Browsing Tag

ganjam collector

ଗଂଜେଇ ବେପାରୀକୁ ଧରିଲେ ଗଞ୍ଜାମ ଜିଲ୍ଲାପାଳ, ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ

ବ୍ରହ୍ମପୁର ( କେନ୍ଯୁଜ୍):  ଛତ୍ରପୁର ଷ୍ଟେସନ ନିକଟରୁ ୪୦କେଜି ଗଂଜେଇ ସହ ଜଣେ ବ୍ୟକ୍ତିଙ୍କୁ ଧରିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଉକ୍ତ ବ୍ୟକ୍ତି ଜଣକହେଲେ ବ୍ରହ୍ମପୁର ଅଂଚଳର ଶୁଭମ ପଟ୍ଟନାୟକ । ସେ ଦୁଇଟି ବ୍ୟାଗରେ ଗଞ୍ଜେଇ ଧରି ଟ୍ରେନ ଯୋଗେ ସୁରାଟ ଅଭିମୁଖେ ଯାଉଥିବା…

କୋଭିଡ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି: ବାହାଘର ଭୋଜିରେ ଖାଦ୍ୟ ପୁଡ଼ିଆ ଦେବାକୁ ନିର୍ଦ୍ଦେଶ

ଗଞ୍ଜାମ: ବାହାଘର ଭୋଜିରେ ଖାଦ୍ୟ ପୁଡିଆ। କୋଭିଡ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ବିବାହରେ ସର୍ବାଧିକ ୧୦୦ ଲୋକଙ୍କୁ ସାମିଲ ପାଇଁ ଅନୁମତି ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ ଅତିଥି ଯୋଗ ଦେଇପାରିବେ…

ଅତି ଦରକାର ନଥିଲେ ଗଞ୍ଜାମ ଜିଲ୍ଲାକୁ ନ ଆସିବାକୁ ପ୍ରବାସୀ ଓଡ଼ିଆଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ

ଗଞ୍ଜାମ (କେ.ନ୍ୟୁଜ): ଦରକାର ନଥିଲେ ଗଞ୍ଜାମ ଜିଲ୍ଲାକୁ ନ ଆସିବାକୁ ପ୍ରବାସୀ ଓଡ଼ିଆଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। କରୋନାର ଦ୍ୱିତୀୟ ଲହର ପ୍ରଭାବକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଛତ୍ରପୁରଠାରେ ପ୍ରସ୍ତୁତି ବୈଠକ ହୋଇଥିଲା। ଏ ଅବସରରେ ଜିଲ୍ଲାପାଳ ଏଭଳି କହିଛନ୍ତି।…

କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପଦକ୍ଷେପ, ଜୁନ ୨୭ରୁ ୩୦ ବ୍ରହ୍ମପୁର ସହର ହେବ ସଟଡାଉନ୍

କେନ୍ୟୁଜ୍ (ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପଦକ୍ଷେପ।  ଆସନ୍ତା ୨୭, ୨୮, ୨୯ ଓ ୩୦ ତାରିଖ ପୂରା ବ୍ରହ୍ମପୁର ସହର ସଟଡାଉନ୍‌ ରହିବ। ବୁଧବାର ଦିନ ସହର ଖୋଲିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। Shut down in BeMC for 4 days. Coming…

ଆଜିଠୁ ୧୦ଦିନ ଯାଏ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ବନ୍ଦ

ଗଞ୍ଜାମ: ଆଜିଠାରୁ ପରବର୍ତ୍ତୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ୍ ସାଧାରଣ ଲୋକଙ୍କ ପାଇଁ ମନା । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ମିଳିଛି। ଏନେଇ ଟ୍ବିଟ୍ କରି ଜିଲ୍ଲାପାଳ ଜଣାଇଛନ୍ତି ଯେ, ଆଜି ଠାରୁ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର…

ଅନଲାଇନ ଅଭିଯୋଗ ନେଇ ଗଞ୍ଜାମ ଜିଲ୍ଲାପାଳ ଜାରି କଲେ ହ୍ବାର୍ଟସଆପ ନମ୍ବର, କଲେକ୍ଟର ଅଫିସକୁ ଆସିବାର ଆବଶ୍ୟକତା ନାହିଁ

କେନ୍ୟୁଜ୍ (ବ୍ୟୁରୋ):ଗଞ୍ଜାମ ଜିଲ୍ଲାପାଳଙ୍କ  ଅଭିନବ ପ୍ରୟାସ। ଏଣିକି କୌଣସି ଅଭିଯୋଗ କରିବାକୁ ଆଉ ଜିଲ୍ଲାପାଳଙ୍କ ଦପ୍ତରକୁ ଦୈଡିବାକୁ ପଡିବନି। ଏଥିପାଇଁ ଜାରି ହୋଇଛି ଏକ ହ୍ବାର୍ଟସଆପ ନମ୍ବର। ଯେଉଁଥିରେ ଲୋକେ ନିଜର ଅଭିଯୋଗ  ପଠାଇପାରିବେ କିମ୍ବା କଲ କରି ଅଭିଯୋଗ ସମ୍ପର୍କରେ…

ଏକୋଇଶି ଦିନର ଏକାନ୍ତବାସ ପରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଫେରିଲେ ପ୍ରବାସୀ ଓଡ଼ିଆ, ଗଞ୍ଜାମ ଜିଲ୍ଲାପାଳ ଜଣାଇଲେ…

ବ୍ରହ୍ମପୁର ( କେ ନ୍ୟୁଜ୍) : ୨୧ ଦିନ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଘରକୁ ବାହାରିଲେ ପ୍ରବାସୀ ଓଡିଆ । ଏହି ଅବସରରେ ଗଂଜାମ ଜିଲ୍ଲା ଶେରଗଡ ଆଦର୍ଶ ବିଦ୍ୟାଳୟ ରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଏମାନେ ବିଦାୟ ନେଇଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ…

ଜନସାଧାରଣଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁରୋଧ: କହିଲେ କ୍ୱାରେଣ୍ଟାଇନ୍‌ ସେଣ୍ଟରଠାରୁ ଦୂରରେ ରୁହନ୍ତୁ, ସମସ୍ତ…

ଗଞ୍ଜାମ: ଗଞ୍ଜାମରେ କୋକୁଆ ଭୟ । ଆଜି ହଠାତ୍ ୨୧ ପଜିଟିଭ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ । କ୍ୱାରେଣ୍ଟାଇନ୍‌ ସେଣ୍ଟର ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ଗଂଞ୍ଜାମ ଜିଲ୍ଲାପାଳ । ଓଡ଼ିଆ ଫେରନ୍ତା ହଟ୍‌ ସ୍ପଟ୍‌ ଅଞ୍ଚଳରୁ ଆସୁଛନ୍ତି । ପ୍ରଶାସନ ‘ସେମାନଙ୍କର ଉଚିତ…

ଗଞ୍ଜାମ ଜିଲ୍ଲପାଳଙ୍କ ଅଭିନବ ପ୍ରୟାସ, ସାମାଜିକ ଦୂରତା ବଜାୟୀ ରଖିବା ପାଇଁ ସମସ୍ତେ ଛତା ନେଇ ଘରୁ ବାହାରିବାକୁ ଦେଲେ…

ବ୍ରହ୍ମପୁର(କେନ୍ୟୁଜ): ଗଞ୍ଜାମ ଜିଲ୍ଲପାଳଙ୍କ ଅଭିନବ ପ୍ରୟାସ। ଘରକୁ ପଦାକୁ ବାହାରିଲା ବେଳେ ସମସ୍ତେ ଛତାନେଇ ବାହାରନ୍ତୁ ବୋଲି ପରାମର୍ଶ ଦେଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ଛତା ଧରି ପଦାକୁ ବାହାରିବାରେ ଅନେକ କାରଣ ରହିଛି ପ୍ରଥମତଃ ଛତା ଥିଲେ ଖରାଦାଉରୁ ନିଜକୁ ସୁରକ୍ଷା…

ଗଞ୍ଜାମ ଜିଲ୍ଲାପାଳଙ୍କ ମହାନତା: ନିଜେ ରକ୍ତ ଦାନ କରି ମୋବାଇଲ୍ ରକ୍ତ ସଂଗ୍ରହ ଯାନର କଲେ ଶୁଭାରମ୍ଭ

ଗଂଜାମ : ଲକ୍ ଡାଉନ୍ ସମୟରେ ରକ୍ତର ଅଭାବ ଲାଗି ରହିଥିବା ବେଳେ ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇଛି ମୋବାଇଲ୍ ରକ୍ତ ସଂଗ୍ରହ ଯାନ । ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଥମେ ରକ୍ତ ଦେଇ ଭ୍ୟାନ୍ ର ଶୁଭାରମ୍ଭ କରିଥିଲେ । ଭ୍ୟାନ୍ ମଧ୍ୟରେ ଶୀତ ତାପ ନିୟନ୍ତ୍ରିତ ରହିଛି । ରକ୍ତ ଦାତା…

ଗଞ୍ଜାମ: ମାସ୍କ ପିନ୍ଧି ଆସିବନି ତ ରାସନ ସାମଗ୍ରୀ ମିଳିବନାହିଁ, ନିୟମକୁ କଡାକଡ଼ି କଲେ ଗଞ୍ଜାମ ଜିଲ୍ଲାପାଳ

ଗଞ୍ଜାମ(କେନ୍ୟୁଜ): ଆଜି ଠାରୁ ଘରୁ ପଦାକୁୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର । ସାରା ଓଡିଶାରେ ଏହି ନିୟମ ଆଜି ଠାରୁ ଲାଗୁହୋଇଛି । ଆଜି ଠାରୁ ସକାଳ ୭ ଟା ରୁ ଏହି ନିର୍ଦ୍ଦେଶ ସାରା ରାଜ୍ୟରେ ଲାଗୁ ହେବା ନେଇ ଆଗରୁ ଘୋଷଣା କରିସାରିଥିଲେ ରାଜ୍ୟ ସରକାର ।…

ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ବିଧାୟକ ପାଣ୍ଠି, କରୋନା ପାଇଁ ନିଜ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ କରିବାକୁ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ବିଧାୟକ ପାଣ୍ଠି । କରୋନା ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ଯାହା ଖର୍ଚ୍ଚ ହେବ ଏହି ପାଣ୍ଠିରୁ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଜ ବିଧାୟକ ପାଣ୍ଠିର ଖର୍ଚ୍ଚ ନିଜ ନିର୍ବାଚନମଣ୍ଡଳୀରେ କରିବାକୁ କହିଛନ୍ତି । ଜିଲ୍ଲାପାଳ ବିଜୟ…