Browsing Tag

Food poisioning

ବର୍ଷା ଦିନେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ହାନିକାରକ

ବର୍ଷା ଦିନେ କ୍ଷୀର ପିଇବା ପାଇଁ ଘରର ବୟସ୍କ ବ୍ୟକ୍ତିମାନେ ମନା କରିଥାନ୍ତି । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏଭଳି କାହିଁକି କୁହାଯାଇଥାଏ । ବର୍ଷା ଦିନେ କ୍ଷୀର ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦେଖାଯାଇଥାଏ । ଏହା ବ୍ୟତୀତ କ୍ଷୀର ଆପଣଙ୍କ ଡାଇଜେଷ୍ଟିଭ ସିଷ୍ଟମକୁ ଖରାପ…

ତରଭୁଜ ପରେ ମ୍ୟାଗି ଖାଇବା ହେଲା କାଳ, ପରିବାରର ୯ ଅସୁସ୍ଥ

ଗୋରଖପୁର : ଉତ୍ତରପ୍ରଦେଶ ଗୋରଖପୁରରେ ଚାଞ୍ଚଲ୍ୟକର ଘଟଣା । ତରଭୁଜ ଏବଂ ମ୍ୟାଗି ଖାଇବା ଯୋଗୁଁ ଗୋଟିଏ ପରିବାରର ୯ ଜଣ ଅସୁସ୍ଥ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ସ୍ଥାନୀୟ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସା ଚାଲିଛି । ପ୍ରାରମ୍ଭିକ ଯାଞ୍ଚରୁ ଫୁଡ୍ ପଏଜିଂ ବୋଲି…

ବାଦାମ ଅଟା ଖାଇ ୪୦ ଜଣ ଅସୁସ୍ଥ, ଦୋକାନ ଓ ଗୋଦାମକୁ ସିଲ୍ କରିଛି ଖାଦ୍ୟ ବିଭାଗ ଟିମ୍  

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ପଶ୍ଚିମରେ ବାଦାମ ଅଟା ଖାଇ ୪୦ ଜଣ ଲୋକ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ହେବା ପରେ ବିସରାଖ ପୋଲିସ ଏବଂ ଖାଦ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ବାଦାମ ବିକ୍ରି କରୁଥିବା ଲୋକଙ୍କ ଦୋକାନ୍ ଏବଂ ଗୋଦାମ ସିଲ୍ କରାଯାଇଛି । ସେପଟେ…

ଖାଦ୍ୟ ବିଷକ୍ରିୟା, ପରିବାରର ୩ ମୃତ

ଅନୁଗୁଳ: ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ସନ୍ଦେହ ।  ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅସନବଣି ଗାଁର ଘଟଣା ।  ଚିକିତ୍ସାଧୀନ ଅବସ୍ଥାରେ ମାଆ ଓ ୨ ପୁଅ ମୃତ ।  ଅନୁଗୁଳ ମେଡିକାଲରେ ୩ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର ।  ଗତକାଲି ରାତିରେ ଭାତ, ଚିକେନ ଓ…

ବିଷାକ୍ତ ଖାଦ୍ୟ ଖାଇ ୯୮ ଜଣ ଛାତ୍ରୀ ଅସୁସ୍ଥ, ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି

ଲକ୍ଷ୍ମୀପୁର : ଖାଦ୍ୟରେ ପଡ଼ିଲା ଝିଟିପିଟି । ବିଷାକ୍ତ ଖାଦ୍ୟ ଖାଇ ୯୮ ଜଣ ଛାତ୍ରୀ ଅସୁସ୍ଥ । କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବାଉଁଶପୁଟ ସରକାରୀ ୟୁପି ସ୍କୁଲରେ ଅଘଟଣ ।  ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ବନ୍ଧୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ।  ସକାଳ ୮ଟା ବେଳକୁ ଖାଦ୍ୟରେ ଝିଟିପିଟି…

ବର୍ଷା ଋତୁରେ ହେଉଛି କି ଫୁଡ୍ ପଏଜନିଂ, ନିଅନ୍ତୁ ଏହି ସବୁ ପଦକ୍ଷେପ

ବର୍ତ୍ତମାନ ବର୍ଷାଋତୁ ଚାଲିଛି । ବର୍ଷା ଦିନ ଆସିଲା ମାତ୍ରେ ଗରମରୁ ମୁକ୍ତି ମିଳିଯାଏ ସତ l କିନ୍ତୁ ବର୍ଷା ଦିନରେ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ । ଜଳ ଜନିତ ସମସ୍ୟା ଟିକେ ଅଧିକ ଦେଖିବାକୁ ମିଳିଥାଏ । ତେଣୁ ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ଅଧିକ ଧ୍ୟାନ ଦେବା ନିତାନ୍ତ…

ନିଜ ଦୋଷରୁ ଯାଇଛି କି ଜୀବନ ? ଫୁଡ ପଏଜନରେ ଗଲାଣି ତିନି ଜୀବନ

ସାନଖେମୁଣ୍ଡି: ଗଞ୍ଜାମରେ ଝାଡ଼ା ବାନ୍ତି ଆତଙ୍କ । ଝାଡ଼ା ବାନ୍ତିରେ ଗଲାଣି ତିନି ଜୀବନ । ଫୁଡ ପଏଜନ ହିଁ ଏହି ମୃତ୍ୟୁର କାରଣ ବୋଲି କୁହାଯାଉଛି । ସଙ୍ଗେସଙ୍ଗେ ଚିକିତ୍ସା ନକରି ଝଡା ଫୁଙ୍କା କରିବାରୁ ଜୀବନ ଚାଲିଗଲା । ରାଜ୍ୟରେ ବର୍ତ୍ତମାନ ମୌସୁମୀ ଜାରି ରହିଛି । ଏପରି ସମୟରେ ବର୍ତ୍ତମାନ…

ଲକ୍ଷ୍ନୌ ଅନାଥ ଆଶ୍ରମରେ ଭୟଙ୍କର ପରିସ୍ଥିତ: ଫୁଡ୍ ପଏଜନିଂରେ ୨ ଶିଶୁ ମୃତ, ୧୬ ଗୁରୁତର

ବିଷାକ୍ତ ଖାଦ୍ୟକୁ ନେଇ ଉତ୍ତର ପ୍ରଦେଶର ଏକ ଅନାଥ ଆଶ୍ରମରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ମାନସିକ ବିକୃତ ପିଲାମାନେ ଏହି ବିଷାକ୍ତ ଖାଦ୍ୟ ଖାଇବାରୁ ତାଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପଡିଛି । ଫୁଡ ପଏଜନିଂ ଯୋଗୁ ଅନାଥ ଆଶ୍ରମର ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୬ରୁ ଊର୍ଦ୍ଧ୍ବ ପିଲା…

ଫୁଡ୍‌ ପଏଜନିଂ: ଡାଲି ଖାଇବା ପରେ ବିଗିଡ଼ିଲା ପରିବାରର ସ୍ୱାସ୍ଥ୍ୟାବସ୍ଥା, ୧୦ ବର୍ଷ ବାଳିକାର ମୃତ୍ୟୁ

ୟୁପିର ମୁଜଫରନଗରରେ ଏକ ପରିବାର ଫୁଡ୍‌ ପଏଜନିଂର ଶିକାର ହୋଇଛନ୍ତି । ଏହି ପରିବାର ରାତିରେ ଏକାଠି ବସି ଡିନର କରିଥିଲେ । ହେଲେ ଡିନର କରିବାର କିଛି ସମୟ ପରେ ହଠାତ୍‌ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଅସୁସ୍ଥ ହେବା ପରେ ତୁରନ୍ତ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।…

ରାଜସ୍ଥାନ: ନିର୍ବନ୍ଧ ଭୋଜି ଖାଇ ୩ ମୃତ, ଖାଦ୍ୟ ବିଷାକ୍ତକରଣ ଯୋଗୁ ୩୦ରୁ ଅଧିକ ଲୋକ ଅସୁସ୍ଥ

ନିର୍ବନ୍ଧ ଭୋଜିରେ ଖେଳିଗଲା ଶୋକର ଛାଇ । ରାଜସ୍ଥାନର ଉଦୟପୁରରେ ଖାଦ୍ୟ ବିଷାକ୍ତକରଣ ଯୋଗୁ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା କୋଟଡ଼ା ଥାନା ଅଞ୍ଚଳରେ ଘଟିଥିବା କୁହାଯାଉଛି । ଏଠାରେ ଏକ ନିର୍ବନ୍ଧ ଭୋଜିରେ ଖାଦ୍ୟ ଖାଇବା ପରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଅସୁସ୍ଥ…

ବାହାଘର ଭୋଜି ଖାଇ ଜଣେ ଶିଶୁ ମୃତ, ୪ ଗୁରୁତର

ମାଲକାନଗିରି (କେନ୍ୟୁଜ): ବିବାହ ଭୋଜି ଖାଇ ଜଣେ ମୃତ ୪ ଗୁରୁତର । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ବନ୍ଧଗୁଡା ଗାଁରେ ଏପରି ଅଭାବନୀୟ ଘଟଣା ଘଟିଛି । ଗତକାଲି ଭୋଜି ଖାଇ ଗୋଟିଏ ପରିବାରର ଜଣକର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି…

ବିଷାକ୍ତ ଖାଦ୍ୟ ଖାଇ ୧୭ ଛାତ୍ରୀ ଅସୁସ୍ଥ, ମେଡ଼ିକାଲରେ ଭର୍ତ୍ତି

ବାରିପଦା (କେନ୍ୟୁଜ): ବିଷାକ୍ତ ଖାଦ୍ୟ ଖାଇ ୧୭ ଛାତ୍ରୀ ଅସୁସ୍ଥ । ବାରିପଦା ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟରେ ଘଟିଛି ଘଟଣା । ଆଦିବାସୀ ହୋଷ୍ଟେଲ ଛାତ୍ରୀମାନେ ମଧ୍ୟାନ୍ନ ଭୋଜନ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଝାଡ଼ାବାନ୍ତି ହେବାରୁ ଜଣକ ପରେ ଜଣେ ୧୭ ଜଣ ଛାତ୍ରୀଙ୍କୁ…