ଫ୍ରାନ୍ସ : ମଝି ଆକାଶରେ ପରସ୍ପର ସହିତ ଧକ୍କା ହେଲା ରାଫେଲ, ୨ ପାଇଲଟ ମୃତ
ଫ୍ରାନ୍ସର ପୂର୍ବୋତ୍ତର ଅଞ୍ଚଳରେ ବାୟୁସେନାର ଦୁଇଟି ରାଫେଲ ବିମାନ ପରସ୍ପର ସହିତ ଧକ୍କା ହୋଇଛି । ଏହି ଘଟଣାରେ ୨ ପାଇଲଟଙ୍କ ମୃତ୍ୟୁହୋଇଛି । ଫ୍ରାନ୍ସ ବାୟୁସେନା ଅନୁସାରେ ରାଫେଲ ଫାଇଟର ଜେଟ୍ ୧୨.୩୦ରେ ମଝି ଆକାଶରେ ଧକ୍କା ହୋଇଥିଲା । ଧକ୍କା ଖାଇବା ପରେ ଦୁଇଟି ଯାକ ବିମାନ ତଳେ ଖସି…