍‌ପେନ୍ସ । ୪-୫ଟି ରାଜ୍ୟର ଗଣତି କଣ୍ଟାରେ ଝୁଲୁଛି ଟ୍ରମ୍ପ-ବାଇଡେନ୍‌ଙ୍କ ଭାଗ୍ୟ । ବର୍ତ୍ତମାନ ଇଲେକ୍ଟୋରାଲ ଭୋଟରେ ଆଗରେ ଅଛନ୍ତି ବାଇଡେନ୍‌ । କିନ୍ତୁ ଟ୍ରମ୍ପ…

ନିର୍ବାଚନ ଗଣତି ମଧ୍ୟରେ ଟ୍ରମ୍ପଙ୍କ ଟ୍ୱିଟକୁ ଡିଲିଟ କଲା ଟ୍ୱିଟର, ଟ୍ୱିଟରରେ କରିଥିଲେ ଏମିତି ପୋଷ୍ଟ

ବିଶ୍ୱର ବୃହତ୍ତମ ଶକ୍ତି ମଧ୍ୟରେ ଅନ୍ୟତମ ଆମେରିକାର ସତ୍ତା କାହା ପାଖରେ ରହିବ ତାହା ସ୍ଥିର କରିବାକୁ ଆମେରିକାର ନାଗରିକମାନେ ମତଦାନ କରିଥିଲେ । କରୋନା ମହାମାରୀ ସଙ୍କଟ ମଧ୍ୟରେ ଆମେରିକାର 46 ତମ ରାଷ୍ଟ୍ରପତି ଚୟନ କରିବାକୁ ଏହି ମତଦାନ ହୋଇଛି । ଏହି ନିର୍ବାଚନ ଯୁଦ୍ଧରେ ଡେମୋକ୍ରାଟିକ୍…

ଏମିତି ହୁଏ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ, ସବୁବେଳେ ଏହି ତାରିଖରେ ହୁଏ ଭୋଟ୍‌ଦାନ

ଚାଲିଛି ଆମେରିକା ରାଷ୍ଟ୍ରପତିଙ୍କ ଭାଗ୍ୟର ଗଣତି। କେଉଁ ମୁହୂର୍ତ୍ତରେ ବି ଫଳାଫଳ ପ୍ରକାଶ ପାଇପାରେ। ବର୍ତ୍ତମାନର ଗଣତିରେ ଡୋନାଲ୍ଟ ଟ୍ରମ୍ପଙ୍କ ଠାରୁ ବହୁ ଆଗରେ ଅଛନ୍ତି ଦ୍ୱିତୀୟ ପ୍ରମୁଖ ପାର୍ଟି ଡେମୋକ୍ରାଟ୍ସର ଜୋ ବାଇଡେନ୍‌। ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଆଠ ବର୍ଷ…

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ସପ୍ତାହେ, ଚାଲିଛି ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ

ଆଉ ସପ୍ତାହେ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଏହା ପୂର୍ବରୁ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଠ ଟ୍ରମ୍ପ ଓ ଜୋ ବିଡେନ୍‌ଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । ଜୋ ବିଡେନ୍‌ କହିଛନ୍ତି, ଆମେ କରୋନାକୁ ହରାଇ ପାରିବୁ । ଆମେ ଆମେରିକୀୟ ହାରିବୁନି, ଏକାଠି ହୋଇ ଭାଇରସ୍‌କୁ…

ପ୍ରେସିଡେନ୍ସିଆଲ ଡ଼ିବେଟରେ ଜଳବାୟୁ ପରିବର୍ତ୍ତନ ପାଇଁ ଭାରତକୁ ଦୋଷ ଦେଲେ ଟ୍ରମ୍ପ

ପୁଣି ଥରେ ଭାରତକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । ଶୁକ୍ରବାର ଆୟୋଜିତ ହୋଇଥିବା ପ୍ରେସିଡେନ୍ସିଆଲ ଡ଼ିବେଟରେ ଜଳବାୟୁ ପରିବର୍ତ୍ତନକୁ ନେଇ ଭାରତର ପ୍ରୟାସ ଉପରେ ପ୍ରଶ୍ନ ଉଠାଇଛନ୍ତି ଟ୍ରମ୍ଫ । ଏହା ମଧ୍ୟ କହିଛନ୍ତିକି, ଜଳବାୟୁ ପରିବର୍ତ୍ତନ ବିରୋଧୀ…

ମାସ୍କକୁ ବେକାର କହି ବିବାଦରେ ଟ୍ରମ୍ପଙ୍କ ପରାମର୍ଶଦାତା, ଟ୍ୱିଟର ହଟାଇଦେଲା ତାଙ୍କ ଟ୍ୱିଟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟ୍ୱିଟର ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଚାଲିଛି । କରୋନାକାଳରେ ଭୁଲ ଏବଂ ବିଭ୍ରାନ୍ତିକର ତଥ୍ୟ ହେତୁ ଟ୍ୱିଟର ଟ୍ରମ୍ପଙ୍କ ଅନେକ ଟ୍ୱିଟକୁ ଡିଲିଟ କରିଦେଇଛି । ବର୍ତ୍ତମାନ ଟ୍ୱିଟର ଟ୍ରମ୍ପଙ୍କ ପରାମର୍ଶଦାତାଙ୍କ ଟ୍ୱିଟକୁ ଡିଲିଟ କରିଦେଇଛି।…

ଦିନରାତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୂଜା କରୁଥିବା ବୁସା କୃଷ୍ଣାଙ୍କ ହୃଦଘାତରେ ପରଲୋକ, ଗାଁରେ ସ୍ଥାପନ କରିଥିଲେ ୬ ଫୁଟ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୂଜା କରୁଥିବା ବୁସା କୃଷ୍ଣାଙ୍କ ହୃଦଘାତରେ ପରଲୋକ ଘଟିଛି। ଟ୍ରମ୍ପଙ୍କର ବଡ଼ ପ୍ରଶଂସକ ଥିବା କୃଷ୍ଣା ଗତବର୍ଷ ହିଁ ନିଜ ଗାଁ ତେଲେଙ୍ଗାନାର ମେଦକରେ ତାଙ୍କର ଏକ ୬ ଫୁଟ ଉଚ୍ଚତାର ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ଏବଂ ସେ ଟ୍ରମ୍ପଙ୍କର ପୂଜା…

ମୁଁ ସମ୍ପୂର୍ଣ୍ଣ ସୁସ୍ଥ, ଟିକା ସୃଷ୍ଟି କରିବାରେ ଦାନ କରିବି ପ୍ଲାଜମା: ଟ୍ରମ୍ପ

ଆମେରିକା: କରୋନା ରୋଗରେ ଆକ୍ରାନ୍ତ ପରେ ଟ୍ରମ୍ପଙ୍କ ପ୍ରଥମ ସାକ୍ଷାତକାର । ସାକ୍ଷାତାକାରରେ ସେ କହିଛନ୍ତି ମୁଁ ସମ୍ପୂର୍ଣ୍ଣ ସୁସ୍ଥ । ଏବେ ଆଉ ଔଷଧ ଖାଉନି । ମୋତ ଯଦି ପଚରାଯାଏ, ଟିକା ସୃଷ୍ଟି କରିବାରେ ପ୍ଲାଜମା ଦାନ କରିବେ ବୋଲି ସେ କହିଛନ୍ତି । ଟ୍ରମ୍ପ କରୋନା ପଜିଟିଭ ଆସିବା ପରେ ତାଙ୍କ…