ତମାଣ୍ଡୋ ସ୍ଥିତ ଏକ ଘରୋଇ କଲେଜରେ ଅଗ୍ନିକାଣ୍ଡ, ୩ ଆହତ
କେନ୍ୟୁଜ(ବ୍ୟୁରୋ) : ଭୁବନେଶ୍ୱର ସ୍ଥିତ ତମାଣ୍ଡୋ ର ଏକ ଘରୋଇ କଲେଜରେ ଲାଗିଛି ନିଆଁ । କଲେଜର ୫ମ ମହଲାରେ ନିଆଁ ଲାଗିଥିବା ଜଣାଯାଇଛି । କଲେଜରେ ପିଲାମାନେ ଫସି ରହିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଥିଲେ।
ଦୀର୍ଘ ସମୟ ପରେ ନିଆଁକୁ…