Browsing Tag

election

ରାଜନୀତି ରଣାଙ୍ଗନରେ ମାହାଙ୍ଗାର ଏହି ଦମ୍ପତି, ସ୍ତ୍ରୀ ଜିଲ୍ଲା ପାରିଷଦ ସ୍ବାମୀ ସମିତସଭ୍ୟ ପ୍ରାର୍ଥୀ ଭାବେ କରୁଛନ୍ତି…

ମାହାଙ୍ଗା(କେନ୍ୟୁଜ୍): ସବୁ ଆଡେ ଏବେ ପଞ୍ଚାୟତ ରାଜନୀତି ସରଗରମ । ନିଜ ନିଜ ସମର୍ଥକମାନଙ୍କୁ ନେଇ କଟକଣା ଭିତରେ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି।…

ନିର୍ବାଚନରେ ମାଗଣା ଉପହାର ବାଣ୍ଟୁଥିବା ନେତା ଓ ଦଳକୁ ବ୍ୟାନ୍‌ କରାଯାଉ, ସୁପ୍ରିମ୍‌କୋର୍ଟରେ ପିଟିସନ୍‌ ଦାଖଲ

ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ଉପହାର ବାଣ୍ଟୁଥିବା ରାଜନୈତିକ ଦଳର ମାନ୍ୟତା ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ପିଟିସନ୍‌। ଏହି ପିଟିସନ୍‌ରେ କୁହାଯାଇଛି ଯେ ରାଜନୈତିକ ଦଳଗୁଡ଼ିକ ସରକାରୀ ଅର୍ଥକୁ ବ୍ୟବହାର କରି ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଉପହାର…

ଏହି ଡକ୍ୟୁମେଣ୍ଟ ସାହାଯ୍ୟରେ ଏବେ ଭୋଟ ଦେବା ଖୁବ ସହଜ, ଜାଣନ୍ତୁ ଉପାୟ

ଆଗକୁ ଅସୁଛି ନିର୍ବାଚନ । ଯଦି ଏହି ସମୟରେ ଆପଣଙ୍କ ପାଖେ ଭୋଟର ଆଇଡି କାର୍ଡ ନାହିଁ ତେବେ ଆଦୈା ଚିନ୍ତା କରନ୍ତୁ ନାହିଁ । ଭୋଟ ଦେବା ପାଇଁ ଚାହୁଁଥିଲେ ଆମେ ଆଜି କହିବୁ ଏଥିପାଇଁ ସହଜ ଉପାୟ । ଯାହାଦ୍ୱାରା ଆପଣ ନିଜ ମନ ପସନ୍ଦ ପ୍ରାର୍ଥୀଙ୍କୁ ବାଛି ପାରିବେ । ଯଦି ଆପଣଙ୍କ ପାଖେ ଭୋଟର…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

ଭୁବନେଶ୍ବର(କେନ୍ଯୁଜ୍): ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଚୂଡ଼ାନ୍ତ ସଂରକ୍ଷଣ ତାଲିକା । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ୧୫ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ । ୭ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ।…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨: ଆଜି କମିସନଙ୍କ ହସ୍ତଗତ ହେବ ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ସଂଶୋଧିତ ଭୋଟର ତାଲିକା। ନିର୍ବାଚନ ପରିଚାଳନା ନେଇ ମାନୁଆଲ୍‌ ଏବଂ ଆବଶ୍ୟକ ସାମଗ୍ରୀ ମଧ୍ୟ ଜିଲ୍ଲାଗୁଡ଼ିକୁ ପଠାଯାଇଛି। ଆଜି କମିସନଙ୍କ ହସ୍ତଗତ ହେବ ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ସଂରକ୍ଷଣ…

ମହିଳା ପିନ୍ଧିବେ ମେୟର ମୁକୁଟ ! ୬୭ଟି ଆସନ ମଧ୍ୟରୁ ୩୪ଟି ଆସନରେ ମହିଳା ପ୍ରାର୍ଥୀ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତା ନିର୍ବାଚନରେ ବିଏମସି ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ମୋଟ ୬୭ଟି ଆସନ ମଧ୍ୟରୁ ୩୪ଟି ମହିଳାମାନେ ପ୍ରତିନିଧିତ୍ୱ କରିବେ। ଏହା ମଧ୍ୟରୁ ମେୟର ଆସନ ମଧ୍ୟ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ଜଣାପଡିଛି। ବିଏମସି ମହାନଗର ନିଗମ ହେବା ପରଠାରୁ…

ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ପ୍ରକ୍ରିୟା: ଆଜି ଜିଲ୍ଲାପରିଷଦ ସଭାପତିଙ୍କ ଚୂଡାନ୍ତ ତାଲିକା ପ୍ରଦାନ କରିବେ…

ଭୁବନେଶ୍ବର(କେନ୍ଯୁଜ୍):ପଞ୍ଚାୟତ ନିର୍ବାଚନ ଲାଗି ପଛୁଆ ବର୍ଗଙ୍କ ସଂରକ୍ଷଣ ନେଇ ଅକ୍‌ଟୋବର ୮ ତାରିଖରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଶେଷ ହୋଇଛି। ୱାର୍ଡସଭ୍ୟ, ସଭ୍ୟା, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟଙ୍କ ଚୂଡାନ୍ତ ତାଲିକା ପ୍ରଦାନ ସରିଛି। ଆଜି ଜିଲ୍ଲାପାଳମାନେ ଜିଲ୍ଲାପରିଷଦ…

ରାତି ପାହିଲେ ପିପିଲି ଉପନିର୍ବାଚନ, ବୁଥରେ ପହଞ୍ଚିଛନ୍ତି ପୋଲିଂ ପାର୍ଟି

ପିପିଲି (କେନ୍ୟୁଜ): ଆସନ୍ତାକାଲି ପିପିଲି ଉପନିର୍ବାଚନ । ଭୋଟର କରିବେ ନେତାଙ୍କ ଭାଗ୍ୟ ପରୀକ୍ଷା। ମତଦାନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବୁଥରେ ପହଞ୍ଚିଛନ୍ତି ପୋଲିଂ ପାର୍ଟି । ନିର୍ବାଚନ ମଣ୍ଡଳୀରେ ମୋଟ ୩୪୮ଟି ପୋଲିଂ ବୁଥ୍‌ ରହିଛି । ସେଭିତରୁ ୨୦୧ଟି ସମ୍ବେଦନଶୀଳ…

ଭୁବନେଶ୍ୱର କ୍ଲବ୍‌ ନିର୍ବାଚନକୁ ନେଇ ଏତେ ଚର୍ଚ୍ଚା କାହିଁକି, କଣ କେବଳ ଆଇଏଏସ୍ ଟକ୍କର ପାଇଁ ?

କ୍ଲବ୍‌ ରାଜନୀତି, କ୍ଲବ୍‌ ନିର୍ବାଚନ । ଏ ଖବର ଏବେ ଗଣମାଧ୍ୟମର ଶିରୋନାମା ପାଲଟିଲାଣି । ଆଗରୁ କେବଳ କର୍ମକର୍ତ୍ତା ନିର୍ବାଚନ ପରେ କୌଣସି ଖବରକାଗଜର ଭିତର ପୃଷ୍ଠାରେ ଗୋଟିଏ କୋଣରେ ଏ ଖବର ଦେଖିବାକୁ ମିଳୁଥିଲା । ହେଲେ ଏବେ କ୍ଲବ୍‌ ରାଜନୀତି କଲେଜ ଇଲେକସନ୍‌ର ହୋହଲ୍ଲାକୁ ବି ବଳି ଗଲାଣି ।…

ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର, ଶେଷ ପର୍ଯ୍ୟାୟରେ ଜମୁଛି ଲଢ଼େଇ

ପିପିଲି(କେନ୍ଯୁଜ୍):ପିପିଲି ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଶେଷ ପର୍ଯ୍ୟାୟରେ ପ୍ରଚାର ଲଢ଼େଇ ଜମୁଛି । ଗାଁକୁ ଗାଁ, ଘରକୁ ଘର ଯାଉଛନ୍ତି ପ୍ରାର୍ଥୀ । ହେଭିେଓ୍ଵଟ୍‌ ନେତା ବି ମୈଦାନରେ ଝାଳବୁହା ପ୍ରଚାର ଚଳାଇଛନ୍ତି । ଡେଲାଙ୍ଗର ଚାଇଁପୁର ପଞ୍ଚାୟତରେ ମାରାଥନ୍‌ ପ୍ରଚାର କରିଛନ୍ତି…

ଏଥର ପଞ୍ଚାୟତ ନିର୍ବାଚନରେ ବୁଥ୍‌ରେ ନୁହେଁ, ବ୍ଲକରେ ଗଣତି: ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର(କେନ୍ଯୁଜ୍): ବୁଥ୍‌ରେ ନୁହେଁ, ବ୍ଲକରେ ଗଣତି। ଏଥର ପଞ୍ଚାୟତ ନିର୍ବାଚନରେ ଭୋଟ ଗଣତି ବୁଥ୍‌ରେ ନୁହେଁ ବରଂ ବ୍ଲକ କାର୍ଯ୍ୟାଳୟରେ କରାଯିବ। ଏ ସଂକ୍ରାନ୍ତରେ ଆଇନରେ ସଂଶୋଧନ ପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା…

‘୧୦୦ ନେତାଙ୍କ ତାଲିକା ଧରି ବସିଛି ED, ଯାହାକୁ ଯେତେବେଳେ ଚାହିଁବ ନୋଟିସ୍‌ ପଠାଇବ’; ସରକାରଙ୍କୁ ଏମିତି ଟାର୍ଗେଟ କଲେ…

ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ସମେତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି, ଯାହାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି। ଆଲୋଚକଙ୍କ କହିବା ହେଲା, ସରକାର ପୁଣିଥରେ ଇଡି ଓ ସିବିଆଇ ଭଳି ସଂସ୍ଥାକୁ ନିଜ ରାଜନୈତିକ ବିରୋଧୀମାନଙ୍କ କ୍ଷେତ୍ରରେ ବ୍ୟବହାର କରିପାରନ୍ତି। ବରିଷ୍ଠ…