ଗୁଗଲ ଲଞ୍ଚ କଲା ‘.ing’ ଡୋମେନ୍, ଗୋଟିଏ ୱାର୍ଡରେ କ୍ରିଏଟ୍ କରିପାରିବେ ନିଜର ୱେବସାଇଟ୍
ଗୁଗଲ ନିଜ ୟୁଜରମାନଙ୍କ ପାଇଁ ସବୁବେଳେ କିଛି ନା କିଛି ଫିଚର ରୋଲ ଆଉଟ କରୁଛି । ଏହା ଦ୍ୱାରା ମୋବାଇଲ ୟୁଜରମାନେ ଲାଭ ପାଆନ୍ତି । ତେବେ ନିକଟରେ ଗୁଗଲ ଏକ ନୂଆ ଡୋମେନ୍ ଏକ୍ସଟେନ୍ସନ ଟାଇପ୍ ‘.ing’ ଲଞ୍ଚ କରିଛି ଯାହା ବ୍ରାଣ୍ଡ ଏବଂ ବ୍ୟବସାୟକୁ ଗୋଟିଏ ୱାର୍ଡରେ ସେମାନଙ୍କର ୱେବସାଇଟ୍…