Browsing Tag

health care tips

ବାରମ୍ବାର ପାଣି ପିଉଛନ୍ତି କି, ତେବେ ଏହି ଅଭ୍ୟାସକୁ ବିଲକୁଲ କରନ୍ତୁନାହିଁ ଅଣଦେଖା

ଶୀତ ଦିନରେ ସମସ୍ତଙ୍କୁ ପ୍ରାୟ ଅଧିକ ଶୋଷ ଲାଗିଥାଏ। ଯେତେବେଳେ ବି ଶରୀରକୁ ଜଳର ଆବଶ୍ୟକତା ପଡିଥାଏ ସେତେବେଳେ ଆମକୁ ଶୋଷ ଲାଗିଥାଏ। କିନ୍ତୁ ଯେତେବେଳେ ବି ବାରମ୍ବାର ଶୋଷ ଲାଗିଥାଏ ତାହେଲେ ଏହାର ଅର୍ଥ ଜାଣନ୍ତୁ ଯେ ଆପଣଙ୍କ ଶରୀରରେ କୌଣସି ଭିଟାମିନ୍ସର ଅଭାବ ରହିଛି। ଏବଂ ଆପଣଙ୍କ ଶରୀରକୁ…

ପ୍ରତିଦିନ ସକାଳୁ ଖାଆନ୍ତୁ ବୁଟ,କୋଷେ ଦୂରେରେ ରହିବ ରୋଗ

ବୁଟକୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ସକାଳୁ ଗୋଟିଏ ମୁଠା ବୁଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇଲେ ବି ପେଟ ସମସ୍ୟା ହୋଇପାରେ।ବତୁରାଯାଇଥିବା ବୁଟରେ ଅନେକ ପୋଷାକ ତତ୍ତ୍ୱ…

କାଚ ଗ୍ଲାସରେ ପାଣି ପିଉଛନ୍ତି ନା ନାହିଁ, ଶରୀରରେ ଥିବା ଅନେକ ରୋଗକୁ କରିବ ଭଲ

ସାଧାରଣତଃ ଲୋକମାନେ ପାଣି ପିଇବା ପାଇଁ ଘରେ ଷ୍ଟିଲ ଗ୍ଲାସ ବ୍ୟବହାର କରନ୍ତି। ସେଥିପାଇଁ ପ୍ରାୟ ଘରେ ପାଣି ପିଇବା ଓ ରଖିବା ପାଇଁ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଏ। କାଚରେ ତିଆରି ଗ୍ଲାସ କିମ୍ବା ବୋତଲ ବହୁତ କମ ବ୍ୟବହାର ହୁଏ । ବିଶେଷକରି ଯେତେବେଳେ ଜଣେ ଅତିଥି ଆସନ୍ତି ସେତେବେଳେ ଆମେ…

ହେଲ୍‌ଥ କେୟାର ଟିପ୍ସ : ଏମିତି କରନ୍ତୁ ଚେହେରାର ଯତ୍ନ, ନହେଲେ ସମୟ ପୂର୍ବରୁ ହୋଇଯିବେ ବୁଢ଼ୀ

ଦେଶର ଅଧିକାଂଶ ସହରରେ ପ୍ରଦୂଷଣ ସାଂଘାତିକ ସ୍ଥିତିରେ ପହଞ୍ଚିଛି । ଯେଉଁଥିପାଇଁ ଏହା ଚର୍ମ ଉପରେ ପ୍ରଭାବ ପକାଇବା ସହ ତ୍ୱଚ୍ଚାର ବହୁତ କ୍ଷତି କରୁଛି । ପ୍ରଦୂଷଣ ସଂସ୍ପର୍ଶରେ ଆସି ଚର୍ମ ସମୟ ପୂର୍ବରୁ ବୁଢ଼ୀ ହୋଇଯାଉଛି । ଏଥିପାଇଁ ଆପଣ ଦିନରେ ୪ରୁ ୫ ଗ୍ଲାସ ପାଣି ପିଇବା ସହ ଫେସ୍‌ ପ୍ୟାକ୍‌…

ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଘରୋଇ ଉପାୟ, ହେବନି ଗ୍ୟାସ୍‌ କି ଛାତି ଜଳାପୋଡା

ଅଧିକ କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆପଣଙ୍କ ଡାଏଟକୁ ପ୍ରଭାବିତ କରିଥାଏ। ଏହି କାରଣରୁ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହି ସମୟରେ କୋଷ୍ଠକାଠିନ୍ୟ, ବ୍ଲୋଟିଂ, ଗ୍ୟାସ ଏବଂ ଛାତି ଜଳାପୋଡା ଭଳି ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଆଜିକାଲି ଛାତିରେ…

ହେଲ୍‌ଥ ଟିପ୍ସ : ଅଏଲି ଫୁଡ଼୍‍ ଖାଇବା ପରେ ନିଶ୍ଚିତ କରନ୍ତୁ ଏହି କାମ, ହେବନି ସ୍ୱାସ୍ଥ୍ୟ ଖରାପ

ଆପଣ ଯେତେ ବି ହେଲ୍‌ଥ କନ୍‌ସସ୍‌ ହୁଅନ୍ତୁ ନା କାହିଁକି ଫାଷ୍ଟ ଫୁଡ ଆଦି ତୈଳ ଜାତୀୟ ଖାଦ୍ୟରୁ ନିଜକୁ ମୁକ୍ତ କରିପାରି ନଥାନ୍ତି । ଏହି ସବୁ ଖାଦ୍ୟ ପଦାର୍ଥର ଲୋଭରୁ ନିଜକୁ ବଞ୍ଚାଇ ପାରି ନଥାନ୍ତି । ଏଥିରେ ଭରପୁର ହୋଇ ରହିଥିବା ଟ୍ରାନ୍ସଫେଟ୍‌ ସଲ୍ଟ ଓ ସାଚୁରେଟଡ ଫ୍ୟାଟ୍‌ ଶରୀରକୁ ମେଦ…

ରାତିରେ ଶୋଇବା ପୂର୍ବରୁ ନଖଉଷୁମ ପାଣିରେ ହେଙ୍ଗୁ ମିଶାଇ ପିଅନ୍ତୁ, ଫାଇଦା ଜାଣିଲେ ପ୍ରତିଦିନ କରିବେ ସେବନ

ଏହି କଥା ଆମେ ସମସ୍ତେ ଜାଣୁ ଯେ ହେଙ୍ଗୁ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ହେଙ୍ଗୁର ତଡ଼କା ଲଗାଯାଇଥାଏ। ପେଟ ପାଇଁ ହେଙ୍ଗୁ ବହୁତ ଭଲ ହୋଇଥାଏ। ଏହାର ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦୀ ବୋଲି କୁହାଯାଏ। ଆଜି ଆମେ ଆପଣଙ୍କୁ ହେଙ୍ଗୁ ପାଣିର ଫାଇଦା…

ଫଟାଫଟ୍‌ ଚର୍ବି କମ୍‌ କରିବ ଡାଲଚିନି ଓ ମହୁ, ଏପରି ପିଅନ୍ତୁ ଓଜନ କମାନ୍ତୁ

ଶରୀରର ଓଜନ ଠିକ ରଖିବାକୁ ଉତ୍ତମ ଭୋଜନ ଓ ବ୍ୟାୟାମ ଆବଶ୍ୟକ । ମୋଟାପଣ କମ କରିବାକୁ ଅନେକ ଘରୋଇ ଉପଚାର ରହିଛି । ଡାଏଟ୍ ଏବଂ ନିୟମିତ ବ୍ୟାୟାମ ଦ୍ୱାରା ଶରୀର ଅତ୍ୟଧିକ ଚର୍ବି କମ କରାଯାଇପାରିବ । ପେଟ ଚର୍ବି କମ କରିବାକୁ ଆପଣ ନିଜ ଡାଏଟରେ ଡାଲଚିନି ଓ ମହୁ ଚା’ କୁ ସାମିଲ କରିପାରିବେ । ଏହି…

ଘରେ ଆଇସୋଲେଟରେ ଥିବା ସମୟରେ ଧ୍ୟାନ ରଖନ୍ତୁ ଏହି ସବୁ ନିୟମ

କରୋନାରେ ସଂକ୍ରମିତ ହେବାପରେ ଡାକ୍ତର ସର୍ବପ୍ରଥମେ ହୋମ ଆଇସୋଲେସନ ହେବା ପାଇଁ ନିର୍ଦ୍ଦେଶ ଦିଅନ୍ତି । କୋଭିଡର ସବୁ ସର୍ତ୍ତାବଳୀକୁ ମାନିବାକୁ ମଧ୍ୟ କହିଥାନ୍ତି । କିନ୍ତୁ ଲୋକମାନେ ଘରେ ଆଇସୋଲେଟ ହୋଇ ନିଜକୁ ରଖିବା ପରେ ଅବହେଳା ହୋଇଯାଆନ୍ତି । ନିୟମ ମାନୁନଥିବ।ରୁ ଶେଷରେ ହସ୍ପିଟାଲରେ…

ପିଠି ପଟିଆ ବା ଚିତ୍‌ ହୋଇ ଶୋଇଲେ ଭଲ ହୋଇଥାଏ ଏହି ୫ ସ୍ୱାସ୍ଥ୍ୟଗତ ସମସ୍ୟା, ଥରେ ପଢ଼ନ୍ତୁ ନିଶ୍ଚୟ

କଣ ଆପଣ ଜାଣିଛନ୍ତି ଯଦି ଆପଣ କେବଳ ପିଠି ପଟିଆ ଶୋଉଥିବେ ତାହେଲେ ଆପଣଙ୍କ ଶରୀରର ୫ଟି ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇପାରିବ। ତାହେଲେ ଆସନ୍ତୁ ଜାଣିବା ପିଠି ପଟିଆ ବା ଚିତ୍‌ ହୋଇ ଶୋଇବାର ଫାଇଦା କଣ। ପିଠି ପଟିଆ ବା ଚିତ୍‌ ହୋଇ ଶୋଇବା ଦ୍ୱାରା ଏହା କମରର ଆଧାର ଦେଇଥାଏ। ଯେଉଁ କାରଣରୁ କମର…

ଏହି ୧୧ଟି ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଶରୀରରେ ରହିଛି ପ୍ରୋଟିନ୍‌ର ଅଭାବ

ବ୍ୟସ୍ତବହୁଳ ଜୀବନରେ ଆମେ ଆମ ଖାଦ୍ୟପେୟ ଉପରେ ପୂରା ଧ୍ୟାନ ରଖିପାରି ନ ଥାଉ। ଫଳରେ ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବ ରହିଯାଇଥାଏ, ଯାହାର ପରିଣାମ ଆମକୁ ଲମ୍ବା ସମୟ ଧରି ଭୋଗିବାକୁ ପଡ଼ିଥାଏ। ଏମିତି ହିଁ ଏକ ପୋଷକ ତତ୍ତ୍ୱ ହେଉଛି ପ୍ରୋଟିନ। ପ୍ରୋଟିନ ଅଭାବ ହେଲେ ଶରୀରକୁ କ’ଣ କ୍ଷତି…

ବାହାଘରକୁ ରହିଲା କି ମାତ୍ର କିଛି ଦିନ, ତେବେ ଚମକଦାର ଏବଂ ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ ଲଗାନ୍ତୁ ଏହି ଉବତନ୍‌

ଚେହେରାରେ ପ୍ରାକୃତିକ ଚମକ ଆପଣଙ୍କ ସୁନ୍ଦରତାକୁ ବଢ଼ାଇବାରେ ଅନେକ ସାହାଯ୍ୟ କରିଥାଏ। ସବୁ ଝିଅ ମାନେ ଚାହାଁନ୍ତି ସେମାନେ ନିଜ ବାହାଘରରେ କମ୍‌ ମେକଅପ୍‌ କରିବାକୁ ଏବଂ ଖାଲି ତାଙ୍କ ଚେହେରାର ଚମକ ସମସ୍ତଙ୍କୁ ଆକର୍ଷଣ କରୁ। ଯଦି ଆଉ କିଛି ଦିନ ପରେ କିମ୍ବା ଆଗାମୀ କିଛି ଦିନ ଭିତରେ ଆପଣଙ୍କ…