Browsing Tag

GROUP CLASH

ଜାଗା ଜମି ବିବାଦକୁ ନେଇ ଫାଣ୍ଡି ଆଗରେ ହଣାହାଣି: ୩ ଗୁରୁତର ଆହତ, ତିନି ଅଟକ

ସୋର(କେନ୍ୟୁଜ୍): ଫାଣ୍ଡି ଆଗରେ ହଣାହାଣି। ଜାଗା ଜମି ବିବାଦକୁ ନେଇ ଫାଣ୍ଡି ଆଗ ପାଲଟିଲା ରଣକ୍ଷେତ୍ର । ୩ ଗୁରୁତର ଆହତ ଓ ୩ ଅଟକ । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଆରୁହା ଅଞ୍ଚଳର ଇଶ୍ବର ସାହୁଙ୍କର ତାଙ୍କ ଦାଦା ପୁଅ ଭାଇ ମାନଙ୍କ ସହ ଜାଗା ଜମି ବିବାଦ ଲାଗିରହିଥିଲା । ଏହି ବାବଦରେ…

ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ, ୪ରୁ ଅଧିକ ମହିଳା ଓ ପୁରୁଷ ଆହତ

 ହିଞ୍ଜିଳିକାଟୁ (କେନ୍ୟୁଜ୍): ଗଣେଶ ମୂର୍ତ୍ତି ଭସାଣୀକୁ ନେଇ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ । ୪ରୁ ଅଧିକ ମହିଳା ଓ ପୁରୁଷ ଆହତ ହୋଇ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ବୁରୁପଡ଼ା ଗାଁରେ ଏହି ଅଘଟଣ ଘଟିଛି। ୪୦ରୁ ଅଧିକ ଯୁବକ ମୂର୍ତ୍ତି ବିସର୍ଜନ ପାଇଁ…

ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା: ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କଲେ ମହିଳା, ୫ ଆହତ

ବାରିପଦା(କେନ୍ୟୁଜ): ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା । ଦିନ ଦୁଇ ପ୍ରହରରେ ଭୁଜାଲିରେ ଆକ୍ରମଣ କଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ସଦର ଥାନା ସିନ୍ଦୁରଗୌରା ଅଂଚଳରେ ଘରୋଇ ହିଂସାକୁ ନେଇ ୨ଗୋଷ୍ଠି ମଧ୍ୟରେ ଉତ୍ତେଜନା । ସଙ୍ଘବଦ୍ଧ ଭାବେ କିଛି ମହିଳା ଅନ୍ୟ ଏକ ଗୋଷ୍ଠିର ମହିଳାକୁ…

ଚଇତି ପର୍ବ ଚାଲିଥିବା ବେଳେ ସାମାନ୍ୟ ଯୁକ୍ତିତର୍କରୁ ଘଟିଲା ହତ୍ୟାକାଣ୍ଡ: ୨ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ(କେନ୍ୟୁଜ୍) : କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା ।  ଚଇତି ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ସାମାନ୍ୟ ବଚସାରୁ ଘଟିଯାଇଛି ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ…

ବାଲିଘାଟକୁ କେନ୍ଦ୍ର କରି ଯମୁନାକୋଟ ଗାଁରେ ବୁଲିଲା ଖଣ୍ଡା ଓ ଭୁଜାଲି: ବାପ,ପୁଅ ସମେତ ୬ଆହତ

କାମାକ୍ଷାନଗର(କେନ୍ଯୁଜ୍): ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁର ମର୍ଥ।ପୁର ବାଲିଘାଟକୁ କେନ୍ଦ୍ର କରି ଖଣ୍ଡା ଓ ଭୁଜାଲିରେ ଦୁଇ ଗୋଷ୍ଠୀ ମୁଁହାମୁହିଁ । ଆକ୍ରମଣରେ ୬ ଜଣ ଆହତ । ପ୍ରଥମେ ଗୋଟିଏ ଗୋଷ୍ଠୀର ୪ରୁ ୫ ଜଣ ଯୁବକ ଆସି ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ମାନେ ହେଲେ…

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ(କେ ନ୍ୟୁଜ):  ଗଞ୍ଜାମ ଗାଁ ଦାଣ୍ଡରେ ଗଡ଼ିଲା ମୁଣ୍ଡ । ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ । ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା କୋଦଳା ସହର ଡାକବଙ୍ଗଳା ନିକଟ ଖଦାଳ ସାହିରେ ହତ୍ୟାକାଣ୍ଡ ଘଟିଛି। ଘଟଣା ପରେ ୪ଟି ଘରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ…

ଗୋଡାଇ ଗୋଡାଇ ଭୁଜାଲି ଓ ଟାଙ୍ଗିଆରେ ହାଣିଲେ ଦୁର୍ବୃତ୍ତ, ଜଣେ ମୃତ

ସମ୍ବଲପୁର(କେନ୍ଯୁଜ୍): ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ। ଗୋଡାଇ ଗୋଡାଇ ଭୁଜାଲି ଓ ଟାଙ୍ଗିଆରେ ହାଣିଲେ ଦୁର୍ବୃତ୍ତ। ବଞ୍ଚାଇବାକୁ ଯାଇ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଆହତ। ସମ୍ବଲପୁର କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ପୁରୁଣା ଗୁରବାର ବଜାର ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ଜଣକ ପ୍ରକାଶ…

ନରସିଂହପୁର କାଠଖୁଣ୍ଟ ଗାଁରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୨ ଗୁରୁତର

ନରସିଂହପୁର(କେନ୍ଯୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । କଟକ ଜିଲ୍ଲା ନରସିଂହପୁର ଥାନା କାଠଖୁଣ୍ଟ ଗାଁରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୨ ଗୁରୁତର । ମୃତକ ହେଲେ ବିନୋଦିନୀ ମହାଳିକ । ଅନ୍ୟ ଦୁଇ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କୌଣସି କଥାକୁ ନେଇ…

କୋରାପୁଟ: ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୨ମୃତ ୭ ଗୁରୁତର

କୋରାପୁଟ(କେନ୍ୟୁଜ୍):  କୋରପୁଟ ଜିଲ୍ଲାର ଦଶମନ୍ତ ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ ହାତୀମୁଣ୍ଡା ଗ୍ରାମରେ ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ। ଏଥିରେ ୨ମୃତ ୭ ଗୁରୁତର ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ଗୋଷ୍ଠୀର  ୨ଜଣ  ମୃତବରଣ କରିଛନ୍ତି । ମୃତକଙ୍କ…

ବଣଭୋଜିରେ କମେଣ୍ଟ ମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୩ ଆହତ

ଭଞ୍ଜନଗର(କେନ୍ଯୁଜ୍): ବଣଭୋଜିରେ କମେଣ୍ଟ ମରାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ। ଜଣେ ମୃତ, ୩ ଆହତ । ସମସ୍ତଙ୍କୁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ପୋଲସରା ରାଇଁମାଳ ଗାଁ ନିକଟସ୍ଥ ଜଙ୍ଗଲର ଘଟଣା । ମୃତକ ମଧୁପଲ୍ଲୀ ଗାଁର ବାବୁଲା ପ୍ରଧାନ । ପୋଲିସ ୬ଜଣଙ୍କୁ…

କଟକ ଗୋପାଳପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୨ ପ୍ଲାଟୁନ ଫୋର୍ସ ସହ ୩ ଅଫିସର ମୁତୟନ

ନରସିଂପୁର(କେନ୍ଯୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । କଟକ ଜିଲ୍ଲା ବଡମ୍ବା ବ୍ଲକ ଗୋପାଳପୁର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଗୋପାଳପୁର ସରପଞ୍ଚ ବାଟକୃଷ୍ଟ ଅତବୁଦ୍ଧି ଓ ତାଙ୍କ ଭାଇ ସହ ଗୋପବନ୍ଧୁ କ୍ଲବର ସଦସ୍ୟଙ୍କ ଭିତରେ କିଛିଦିନ ହେବ ବିବାଦ ଲାଗିରହିଥିଲା। ଯାହା…

ପ୍ରେମକୁ ନେଇ ମହାଭାରତ : ପ୍ରେମିକ ଓ ପ୍ରେମିକାଙ୍କ ପରିବାର ଭିତରେ ଗାଁ ଦାଣ୍ଡରେ ଚାଲିଲା ଯୁଦ୍ଧ, ଭିଡିଓ ଭାଇରଲ

ବାଲେଶ୍ଵର(କେ ନ୍ୟୁଜ): ପ୍ରେମକୁ ନେଇ ସୃଷ୍ଟି ହେଲା ମହାଭାରତ। ବାଲେଶ୍ଵର ଜିଲ୍ଲାରେ ଏଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଦୁଇ ଗୋଷ୍ଠୀ ଭିତରେ ଏମିତି ମାର ପିଟ୍ ହେଉଛନ୍ତି ଯେଭଳି ସାଉଥ ଫିଲ୍ମ ବି ଫିକା ପଡ଼ିଯିବ। ଭିଡିଓ ହେଉଛି ବାଲେଶ୍ଵର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ…