Browsing Tag

gujarat

ହିଲ୍‌ ଷ୍ଟେସନ ନୁହେଁ କି ତୁଷାରପାତ…! ଗୁଜରାଟର ରାଜକୋଟରେ ସୃଷ୍ଟି ହେଲା ଶିମଲା-ମନାଲିର ଭ୍ରମ

ଗୁଜରାଟର ଅଧିକାଂଶ ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଛି। ଏହାରି ଭିତରେ ରାଜକୋଟ-ଅହମ୍ମଦାବାଦ ରାଜପଥରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ। ଏଠାରେ ହିଲ୍‌ ଷ୍ଟେସନ ପରି ରାସ୍ତା ଉପରେ ବିଛେଇ ହୋଇଯାଇଥିଲା ଧଳା ବରଫର ଚାଦର। ଏହି ଦୃଶ୍ୟ ରାଜପଥ ଦେଇ ଯାଉଥିବା ଲୋକମାନଙ୍କୁ…

‘ଘୋଲ୍‌ ମାଛ’ ହେଲା ଗୁଜରାଟର ଷ୍ଟେଟ୍‌ ଫିଶ୍‌, ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୧ କେଜିର ଦାମ୍‌ ଏତେ ଟଙ୍କା

ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟର ଲୋକ ମାଛ ଖାଇବାକୁ ଖୁବ୍‌ ପସନ୍ଦ କରନ୍ତି। ବଜାରରେ ବିଭିନ୍ନ ପ୍ରକାରର ମାଛ ଉପଲବ୍ଧ ହୋଇଥାଏ। ଲୋକେ ନିଜ ପସନ୍ଦ ଅନୁସାରେ ମାଛ ଖାଇବାକୁ ଭଲ ପାଆନ୍ତି। ଏହାରି ଭିତରେ ଗୁଜରାଟରୁ ଆସିଛି ମାଛକୁ ନେଇ ଏକ ବଡ଼ ଖବର। ଗୁଜରାଟ ‘ଘୋଲ୍‌’ ମାଛକୁ ରାଜ୍ୟ ମାଛ ଭାବେ…

ଗୁଜରାଟ: ହମ୍‌ସଫର ଏକ୍ସପ୍ରେସ୍‌ ଟ୍ରେନରେ ଭୀଷଣ ନିଆଁ, ଧୁ ଧୁ ହୋଇ ଜଳିଲା ଜେନେରେଟର ବଗି

ଗୁଜରାଟର ଭଲସାଡରେ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଥିବା ସୂଚନା ରହିଛି। ତିରୁଚିରାପଲ୍ଲୀ ଏବଂ ଶ୍ରୀଗଙ୍ଗାନଗର ମଧ୍ୟରେ ଚାଲୁଥିବା ହମ୍‌ସଫର ଏକ୍ସପ୍ରେସ ଯେତେବେଳେ ଛିପୱାଡ ନିକଟରେ ପହଞ୍ଚିଥିଲା, ସେହି ସମୟରେ ଟ୍ରେନର ଜେନେରେଟର ବଗିରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା କ୍ଷଣି…

ଗୁଜରାଟ: ୯ମ ଥର ବିଶ୍ୱ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛି ଜାମନଗରର ଦଗଡୁ ସେଠ ଗଣେଶ ମହୋତ୍ସବ

ଗଣେଶ ମହୋତ୍ସବର କଥା ଆସିଲେ, ପ୍ରଥମେ ମୁମ୍ବାଇର ସିଦ୍ଧିବିନାୟକଙ୍କ ନାମ ସାମ୍ନାକୁ ଆସିଥାଏ । ହେଲେ ଗୁଜରାଟର ଜାମନଗରରେ ଦଗଡୁ ସେଠ ଗଣେଶ ମହୋତ୍ସବ ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି। ଏହା ଏମିତି ଏକ ଗଣେଶ ପୂଜା, ଯାହାର ନାମ ଥରେ ନୁହେଁ, ବରଂ ୮ ଥର ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲ୍ଡ…

ଗୁଜରାଟରେ ବନ୍ୟା ପ୍ରଳୟ: ନଭସାରୀରେ ଭାସିଗଲା ଶହ ଶହ ଗ୍ୟାସ୍‌ ସିଲିଣ୍ଡର; ଭିଡିଓ ଭାଇରାଲ

ଗୁଜରାଟରେ ପ୍ରବଳ ବର୍ଷା ମଧ୍ୟରେ ଅନେକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସୁଛି। ଏବେ ନଭସାରୀ ଅଞ୍ଚଳରୁ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବନ୍ୟା ପାଣିରେ ଶହ ଶହ ସଂଖ୍ୟାରେ ଗ୍ୟାସ ସିଲିଣ୍ଡର ଭାସି ଯାଉଥିବା ଦେଖିବାକୁ ମିଳୁଛି। ସୂଚନା ମୁତାବକ, ପ୍ରବଳ ବର୍ଷାରେ ଗୁଜରାଟର ନଭସାରୀ ଓ…

ଗୁଜରାଟରେ ଜଳ ପ୍ରଳୟ: ବନ୍ୟାରୁ ରକ୍ଷା ପାଇବା ପାଇଁ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ିଗଲେ ଦୁଇ ବ୍ୟକ୍ତି, ବାୟୁସେନା କଲା…

ଗୁଜରାଟର ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ବାୟୁସେନା ନିୟୋଜିତ ହୋଇଛି। ବାୟୁସେନା ହେଲିକାପ୍ଟର ଶନିବାର ବନ୍ୟା ପ୍ରଭାବିତ ଜୁନାଗଡରେ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ିଥିବା ଦୁଇ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି। ଜିଲ୍ଲା ପ୍ରଶାସନ ତରଫରୁ ଫସି…

ଗୁଜରାଟ: କାଳ ସାଜିଲା ବର୍ଷା, ଶିଳ୍ପାଞ୍ଚଳରେ କାରଖାନାର କାନ୍ଥ ଭୁଶୁଡ଼ି ୪ ଶିଶୁ ମୃତ

ପ୍ରବଳ ବର୍ଷା ଯୋଗୁ ଗୁରୁବାର ଗୁଜରାଟର ହଲୋଲରେ ଥିବା ଏକ ଶିଳ୍ପାଞ୍ଚଳରେ ବଡ଼ ଧରଣର ଅଘଟଣ ଘଟିଛି। ଏଠାରେ ଏକ କାରଖାନାର କାନ୍ଥ ଅସ୍ଥାୟୀ ତମ୍ବୁ ଉପରେ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୫ ଜଣ ଆହତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ମୃତ ଶିଶୁମାନଙ୍କର…

ଗୁଜରାଟ: ହ୍ରଦରେ ବୁଡି ୫ ନାବାଳକ ମୃତ, ୨ ଜଣଙ୍କୁ ବଞ୍ଚାଇବା ଚକ୍କରରେ ଚାଲିଗଲା ଆଉ ୩ ଜଣଙ୍କ ଜୀବନ

ଗୁଜରାଟର ବୋଟାଡ ଜିଲ୍ଲାରେ ଥିବା କୃଷ୍ଣସାଗର ହ୍ରଦରେ ୫ ଜଣ ପିଲା ବୁଡିଯିବାରୁ ମୃତ୍ୟୁ ଘଟିଛି । ହ୍ରଦରେ ଗାଧୋଉଥିବା ବେଳେ ଦୁଇ ଜଣ ହଠାତ୍‌ ବୁଡିଯାଇଥିଲେ, ସେମାନଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ୩ ଜଣ ପାଣିକୁ ଡେଇଁ ପଡିଥିଲେ । ଫଳରେ ୫ ଜଣ ଯାକ ବୁଡି ମୃତ୍ୟୁବରଣ କରିଥିଲେ । ସମସ୍ତ ମୃତକ…

ଗୁଜରାଟ ଦଙ୍ଗା, ନରୋଦା ଗାଁ ହିଂସା: ପୂର୍ବତନ ମନ୍ତ୍ରୀ ମାୟା କୋଡନାନି, ବାବୁ ବଜରଙ୍ଗୀଙ୍କ ସମେତ ସମସ୍ତ ଅଭିଯୁକ୍ତ…

ନରୋଦା ଗାଁ ହିଂସାରେ ପୂର୍ବତନ ମନ୍ତ୍ରୀ ମାୟା କୋଡନାନି, ବାବୁ ବଜରଙ୍ଗୀ, ଜୟଦୀପ ପଟେଲଙ୍କ ସମେତ ସମସ୍ତ ୬୯ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୦୨ ଫେବୃଆରୀ ୨୭ରେ ଅଯୋଧ୍ୟାରୁ ଫେରୁଥିବା ସାବରମତି ଏକ୍ସପ୍ରେସର ବଗିରେ ପେଟ୍ରୋଲ ଢାଳି…

ଭଜନ କାର୍ଯ୍ୟକ୍ରମରେ ଏଣ୍ଟ୍ରି ପାଇଁ ଟିକେଟ୍‌ ନୁହେଁ, ରୁଟି ଧରି ପହଞ୍ଚିଲେ ଲୋକେ…ଦେଖନ୍ତୁ ଭାଇରାଲ Video

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ। ଏଥିରେ ଦେଖିବାକୁ ମିଳୁଛି, ଭଜନ ଗାୟକ କୀର୍ତ୍ତିଦାନ ଗଢ଼ଓ୍ଵିଙ୍କ ପ୍ରୋଗ୍ରାମରେ ପ୍ରବେଶ ପାଇଁ ଲୋକେ ଟିକେଟ୍‌ ନୁହେଁ, ବରଂ ଏହା ଜାଗାରେ ରୁଟି ଧରି ପହଞ୍ଚିଛନ୍ତି। ଭାଇରାଲ ଭିଡିଓ ଗୁଜରାଟ ପାଟନାର ବୋଲି କୁହାଯାଉଛି। ଭିଡିଓଟି ସାମ୍ନାକୁ ଆସିବା…

ଗୁଜରାଟ: କ୍ରିକେଟ୍‌ ହେଲା କାଳ! ରାଜକୋଟ୍‌ ଓ ସୁରଟରେ ହୃଦଘାତରେ ୨ ଖେଳାଳିଙ୍କ ମୃତ୍ୟୁ

ଗୁଜରାଟର ରାଜକୋଟ ଏବଂ ସୁରଟରେ ହୃଦଘାତରେ ୨ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ସୁରଟରେ ଶନିବାର କ୍ରିକେଟ୍ ଖେଳିବା ପରେ ୨୭ ବର୍ଷୀୟ ପ୍ରଶାନ୍ତ କାନ୍ତିଭାଇ ଭରୋଲିଆ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କର…

ପୂର୍ବତନ ସରପଞ୍ଚଙ୍କ ପୁତୁରା ବାହାଘରରେ ଉଡ଼ିଲା ୧୦୦ ଓ ୫୦୦ ଟଙ୍କିଆ ନୋଟ୍‌ ; ଲୁଟିବା ପାଇଁ ଲୋକଙ୍କ ମଧ୍ୟରେ…

ଗୁଜରାଟର ମେହସାଣାରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଏକ ବିବାହ ଉତ୍ସବରେ ଖୁବ୍‌ ନୋଟ୍‌ ଉଡ଼ାଯାଉଥିବା ଦେଖିବାକୁ ମିଳୁଛି। ବିବାହ ରୀତିନୀତି ସମୟରେ ବରଯାତ୍ରୀ ଏବଂ ବରର ସମ୍ପର୍କୀୟମାନଙ୍କ ତରଫରୁ ନୋଟ୍‌ ବର୍ଷା କରାଯାଉଛି, ଯାହାକୁ ନେବା ପାଇଁ ଲୋକେ ବିକଳ ହେଉଛନ୍ତି।…