Browsing Tag

heat wave

୧୪ ତାରିଖ ପରଠୁ ରାଜ୍ୟକୁ ପୁଣି ଫେରିବ ହିଟ ୱେଭ

ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିବ ହିଟ ୱେଭ କଣ୍ଡିସନ। ୧୪ ତାରିଖ ପରଠୁ ରାଜ୍ୟକୁ ପୁଣି ଥରେ ହିଟ ୱେଭ ସ୍ଥିତି ଫେରିବ। ହିଟ ୱେଭ ପାଇଁ ମାଲକାନଗିରିର କୋରାପୁଟ, କଟକ, ବୌଦ୍ଧ, ଅନୁଗୁଳ, ବଲାଙ୍ଗିର , ସୁନ୍ଦରଗଡ଼ ଏହି ଜିଲ୍ଲାକୁ ହିଟ ୱେଭ ପାଈଁ ଚେତାବନୀ ଜାରି ହୋଇଛି। ରାଜ୍ୟରେ ବର୍ତ୍ତମାନ…

ପ୍ରଚଣ୍ଡ ଖରା ଯୋଗୁଁ ଆଉଟଡୋର ଗେମ୍ ଉପରେ କଟକଣା, ସକାଳ ୧୧ଟାରୁ ୩ଟା ଯାଏଁ ବାହାରେ ଖେଳିବା ମନା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ବୃଦ୍ଧି ପାଇବାରେ ଲାଗିଛି ।  ଖରା ପାଇଁ ଅଂଶୁଘାତ ଆଶଙ୍କା ବଢ଼ିଯାଇଛି ।  ଏହାକୁ ନଜରରେ ରଖି କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଏସ୍‌ଆର୍‌ସି । ପ୍ରବଳ ଖରା ହେଉଥିବାରୁ ଆଉଟ୍‌ଡୋର୍‌ ଖେଳ ଉପରେ କଟକଣା ଲଗାଇଲେ ସରକାର ।…

ଅଂଶୁଘାତ ରୋକିବାକୁ ପଦକ୍ଷେପ, ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବା ମନା

ଭୁବନେଶ୍ୱର (କେନ୍ୟୁଜ):  ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ ।  ତତଲା କଡେଇରେ ସିଝୁଛି ଅଧା ଓଡ଼ିଶା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢିଲାଣି ତାପମାତ୍ରା । ଅସ୍ତବ୍ୟସ୍ତ ହେଲାଣି ଜୀବନ । ଏପରି ସ୍ଥିତିରେ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା । ତେବେ ଏହାର ମୁକାବିଲା ନିମନ୍ତେ ସରକାର…

ଅସହ୍ୟ ଗ୍ରୀଷ୍ମ ପ୍ରବାହ; ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍କୁଲର ସମୟରେ ହେଲା ପରିବର୍ତ୍ତନ

ଖୋର୍ଦ୍ଧା (କେନ୍ୟୁଜ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ସକାଳ ସାଢ଼େ ୬ଟା ୩୦ରୁ ୧୦ଟା ୩୦ଟା ଯାଏ ଖୋଲା ରହିବ । ସବୁ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଏହା ଲାଗୁ ହେବ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା…

ଏଣିକି ସ୍କୁଲ ସମୟରେ ୩ ଥର ହେବ ଜଳପାନ ବିରତି, ପାଣି ପିଇବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଏବେଠାରୁ ଅସହ୍ୟ ତାତି ଅନୁଭୂତ ହେଲାଣି । ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି । ଏପ୍ରିଲ ଆରମ୍ଭରୁ ତାପମାତ୍ରା ବୃଦ୍ଧି ଘଟିଛି । ଏପଟେ ସକାଳ ୧୦ଟା ପରେ ଘରୁ ବାହାରିବା କଷ୍ଟ କର ହୋଇ ପଡୁଛି । ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି…

ହିଟ୍ ୱେଭ ପାଇଁ ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ, ୬ରୁ ସାଢ଼େ ୧୦ଟା ଯାଏଁ ରହିବ ଖୋଲା

ସମ୍ୱଲପୁର (କେନ୍ୟୁଜ): ହିଟ୍ ୱେଭ ପାଇଁ ସମ୍ବଲପୁରରେ ବଦଳିଲା ସ୍କୁଲ ସମୟ । ଏନେଇ ସମ୍ବଲପୁର ଜିଲ୍ଲାପାଳ ଜାରି କଲେ ନିର୍ଦ୍ଦେଶନାମା । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏଁ ଖୋଲା ରହିବ । ସେହିପରି ଶ୍ରମିକମାନେ ଦିନ ୧୧ଟାରୁ ଅପରାହ୍ନ ସାଢ଼େ ୩ଟା…

ତାତିରେ ହନ୍ତସନ୍ତ ରାଜ୍ୟବାସୀ, ୧୧.୩୦ ସୁଦ୍ଧା ୩୬ ଡିଗ୍ରୀ ଟପିଲା ଭୁବନେଶ୍ୱରର ପାରଦ

ଭୁବନେଶ୍ୱର (କେନ୍ୟୁଜ): ଗତକାଲି ପରି ଆଜି ବି ପାରଦ ଉପରମୁହାଁ । ଆଜି ମଧ୍ୟ ଡହ ଡହ ଖରାରେ ସିଝୁଛନ୍ତି ରାଜଧାନୀବାସୀ । ସକାଳ ୮ଟା ପରେ ଘରୁ ବାହାରି କଷ୍ଟକର ହୋଇପଡ଼ିଛି । ଦିନ ୧୧ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ଏପ୍ରିଲ ଆରମ୍ଭରୁ ଅସହ୍ୟ ହେବ ତାତି, ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି କଲବଲ କରିବ ତାତି । ୪୦ ଡିଗ୍ରୀ ଟପିବ ବିଭିନ୍ନ ସ୍ଥାନର ତାପମାତ୍ରା । ଏପ୍ରିଲ ଆରମ୍ଭରୁ ଅସହ୍ୟ ଗରମ । ଆଗାମୀ ଦୁଇ ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ଯାଏ ବଢ଼ିବ । ସେହିପରି ୩ ଦିନ ମଧ୍ୟରେ ରାତି ତାପମାତ୍ରା ମଧ୍ୟ ୨ରୁ ୩ ଦିନ ଡିଗ୍ରୀ…

ରାଜ୍ୟରେ ଉପରମୁହାଁ ପାରଦ, ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଉପରମୁହାଁ ପାରଦ। ୨୯ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ ତାପମାତ୍ରା ଛୁଇଁବ ୪୦ ଡିଗ୍ରୀ । ଏପ୍ରିଲ ପ୍ରଥମ ସପ୍ତାହରୁ ଅସହ୍ୟ ହେବ ତାତିର ପ୍ରକୋପ। ଗତକାଲି ୬ ସହରରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ୩ଟି ସହରରେ ୩୮ ଉପରେ ରହିଥିଲା ପାରଦ ।…

ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁ ପାରେ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ପଶ୍ଚିମ ଓଡ଼ିଶା । ୨୮ତାରିଖରୁ ଅସହ୍ୟ ହେବ ଖରା । ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡା, ଟିଟିଲାଗଡ଼ ଆଦି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଛୁଇଁ ପାରେ । ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ପାଗ…

ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ପ୍ରଚଣ୍ଡ ଖରା, ଆଜିଠୁ ଆହୁରି ଜଳିବ

ଭୁବନେଶ୍ୱର (କେନ୍ୟୁଜ): ବଢ଼ିଲା ତାତି, ଆଜିଠୁ ଆହୁରି ଅସହ୍ୟ। ୪୦ ଡିଗ୍ରୀ ଛୁଇଁବ ପାରଦ। ୩୬ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା। ବଲାଙ୍ଗିର, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ପାରଦ ୩୮ ଡିଗ୍ରୀ ଛୁଇଁଛି। ଆଜି ଅଧା ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ…

ଖରା ଯୋଗୁଁ +୩ ଛାତ୍ରୀ ଅସୁସ୍ଥ, କଲେଜ ଯିବା ପରିବର୍ତ୍ତେ ମେଡିକାଲରେ ଭର୍ତ୍ତି

ଆସିଲାଣି ଖରାଦିନ । ଧିରେ ଧିରେ ବଢ଼ିଲାଣି ତାତି । ଏବେଠୁ ଅସହ୍ୟ ହେଉଛି ଖରାର ଉତ୍ତାପ । ଜୀବଜନ୍ତୁ ମାନେ ମଧ୍ୟ ଖରାର ପ୍ରକୋପ ସହ୍ୟ କରିନପାରି ଅସ୍ତ ବ୍ୟସ୍ତ ହୋଇପଡ଼ିଲେଣି । ଆଉ ସାଧାରଣ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଦିନରେ ବାହାରେ କୌଣସି କାର୍ଯ୍ୟ କରିବା କଷ୍ଟକର ହୋଇଯାଉଛି ।…