Browsing Tag

encounter

ଭଦ୍ରକ:ଡକାୟତି ଉଦ୍ୟମ ବେଳେ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗୁରୁତର

ଭଦ୍ରକ(କେନ୍ୟୁଜ୍):  ଡକାୟତକୁ ପୋଲିସର ଏନକାଉଣ୍ଟର। ଡକାୟତି ଉଦ୍ୟମ ବେଳେ ଡକାୟତ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗୁରୁତର। ବାପି ସହଯୋଗୀ ଓମପ୍ରକାଶ ମହାଳିକକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଚଢ଼େୟା…

ଜାମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା, ୨ ଆତଙ୍କୀ ସଫା

ଜାମ୍ମୁ କାଶ୍ମୀର: ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା। ୨ ଆତଙ୍କୀ ସଫା। ଜାମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର। ଏନକାଉଣ୍ଟରରେ ଟଳିଲେ ୨ ହିଜାବୁଲ ଆତଙ୍କୀ। ସୁରକ୍ଷାକର୍ମୀଙ୍କ ଗୁଳିରେ ହିଜାବୁଲ ଡିଷ୍ଟ୍ରିକ୍ଟ କମାଣ୍ଡର ସିରାଜ ଏ ଲୋନ ଓ ୟାବର ଅଲ୍ଲୀ…

ଛତିଶଗଡ଼ ଦନ୍ତେୱାଡାରେ ପୋଲିସର ଏନକାଉଣ୍ଟ, ହାର୍ଡ କୋର ମାଓବାଦୀ ରାମସୁର ମୃତ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ ପୋଲିସ ଏନକାଉଣ୍ଟରରେ ହାର୍ଡ କୋର ମାଓବାଦୀ ମୃତ । ମେଘନାର ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସର ଏନକାଉଣ୍ଟରରେ ହାର୍ଡକୋର୍‌ ମାଓବାଦୀ ରାମସୁର ମୃତ୍ୟୁ ହୋଇଛି । ସେ ଇନ୍ଦ୍ରାବତୀ ଏରିଆ…

ପୁଣି ଲାଲ ବାହିନୀକୁ ଧକ୍କା , ଯବାନଙ୍କ ସହ ଗୁଳି ବିନିମୟରେ ଟଳି ପଡ଼ିଲେ ୩ ମହିଳା ମାଓବାଦୀ

ମାଲକାନାଗିରି (କେନ୍ୟୁଜ): ପୁଣି ଲାଲ ବାହିନୀକୁ ଧକ୍କା । ଯବାନଙ୍କ ସହ ଗୁଳି ବିନିମୟରେ ଟଳିପଡିଲେ ୩ ମହିଳା ମାଓବାଦୀ। ମାଲକାନାଗିରି ଜିଲ୍ଲା ଛତିଶଗଡ଼ ଦାନ୍ତେୱାଡା ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମୃତ ୩ ମାଓବାଦୀଙ୍କ ନାଁରେ ୧୫ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା।…

ପୁରୀ: ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ଏନକାଉଣ୍ଟର, ବାମ ଗୋଡ଼ରେ ଗୁଳି ଆରପାର୍

ପୁରୀ(କେନ୍ୟୁଜ୍): କିଛି ଦିନର ନିରବତା ପରେ ପୁଣି ଫୁଟିଲା ଗୁଳି।  ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ପୋଲିସ କଲା ଏନକାଉଣ୍ଟର।ପୁରୀରେ ଜଣେ ମହିଳାଙ୍କୁ ଗୁଳିମାଡ଼ ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରାକୁ ଏନକାଉଣ୍ଟର । ପୁରୀ ଏସପିଙ୍କ ସାମ୍ବାଦିକ ସମ୍ମିଳନୀର କିଛି ସମୟ ପରେ…

କଟକ କନ୍ଦରପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକା ଗୋଡ଼ରେ ବାଜିଛି ଗୁଳି

କଟକ(କେନ୍ଯୁଜ୍): କଟକରେ ଏନ୍‌କାଉଣ୍ଟର। କନ୍ଦରପୁରରେ କମିଶନରେଟ ପୋଲିସ ପକ୍ଷରୁ ଏହି ଏନ୍‌କାଉଣ୍ଟର ହୋଇଛି। ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସ ଗୋଡ଼ରେ ବାଜିଛି ଗୁଳି। ଆହତ ଅବସ୍ଥାରେ ରାକାକୁ SCB ମେଡିକାଲରେ ଭର୍ତ୍ତି କରାଯାଇଛି। ତା ନିକଟରୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି…

ରାଉରକେଲା ପୋଲିସର ଏନକାଉଣ୍ଟର, ୨ କୁଖ୍ୟାତ ଅପରାଧୀ ଆହତ

ରାଉରକେଲା (କେନ୍ଯୁଜ୍): ରାଉରକେଲା ପୋଲିସର ଏନକାଉଣ୍ଟର। ପୋଲିସ ଗୁଳିରେ ୨ କୁଖ୍ୟାତ ଅପରାଧୀ ଆହତ । ବିଶ୍ରା ଥାନା ନୂଆଗାଁ ମଣ୍ଡପ ନିକଟରେ ଚକମା ଦେଇ ଘଟଣା ସ୍ଥଳରୁ ପଳେଇବାକୁ ଚେଷ୍ଟା କଲାବେଳେ ପୋଲିସ କରିଥିଲା ଗୁଳି ଚାଳନା। ୨ ଅପରାଧୀ ମୁସ୍ତାକ ଆଲାମ ଓ ଏମ୍‌ ଡି ଗୁଡ୍ଡର ଗୋଡ଼ରେ ଗୁଳି…

ପୁଞ୍ଚର ବଦଲା ସୋପିଆନରେ ନେଲା ଭାରତୀୟ ସେନା: ଏନକାଉଣ୍ଟରରେ ୩ ଆତଙ୍କୀ ସଫା

ସୋପିଆନ : ପୁଞ୍ଚର ବଦଲା ସୋପିଆନରେ ନେଲା ଭାରତୀୟ ସେନା । ଜମ୍ମୁ କାଶ୍ମୀର ସୋପିଆନ ଏନକାଉଣ୍ଟରରେ ୩ ଆତଙ୍କୀ ସଫା। ଗତକାଲି ପୁଞ୍ଚ ହମଲାରେ ୫ ଜଣ ଯବାନ ସହିଦ ହୋଇଥିଲେ । ଜମ୍ମୁ-କଶ୍ମୀର ପୁଞ୍ଚ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଜେସିଓଙ୍କ…

ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ସଫା

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ଆଉ ୩ ଆତଙ୍କବାଦୀ ସଫା। ଅବନ୍ତିପୁରା ନାଗବୈରନ ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଆତଙ୍କବାଦୀ ଲୁଚି ରହିଥିବା ଠୋସ୍‌ ସୂଚନା ମଳିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ୍‌ ବେଳେ ଗୁଳି ବିନିମୟ…

ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର ଘଟଣା, ନିଜ ଆଡୁ ମାମଲା ରୁଜୁ କଲେ OHRC

ଭୁବନେଶ୍ବର(କେନ୍ଯୁଜ୍): ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର ଘଟଣା । ନିଜ ଆଡୁ ମାମଲା ରୁଜୁ କଲେ OHRC। ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପିଙ୍କୁ ରିପୋର୍ଟ ତଲବ । ଜେଲ ଡିଜି ଓ ପୋଲିସ କମିଶନରଙ୍କୁ ବି ରିପୋର୍ଟ ତଲବ। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ।…

ବାଲେଶ୍ୱର ସିମୁଳିଆ ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ୍, ଜବତ ହେଲା ୨ଟି ଖୋକା

ବାଲେଶ୍ୱର(କେନ୍ଯୁଜ୍): ବାଲେଶ୍ୱର ସିମୁଳିଆ ଏନକାଉଣ୍ଟର ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସ୍। ହାଇଦରକୁ ଏନକାଉଣ୍ଟର କରାଯାଇଥିବା ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ କରାଯାଇଛି। ସିମୁଳିଆ ୧୬ ନମ୍ବର ଜାତୀୟ ରାଜପଥ ଠାରୁ ପାଞ୍ଚ ଶହ ମିଟର ଦୂରରୁ ୨ଟି ଖୋକା ଜବତ କରିଛି ସାଇଣ୍ଟିଫିକ୍‌…

ଜମ୍ମୁ କଶ୍ମୀରର ମୁନାନ୍ଦ୍‌ର କୁଲଗାମ ଅଞ୍ଚଳରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରର ମୁନାନ୍ଦ୍‌ର କୁଲଗାମ ଅଞ୍ଚଳରେ ଏନକାଉଣ୍ଟର । ପୋଲିସ୍‌ ଗୁଳିରେ ଜଣେ ଆତଙ୍କବାଦୀ ନିହତ । ଏନେଇ ସୂଚନା ଦେଇଛି କଶ୍ମୀର ପୋଲିସ୍‌ । ତେବେ ମୃତ ଆତଙ୍କବାଦୀର ପରିଚୟ ଜଣାପଡିନାହିଁ । ଏବେ ବି ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି ଜମ୍ମୁ କଶ୍ମୀର…