ଭୋଟ ଦେବ ହିମାଚଳ ପ୍ରଦେଶ : ୭୮୮୧ ମତଦାନ କେନ୍ଦ୍ରରେ ୫୬ ଲକ୍ଷ ମତଦାତା ଦେବେ ଭୋଟ୍
ନୂଆଦିଲ୍ଲୀ : ଆଜି ଭୋଟ ଦେବ ହିମାଚଳ । କଡ଼ା ସୁରକ୍ଷା ବଳୟରେ ସାରା ରାଜ୍ୟ । ସକାଳ ୮ଟାରୁ ସଂଧ୍ୟା ୫ଟା ଭିତରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ । ପାଖାପାଖି ୫୬ ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୬୮ଟି ଆସନରେ ୪୧୨ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ଦେବେ…