Browsing Tag

drowning death

ପୋଖରୀରେ ବୁଡି ଉଭୟ ବାପ-ଝିଅ ମୃତ

ନୂଆପଡ଼ା(କେନ୍ୟୁଜ୍‌) :  ନୂଆପଡ଼ା ଏନଏସି ଅନ୍ତର୍ଗତ ସାଲେଭଟା ଗାଁରେ ଘଟିଛି ଏକ ଅଘଟଣ । ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଉଭୟ ବାପା ଓ ୫ବର୍ଷର ଝିଅ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ପାଣିରେ ବୁଡିଯାଉଥିବା ଝିଅକୁ ଉଦ୍ଧାର କରିବାକୁ ଯାଇ ବାପାର ମୃତ୍ୟୁ ଘଟିଛି । ମୃତକ…

ମାଲକାନଗିରି: ଗାଁ ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ମାଲକାନଗିରି(କେ ନ୍ୟୁଜ): ଗାଁ ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ଭଳି ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମର ଦେବା ମାଡକାମିର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ ଉଭୟ ଖେଳୁଥିବା ବେଳେ ଘର…

କେନ୍ଦୁଝର: ଖେଳୁ ଖେଳୁ ପୋଖରୀରେ ପଡ଼ିଗଲେ ଦୁଇ କୁନି ଭଉଣୀ, ଚାଲିଗଲା ଉଭୟଙ୍କ ଜୀବନ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ମୁଣ୍ଡା ସାହି ପୋଖରୀରେ ବୁଡି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଘରେ କୌଣସି ପରିବାର ସଦସ୍ୟ ନଥିଲା ବେଳେ ଘର ନିକଟସ୍ଥ ପୋଖରୀକୁ ଦୁଇ ଶିଶୁ କନ୍ୟା ଚାଲି ଯାଇଥିଲେ। ପରିବାର ଲୋକେ କାମରୁ ଫେରି…

ଆନନ୍ଦପୁର : କେନାଲରେ ବୁଡ଼ି ଯୁବକର ମୃତ୍ୟୁ

ଆନନ୍ଦପୁର : କେନ୍ଦୁଝର ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଧୀନସ୍ଥ ଶାଳବଣିଆଁ ଶାଖା କେନାଲର ଅଣା ଛକ ନିକଟରେ ଜଣେ ଯୁବକ ବୁଡିଯାଇ ମୃତୁ୍ୟବରଣ କରିଛନ୍ତି । ମୃତ ଯୁବକ ଜଣକ ନିସଙ୍ଗପୁର ଗାଁର ମଙ୍ଗୁଳି ଯେନାଙ୍କ ପୁଅ ଈଶ୍ୱର ଯେନା ବୋଲି ଜଣାପଡିଛି । ଆଜି ଦିନ ୧୧ଟା ବେଳେ ସେ କେନାଲରେ ଗାଧୋଇବା…

କଟକଣା ସତ୍ତ୍ୱେ ପାଣି ଭାର ନେବା ପଡିଲା ମହଙ୍ଗା: ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ

ଜଳେଶ୍ବର(କେନ୍ଯୁଜ୍): ନଦୀରେ ବୁଡି ନାବାଳକ ନିଖୋଜ । ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ ଅଛନ୍ତି । କରୋନା କଟକଣା ସତ୍ତ୍ୱେ ନାବାଳକ ଜଣକ ପାଣି ଭାର ନେଇ ନଦୀରେ ବୁଡ ପକାଇବାକୁ ଯାଇଥିଲେ । ଅଗ୍ନିଶମବାହିନୀ ପହଂଚି ଖୋଜାଖୋଜି କରୁଛନ୍ତି ।…

କେନ୍ଦୁଝର: ନଦୀରେ ବୁଡି ୩ବର୍ଷର ଶିଶୁ କନ୍ୟା ମୃତ

କେନ୍ଦୁଝର: ନଦୀରେ ବୁଡି ୩ବର୍ଷର ଶିଶୁ କନ୍ୟା ମୃତ । ମୃତକ କେନ୍ଦୁଝର ଜିଲ୍ଲା ବଲାଣୀ ଥାନା ଚମ୍ପୁଆ ବସ୍ତିର ଗଙ୍ଗାଧର ମୁଣ୍ଡାଙ୍କ ଝିଅ ସୁନିଆ ମୁଣ୍ଡା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପରିବାରର ଅନୁପସ୍ଥିତିରେ ଶିଶୁ କନ୍ୟା ଘରଠାରୁ ଅଳ୍ପ ଦୂରରେ…

ଖୋର୍ଦ୍ଧା: ବାଣପୁର ଖଇରାପଲି ଗ୍ରାମରେ ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ

ଟାଙ୍ଗି(କେନ୍ୟୁଜ୍):  ପାଣିରେ ବୁଡି ୧୫ ବର୍ଷ ନାବାଳକର ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଖଇରାପଲି ଗ୍ରାମରେ। ମିଳିଥିବା ସୂଚନା ମୁତାବକ ଗ୍ରାମର ସହଦେଵ ଶବରଙ୍କ ପୁଅ ପ୍ରଦୀପ ଶବର (୧୫)  ମାଉସୀ ଘର ଖୋର୍ଦ୍ଧା…

ଭଦ୍ରକ: କୁନି ଭାଇ ପାଇଁ ଜୀବନ ଦେଲା ୧୦ ବର୍ଷୀୟା ଭଉଣୀ, ନଦୀରେ ବୁଡ଼ି ଏକା ସଙ୍ଗେ ଚାଲିଗଲା ଜୀବନ

ଭଦ୍ରକ(କେନ୍ୟୁଜ୍):  ନଦୀରେ ବୁଡି ଭାଇ ଭଉଣୀଙ୍କ ସଲିଳ ସମାଧି  । ଭାଇକୁ ବଞ୍ଚାଇବାକୁ  ଯାଇ ଚାଲିଗଲା ଭଉଣୀର ଜୀବନ । ଉଭୟ ଭାଇ ଭଉଣୀ ସାଥି ହୋଇ ଚାଲିଗଲେ ଆରପାରିକୁ। ଏମିତି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡ଼ା ପଞ୍ଚାୟତର ଗୌରଙ୍ଗପୁର ଗାଁରେ । ସୂଚନାଯୋଗ୍ୟ ଯେ ଗାଁର…

କେଉଁଝର : ପୋଖରୀରେ ବୁଡ଼ି ଇଂଜିନିୟରିଂ ଛାତ୍ର ମୃତ

କେଉଁଝର(କେନ୍ୟୁଜ୍‌) :  ଟାଉନ ଥାନା ଅନ୍ତର୍ଗତ ଜମୁନାଳିଆ ନିକଟସ୍ଥ ଏକ ପୋଖରୀରେ ଘଟିଛି ଅଘଟଣ । ଉକ୍ତ ପୋଖରୀରେ ବୁଡ଼ି ସ୍ଥାନୀୟ ସରକାରୀ ଇଂଜିନିୟରିଂ ମହାବିଦ୍ୟାଳୟର ଛାତ୍ରଙ୍କର ମୃତ୍ୟୁ ହୋଇଛି । ଛାତ୍ର ହେଲେ ଶାସ୍ୱତ ମହାପାତ୍ର । ସେ ସ୍ଥାନୀୟ ସରାକାରୀ ଇଂଜିନିୟରିଂ କଲେଜର ଦ୍ୱିତୀୟ ବର୍ଷ…

ସୋନପୁର: ହୋଲି ଖେଳିସାରି ଗାଧୋଇବା ବେଳେ ନଦୀରେ ଭାସିଯାଇ ବିଡ଼ିଓଙ୍କ ପୁଅ ମୃତ

ସୋନପୁର(କେନ୍ୟୁଜ୍):  ହେଲିରେ ଅଘଟଣ। ନଦୀରେ ବୁଡ଼ି ୧୬ ବର୍ଷ  ନାବାଳକର ମୃତ୍ୟୁ।  ଘଟଣା ଘଟିଛି ସୋନପୁର ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ ସୋନୁପର ରହୁଥିବା ବିଡ଼ିଓ  ଯୁଧିଷ୍ଠିର ମେହେରଙ୍କ ପୁଅ ସୁମିତ ମେହେର ହୋଲି ଖେଳିସାରିବା ପରେ ସାଙ୍ଗମାନଙ୍କ ସହ ମହାନଦୀ ସେତୁ ଘାଟକୁ ଗାଧୋଇବାକୁ…

ଯାଜପୁର: ଖରସ୍ରୋତା ନଦୀରେ ଗାଧୋଇବା ହେଲା କାଳ, ନଦୀରେ ବୁଡି ଦୁଇ ଭାଇଙ୍କ ସଲୀଳ ସମାଧି

ଯାଜପୁର (କେନ୍ୟୁଜ): ଗାଧୋଇବା ବେଳେ ଖରସ୍ରୋତା ନଦୀରେ ବୁଡି ଗଲେ ଦୁଇ ଭାଇ। ଓଡ୍ରାଫ ଟିମ ସାହାଯ୍ୟରେ ଉଭୟଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି  ଯାଜପୁର ବ୍ଲକ ବେରୁଦା ପଞ୍ଚାୟତ ଚିନ୍ତାପଲି…

ମାଲକାନଗିରି ତାରଲାକଟା-C କଲୋନୀ ଗାଁରେ ଅଭାବନୀୟ ଘଟଣା, ପୋଖରୀରେ ବୁଡ଼ି ୨ଶିଶୁ ପୁତ୍ର ଏବଂ ଶିଶୁ କନ୍ୟାଙ୍କ ମୃତ୍ୟୁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ତାରଲାକଟା-C କଲୋନୀ ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଦୁଇ ଶିଶୁ ପୁତ୍ର ଏବଂ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ବୟସ ୭ରୁ ୮ ବର୍ଷ ହେବ। ମୃତ ଶିଶୁ ପୁତ୍ର ହେଲେ ମେଘ ଖରା ଓ ଶିଶୁ କନ୍ୟା ରଞ୍ଜତା ଗଲରି । ସାଙ୍ଗ…