Browsing Tag

hockey

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠୁ ଆରମ୍ଭ ହେଉଛି ପ୍ରୋ-ହକି ଲିଗ୍‌ ଦ୍ୱିତୀୟ ସଂସ୍କରଣ, ଭାରତ-ନେଦରଲାଣ୍ଡସ୍‌…

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଆଜିଠୁ ଆରମ୍ଭ ହେଉଛି ପ୍ରୋ-ହକି ଲିଗ୍‌ ଦ୍ୱିତୀୟ ସଂସ୍କରଣ । ଆଜି ଭାରତ-ନେଦରଲାଣ୍ଡସ୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ମନପ୍ରୀତ୍‌ ସିଂହଙ୍କ ନେତୃତ୍ୱରେ ଭାରତ ନୂଆ ସିଜିନ୍‌ରେ ନୂଆ ଢାଞ୍ଚାରେ ଖେଳିବ । ଟୋକିଓ ଅଲିମ୍ପିକ୍ସ ଆଉ ମାତ୍ର ୬ ମାସ…

ଭୁବନେଶ୍ୱରରେ ଆରମ୍ଭ ହୋଇଛି ସର୍ବଭାରତୀୟ ହକି ପ୍ରତିଯୋଗିତା, ଅଂଶଗ୍ରହଣ କଲେ ୫ ଶହ ପ୍ରତିଯୋଗୀ

ଭୁବନେଶ୍ୱର (କେନ୍ୟୁଜ୍): ଭୁବନେଶ୍ୱର ସପ୍ତମ ବାଟାଲିୟନରେ ୬୮ ତମ ସର୍ବଭାରତୀୟ ହକି ପ୍ରତିଯୋଗିତା-୨୦୧୯ ଚାଲିଛି । ଏହି ପ୍ରତିଯୋଗିତା ୨୪ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ । ଉଦଘାଟନୀ ଉତ୍ସବରେ ପୋଲିସ ଡିଜି ଅଭୟ ସମସ୍ତ ପ୍ରତିଯୋଗୀ ଓ କ୍ରୀଡା ଅଧିକାରୀଙ୍କୁ ସ୍ୱାଗତ…

ରାଜ୍ୟରେ ହକି ଖେଳରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ କରିପାରନ୍ତି ବଡ ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ହକି ଖେଳରେ ଉନ୍ନତି ପାଇଁ ହୋଇପାରେ ବଡ ଘୋଷଣା । ହକିର ଭିତ୍ତିଭୂମି ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବାକୁ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିପାରନ୍ତି । ଏଥିପାଇଁ ସଂଧ୍ୟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମରେ କରାଯାଇଛି । ଏଥିରେ…

ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସିରିଜ୍

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ଅଲିମ୍ପିକ କ୍ୱାଲିଫାୟର ସିରିଜ । ଭାରତୀୟ ପୁରୁଷ ଟିମ୍‌କୁ ଭେଟିବ ଋଷିଆ । ସେହିଭଳି ୨ ତାରିଖରେ ଭାରତୀୟ ମହିଳା ଟିମ୍‌କୁ ଭେଟିବ ଆମେରିକା । ଯେଉଁ ଦଳ ବିଜୟ ହେବ ସିଧା ଟୋକିଓ ଅଲମ୍ପିକ ପାଇଁ ଟିକେଟ ହାସଲ…

ଭୁବନେଶ୍ୱର : ନଭେମ୍ବର ପ୍ରଥମ ସପ୍ତାହରେ ଅଲିମ୍ପିକ୍ସ ହକି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌

କେନ୍ୟୁଜ୍: ନଭେମ୍ବର ପ୍ରଥମ ସପ୍ତାହରେ ଅଲିମ୍ପିକ୍ସ ହକି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌ ହେବ । ଆନ୍ତର୍ଜାତିକ ହକି ଫେଡେରେସନର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟି…

ପିତାଙ୍କ ମୃତ୍ୟୁ ପରେ ବି ମୈଦାନକୁ ଓହ୍ଲାଇଥିଲେ ଏହି ଖେଳାଳି, ଟିମକୁ ଚାମ୍ପିୟନ୍ କରାଇ ଦେଶକୁ କଲେ ଗର୍ବିତ

ଅନେକ ସମୟରେ ନିଜ ପରିବାର ଏବଂ ଅନୁଭବଠୁ ବଡ଼ ହୋଇଥାଏ ଦେଶ ପାଇଁ କର୍ତ୍ତବ୍ୟ । ଆଉ ଏହା ପ୍ରମାଣ କରି ଦେଖାଇଛନ୍ତି ଭାରତୀୟ ମହିଳା ହକି ଖେଳାଳି ଲାଲରେମସିଆମୀ । ତାଙ୍କ ଟିମ୍ ହିରୋସିମାରେ ଏଫଆଇଏଚ୍ ସିରିଜ୍ ଫାଇନାଲ୍ ଜିତିଲା କିନ୍ତୁ ଲାଲରେମସିଆମୀ ଯାହା କରିଛନ୍ତି ତାହା ସମସ୍ତଙ୍କ ପାଇଁ…

ରାଜ୍ୟ ପୁଣି ରାଜଧାନୀରେ ହକି କ୍ରେଜ୍ : କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇ୍ଏଚ୍ ହକି ପୁରୁଷ ସିରିଜ୍ ଫାଇନାଲ୍ସ

ଭୁବନେଶ୍ୱରକୁ ଫେରିଛି ହକି । ଆସନ୍ତା ଗୁରୁବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇ୍ଏଚ୍ ହକି ପୁରୁଷ ସିରିଜ୍ ଫାଇନାଲ୍ସ। ଭାଗ ନେଉଛନ୍ତି ୮ଟି ଦେଶର ଟିମ୍। ସବୁ ଟିମ୍ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି। ଏହି ସିରିଜରେ ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିଥିବା ଦଳ ୨୦୨୦ ଟୋକିଓ…

ହକି ଫାଇନାଲ ମ୍ୟାଚ୍କୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡ଼ି

ଭୁବନେଶ୍ବର (କେନ୍ୟୁଜ୍) : ବିଶ୍ୱକପ୍ ହକିର ଫାଇନାଲ ମ୍ୟାଚର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିଛି ଓଡିଶା ପୋଲିସ । ବିଶେଷ କରି ଗୁଇନ୍ଦା ବିଭାଗକୁ ଅଧିକ ସକ୍ରିୟ କରାଯାଇଥିବା ପୋଲିସ ଡିଜି ସୂଚନା ଦେଇଛନ୍ତି । ଫାଇନାଲରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଦେଖିବାକୁ ଦର୍ଶକଙ୍କ…

ଖୁବ୍ ଜମିଲା ଆଜିର ଖେଳ : କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ

ଭୁବନେଶ୍ବର (କେନ୍ୟୁଜ୍) : ହକି ବିଶ୍ୱକପରେ  ଆଜିଠୁ ଆରମ୍ଭ ହୋଇଛି କ୍ୱାର୍ଟର ଫାଇନାଲ୍ ରାଉଣ୍ଡ । ପ୍ରଥମ ଦଳ ଭାବରେ ସେମି ଫାଇନାଲ୍ରେ ପ୍ରବେଶ କରିଛି ଇଂଲଣ୍ଡ । ଆଜି ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲରେ ଇଂଲିଶ ବାହିନୀ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ହରାଇ ଦେଇଛି ।…

ଆସିଲା ଓଡ଼ିଶା ହକି ବିଶ୍ବ କପର ଅଫିସିଆଲ ମ୍ୟୁଜିକ୍ ଭିଡ଼ିଓ , ଦେଖନ୍ତୁ ..

ଭୁବନେଶ୍ବର : ବହୁ ଅପେକ୍ଷାର ଅନ୍ତ ଘଟିଛି। ରାଜ୍ୟରେ ଏବେ ହକି କ୍ରେଜ୍ ଚାଲିଥିବା ବେଳେ ଲଞ୍ଚ କରିଛି ଅଫିସିଆଲ ମ୍ୟୁଜିକ୍ ଭିଡ଼ିଓ ଜୟ ହିନ୍ଦ ଇଣ୍ଡିଆ। ଏହା ବିଷୟରେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ପ୍ରସିଦ୍ଧ ଗାୟକ ଏ ଆର ରେହେମାନ୍। ପୂର୍ବରୁ ଏହାର ଟିଜର ଆସିଥିବା ବେଳେ ଏହାକୁ ଉଦଘାଟନ…

ବାରବାଟୀରେ ଆଜି ହକି ବିଶ୍ୱକପ ପାଇଁ ଉଦଘାଟନୀ ଉତ୍ସବ

ଭୁବନେଶ୍ୱର(କେନ୍ୟୁଜ୍) : କଳିଙ୍ଗ ଷ୍ଟାଡିୟମ ପରେ କଟକ ବାରବାଟୀରେ ଆଜି ହକି ବିଶ୍ୱକପ ପାଇଁ ଉଦଘାଟନୀ ଉତ୍ସବ । କାର‌୍ୟ୍ୟକ୍ରମରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍. ରେହମାନ ଯୋଗଦେବେ । ଅଭିନେତା ସଲମାନ ଖାନ ଓ ପ୍ରଭାସ ମଧ୍ୟ ଯୋଗଦେବେ। କଟକ କାର‌୍ୟ୍ୟକ୍ରମରେ ଯୋଗଦାନ ନେଇ ସଲ୍ଲୁ ମିଆଁ…

ଦିନକ ପରେ ହକି ମହାସମରର ଉଦଘାଟନୀ ଉତ୍ସବ,ପହଞ୍ଚୁଛନ୍ତି ବିଭିନ୍ନ ଦେଶର ଖେଳାଳି

ଭୁବନେଶ୍ବର (କେନ୍ୟୁଜ୍) : ଦିନକ ପରେ ହକି ମହାସମରର ଉଦଘାଟନୀ ଉତ୍ସବ । ପହଞ୍ଚିବାରେ ଲାଗିଛନ୍ତି ବିଭିନ୍ନ ଦେଶର ଖେଳାଳି। ପାକିସ୍ତାନ, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ ଓ ବେଲଜିୟମ ଟିମ ଗତକାଲି ଆସି ପହଞ୍ଚିଛନ୍ତି । ପାକିସ୍ତାନରୁ ୧୮ ଜଣିଆ ଟିମ୍ ଆସି ପହଞ୍ଚିଛନ୍ତି । ଏହି ୧୮ ଜଣ ଭିତରେ…