Browsing Tag

funny video

କୁନି ଝିଅ ନିଜ ଡଗି ସହ ଖେଳିଲା ବେସବଲ, ସୋସିଆଲ ମିଡିଆରେ ଭାଇରଲ ହେଉଛି Video

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଜଣେ କୁନି ଝିଅ ନିଜ ଡଗି ସହ ବେସବଲ ଖେଳୁଥିବାର ନଜର ଆସୁଛି। ଏହାପୂର୍ବରୁ ଝିଅଟି ଏହି ଭାବନାରେ ଡୁବିଥିଲା କି, ତା'ର କେହି ସାଙ୍ଗ ନାହାନ୍ତି, ଯାହା ସହିତ ସେ ବେସବଲ ଖେଳିପାରିବ। ଖାସ କରି କରୋନା ସମୟରେ ଯେଉଁଠି…

ଦେଖନ୍ତୁ Video: ଧୀରେ ଧୀରେ ଚାଲୁଥିବା କଇଁଛ କେମିତି ହଠାତ ଦୌଡ଼ିବାକୁ ଲାଗୁଛି

ବିଶ୍ୱରେ ସବୁଠାରୁ ଧୀରେ ଚାଲୁଥିବା ଜୀବ ଭିତରେ କଇଁଛ ଅନ୍ୟତମ। ଏହା ମନ୍ଥର ଗତିରେ ଚାଲୁଥାଏ। ଯଦି ହଠାତ ଏହା ଦୌଡ଼ିବାକୁ ଲାଗେ, ତେବେ ତାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ଟୁଇଟରରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ ଏକ କଇଁଛ ଜୋରରେ ଦୌଡୁଥିବା ଦେଖିବାକୁ ମିଳୁଛି। ବାସ୍ତବ…

ଶୋଇଥିବା ବେଳେ ଯୁବକଙ୍କ ଫୋନ ଚୋରି କରି ନେଲା ମାଙ୍କଡ଼, ଖୁବ ଉଠାଇଲା ସେଲ୍ଫି, ଦେଖନ୍ତୁ ମଜାଦାର Video

ମାଙ୍କଡ଼ମାନେ ମସ୍ତିଖୋର ହୋଇଥାନ୍ତି। ଏମାନେ ମଣିଷର ନକଲ କରିବା ବହୁତ ଭଲ ଭାବେ ଜାଣିଥାନ୍ତି। ଯେଉଁ କାମ ସେ ମଣିଷଙ୍କୁ କରୁଥିବାର ଦେଖିବେ, ସେମାନେ ମଧ୍ୟ ସେହି କାମ କରିବାକୁ ଲାଗିବେ। ତେବେ ମାଙ୍କଡ଼, ମଣିଷ ଭଳି ହରକତ କରୁଥିବାର ଏକ ଘଟଣା ମାଲେସିଆରେ ଦେଖିବାକୁ ମିଳିଛି। ଏଠାରେ ଏମିତି କିଛି…

ଜୋତା ପିନ୍ଧି ଆଖି ପିଛୁଳାକେ ଦୋକାନରୁ ଖସି ପଳାଇଲେ ଯୁବକ, ଡରିଗଲେ ସେଲସମ୍ୟାନ, ଦେଖନ୍ତୁ ପୂରା Video

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ। ଭିଡ଼ିଓକୁ ଦେଖିଲେ ଲାଗିବ ଯେ ଯୁବକ ଜଣକ ସତରେ ଦୋକାନରୁ ଜୋତା ପିନ୍ଧି ଖସି ପଳାଉଛନ୍ତି। କିନ୍ତୁ ବାସ୍ତବରେ ସେମିତି କିଛି ହୋଇନି। ଭିଡ଼ିଓରେ ଦେଖିବାକୁ ମିଳୁଛି, ଜଣେ ଯୁବକ ଏକ ମଲରେ ଜୋତା ଦୋକାନକୁ…

ଫସଲ ନଷ୍ଟ ଅଭିଯୋଗରେ କ୍ଷେତରେ ହଳ କଲା ଝିଣ୍ଟିକା, ଦେଖନ୍ତୁ ମଜାଦାର୍ ଭିଡିଓ

ସୋସିଆଲ ମିଡିଆରେ ବର୍ତ୍ତମାନ ଜୀବ-ଜନ୍ତୁଙ୍କୁ ନେଇ କିଛି ନା କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏସବୁ ମଧ୍ଯରେ ସାମାନ୍ଯ ଏକ ଝିଣ୍ଟିକା ଏକ ଛୋଟ ହଳ ଚଳାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଫସଲ ନଷ୍ଟ କରୁଥିବା ଝିଣ୍ଟିକା ଭଲ…

ଅଳିଆ ଜାଗାରେ ଛୁଆକୁ ଡଷ୍ଟବିନରେ ପକାଇ ଦେଇ ଆସିଲେ ମହିଳା, Video ସେୟାର କରି ହରଭଜନ ସିଂ କହିଲେ, ‘ଏମିତି କେବଳ…

ଟିମ ଇଣ୍ଡିଆର ଶାନଦାର ସ୍ପିନର ହରଭଜନ ସିଂ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି। ନିକଟରେ ସେ ଏମିତି ଏକ ଭିଡ଼ିଓ ସେୟାର କରିଛନ୍ତି, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡ଼ିଯିବେ। ହରଭଜନ ଏହି ଭିଡ଼ିଓରେ ଶିଖର ଧବନଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଜଣେ…

ଲକଡାଉନରେ ହିରୋଗିରି ଦେଖାଉଥିଲେ ପୋଲିସ ସବ-ଇନ୍ସପେକ୍ଟର, ‘ସିଙ୍ଘମ’ ଷ୍ଟାଇଲରେ କରୁଥିଲେ ଷ୍ଟଣ୍ଟ, ହେଲେ…

ଦେଶରେ ମେ' 17 ଯାଏ ଲକଡାଉନ ଘୋଷଣା କରାଯାଇଛି। ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ସେପଟେ ପୋଲିସ କର୍ମୀମାନେ ଏବେ ବି ଫ୍ରଣ୍ଟ ଲାଇନରେ କାମ ଜାରି ରଖିଛନ୍ତି। ଯିଏ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାଧାରଣ…

ଲକଡାଉନରେ ମହିଳା ଟି-20 ଟିମ କ୍ୟାପଟେନ ହରମନପ୍ରୀତ କୌରଙ୍କ ମ୍ୟାଜିକ ଭିଡ଼ିଓ ହେଲା ଭାଇରଲ, ଦର୍ପଣ ସାମ୍ନାରେ ଛିଡା ହୋଇ…

ଭାରତୀୟ ମହିଳା ଟି-20 ଟିମର କ୍ୟାପଟେନ ହରମନପ୍ରୀତ କୌର ଲକଡାଉନ ସମୟରେ ନିଜର ଆଉ ଏକ ଟ୍ୟାଲେଣ୍ଟ ଦ୍ୱାରା ଲୋକଙ୍କୁ ଚକିତ କରାଇ ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ହରମନପ୍ରୀତ ଗ୍ଲାସରେ ଏକ ବଲ ରଖି ଦର୍ପଣ ସାମ୍ନାକୁ ଫିଙ୍ଗୁଛନ୍ତି ଏବଂ ବଲଟି ମଧ୍ୟ…

ପାକିସ୍ତାନର ପୂର୍ବତନ କ୍ରିକେଟର ଲକଡାଉନ ବେଳେ ଯୁବତୀଙ୍କ ଭଳି ମେକଅପ ନେଲେ, ଏମିତି କହି ଟ୍ରୋଲ କଲେ ୟୁଜର

ପାକିସ୍ତାନର ପୂର୍ବତନ ସ୍ପିନର ସକଲେନ ମୁସ୍ତାକ ଟୁଇଟରରେ ଏକ ମଜାଦାର ଭିଡ଼ିଓ ପୋଷ୍ଟ କରିଛନ୍ତି, ଯାହାକୁ ଦେଖିଲେ ଆପଣ ନିଜ ହସକୁ ରୋକିପାରିବେ ନାହିଁ। ଭିଡ଼ିଓରେ ମୁସ୍ତାକଙ୍କ ଝିଅ ବୁର୍ଖା ପିନ୍ଧି ବସିଥିବାର ନଜର ଆସୁଛି। ତେବେ ମୁସ୍ତାକ ପିଙ୍କ ରଙ୍ଗର wig ଲାଗେଇଥିବା ବେଳେ ମେକଅପ…

କରୋନା ଯୋଗୁ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳିଲେ ଏହି ଯୁବକ, ହେୟାରଡ୍ରାୟରରେ ଲିଭାଇଲେ ମହମବତୀ

କରୋନା ମହାମାରୀକୁ ନଜରରେ ରଖି ଏବେ ଲୋକେ ବିବାହ, ଜନ୍ମଦିନ ଆଦିକୁ ନିଆରା ଢଙ୍ଗରେ ପାଳୁଥିବା ନଜର ଆସୁଛନ୍ତି। ଏହି ଭିଡ଼ିଓଗୁଡିକ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏବେ ଟିକ ଟକରେ ଏକ ବାର୍ଥ ଡେ ସେଲିବ୍ରେସନର ଭିଡ଼ିଓ ପୂରା ଛାଇଯାଇଛି, ଯାହାକୁ ଦେଖିଲେ ଆପଣ ବି ହସି ହସି ଗଡିଯିବେ।…

ସେଲ୍ଫ ଆଇସୋଲେସନରେ ରହି ଫ୍ୟାନମାନଙ୍କୁ ଏମିତି ଏଣ୍ଟରଟେନ କଲେ ପାକିସ୍ତାନୀ କ୍ରିକେଟର ଆଝାର ଅଲ୍ଲୀ, ଆପଣ ବି ଦେଖନ୍ତୁ…

କରୋନା ଭାଇରସ ଯୋଗୁ ଏବେ ଖେଳ ଗତିବିଧିଗୁଡିକ ଉପରେ ରୋକ ଲଗାଇ ଦିଆଯାଇଛି। ତେଣୁ ଖେଳାଳିମାନେ ବର୍ତ୍ତମାନ ନିଜ ନିଜ ଘରେ ସେଲ୍ଫ ଆଇସୋଲେସନରେ ରହିଛନ୍ତି। ଏହାରି ଭିତରେ ପାକିସ୍ତାନୀ କ୍ରିକେଟର ଆଝାର ଅଲ୍ଲୀ ଟ୍ୱିଟରରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଏବଂ ଫ୍ୟାନମାନଙ୍କୁ ମଜାଦାର ପ୍ରଶ୍ନ…

ଏହି କୁନି ଛୁଆ ଗାଇଲା ସପନା ଚୌଧୁରୀଙ୍କ ଗୀତ, ଯାହାକୁ ଶୁଣିଲେ ଉଡିଯିବ ଆପଣଙ୍କ ହୋସ୍‌

ସପନା ଚୌଧୁରୀଙ୍କୁ କିଏ ବା ନ ଜାଣେ। ତାଙ୍କ ଡ୍ୟାନ୍ସ ପରଫରମାନ୍ସରେ ସମସ୍ତେ ଦିଓ୍ଵାନା। ତାଙ୍କର ଏକ ଗୀତ ‘ତେରୀ ଆଙ୍ଖୋ କା ଏ କାଜଲ’ ସମସ୍ତଙ୍କ ଦିଓ୍ଵାନା କରୁଛି। ବିବାହ ଠାରୁ ଆରମ୍ଭ କରି ଭଷାଣୀ ଯାତ୍ରାରେ ଏହି ଗୀତ ବାଜିବ ହିଁ ବାଜିବ। ନିକଟରେ ସପନା ଚୌଧୁରୀଙ୍କ ସବୁଠାରୁ ଫେମସ୍‌ ଗୀତ…