Browsing Tag

gurugram

ଟ୍ରାଫିକ ଜାମରେ ଫସିଗଲେ ବ୍ୟକ୍ତି, କାନ୍ଧରେ ସ୍କୁଟି ନେଇ ବାହାରକୁ ଆସିଲେ, ଭାଇରାଲ ହେଉଛି ଭିଡିଓ

ରିୟଲ ଲାଇଫ ବାହୁବଳୀ । ଏ ବ୍ୟକ୍ତିଙ୍କ ବଳ ଆଗରେ ବାହୁବଳୀ ବି କମ୍ ପଡିଯିବେ । ଆମେ ଆପଣଙ୍କୁ ଏକଥା କହିବା ପଛର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଟିକେ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ । କିଭଳି ନିଜ ବାହୁରେ ସ୍କୁଟି ବୋହି ନେଇଯାଉଛନ୍ତି ଏ ବ୍ୟକ୍ତି ଜଣକ । ଆଉ ଏହା ପଛର କାରଣ…

ସାମ୍ନାକୁ ଆସିଲା ହ୍ବାଟସଆପ୍ ଚାଟ୍, ପରିବାର ଠାରୁ ଦୂରେଇ ଯିବାକୁ ଚାହୁଁଥିଲେ ରାଧିକା ଯାଦବ

ଗୁରୁଗ୍ରାମର ରାଧିକା ଯାଦବ ହତ୍ୟାକାଣ୍ଡ ଏବେ ସମଗ୍ର ଦେଶରେ ଚର୍ଚ୍ଚାରେ ରହିଛି । ପ୍ରତିଭାବାନ ଝିଅକୁ ଜଣେ ବାପା କିଭଳି ହତ୍ୟା କରିପାରେ ଏହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ରାଧିକାଙ୍କ ବାପା ଦୀପକ ଯାଦବ ଏବେ ପୋଲିସ ରିମାଣ୍ଡରେ ରହିଛି । ତାଙ୍କୁ ପଚରାଉଚରା ଜାରି ରହିଛି ।…

ଆଇସିୟୁରେ ପଡିଥିବା ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ, ହସପିଟାଲ କର୍ମଚାରୀ କାଣ୍ଡ କରିଥିବା ଅଭିଯୋଗ

ଆଇସିୟୁ ଭେଣ୍ଟିଲେଟରରେ ଏୟାର ହଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ । ହରିୟାଣ ଗୁରୁଗ୍ରାମରେ ଥିବା ଜଣାଶୁଣା ଡାକ୍ତରଖାନାରୁ ଆସିଛି ଏପରି ଅଭିଯୋଗ । ହସ୍ପିଟାଲର ଜଣେ କର୍ମଚାରୀ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । କୋଲକତାର ଆରଜି କର ହସପିଟାଲରେ ଘଟିଥିବା ଦୁଷ୍କର୍ମ ମାମଲା ଏଯାଏଁ ଥମି ନଥିବା…

ରାସ୍ତାର ଭୁଲ୍ ପାର୍ଶ୍ୱରେ ଚଲାଉଥିଲେ ଗାଡ଼ି, ପୋଲିସ କାଟିଦେଲା ଚାଲାଣ…ଏବେ ବାଦଶାହ ଗଣିବେ ୧୫ ହଜାର ଟଙ୍କା

ଜଣାଶୁଣା ସିଙ୍ଗର ତଥା ରାପର୍ ବାଦଶାହଙ୍କର କଟିଲା ଚାଲାଣ । ତାଙ୍କ କାରକେଡରେ ଯାଉଥିବା ଗାଡ଼ିଗୁଡ଼ିକର ଗୁରୁଗ୍ରାମ ପୋଲିସ ଚାଲାଣ କାଟିଦେଇଛି । ନିକଟରେ ବାଦଶାହ ଏକ ଇଭେଣ୍ଟ ପାଇଁ ହରିୟାଣାର ଗୁରୁଗ୍ରାମ ଯାଇଥିଲେ । ହେଲେ ଏଠାରେ ତାଙ୍କ କାରକେଡରେ ଥିବା ଗାଡ଼ିଗୁଡ଼ିକର ପୋଲିସ ଚାଲାଣ କାଟିଛି ।…

ଗୁରୁଗ୍ରାମ: ରାତିରେ ଶୋଇଥିବା ବେଳେ ସର୍ଟ ସର୍କିଟରୁ ଲାଗିଲା ନିଆଁ, ୪ ଯୁବକ ମୃତ

ହରିୟାଣାର ଗୁରୁଗ୍ରାମରେ ଏକ ଘରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ସରସ୍ୱତୀ ଏନକ୍ଲେଭର ଜେ-ବ୍ଲକସ୍ଥିତ ଏକ ଘରେ ଗତ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ବିଦ୍ୟୁତ୍ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ଘଟଣା ସମୟରେ ୪ ଜଣ ଯୁବକ ଏକ କୋଠରୀରେ ଶୋଇଥିଲେ ।…

ଗୁରୁଗ୍ରାମ: ହାଇସ୍ପିଡ୍‌ ବାଇକ୍‌କୁ ଜୋର୍‌ଦାର ଧକ୍କା ଦେଲା ଏସ୍‌ୟୁଭି, ଚାଲିଗଲା ୨୧ ବର୍ଷୀୟ ବାଇକରଙ୍କ ଜୀବନ

ହରିୟାଣାର ଗୁରୁଗ୍ରାମରେ ଭୟଙ୍କର ଦୁର୍ଘଟଣା । ରବିବାର ରାତିରେ ଏଠାରେ ଏକ ବାଇକ୍‌ ଓ ଏସ୍‌ୟୁଭି ମଧ୍ୟରେ ଜୋର୍‌ଦାର ଧକ୍କା ହୋଇ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି । ଏହି ଭୟାନକ୍‌ ଦୁର୍ଘଟଣାର ଛାତିଥରା ଭିଡିଓ ବି ସାମ୍ନାକୁ ଆସିଛି । ବାଇକ୍‌ଟି ହାଇସ୍ପିଡ୍‌ରେ ଥିଲା । ଏହାକୁ ଚଲାଉଥିବା…

ମଲ୍‌ରେ ବମ୍‌ ରଖାଯାଇଛି, ଏବେ କେହି ବି ବଞ୍ଚିବେନି…ଗୁରୁଗ୍ରାମ ପୋଲିସକୁ ମିଳିଲା ଏଭଳି ଧମକପୂର୍ଣ୍ଣ ଇମେଲ

ହରିୟାଣା ଗୁରୁଗ୍ରାମ ସହରରେ ଥିବା ଏକ ସପିଂ ମଲରେ ବୋମା ଧମକ । ଧମକପୂର୍ଣ୍ଣ ଇମେଲ୍ ଯୋଗେ ମଲକୁ ବୋମା ପକାଇ ଉଡାଇ ଦେବାକୁ କୁହାଯାଇଛି । ଇମେଲ ମିଳିବା ପରେ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଲ୍‌କୁ ଖାଲି କରିଛି । ପୋଲିସ ଇମେଲ କେଉଁଠୁ ଆସିଛି, ତା’…

ଗୁୁରୁଗ୍ରାମ: ଅଗ୍ନି ନିର୍ବାପକ ଯନ୍ତ୍ର ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨ ମୃତ; ୪ ଗୁରୁତର

ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଏହି କାରଖାନାରେ ଅଗ୍ନି ନିର୍ବାପକ ଯନ୍ତ୍ର ତିଆରି…

ଗୁରୁଗ୍ରାମ: ଚଳନ୍ତା କାର୍‌ରେ ନିଆଁ ଲାଗି ପୋଡ଼ିଗଲେ ଡ୍ରାଇଭର, ଖୋଲା ସ୍ୱେରେଜ୍‌ ଟାଙ୍କିକୁ ଡେଇଁ ବଞ୍ଚାଇଲେ ନିଜ ଜୀବନ

ହରିୟାଣାର ଗୁରୁଗ୍ରାମରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଏଠାରେ ଚଳନ୍ତା କାର୍‌ରେ ନିଆଁ ଲାଗି ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଗାଡ଼ିରେ ହଠାତ୍ ନିଆଁ ଲାଗିଯିବାରୁ ଡ୍ରାଇଭର ଜଣକ ଗାଡ଼ି ଭିତରେ ଫସି ଯାଇଥିଲେ । ଫଳରେ ସେ ନିଆଁରେ ପୋଡ଼ି ହୋଇ ଯାଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ସାମ୍ନାରେ…

ଗୁରୁଗ୍ରାମ : କୁସ୍ତିଯୋଦ୍ଧାଙ୍କ ଉପରେ ଦୁର୍ବୃତ୍ତ କଲେ ଆକ୍ରମଣ, ୪ ଆହତ

ହାଇ ଟେକ୍ ସିଟି ଗୁରୁଗ୍ରାମରେ ଏବେ ପ୍ରତିଦିନ ଅପରାଧିକ ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାରର ତାଜା ମାମଲା ହେଉଛି କୁସ୍ତିଯୋଦ୍ଧାଙ୍କ ଉପରେ ଆକ୍ରମଣ । ବାସ୍ତବରେ ମଙ୍ଗଳବାର ଦିନ କିଛି ଲୋକମାନେ ଅଖାଡାରେ ଅଭ୍ୟାସ କରୁଥିବା କୁସ୍ତିଯୋଦ୍ଧାମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ୪…

ଗୁରୁଗ୍ରାମ : ମଦ୍ୟପାନ ଯୋଗୁ ମଲ୍‌ରେ ଗୁଳିକାଣ୍ଡ, ୨୬ ବର୍ଷୀୟ ଯୁବକ ଆହତ

ରବିବାର ସକାଳେ ହରିୟାଣାର ଗୁରୁଗ୍ରାମର ଏକ ମଲ୍‌ରେ କିଛି ଲୋକମାନେ ମଦ୍ୟପାନ କରି ଝଗଡା କରୁଥିବା ସମୟରେ ଜଣେ ୨୬ ବର୍ଷର ପିଲାକୁ ଗୁଳି କରିଛନ୍ତି । ତେବେ ଯୁବକଟିର ଗୋଡରେ ଗୁଳି ବାଜିଛି । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ରାଜସ୍ଥାନର ସୁରଟଗଡର ବାସିନ୍ଦା ଯୁବକ ହେଉଛନ୍ତି…

ଦ୍ୱାରକା ଏକ୍ସପ୍ରେସ୍ ୱେ ଉଦ୍‌ଘାଟନ କଲେ ମୋଦି, ଏବେ ଦିଲ୍ଲୀରୁ ଗୁରୁଗ୍ରାମ ଯିବାକୁ ଲାଗିବ ମାତ୍ର ୨୫ ମିନିଟ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ପ୍ରତୀକ୍ଷିତ ଦ୍ୱାରକା ଏକ୍ସପ୍ରେସ୍ ୱେକୁ ଉଦ୍‌ଘାଟନ କରିଛନ୍ତି । ୮ ଲେନ ବିଶିଷ୍ଟ ଏକ୍ସପ୍ରେସ୍ ୱେ ଦିଲ୍ଲୀ-ଗୁରୁଗ୍ରାମ ମଧ୍ୟରେ ଟ୍ରାଫିକ୍ ସମସ୍ୟା କମ୍‌ କରିବାରେ ସହାୟକ ହେବ । ହରିୟାଣା ଦେଇ ଯାଇଥିବା ୧୯ କିଲୋମିଟର ଲମ୍ବର ଦ୍ୱାରକା ଏକ୍ସପ୍ରେସ୍ ୱେ…