Browsing Tag

guidelines

ଗୁଜବ ପ୍ରଚାର କଲେ ଆଉ ରକ୍ଷା ନାହିଁ, ସାବଧାନ୍ ଓଟିଟି ଓ ସାମାଜିକ ଗଣମାଧ୍ୟମ

କେନ୍ଦ୍ର ସରକାର ଆଜି ସୋସିଆଲ ମିଡିଆ ଓ ଓଭର ଦ ଟପ୍‌(ଓଟିଟି) ପ୍ଲାଟଫର୍ମ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ରବିଶଙ୍କର ଆଜି ଅପରାହ୍ନ ୨ଟାରେ ଏକ ପ୍ରେସ କନ୍‌ଫରେନ୍ସରେ ରେଗୁଲେସନ୍‌ ଘୋଷଣା କରିଛନ୍ତି। ନୂଆ ଗାଇଡ୍‌ଲାଇନ୍‌ ଭିତରେ ଫେସ୍‌ବୁକ୍‌,…

ଜାନୁଆରୀ ମାସ ପାଇଁ ଗାଇଡ଼ଲାଇନ ଜାରି କଲେ ରାଜ୍ୟ ସରକାର, ଖୋଲିବ ସିନେମା ହଲ ଓ ଥିଏଟର

କେନ୍ୟୁଜ୍(ବ୍ୟୁରୋ):  ଆସିଲା ଜାନୁଆରୀ ମାସ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌ । ଏସଆରସିଙ୍କ ପକ୍ଷରୁ ଜାରି ହୋଇଛି କିଛି  କଟକଣା । କରୋନା କଟକଣା ମଧ୍ୟରେ  ଖୋଲିବ ଥିଏଟର୍‌ ଓ ସିନେମା ହଲ୍‌ । ୫୦ ପ୍ରତିଶତ ଦର୍ଶକକୁ ନେଇ ଖୋଲିବ ସିନେମା ହଲ୍‌ । ରାଜ୍ୟରେ ଜାନୁଆରୀ ୩୧ ଯାଏଁ ବନ୍ଦ…

ଗଞ୍ଜାମ: ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପାଳନ କରି ମଣ୍ଡପରେ ପୂଜା କରିବା ପାଇଁ ଅନୁମତି ଦେଲେ ଜିଲ୍ଲାପାଳ

ଗଞ୍ଜାମ(କେନ୍ୟୁଜ୍‌): ଗଞ୍ଜାମରେ ପୂଜା ପାଇଁ ଗାଇଡ୍‌ଲାଇନ୍‌ । ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପାଳନ କରି ମଣ୍ଡପରେ ପୂଜା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଅନୁମତି ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଘରେ ହିଁ ପୂଜା କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ତେବେ ପୂଜା କମିଟିର…

ଭୁବନେଶ୍ବର ଓ କଟକରେ ସମସ୍ତ ସରକାରୀ ଅଫିସ ପାଇଁ ସ୍ବତନ୍ତ୍ର ଗାଇଡଲାଇନ, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ…

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ଓ କଟକରେ ସମସ୍ତ ସରକାରୀ ଅଫିସ ପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି  ରାଜ୍ୟ ସରକାର।  ଅକ୍ଟୋବର ମାସରେ ଭୁବନେଶ୍ବର ଓ କଟକରେ ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ଏହା ସହିତ ରାଜ୍ୟର ସମସ୍ତ ସରକାରୀ ଅଫିସ…

ପୂଜା ଗାଇଡଲାଇନରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ, ରାଜ୍ୟରେ ସମସ୍ତ ପୂଜାରେ ଚାରି ଫୁଟର ହେବ ମୂର୍ତ୍ତି

କଟକ: ମଣ୍ଡପରେ ଦୁର୍ଗ ପୂଜା ଓ ବିଭିନ୍ନ ପୂଜାକୁ ନେଇ ରାଜ୍ୟ ସରକାର ଯେଉଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ସେଥିରେ କୌଣସି ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । କୋଭିଡ ଗାଇଡଲାଇନରେ କିଛି ପରିବର୍ତ୍ତନ କରି କଟକ ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ ଯେଉଁ ଆବେଦନ ହୋଇଥିଲା…

ପୂଜା ପାଇଁ ଆସିଲା ଗାଇଡଲାଇନ୍: ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଠାରୁ ନେବାକୁ ପଡିବ ଅନୁମତି, ଦର୍ଶନ କରିପାରିବେନି ଭକ୍ତ

ଭୁବନେଶ୍ୱର/କଟକ: ପେଣ୍ଡାଲ ଓ ମଣ୍ଡପରେ ପୂଜା ଆୟୋଜନ ପାଇଁ ଜିଲ୍ଲାପାଳଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ । ଟ୍ବିନ୍ ସିଟି କଟକ ଓ ଭୁବନେଶ୍ୱରରେ ପୋଲିସ କମିଶନର ଅନୁମତି ପ୍ରଦାନ କରିବେ । ପରମ୍ପରା ରକ୍ଷା ପାଇଁ ଘରୋଇ ପରିବେଶ ଭଳି ପୂଜା କରାଯିବ । ଏହା ଜାକଜମକରେ ହେବ ନାହିଁ କିମ୍ବା…

ଆଜିଠାରୁ କଟକରେ କଣ ଖୋଲା ରହିବ କଣ ବନ୍ଦ ରହିବ? ଜାରି ହୋଇଥିବା ଗାଇଡଲାଇନ ଉପରେ ଥରେ ପକାନ୍ତୁ ନଜର

କଟକ: ଆଜିଠାରୁ କଟକରେ କଣ ଖୋଲା ରହିବ କଣ ବନ୍ଦ ରହିବ, ସେ ନେଇ ଗାଇଡଲାଇନ ଜାରି ହୋଇଛି । ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ସର୍ବସାଧାରଣ ବସ୍‌ ପରିବହନ ବନ୍ଦ ରହିବ । କେବଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ବସ୍‌ ଚାଲିପାରିବ । ସେହିପରି କେବଳ ସ୍ୱାସ୍ଥ୍ୟ ସଂପର୍କିତ ମାମଲାରେ…

ଭୁବନେଶ୍ୱର, କଟକ ପୌରାଞ୍ଚଳରେ ଦୋକାନ ଖୋଲିବା ପାଇଁ ଗାଇଡ୍‌ ଲାଇନ୍ ଜାରି, ଜାଣି ରଖନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ଭୁବନେଶ୍ୱର, କଟକ ପୌରାଞ୍ଚଳରେ ଦୋକାନ ଖୋଲିବା ପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଛି କମିଶନରେଟ ପୋଲିସ । ଆସନ୍ତୁ ଜାଣିବା କଣ ରହିଛି ସବୁ ନିୟମ : -ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନିୟମ ମାନିବେ । -ଅନୁମତି ମିଳିନଥିବା ଦୋକାନ ଖୋଲିବ ନାହିଁ । -ଦୋକାନରେ ଦୁଇ ଜଣ…

ମାଛ ଓ ମାଂସ ମାର୍କେଟ୍‌ ନେଇ WHOର ଗାଇଡ୍‌ଲାଇନ୍‌

ମାଛ ଓ ମାଂସ ମାର୍କେଟ ନେଇ ଗାଇଡ ଲାଇନ ପ୍ରସ୍ତୁତ କରୁଛି WHO । World Organisation For Animal Health ଏବଂ ଜାତି ସଂଘର Food And Agriculture Organisation ସହ ମିଶି WHO ଗାଇଡ ଲାଇନ ପ୍ରସ୍ତୁତ କରୁଛି । ବିଶ୍ୱର ଅଧିକାଂଶ ସ୍ଥାନରେ ମାଛ ଓ ମାଂସ ମାର୍କେଟର ରକ୍ଷଣା ବେକ୍ଷଣା ଏବଂ…

ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ନେଇ ଆସିଲା କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌, ଅତ୍ୟାବଶ୍ୟକ ସେବା ଛାଡି ଅନ୍ୟ ସମସ୍ତ…

ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ନେଇ ଆସିଲା କେନ୍ଦ୍ରର ନୂଆ ଗାଇଡ୍‌ଲାଇନ୍‌ । ଅତ୍ୟାବଶ୍ୟକ ସେବା ଛାଡି ଅନ୍ୟ ସମସ୍ତ ଚଳାଚଳ ଉପରେ ରୋକ ଲଗାଯାଇଛି । ଆସନ୍ତୁ ଜାଣିବା ନୂଆ ଗାଇଡ୍‌ଲାଇନ ଅନୁସାରେ କେଉଁ ସେବା ଜାରି ରହିବ ଏବଂ କେଉଁ ସେବା ଉପରେ ରୋକ୍ ଲଗାଯିବ  । ନୂଆ…