Browsing Tag

fire mishap

କଟକ ସୁତାହାଟ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ: ଯୁବତୀ ଜୀବନ୍ତ ଦଗ୍ଧ

କଟକ(କେନ୍ୟୁଜ୍):  କଟକ ସୁତାହାଟ ଅଞ୍ଚଳରେ ଅଗ୍ନିକାଣ୍ଡ । ଏକ ଦୁଇ ମହଲା ଘରର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ । ଜଣେ ଯୁବତୀ ମୃତ । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି। ନିକଟସ୍ଥ…

ଜାଗାକୁ ନେଇ ୨ ପରିବାର ଭିତରେ ଗଣ୍ଡଗୋଳ, ଆକ୍ରମଣ ସହ ଘର ପୋଡି ଅଭିଯୋଗ

ଚାନ୍ଦବାଲି(କେନ୍ୟୁଜ୍):  ଜମିବାଡି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ ସହ ଘର ପୋଡି ଅଭିଯୋଗ । ଆକ୍ରମଣରେ ଉଭୟ ପକ୍ଷରୁ ୨ଜଣ ଆହତ ହୋଇଥିବା ବେଳେ ୧ବଖରା ଘର ପୋଡି ଦେଇଥିବା ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ବାଂଶଡା ଥାନାରେ । ଅଭିଯୋଗ ମୁତାବକ ବାଂଶଡା ଥାନା ଖଦାଳପୋଖରୀ ବିରିଆଡିଆ ଗ୍ରାମରେ…

କୋଇଲା ବୋଝେଇ ଟ୍ରେନ ବଗିରେ ଲାଗିଲା ନିଆଁ, ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ୱାରା ଆୟତ୍ତ

ଯାଜପୁର (କେନ୍ୟୁଜ): କୋଇଲା ବୋଝେଇ ଟ୍ରେନ ବଗିରେ ଲାଗିଲା ନିଆଁ। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ହରିଦାସପୁର ରେଳ ଷ୍ଟେସନ ନିକଟରେ। ଆଜି ଅପରାହ୍ନ ସମୟରେ ହରିଦାସପୁର ଷ୍ଟେସନରେ ଅଟକି ରହିଥିବା ଏକ କୋଇଲା ବୋଝେଇ ଟ୍ରେନ ବଗିରେ ନିଆଁ ଲାଗି ଧୂଆଁ ବାହାରୁଥିବା ଦେଖି ଲୋକେ ଷ୍ଟେସନ…

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ: ୨୬ ଜୀବନ୍ତ ଦଗ୍ଧ, ଆହୁରି ମୃତାହାତ ଥିବା ସୂଚନ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ୧୬ ଜଣ ଜୀବନ୍ତ ଦଗ୍‌ଧ । ଅଘଟଣ ଘଟିଛି ଦିଲ୍ଲୀ ମୁଣ୍ଡ୍‌କା ମେଟ୍ରୋ ଷ୍ଟେସନ୍‌ ନିକଟରେ । ଏକ ତିନି ମହଲା ବିଶିଷ୍ଟ ବ୍ୟାବସାୟିକ କୋଠରେ ସଂଧ୍ୟାରେ ନିଆଁ ଲାଗି ଯାଇଥିଲା । ବର୍ତ୍ତମାନ ସୁଦ୍ଧା  ୨୬ ଜଣଙ୍କର ମୃତ୍ୟୁ ହୋଇଥିବା…

ପୁରୀ ବାଲୁଖଣ୍ଡ ଅଭୟାରଣ୍ଯରେ ଭୟାବହ ଅଗ୍ନିକାଣ୍ଡ: ଲିଭାଇବାକୁ ପ୍ରୟାସ କରୁଛି ଦମକଳ ବାହିନୀ

ପୁରୀ(କେନ୍ୟୁଜ୍): ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ଯରେ ନିଆଁ। ୧୪ ନମ୍ବର ଜୋନ ବେଲଦଳ ନିକଟରେ ଲାଗିଛି ନିଆଁ। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରୟାସ ଆରମ୍ଭ କରିଛି । ଗ୍ରାମବାସୀ ବି ଏଥିରେ ସାମିଲ ହୋଇ ନିଆଁକୁ ଲିଭେଇବା ପାଇଁ ପ୍ରୟାସ କରୁଛନ୍ତି । ସୂଚନା ମିଳୁଛି…

ନିଆଁର ଆଁରେ ଜଳିଗଲା ୨ମହଲା, ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା

ବାଲେଶ୍ୱର(କେନ୍ୟୁଜ) : ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଜଳିଗଲା ୨ମହଲା ଘର । ଲକ୍ଷ ଲକ୍ଷ ଟଙ୍କାର ଔଷଧ ପୋଡି ପାଉଁଶ ହୋଇଗଲା l ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା କମରପୁର ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସଂଗ୍ରାମ କେଶରି ମହାନ୍ତିଙ୍କ ଘ ର ସମ୍ପୁର୍ଣ୍ଣ ରୂପେ ଜଳିଯାଇଛି । ସୂଚନା ଅନୁସାରେ…

ଅଷ୍ଟମୀରେ ଗଞ୍ଜାମ ତାରାତାରିଣୀ ପୀଠରେ ଅଗ୍ନିକାଣ୍ଡ, ପଣ୍ଡିତମାନେ କହିଲେ ଶୁଭଙ୍କର ନୁହେଁ

କେନ୍ୟୁଜ୍(ବ୍ୟୁରୋ): ପୀଠେ ଅଷ୍ଟମ ତିଥିରେ ତାରାତାରିଣୀ ପୀଠରେ ଅଘଟଣ। ଦୀପଦାନ ଘରେ ଘଟିଛି ଅଗ୍ନିକାଣ୍ଡ। ୩ଟି ଦୀପ ଘରେ ନିଆଁ ଲାଗିଯିବା ଫଳରେଦୀପ ଗୃହର ଭିତର ପୋଡ଼ି ଯାଇଥିବା ବେଳେ ସବୁ ଦୁଆରବନ୍ଧ କ୍ଷତି ଘଟିଥିବା ସୂଚନା ମିଳିଛି।  ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ…

ଜଗତସିଂହପୁର: ନାଉଗାଁ ଟେଣ୍ଟଇ ଗାଁରେ ଅଘଟଣ,ନିଆଁରେ ପୋଡି ହୋଇ ମା ଓ ଦେଢବର୍ଷ ପୁଅର ମୃତ୍ୟୁ

ଜଗତସିଂହପୁର(କେନ୍ୟୁଜ୍):ପାରିବାରିକ କଳହକୁ ନେଇ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ତେଣ୍ଟୋଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ମାଆର ମୃତ୍ୟୁ ହୋଇଥିଲା ବେଳେ ଦେଢ ବର୍ଷର ଶିଶୁପୁତ୍ର ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।…

ଭୁବନେଶ୍ୱର: ପୋଖରୀପୁଟ ମଧୂସୁଦନ ପାର୍କ ନିକଟରେ ଜଳିଗଲା ୮ଟି ଉଠାଦୋକାନ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ପୋଖରୀପୁଟ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ।  ପୋଖରୀପୁଟ ଅଞ୍ଚଳରେ ଥିବା ମଧୂସୁଦନ ପାର୍କ ନିକଟରେ ଜଳିଗଲା ୮ଟି ଦୋକାନ । କେଉଁ କାରଣରୁ ନିଆଁ ଲାଗିଛି ତାହା  ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ସର୍ଟ ସର୍କିଟ କିମ୍ବା ଅଳିଆ ପୋଡ଼ିବା  ସମୟରେ ନିଆଁ…

ଦିଲ୍ଲୀ: ଲକଡାଉନ ବେଳେ ସୁପରମାର୍ଟ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଆୟତ୍ତ କଲେ ୧୨ ଜଣିଆ ଫାୟାର ଟିମ୍

କେନ୍ୟୁଜ୍(ବ୍ୟୁରୋ):  ଗୁରୁଗ୍ରାମର ଏକ ସୁପରମାର୍ଟ ବିଲ୍ଡିଂର ୬ ମହଲାରେ ଭୟାବହ ଅଗ୍ନିକାଣ୍ଡ। DlF-4ରେ ଥିବା  ଏହି ସୁପର ମାର୍ଟ ବିଲ୍ଡିଂରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇନଥିବା ଅଗ୍ନିଶମ…

ଭୁବନେଶ୍ୱର : ପାଣ୍ଡରା ବସ୍ତି ଅଞ୍ଚଳରେ ଲାଗିଲା ନିଆଁ, କଳା ଧୂଆଁରେ ବୁଡ଼ିଗଲା ଆକାଶ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ପାଣ୍ଡରାରେ ଅଗ୍ନିକାଣ୍ଡ । ଗଙ୍ଗୁଆ ବସ୍ତି ନିକଟରେ ଫାଇବରରୁ ଲାଗିଛି ନିଆଁ । ଏଠାରେ ପୁରୁଣା ଡଙ୍ଗା ସାମଗ୍ରୀ ସବୁ ରହିଥିଲା । ଆଜି ଅପରାହ୍ନରେ କୌଣସି କାରଣରୁ ଏଥିରେ ନିଆଁ ଲାଗି ଯାଇଥିଲା । ଫଳରେ ସମସ୍ତ ଡଙ୍ଗା ସାମଗ୍ରୀ ଜଳି ଯାଇଥିଲା । ତେବେ…