Browsing Tag

electricity

ମାତ୍ର ୨ ଡକ୍ୟୁମେଣ୍ଟରେ କରିପାରିବେ ବିଜୁଳି କନେକସନ୍‌, ବିଦ୍ୟୁତ ଉପଭୋକ୍ତାଙ୍କୁ ସରକାର ଦେବେ ନୂଆ ‘ପାଓ୍ଵାର’

ସାରା ଦେଶରେ ବିଜୁଳି ଉପଭୋକ୍ତାଙ୍କୁ ନୂଆ ପାଓ୍ଵାର ମିଳିବାକୁ ଯାଉଛି। ସରକାର ପ୍ରଥମ ଥର ବିଜୁଳି ଉପଭୋକ୍ତାଙ୍କ ଅଧିକାରୀଙ୍କ ପାଇଁ ନୂଆ ନିୟମ ପ୍ରସ୍ତୁତ କରିଛନ୍ତି। ସରକାରଙ୍କ କହିବାନୁଯାୟୀ ବିଜୁଳି ଉପଭୋକ୍ତାଙ୍କ କାରଣରୁ ହିଁ ପାଓ୍ଵାର ସେକ୍ଟର ରହିଛି। ଦେଶର ନାଗରିକଙ୍କୁ ବିଜୁଳି ଉପଲବ୍ଧ…

ଭାରତ ତିଆରି କଲା ବିଶ୍ୱର ସବୁଠାରୁ ବଡ଼ ସୌର ବୃକ୍ଷ, ବିନା ଖରାରେ ମଧ୍ୟ ଉତ୍ପନ କରିପାରିବ ବିଦ୍ୟୁତ

ନୂଆଦିଲ୍ଲୀ: ବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ(CSIR) ତା'ର ଦୁର୍ଗାପୁରସ୍ଥିତ ପ୍ରୟୋଗଶାଳାରେ ବିଶ୍ୱର ସବୁଠାରୁ ବଡ଼ ସୌର ବୃକ୍ଷ ପ୍ରସ୍ତୁତ କରିଛି। ଏହି ବୃକ୍ଷ ଏକ ଛୋଟିଆ ଗାଁର ବିଦ୍ୟୁତର ଜରୁରୀ ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ। ବୃକ୍ଷର ଖାସ କଥା ହେଉଛି, ଆକାଶରେ ଯଦି…

ବାଲେଶ୍ୱର : ଶେଷରେ ବିଜୁଳି ଆଲୁଅରେ ଝଲସିଲା ବଳରାମଗଡ଼ି ଗାଁ, ସ୍ୱାଧୀନତାର ୭୩ ବର୍ଷ ପରେ ଫିଟିଲା ଭାଗ୍ୟ

ବାଲେଶ୍ୱର (କେ ନ୍ୟୁଜ୍‌) : ଆଜିଠାରୁ ଗାଁରେ ଜଳିଲା ବିଜୁଳି ବତୀ । ହେଲେ ଏଥିପାଇଁ ଅପେକ୍ଷା କରିବାକୁ ପଡ଼ିଲା ବର୍ଷ ବର୍ଷ । ସ୍ଵାଧୀନତା ର ୭୩ ବର୍ଷ ପରେ ଗାଁରୁ ଦୂର ହେଲା ଅନ୍ଧାର । ବିଜୁଳି ଆଲୁଅ ପାଇ ଗ୍ରାମବାସୀଙ୍କ ମୁହଁ ରେଏବେ ହସର ଜୁଆର । ଖୁସିରେ ଗୋଡ଼ ତଳେ ଲାଗୁନାହିଁ ବଳରାମଗଡ଼ି…

ଲୋକଙ୍କୁ ଆଉ ଏକ ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର, ଛାଡ଼ ହୋଇପାରେ ବିଜୁଳି ବିଲ୍

ଖରାପ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ଭାରତ ପାଇଁ କରୋନା ଭାଇରସ ଅଭିଶାପ ସାବ୍ୟସ୍ତ ହୋଇଛି। ୨୧ ଦିନର ଲକଡାଉନ ଯୋଗୁ ଦେଶରେ ସମସ୍ତ ବେପାର ବାଣିଜ୍ୟ ଠପ୍ ହୋଇଯାଇଛି। କମ୍ପାନୀଗୁଡ଼ିକରେ ମାନ୍ଦାବସ୍ଥା ଲାଗିରହିଥିବା ବେଳେ ସାଧାରଣ ଜନତା ଚିନ୍ତାରେ ଅଛନ୍ତି। ଏଭଳି ସ୍ଥିତିରେ ସାଧାରଣ…

ଫନିର ମାସେ ପରେ ବି ସ୍ୱାଭାବିକ ହୋଇନି ପିପିଲିରେ ବିଦ୍ୟୁତ ବ୍ୟବସ୍ଥା, ହନ୍ତସନ୍ତ ହେଉଛନ୍ତି ବାସିନ୍ଦା

ପିପିଲି : ଫନିର ଏକ ମାସ ପରେ ବି ପିପିଲିରେ ସ୍ୱାଭାବିକ ହୋଇପାରିନି ବିଦ୍ୟୁତ ବ୍ୟବସ୍ଥା । ଏବେ ବି ଶତକଡା ୮୦ଭାଗ ଗ୍ରାମଞ୍ଚଳରେ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ଯେଉଁ କିଛି ଅଞ୍ଚଳରେ ବିଦ୍ୟୁତ ସେବା ପହଞ୍ଚିଛି ସେଠାରେ କେବଳ ରାତିରେ ବିଦ୍ୟୁତ ଦିଆଯାଉଛି । ସକାଳ ୭ଟାରୁ ରାତି ୮ଟା…

ଆଜିଠାରୁ ପୁରୀ ଓ କୋଣାର୍କ ସହରକୁ ଆରମ୍ଭ ହେବ ବିଦ୍ୟୁତ ଯୋଗାଣ

ପୁରୀ(କେନ୍ୟୁଜ୍): ଆଜିଠାରୁ ପୁରୀ ଓ କୋଣାର୍କ ସହରରେ ବିଦ୍ୟୁତ ସେବା ଯୋଗାଇବା କାମ ଆରମ୍ଭ ହେବ । ପୁରୀକୁ ଯାଇଥିବା ୨୨୦ କେଭି ଲାଇନରେ ୭୫ଟି ଟାୱାର କ୍ଷତି ଗ୍ରସ୍ତ ହୋଇଛି । ଏହାସହ ୧୩୨ କେଭି ଚନ୍ଦକା ପୁରୀ ଲାଇନରେ ୨୫ଟି ଟାୱାର କ୍ଷତିଗ୍ରସ୍ତ ହୋଇଛି । ଏହି ଲାଇନରେ ଏମ୍‌ଜେନ୍‌ସି ରିଷ୍ଟୋର…

ସ୍ୱାଭାବିକ ହେଉଛି ବିଜୁଳି ଓ ପାନୀୟ ଜଳ ଯୋଗାଣ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ

ବାତ୍ୟା ଫନିର ପ୍ରକୋପ ବିଶେଷ ଭାବେ ପଡ଼ିଛି ବିଦ୍ୟୁତ ସେବା ଉପରେ । ପୂରା ଭିତ୍ତିଭୂମିକୁ ଦୋହଲାଇ ଦେଇଛି। ଏବେ କ୍ଷତି ଭରଣା କରିବାକୁ ଚାଲିଛି ଜୋରଦାର ପ୍ରୟାସ । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ କାର୍ଯ୍ୟ ତ୍ୱରାନ୍ଵିତ କରାଯାଇଛି। ପୂର୍ବ ଦିନ ତୁଳନାରେ ସ୍ଥିତିରେ ସାମାନ୍ୟ ସୁଧାର…

ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ଗଣିଆରେ ଜନଅସନ୍ତୋଷ

ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ନୟାଗଡ ଜିଲ୍ଲା ଗଣିଆରେ ଅସନ୍ତୋଷ । ଗଣିଆ ବିଦ୍ୟୁତ ଅଫିସରେ ତାଲା ପକାଇଲେ ଆନ୍ଦୋଳନକାରୀ । ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିଲେ ମଧ୍ୟ ଦୁଇଦିନ ହେବ ଗଣିଆ ଅଞ୍ଚଳରେ ବିଦ୍ୟୁତ ନାହିଁ । ଫଳରେ ତାତିରେ ଅସ୍ତବ୍ୟସ୍ତ ହେଉଛନ୍ତି ଜନସାଧାରଣ ।

ଏବେ ବିଦ୍ୟୁତର ଚିନ୍ତା ଛାଡନ୍ତୁ, ଘରେ ଲଗାନ୍ତୁ ଏହି ଗଛ ଏବଂ ମାଗଣାରେ ପାଆନ୍ତୁ ଭରପୂର ବିଜୁଳି

ଏବେ ଆପଣ ଗଛ ଦ୍ବାରା ମଧ୍ୟ ବିଜୁଳି ସ୍ରୁଷ୍ଟି କରିପାରିବେ ଏବଂ ବିଜୁଳି ବିଲର ଟେନସନରୁ ରକ୍ଷା ପାଇପାରିବେ। ବର୍ତ୍ତମାନ ଆପଣ ଘରେ ଗଛ ଲଗାଇ ବିଦ୍ୟୁତ ଉତ୍ପାଦନ କରିପାରିବେ। ଏହି ସ୍ବତନ୍ତ୍ର ଗଛକୁ ସୋଲାର ଟ୍ରୀ ନାମରେ ନାମିତି କରାଯାଇଛି। ଏହି ଗଛକୁ ଘରେ ସବୁ ସ୍ତାନରେ ଲଗାଇ ବିଦ୍ୟୁତ…