Browsing Tag

film pushpa

‘ପୁଷ୍ପା’ ଫେମ ଅଭିନେତା ଜଶଦୀଶ ପ୍ରତାପ ଗିରଫ, ଯୁବତୀଙ୍କୁ ସୁଇସାଇଡ ପାଇଁ ଉସୁକାଇଥିବା ଅଭିଯୋଗ

‘ପୁଷ୍ପା’ ଫେମ ଅଭିନେତା ଜଶଦୀଶ ପ୍ରତାପ ଗିରଫ । ଯୁବତୀଙ୍କୁ ସୁଇସାଇଡ କରିବା ପାଇଁ ଉସୁକାଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପଞ୍ଜାଗୁଟ୍ଟା ପୋଲିସ ତାଙ୍କୁ ଗିରଫ କରିଛି । ୩୦ ବର୍ଷୀୟ ଜଗଦୀଶ ପ୍ରତାପ ଜଣେ ଜୁନିଅର ଆର୍ଟିଷ୍ଟଙ୍କ ସହିତ ଲିଭ-ଇନ-ରିଲେସନସିପରେ ରହିଥିଲେ । ଯୁବତୀ…

‘ପୁଷ୍ପା ୨’ର ସୁଟିଂ ବେଳେ ଅଲ୍‌ଲୁ ଅର୍ଜୁନ ଆହତ, କିଛି ଦିନ ପାଇଁ ସୁଟିଂ ବନ୍ଦ

‘ପୁଷ୍ପା’ ଫିଲ୍ମର ଜବରଦସ୍ତ ସଫଳତା ପରେ ଅଲ୍‌ଲୁ ଅର୍ଜୁନଙ୍କ ଫ୍ୟାନ୍ସଙ୍କ ତାଲିକା ବଢିବାରେ ଲାଗିଛି । ଏହି ଫିଲ୍ମର ସଫଳତା ପରେ ଦର୍ଶକେ ସିକ୍ୱେଲ ‘ପୁଷ୍ପା ୨’ ଦେଖିବାକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ଫିଲ୍ମର ସୁଟିଂ ଚାଲିଛି ହେଲେ କିଛି ସମୟ ପାଇଁ ଏବେ ସୁଟିଂ ବନ୍ଦ କରିଦିଆଯାଇଛି ।…

ନ୍ୟାସନାଲ ଫିଲ୍ମ ଆଓ୍ଵାର୍ଡ ଜିତିଲା ପରେ ‘ପୁଷ୍ପା’ ଫିଲ୍ମର ନିର୍ଦ୍ଦେଶକଙ୍କୁ ଆଲିଙ୍ଗନ କରି ଭାବବିହ୍ୱଳ ହେଲେ ଅଲ୍ଲୁ…

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ମିଳିଛି ୬୯ତମ ନ୍ୟାସନାଲ ଫିଲ୍ମ ଆଓ୍ଵାର୍ଡ । ତାଙ୍କୁ ‘ପୁଷ୍ପା ଦ ରାଇଜ୍‌’ ଫିଲ୍ମ ପାଇଁ ମିଳିଛି ଏହି ଆଓ୍ଵାର୍ଡ । ଅଲ୍ଲୁ ଅର୍ଜୁନ ଏହି ଆଓ୍ଵାର୍ଡ ଜିତି ସାଉଥ୍‌ ଇଣ୍ଡଷ୍ଟ୍ରୀରେ ଇତିହାସ ରଚିଛନ୍ତି । ତାଙ୍କର ଏହି ସଫଳତା…

ଅଲ୍ଲୁ ଅର୍ଜୁନ୍‌ଙ୍କ ଜନ୍ମଦିନରେ ସାମ୍ନାକୁ ଆସିଲା ‘ପୁଷ୍ପା-୨’ର ଟିଜର, ରିଲିଜ୍ ହଉ ହଉ ହେଲା ଭାଇରାଲ୍

ନୂଆଦିଲ୍ଲୀ‌: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ଙ୍କୁ କିଏ ବା ନ ଜାଣେ। ନିଜର ଦମ୍‌ଦାର ଆକ୍ଟିଂ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଲ୍ଲୁ ଅର୍ଜୁନ୍‌। ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା’ ରିଲିଜ୍‌ ହେବା ପରଠାରୁ ପିଲାଠୁ ବଡ଼ ଲୋକଙ୍କ ଯାଏଁ ସମସ୍ତଙ୍କ ମୁଣ୍ଡରେ ପୁଷ୍ପା ଭୂତ ଚଢ଼ିକି…

ପୁଷ୍ପା ଗୀତର ତାଳେ ତାଳେ ନାଚିଲେ ଋଷୀୟ ମହିଳା, ମସ୍କୋ ରାସ୍ତାରେ ଗୁଞ୍ଜରିତ ହେଲା ‘ସାମୀ ସାମୀ ’ ଗୀତ

କେନ୍ୟୁଜ୍‌ ବ୍ୟୁରୋ: ‘ପୁଷ୍ପା-ଦ ରାଇଜ୍‌’ର ଗୀତର ତାଳେ ତାଳେ ନାଚିଲେ ଋଷୀୟ ମହିଳା । ମସ୍କୋ ରାସ୍ତାରେ ନାଚି ନାଚି ଧୂଳି ଉଡ଼ାଇଲେ ଏବଂ ‘ସାମୀ ସାମୀ’ଗୀତର ପ୍ରତି ଟି ବିଟ୍‌ରେ ତାଳ ଦେଇ ନାଚିବା ସହିତ ମୁହଁରେ ଗୀତର ଉଚାରଣ ବି କରୁଥିଲେ । ସୂଚନା ଅନୁସାରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ…

ଫ୍ୟାନ୍ସ ନିରାଶ, ‘ପୁଷ୍ପା ୨’ରେ ଖଳନାୟକ ଭାବେ ନଜର ଆସିବେନି ଅର୍ଜୁନ କପୁର

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା। ପୁଷ୍ପା ବ୍ଲକବଷ୍ଟର ହେବା ପରେ ଫ୍ୟାନ୍ସ ପୁଷ୍ପା ୨ ପାଇଁ ଚାହିଁ ରହିଛନ୍ତି। ଆଉ ପ୍ରତିଦିନ ପୁଷ୍ପା ୨କୁ ନେଇ ନୂଆ ନୂଆ ଖବର ମଧ୍ୟ ସାମ୍ନାକୁ ଆସୁଛି।  ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ପୁଷ୍ପା ୨କୁ ନେଇ…

ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ବଲିଉଡ ଫିଲ୍ମରେ ଆସିବେ ନଜର

‘ପୁଷ୍ପା: ଦ ରାଇଜିଂ ଷ୍ଟାର’ ଫିଲ୍ମ ଯୋଗୁଁ କେବଳ ସାଉଥ ଫିଲ୍ମ ନୁହେଁ ବରଂ ସମଗ୍ର ଦୁନିଆରେ ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍‌ ଫେଲୋଇଂ ବଢିଚାଲିଛି। ଏହି ଫିଲ୍ମର ଶ୍ରୀବଲ୍ଲୀ ଗୀତ ଆଜି ବି ଲୋକଙ୍କ ମନରେ ଘର କରିଛି। ସାଉଥର ଅନେକ ସୁପରଷ୍ଟାରଙ୍କୁ ହିନ୍ଦୀ ଫିଲ୍ମର ଅଫର ମିଳୁଛି। କିନ୍ତୁ କିଛି…

‘ପୁଷ୍ପା’କୁ ଟକ୍କର ଦେବ ମହେଶ ବାବୁଙ୍କ ଫିଲ୍ମ , ୨୦୦ କୋଟି କ୍ଲବରେ ହେଲା ସାମିଲ୍

ମହେଶ ବାବୁ ଏବଂ କିର୍ତ୍ତୀ ସୁରେଶଙ୍କ ଅଭିନୀତ ତେଲୁଗୁ ଚଳଚ୍ଚିତ୍ର '‘ସରକାରୁ ବାରୀ ପାଟା’ ' ବକ୍ସ ଅଫିସରେ ଧମାଲ ମଚାଉଛି।ଫିଲ୍ମଟି ବକ୍ସ ଅଫିସ ଦ୍ରୁତ ଗତିରେ କଲେକ୍ସନ କରୁଛି।ଏହି ଫିଲ୍ମଟି ୨୦୦ କୋଟି କ୍ଲବରେ ସାମିଲ ହୋଇଛି ଏବଂ ପ୍ରଶଂସକମାନେ ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଫିଲ୍ମ…

ବଲିଉଡ୍‌ ଫିଲ୍ମକୁ ମୁଁହ ବୁଲାଉଛନ୍ତି ଫ୍ୟାନ୍ସ , ବକ୍ସ ଅଫିସ୍‌ରେ ଧୁମ୍‌ ମଚାଉଛି ସାଉଥ୍‌ର ବ୍ଳକ ବଷ୍ଟର ଫିଲ୍ମ

ବିପଦରେ ବଲିଉଡ୍‌ । ଦିନେ ସାରା ଦେଶରେ ରାଜ୍‌ କରୁଥିବା ବଲିଉଡ୍‌ ଫିଲ୍ମ ଏବେ ଧରାଶାୟୀ । ବଲିଉଡ୍‌ ମାର୍କେଟରେ ଧସେଇ ପସିଛି ସାଉଥ୍‌ ସିନେମା । ଏବେ ସାଉଥ୍‌ ସିନେମା ପାଲଟିଛି ‘ଭାରତୀୟ ସିନେମା’ । କୋଟି କୋଟି ଭାରତୀୟଙ୍କ ପସନ୍ଦ । ଅର୍ଥାତ୍‌ ଆଉ କେବଳ ଦକ୍ଷିଣ ଭାରତରେ ସୀମିତ ନାହିଁ…

ବିବାହ କରିବାକୁ ଯାଉଛନ୍ତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ! ଜୋର ଧରିଲା ଆଫେୟାର୍ ଚର୍ଚ୍ଚା

ଆଜିକାଲି ସୋସିଆଲ ମିଡିଆରେ ଦକ୍ଷିଣ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଖୁବ ଚର୍ଚ୍ଚାରେ ଅଛନ୍ତି । ପୁଷ୍ପା ଫିଲ୍ମରେ ସେ ବମ୍ପର ସଫଳତା ହାସଲ କରିଥିଲେ । ରଶ୍ମିକା ମନ୍ଦାନା ଙ୍କୁ ଜାତୀୟ କ୍ରସ୍ ମଧ୍ୟ କୁହାଯାଏ। ଏବେ ଶୁଣିବାକୁ ମିଳୁଛି ଯେ ରଶ୍ମିକା ମନ୍ଦାନା ମଧ୍ୟ ଶୀଘ୍ର ବିବାହ କରିବାକୁ…

‘କଚ୍ଚା ବାଦାମ’ ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଝିଅ ଆରା କଲେ କ୍ୟୁଟ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ଗୀତରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ଏବଂ କ୍ରିକେଟ ଷ୍ଟାର ରିଲ୍ସ କରିବାରେ ବ୍ୟସ୍ତ ରହିଛନ୍ତି। ସାମୀ, ଶ୍ରୀବଲ୍ଲୀ, ଓଁ ଆଣ୍ଟୋ ଗୀତ ଲୋକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇଛି। ଏହା ମଧ୍ୟରେ ଅଲ୍ଲୁ ଅର୍ଜୁନ ଝିଅ ଆରାଙ୍କ କ୍ୟୁଟ…

ପୁଷ୍ପା ଫିଲ୍ମ ଡାଇଲଗ୍‌ ରେ ରିଲ୍ସ କରି ଭାଇରାଲ ହେଲେ କିଲି ପଓଲ୍‌, ଇନଷ୍ଟାଗ୍ରାମରେ ମିଳୁଛି ଅନେକ ପ୍ରଂଶସା, ଦେଖନ୍ତୁ…

ଏବେ ଚାଲିଛି ରିଲ୍ସ ଜମାନା। ଟ୍ରେଣ୍ଡିଂ ସଙ୍ଗ ଉପରେ ଏବେ ଯୁବ ଗୋଷ୍ଠୀ ରିଲ୍ସ କରି ଭାଇରାଲ ହେବାରେ ବ୍ୟସ୍ତ। ସେ ଓଡ଼ିଆ ଗୀତ ହେଉ ଅବା ହିନ୍ଦୀ କିମ୍ବା ତେଲୁଗୁ । ଏମିତିରେ ହଲିଉଡ଼ ସଙ୍ଗର କ୍ରେଜ ବି ବେଶ ଅଧିକ ରହିଛି। ତେବେ ସେ ଯାହା ହେଉ ନା କାହିଁକି ରିଲ୍ସ କରିବାରେ ହିଁ କେବଳ ମତଲବ ଅଛି।…