Browsing Tag

election 2019

ଆରମ୍ଭ ହେଲା ଭୋଟ୍ ଗଣତି : ଗଣା ଚାଲିଛି ଦେଶର ଭାଗ୍ୟ

ଆରମ୍ଭ ହୋଇଛି ଭୋଟ ଗଣତି । ଖୋଲୁଛି ରାଜନେତାଙ୍କ ଭାଗ୍ୟ। ଦେଶବାସୀଙ୍କ ନଜର କଣ ହେବ ପରିଣତି। ରାଜ୍ୟରେ ୨୧ଟି ଲୋକସଭା ଆସନ ଓ ୧୪୬ ବିଧାନସଭା ଆସନର କାଉଣ୍ଟିଂ ପାଇଁ ସମୁଦାୟ ୬୩ଟି ଭୋଟ ଗଣତି କେନ୍ଦ୍ର କରାଯାଇଛି । ଗୋଟିଏ ଭୋଟ ଗଣତି କେନ୍ଦ୍ରରେ ରହିଛି ୩ଟି କାଉଣ୍ଟିଂ ହଲ୍ । ଗୋଟିଏ ଲେଖାଏଁ…

ରାଜଧାନୀର ଏହି ସ୍ଥାନ ଗୁଡିକରେ ଏଲଇଡି ଜରିଆରେ ହେଉଛି ଲାଇଭ ମତଗଣନା , ଜାଣନ୍ତୁ କେଉଁଠି ?

ଭୁବନେଶ୍ବର(କେନ୍ଯୁଜ୍) : ଆରମ୍ଭ ହୋଇଛି ଭୋଟ ଗଣତି ବଢ଼ିଛି ରାଜନେତାଙ୍କ ହୃତସ୍ପନ୍ଦନ । ସାଧାରଣ ନିର୍ବାଚନର ଭୋଟ୍ ଗଣତି ହେବାକୁ ଥିବାବେଳେ ଏହାକୁ ଯେପରି ରାଜଧାନୀବାସୀ ବିଭିନ୍ନ ସ୍ଥାନରେ ଦେଖିପାରିବେ ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ବିଡିଏ ପକ୍ଷରୁ ବ୍ୟାପକ ବ୍ୟବସ୍ଥା…

ଆଉ କିଛି ସମୟରେ ପରେ ହେବ ଫଇସଲା ,କଣ ହେବ ଓଡିଶାର ଭବିଷ୍ଯତ ?

ଭୁବନେଶ୍ବର(କେନ୍ଯୁଜ୍) :ବିଭିନ୍ନ ସଂସ୍ଥା ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ଓଡ଼ିଶାରେ ଅଧିକ ଲୋକସଭା ଆସନ ପାଇବ ବିଜେଡି । ତେବେ ୨୦୧୪ ତୁଳନାରେ କମିପାରେ ସଂଖ୍ୟା । ଫାଇଦାରେ ରହିବ ବିଜେପି । କଂଗ୍ରେସ ପୁଣି ନିରାଶ ହେବାକୁ ପଡ଼ିବ । ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ NEWS 18-IPSOSର…

ଇଭିଏମ ଖୋଲିବ ନେତାଙ୍କ ଭାଗ୍ୟ, ସରିଲା କାଉଣ୍ଟଡାଉନ ଏବେ ଆରମ୍ଭ କାଉଣ୍ଟିଂ

ଆଉ ମାତ୍ର କିଛି ସେକେଣ୍ଡର ଅପେକ୍ଷାର ଅପେକ୍ଷା। ସ୍ପଷ୍ଟ ହୋଇଯିବ କିଏ ଗଢିବ ସରକାର। ଜଣା ପଡିବ ନବୀନ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ କି? ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବେ କିି? ଏନ୍‌ଡିଏକୁ ବହୁମତ ମିଳିବ? ନା ଏକ ଝୁଲା ସରକାର ଗଠନ ପାଇଁ ଆସିବ ମତ? ଉତ୍ତରପ୍ରଦେଶରେ ମହାମେଣ୍ଟର ଭାଗ୍ୟ କଣ…

ସାରା ଦେଶରେ ଚାଲିଛି ଗୋଟିଏ ଚର୍ଚ୍ଚା, ଉତ୍କଣ୍ଠାରେ ଜନସାଧାରଣ ନେତାଙ୍କ ବଢୁଛି ହୃତସ୍ପନ୍ଦନ

ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିବେ କି? ଏକଜିଟ ପୋଲ କହୁଛି, ନବୀନ ପୁଣି କ୍ଷମତାକୁ ଫେରିବେ। କିନ୍ତୁ ଏକଜିଟ ରେଜଲ୍ଟକୁ ସମସ୍ତଙ୍କ ଅପେକ୍ଷା। ଏହାସହ ଫଳାଫଳକୁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଉତ୍କଣ୍ଠା ବଢିଛି। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ କି ନବୀନ। କାଲି…

ଜ୍ୟୋତିଷଙ୍କ ଏକଜିଟ୍ ପୋଲିଂ: ଜାଣନ୍ତୁ କଣ କହୁଛି ନେତାଙ୍କ ଭାଗ୍ୟରେଖା

ନୂଆଦିଲ୍ଲୀ : ଦେଶରେ ସରକାର ଗଠନ ହେବାର ପ୍ରକ୍ରିୟା ପାଖାପାଖି ଅନ୍ତିମ ଚରଣରେ ପହଞ୍ଚି ସରିଛି। ନିର୍ବାଚନୀ ଜ୍ୟୋତିଷମାନେ ଏନେଇ ବିଭିନ୍ନ ଆକଳନ କରିବାକୁ ଲାଗିଛନ୍ତି। ବିଭିନ୍ନ ଏକଜିଟ ପୋଲରେ ଯେତେବେଳେ ମୋଦି ସରକାର ଜିତିବେ ବୋଲି କୁହାଯାଉଛି ଦେଶର କିଛି ମୁଖ୍ୟ ପଣ୍ଡିତ କରିଛନ୍ତି ଭିନ୍ନ…

ବିରୋଧୀଙ୍କୁ ନିର୍ବାଚନ କମିସନରୁ ବଡ଼ ଝଟକା : ଇଭିଏମ-ଭିଭିପାଟ ସ୍ଲିପ ଟାଲି ନେଇ ହେବନି କୌଣସି ପରିବର୍ତ୍ତନ ଆଗୁଆ

ଇଭିଏମ- ଭିଭିପାଟ ସ୍ଲିପ ଟାଲି ପ୍ରସଙ୍ଗରେ ବିରୋଧୀଙ୍କୁ ଝଟକା। ୫୦ପ୍ରତିଶତ ଇଭିଏମ ଓ ଭିଭିପାଟ ସ୍ଲିପ ଟାଲି ନେଇ ବିରୋଧୀଙ୍କୁ ଦାବିକୁ ଅଗ୍ରାହ୍ୟ କରିଦେଇଛନ୍ତି ନିର୍ବାଚନ କମିସନ। ଦୀର୍ଘ ସମୟ ଧରି ଆଲୋଚନା ପରେ ଇଭିଏମ ଓ ଭିଭିପାଟ ସ୍ଲିପ ଟାଲି ନେଇ କମିସନଙ୍କ ନିଷ୍ପତ୍ତିରେ କୌଣସି…

“୬୩ଟି କେନ୍ଦ୍ରରେ ସକାଳ ୮ଟାରୁ ଗଣନା, ନିଯୁକ୍ତ ହେବେ ୬୭୦୦ କର୍ମଚାରୀ” ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

୪୮ ଘଣ୍ଟାରୁ କମ୍ ସମୟ ରହିଲା। ୨୩ ତାରିଖ ରେଜଲ୍ଟ ଡେ। ରାଜ୍ୟର ୨୧ଟି ଲୋକସଭା ଓ ୧୪୬ ବିଧାନସଭା ପାଇଁ ଭୋଟ ଗଣତି କରାଯିବ। ସକାଳ ୮ଟାରୁ ହେବ କାଉଣ୍ଟିଂ। ଏଥିପାଇଁ ରାଜ୍ୟରେ ୬୩ଟି ଗଣତି କେନ୍ଦ୍ର କରାଯାଇଛି। ଗୋଟିଏ କେନ୍ଦ୍ରରେ ୧୪ଟି ଟେବୁଲ୍ରେ ଭୋଟ ଗଣତି କରାଯିବ। ମୋଟ୍ ୨ ହଜାର ୫୦୦ଟି…

ବେଟିଂ ବଜାର ସରଗରମ, ବିଜେପି ଓ ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ନେଇ ଆକଳନ

ନୂଆଦିଲ୍ଲୀ : ମଝିରେ ଆଉ ଦିନଟିଏ । ଦେଶର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଲୋକମତ ଅନୁସାରେ । ଭୋଟ୍‌ ଗଣତି ହେବ ୨୩ ତରିଖ ଦିନ । ଏହା ପୂର୍ବରୁ ସବୁ ଗଣମାଧ୍ୟମ ଏକଜିଟ୍‌ ପୋଲ୍‌ କରି ସେମାନଙ୍କ ମତାମତ ଜାହିର କରି ସାରିଲେଣି । ପ୍ରାୟତଃ ସମସ୍ତେ ବିଜେପି ବା…

ପୁଣି ଓଡ଼ିଶା ସରକାରକୁ ଫେରିବ କି ବିଜେଡି ? ଜାଣନ୍ତୁ କଣ କହୁଛି ଜନମତ

କାହା ସପକ୍ଷରେ ଯିବ ଓଡ଼ିଶାର ଜନମତ । ପୁଣି ସରକାରକୁ ଫେରିବ କି ବିଜେଡି ? ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ କହୁଛି, ଓଡ଼ିଶାରେ ପୁଣି ଥରେ ବିଜେଡି ସରକାର କରିବ । ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ । ଦଳ ଦୃଢୋକ୍ତି ଦେଖାଇଛି, ଦୁଇ ତୃତୀୟାଂଶ ବହୁମତ ମିଳିବ । ରାଜ୍ୟରେ ସରକାର…

ଇଭିଏମର ସୁରକ୍ଷା ଓ ସମସ୍ୟା ଚିନ୍ତା : ଆଜି ନିର୍ବାଚନ କମିସନଙ୍କୁ ଭେଟିବେ ୨୨ଟି ବିରୋଧୀ ଦଳ

ଇଭିଏମର ସୁରକ୍ଷା ଓ ସମସ୍ୟା ନେଇ ଟିଡିପି ସମେତ ୨୨ଟି ବିରୋଧୀ ଦଳ ଆଜି ନିର୍ବାଚନ କମିସନଙ୍କୁ ଭେଟିବେ । ଏହାପୂର୍ବରୁ ଫେଡରାଲ ଫ୍ରଣ୍ଟ ଗଠନ ନେଇ ଜୋରଦାର କସରତ ଚଳାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ୟୁପିଏ ଅଧ୍ୟକ୍ଷା ସୋନିଆ…

ଏକଜିଟ୍‌ ପୋଲ ପରେ ଏନଡିଏ ଶିବିର ଉତ୍ସାହିତ ! ବିରୋଧୀଙ୍କ ମତ, ଏକଜିଟ୍‌ ନୁହେଁ ଏକଜାଟ୍‌ ରେଜଲ୍ଟ

ଏକଜିଟ ପୋଲ ଆକଳନ ଅନୁସାରେ ସରକାର ଗଢିବ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର। ବିଜେପି ପୂର୍ବରୁ ପୂର୍ଣ୍ଣ ବହୁମତ ନେଇ ଦାବି କରିଆସିଛି । ସହଯୋଗୀ ଦଳ ମଧ୍ୟ ନିଜ ରାଜ୍ୟରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ । ମେ ୨୩ରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ରାମ ମାଧବ।…