Browsing Tag

ganja destroyed

ଭଞ୍ଜନଗର ପୋଲିସ୍ ଦ୍ବାରା ୫୮୨ କିଲୋ ଗଞ୍ଜେଇ ନଷ୍ଟ

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ୍ ଦ୍ବାରା ୧୬ଟି ମାମଲାରେ ଜବତ ହୋଇଥିବା ୫୮୨ କିଲୋ ଗଞ୍ଜେଇକୁ ନଷ୍ଟ କରାଗଲା । ମାନ୍ୟବର ଅଦାଲତ ଓ ଡ୍ରଗ୍ ଡିସ୍ପୋଜାଲ୍ କମିଟି ଅଧ୍ୟକ୍ଷଙ୍କ ଅନୁମତି କ୍ରମେ, ଶେରଗଡ଼ ଠାରେ ରହିଥିବା ଓ୍ବେଷ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ରେ, ଜବତ ଗଞ୍ଜେଇ…

ମନମୁଣ୍ଡା ବନାଞ୍ଚଳରେ ପୁଣି ୫ହେକ୍ଟର ଗଞ୍ଜାଇ ଚାଷ ନଷ୍ଟ କଲା ବନ ବିଭାଗ

କଣ୍ଟାମାଳ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନାଞ୍ଚଳରେ ପୁଣି ୫ ହେକ୍ଟର ଗଞ୍ଜେଇ ଚାଷ ନଷ୍ଟ କରିଛି ବନ ବିଭାଗ । ବୌଦ୍ଧ ବନଖଣ୍ଡରୁ ଗଞ୍ଜେଇ ଚାଷକୁ ସମୂଳେ ନାଶ କରିବା ପାଇଁ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ ନିଷ୍ପତ୍ତି କ୍ରମେ ଏହି ଅଭିଯାନ ପାଇଁ କଡା ନିର୍ଦ୍ଦେଶ ଦେବା ସହ ନିଜ…

ଆନ୍ଧ୍ର ପୋଲିସର ଐତିହାସିକ ଆୟୋଜନ; ରେଡ୍‌ କାର୍ପେଟ୍‌ ବିଛାଇ ପୋଡ଼ିଲା ୨ ଲକ୍ଷ କିଲୋ ଗଞ୍ଜେଇ! ଭାଇରାଲ ହେଉଛି ଭିଡିଓ

ଆନ୍ଧ୍ର ପ୍ରଦେଶ ପୋଲିସ ଶନିବାର ଏକ ଐତିହାସିକ ଆୟୋଜନ କରିଥିଲା, ଯେଉଁଥିରେ ପାଖାପାଖି ୨ ଲକ୍ଷ କିଲୋଗ୍ରାମ ଗଞ୍ଜେଇକୁ ନଷ୍ଟ କରି ଦିଆଯାଇଛି। ନଷ୍ଟ କରାଯାଇଥିବା ଗଞ୍ଜେଇର ମୂଲ୍ୟ ପ୍ରାୟ ୨୦୦ କୋଟିରୁ ଅଧିକ ହେବ ବୋଲି କୁହାଯାଉଛି। ପୋଲିସ କହିଛି ଯେ ଗତ କିଛି ବର୍ଷ ମଧ୍ୟରେ ଆନ୍ଧ୍ର ପ୍ରଦେଶ…

କୋରାପୁଟରେ ୪୦ କୋଟି ଟଙ୍କାର ଗଂଜେଇ ନଷ୍ଟ, ୨ ଜଣ ଚାଷୀଙ୍କୁ ଗିରଫ କଲା ନନ୍ଦପୁର ପୋଲିସ୍‌

କୋରାପୁଟ(କେନ୍ଯୁଜ୍): କୋରାପୁଟରେ ୪୦ କୋଟି ଟଙ୍କାର ଗଂଜେଇ ନଷ୍ଟ କଲା ଜିଲ୍ଲା ନନ୍ଦପୁର ପୋଲିସ୍‌ । ଏହା ସହ ଦୁଇ ଜଣ ଚାଷୀଙ୍କୁ ଗିରଫ କରାଯାଇଛି । ଲମତାପୁଟ ବ୍ଲକ ବାଲେଲ ଗାଁ ନିକଟରେ ପ୍ରାୟ ୪୦ ଏକର ଗଞ୍ଜେଇ ଚାଷ ସହ ଏକ କୁଇଣ୍ଟାଲ ମଞ୍ଜି ନଷ୍ଟ କରିଛି ପୋଲିସ୍‌ । ଗାଁରେ ବେଧଡକ ଭାବରେ…

ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ

ମାଲକାନଗିରି(କେନ୍ଯୁଜ୍): ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ । ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ୬୦ କୋଟିର ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ । ଅର୍କେଲ ଥାନା କୋତାପଲି ଅଞ୍ଚଳରେ ପ୍ରାୟ ୭୦…

କୋରାପୁଟ ଜିଲ୍ଲାରେ ୨କୋଟିରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ

କୋରାପୁଟ (କେନ୍ଯୁଜ୍):କୋରାପୁଟ ଜିଲ୍ଲାରେ ୨କୋଟିରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ। ଛତିଶଗଡ ସୀମାନ୍ତ କାଠପୋଡା ପଞ୍ଚାୟତର ଜି. ମାଝିଗୁଡା ମୌଜାରେ ବହୁ ସଂଖ୍ୟାରେ ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ବୈପାରୀଗୁଡା ଥାନା ପୋଲିସ ଓ ଅବକାରୀ ବିଭାଗର…

ପୁଣି ମୋହନାରେ ୬୭ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ୧ ଲକ୍ଷ୩୫ ହଜାର ଗଞ୍ଜେଇ ଗଛକୁ ନଷ୍ଟ କଲା ପୋଲିସ ଏବଂ ଅବକାରୀ…

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷନଷ୍ଟ  ଅଭିଯାନ ଜାରିରହିଛି।ମଙ୍ଗଳବାର ମୋହନା ଥାନା ଯୁବ ପଞ୍ଚାୟତ ବମ ଗ୍ରାମର ୬୭ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକ ଲକ୍ଷ ପଞ୍ଚତିରିଶ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛି ପୋଲିସ…

୧୩ କୋଟିରୁ ଉର୍ଦ୍ଧ୍ବ ନୀଳ ଜହର ଚାଷ ପୋଡି ନଷ୍ଟ କଲା ମୋହନା ପୋଲିସ୍ ଏବଂ ଅବକାରୀ ବିଭାଗ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ସିନ୍ଧବା ପଞ୍ଚାୟତର ବୁଡୁଣି ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷକୁ କାଟି, ପୋଡି ନଷ୍ଟ କରାଯାଇଛି l ଉକ୍ତ ଅଞ୍ଚଳରେ ୬୭ ଏକର ଜମିରେ ଏହି ନୀଳ ଜହର ଚାଷ କରାଯାଇଥିଲା l ତେବେ ଏହି ଅଭିଯାନରେ ମୋହନା ପୋଲିସ୍ ଏବଂ ଅବକାରୀ…

ପୁଣି ମୋହନା ଅଞ୍ଚଳରୁ ଦଶକୋଟି ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛକୁ ପୋଡ଼ିଲା ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗ

ମୋହନା(କେନ୍ୟୁଜ୍):  ଗଜପତି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆର. ଉଦୟଗିରି ପୋଲିସ ଏବଂ ଜ଼ିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ବିମାନପୁର ଗ୍ରାମ ଜଙ୍ଗଲର ୫୧ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଏକ ଲକ୍ଷ ଛବିଶ ହଜାର ଛଶହ ଷାଠିଏ ଗଞ୍ଜେଇ ଗଛକୁ କାଟି…

ବାଲିଗୁଡ଼ା: ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ, ୧୭ କୋଟିରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ

ବାଲିଗୁଡ଼ା : ୧୭ କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ । ଅପରେସନ୍‌ ଗଞ୍ଜେଇ ନଷ୍ଟ ଅଭିଯାନରେ ଚଢାଉ କରି ୧ ଲକ୍ଷ ୭୫ହଜାର ଗଞ୍ଜେଇ ଗଛକୁ କାଟି ପୋଡି ଦିଆଯାଇଛି । ପୋଲିସ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ବାଲିଗୁଡ଼ା ଥାନା ସିନ୍ଦିରୀ ଗାଁ, ନୀଳିପଡ଼ା,…

ଗଜପତି ତିଲ୍ଲୀକର ଗ୍ରାମ ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ, ୧୨ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା: ଗଜପତି ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ। ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଅନୁଗୁର ପଞ୍ଚାୟତ ତିଲ୍ଲୀକର ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ୬୦ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଏକ ଲକ୍ଷ ରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ…

ଗଞ୍ଜେଇ ଚାଷ ନଷ୍ଟ ଅପରେସନ୍: ସାମିଲ୍ ହେଲେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ଥାନା ଅଧିକାରୀ, ନଷ୍ଟ କଲେ…

ବାଲିଗୁଡା : ବାଲିଗୁଡା ପୋଲିସର ଅପରେସନ୍‌ ଗଞ୍ଜେଇ ଚାଷ ନଷ୍ଟ । ପ୍ରାୟ ୧୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ନିଜେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ପ୍ରାୟ ୧୭୦…