କି ଯୁଗ ହେଲା, ଏହି ପଞ୍ଚାୟତରେ କୁଆଡେ ୨୦୦ରୁ ଊର୍ଦ୍ଧ୍ଵ ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା
ଆଳି: ଆଜିକାଲି ଯୁଆଡେ ଆଖି ବୁଲେଇ ଦେଲେ ସିଆଡେ ଖାଲି ଦୁର୍ନୀତି ଆଉ ଦୁର୍ନୀତି । ବିନା ପରିଶ୍ରମରେ ମାଲେମାଲ୍ ହେବାର ନିଶା ସମସ୍ତଙ୍କୁ ଘାରିଛି । ତାଉପରେ ସରକାରଙ୍କର ଯୋଜନା କଥା ଉଠିଲେ ଯୋଗ୍ୟ ହିତାଧିକାରୀଙ୍କ କଥା ତ ଛାଡ ଏଠି ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଅଧିକ । ଏକଥା ଯେମିତି ସବୁ…